Posted inଜାତୀୟ

ବର୍ଦ୍ଧିତ ପେଟ୍ରୋଲ କଥା ପଚାରିବାରୁ ମନ୍ତ୍ରୀ କହିଲେ- ‘ଅସୁବିଧା ନ ଥିଲେ ସୁଖକୁ ଉପଭୋଗ କରିହେବ ନାହିଁ’

ଭୋପାଳ,୧୧।୭: ଅସୁବିଧା ଥିଲେ ହିଁ ସୁଖକୁ ଉପଭୋଗ କରିହୁଏ। ଅସୁବିଧାନ ନ ରହିଲେ, ସୁଖକୁ ଉପଭୋଗ କରିବାରେ ମଜା ଆସିବ ନାହିଁ। ପେଟ୍ରୋଲ ଓ ଡିଜେଲ୍‌ ଦାମ ଅହେତୁକ ବୃଦ୍ଧି ନେଇ ପ୍ରଶ୍ନ କରାଯିବାରୁ ଏଭଳି ବିଚିତ୍ର ଉତ୍ତର ଦେଇଛନ୍ତି ମଧ୍ୟପ୍ରଦେଶର ମନ୍ତ୍ରୀ ଓମ ପ୍ରକାଶ ସାକ୍ଲେଚା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ଦ୍ଧିତ ତୈଳ ଦର ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଗଣମାଧ୍ୟମରେ ମିଥ୍ୟା ପ୍ରଚାର କରାଯାଉଥିବା ସେ କରିଛନ୍ତି।

ଦେଶର ୪ ମେଟ୍ରୋ ସହର ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଓ କୋଲକାତାରେ ପେଟ୍ରୋଲ ଦାମ ୧୦୦ ଟଙ୍କା ଅତିକ୍ରମ କରିଛି। ବର୍ତ୍ତମାନ ଅନ୍ୟ ମେଟ୍ରୋ ସହର ଅପେକ୍ଷା ମୁମ୍ବାଇରେ ପେଟ୍ରୋଲ ଓ ଡିଜେଲ ବେଶ୍‌ ମହଙ୍ଗା। ଭ୍ୟାଟ କାରଣରୁ ଭିନ୍ନ ଭିନ୍ନ ରାଜ୍ୟରେ ତୈଳ ଦରରେ ପ୍ରାର୍ଥ୍ୟକ ଦେଖାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅବସ୍ଥା କହୁଛି ନେତୃତ୍ୱ କେମିତି

ନୂଆଦିଲ୍ଲୀ,୧୯ା୫: ଭାରତର ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ପୂର୍ବତନ ଗଭର୍ନର ରଘୁରାମ ରାଜନ ନିକଟରେ କୋଭିଡ୍‌-୧୯ ମହାମାରୀକୁ ଦେଶ ପାଇଁ ସ୍ବାଧୀନତା ପରେ ସବୁଠୁ ବଡ଼ ଚ୍ୟାଲେଞ୍ଜ...

ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହେଲେ କଂଗ୍ରେସର ଏହି ବରିଷ୍ଠ ନେତା

ନୂଆଦିଲ୍ଲୀ,୧୫।୧୧-ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଗୁରଗାଁଓସ୍ଥିତ ମେଦାନ୍ତ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି। ଏ ନେଇ...

୪୦ ଦଙ୍ଗାକାରୀଙ୍କ ଫଟୋ ଜାରି

କାନପୁର,୬ା୬: କାନପୁର ହିଂସା ଘଟଣାର ମାଷ୍ଟରମାଇଣ୍ଡ ମୌଲାନା ମହମ୍ମଦ ଅଲ୍ଲୀ (ଏମ୍‌ଏମ୍‌ଏ) ଜୌହର ଫ୍ୟାନ୍ସ ଆସୋସିଏଶନର ମୁଖ୍ୟ ହୟାତ୍‌ ଜାଫର ହାସ୍‌ମୀଙ୍କ ସମେତ ସୋମବାର ଅପରାହ୍ନ...

ଗୁରୁ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୫।୯: ଭାରତର ପୂର୍ବତନ ରାଷ୍ଟପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମବାର୍ଷିକୀ। ଏହି ଦିନକୁ ସାରା ଦେଶରେ ଗୁରୁ ଦିବସ ଭାବରେ ପାଳନ କରାଯାଏ। ଏହି ଅବସରରେ ପ୍ରଧାନେମନ୍ତ୍ରୀ...

ପାକ୍‌ରେ ଶିଖ୍‌ ଯୁବତୀଙ୍କୁ ଅପହରଣ, ଧର୍ମାନ୍ତରୀକରଣ

ଚଣ୍ଡିଗଡ଼, ୩୧ା୮(ପି.ଟି.): ପାକିସ୍ତାନରେ ଜଣେ ଶିଖ୍‌ ଯୁବତୀଙ୍କୁ ଅପହରଣ କରି ନିଆଯିବା ସହ ଇସ୍‌ଲାମ ଧର୍ମକୁ ପରିବର୍ତ୍ତନ କରାଯିବା ଘଟଣା ସମ୍ପର୍କରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର...

ଯବାନଙ୍କଠାରୁ ବନ୍ଧୁକ ଛଡ଼ାଇନେଲେ ଆତଙ୍କବାଦୀ

ଶ୍ରୀନଗର,୧।୧ : ଜମ୍ମୁ-କଶ୍ମୀରର ପୁଲ୍‌ଓ୍ବାମାରେ ଆତଙ୍କବାଦୀମାନେ ପାଟ୍ରୋଲିଂ ଟିମ୍‌ର ଜଣେ ଅଫିସରଙ୍କଠାରୁ ବନ୍ଧୁକ ଛଡ଼ାଇ ନେଇଛନ୍ତି। ଆତଙ୍କବାଦୀମାନଙ୍କୁ ଧରିବା ପାଇଁ ପୋଲିସ, ସେନା ଏବଂ ସିଆର୍‌ପିଏଫ୍‌...

ଏହି ୨ ଏମ୍‌ପି ମହିଳା ସଂରକ୍ଷଣ ବିଲ୍‌ ବିପକ୍ଷରେ ଦେଲେ ଭୋଟ

ନୂଆଦିଲ୍ଲୀ,୨୧।୯: ସଂସଦର ସ୍ବତନ୍ତ୍ର ଅଧିବେଶନର ତୃତୀୟ ଦିନରେ ସ୍‌ଲୋକସଭାରେ ମହିଳା ସଂରକ୍ଷଣ ବିଲ ପାରିତ ହୋଇଛି। ଲୋକସଭାରେ ଏହି ବିଲ ସପକ୍ଷରେ ୪୫୪ ଭୋଟ ଏବଂ...

ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଗଭୀର ପ୍ରେମ କରୁଥିଲେ ଏହି ମୁସଲମାନ ନେତା

ଆଜି ସାରା ଦେଶରେ ଜନ୍ମାଷ୍ଟମୀ ଧୁମଧାମରେ ପାଳନ କରାଯାଉଛି। ଭଗବାନ ଶ୍ରୀକୃଷ୍ଣଙ୍କ ଭକ୍ତମାନେ ମନ୍ଦିରରେ ଭିଡ ଜମାଇଛନ୍ତି। ତେବେ ଶ୍ରୀକୃଷ୍ଣଙ୍କୁ କେବଳ ହିନ୍ଦୁମାନେ ନୁହନ୍ତି, ମୁସଲମାନମାନେ...

Advertisement
Archives

Model This Week