Posted inଜାତୀୟ

ୟୁପିରେ ଆତ୍ମଘାତୀ ବିସ୍ଫୋରଣ ଯୋଜନାରେ ଥିଲେ ଆତଙ୍କବାଦୀ

ଲକ୍ଷ୍ନୌ,୧୧।୭: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଆତ୍ମଘାତୀ ବିସ୍ଫୋରଣ ଭଳି ଆକ୍ରମଣ ଘଟାଇବା ଯୋଜନାରେ ଥିଲା ଆତଙ୍କବାଦୀ ସଂଗଠନ ଅଲ କାଏଦା। ଲକ୍ଷ୍ନୌର ଜଳଗହଳି ପୂର୍ଣ୍ଣ ଅଞ୍ଚଳ ଓ ଅନ୍ୟ ସହର ସେମାନଙ୍କ ଟାର୍ଗେଟରେ ଥିଲା। ଏ ନେଇ ରବିବାର ପୋଲିସ ପକ୍ଷରୁ କୁହାଯାଇଛି।

ଏହି ଆତଙ୍କବାଦୀ ସଂଗଠନ ସହ ଜଡ଼ିତ ଲକ୍ଷ୍ନୌ ଜିଲାରେ ବାସ କରୁଥିବା ମିନାଜ ଅହମ୍ମଦ ଓ ମାସିରୁଦ୍ଦିନଙ୍କୁ ଗିରଫ କରିଛି ପୋଲିସ। ୟୁପିର ଏଟିଏସ୍‌ (ଆଣ୍ଟି-ଟେରରିଜମ ସ୍କ୍ବାଡ) ଏହି ଯୋଜନା ଉପରୁ ପରାଦା ହଟାଇଛି। ଅଲ କାଏଦର ଅନସର ଘାଜଓ୍ବାଟ-ଉଲ-ହିନ୍ଦ ସହ ଜଡ଼ିତ ଦୁଇ ଆତଙ୍କବାଦୀଙ୍କୁ ଗିରଫ କରାଯିବା ପରେ ସେମାନଙ୍କ ଯୋଜନା ଜଣାପଡ଼ିଛି। ସେମାନଙ୍କ ପାଖରୁ ପିସ୍ତଲ ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିବା ବରିଷ୍ଠ ପୋଲିସ ଅଧିକାରୀ ପ୍ରଶାନ୍ତ କୁମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗୀ ୧ ନମ୍ବର ମୁଖ୍ୟମନ୍ତ୍ରୀ, ଚତୁର୍ଥରେ ନବୀନ

ନୂଆଦିଲ୍ଲୀ,୨୪ା୧:ଇଣ୍ଡିଆ ଟୁଡେ ମୁଡ୍‌ ଅଫ୍‌ ଦି ନେଶନ ପକ୍ଷରୁ ଜାନୁୟାରୀରେ କରାଯାଇଥିବା ସର୍ଭେ ଅନୁଯାୟୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ...

ଚିନ୍ତା ବଢାଉଛି କେରଳ, ମିଜୋରାମ

ଥିରୁବନନ୍ତପୁରମ୍‌,୪।୨: ଦେଶର ତାମିଲନାଡୁ, କର୍ଣ୍ଣାଟକ, ରାଜସ୍ଥାନ, ମହାରାଷ୍ଟ୍ର ସହ ୩୪ଟି ରାଜ୍ୟ ସହ କେନ୍ଦ୍ରଶାସିତ ଅଞ୍ଚଳରେ କରୋନା ସଂକ୍ରମଣ କମୁଥିବା ବେଳେ କେରଳ ଓ ମିଜୋରାମରେ...

‘ଦେଶ ପାଇଁ ଐତିହାସିକ ଦିନ’

ନୂଆଦିଲ୍ଲୀ,୧୭।୯: ବାୟୁସେନାର ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ପହଞ୍ଚିଥିବା ୮ ଚିତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁନୋ ନ୍ୟାଶନାଲ ପାର୍କରେ ଛାଡିଛନ୍ତି। ୮ ଚିତା ଆସିବା...

ସଂସ୍କୃତ କହିଲେ ହେବନାହିଁ ଡାଇବେଟିସ-କୋଲେଷ୍ଟରଲ: ଭାଜପା ନେତା

ନୂଆଦିଲ୍ଲୀ,୧୩।୧୨: ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍‌ପି ଗଣେଶ ସିଂ ଏମିତି ଏକ ବୟାନ ଦେଇଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ମଧ୍ୟ...

ମୁଁ ଡରିବି ନାହିଁ, ଏଏପି ଏମ୍‌ପି ଚିରିଲେ ଉପରାଜ୍ୟପାଳଙ୍କ ମାନହାନୀ ନୋଟିସ୍‌…

ନୂଆଦିଲ୍ଲୀ, ୭।୯ : ଦିଲ୍ଲୀରେ ଆମ ଆଦମୀ ପାର୍ଟି (ଏଏପି) ସରକାର ଏବଂ ଉପରାଜ୍ୟପାଳ ଭି.କେ ସାକ୍ସେନାଙ୍କ ମଧ୍ୟରେ ବିବାଦ କ୍ରମାଗତ ଭାବେ ତୀବ୍ର ହେଉଛି।...

କହ୍ନେୟା କୁମାରଙ୍କ କାର୍‌କୁ ଆକ୍ରମଣ

ନୂଆଦିଲ୍ଲୀ,୬ା୨: ସିପିଆଇ ନେତା କହ୍ନେୟା କୁମାରଙ୍କ ଉପରେ ବିହାରରେ ବୁଧବାର ଟେକାମାଡ଼ ହୋଇଛି। ପାଟନାରୁ ୨୫୦ କି.ମି. ଦୂର ସୁପାଉଲଠାରେ ସେ କାର୍‌ରେ ଯାଉଥିବାବେଳେ କେତେଜଣ...

ସାନିଟାଇଜର ଫାର୍ମରେ ନିଅଁ।: ୧୮ ମୃତ

ପୁଣେ,୮ା୬: ମହାରାଷ୍ଟ୍ରର ପୁଣେସ୍ଥିତ ଏକ ରାସାୟନିକ କାରଖାନାରେ ସୋମବାର ଅଗ୍ନିକାଣ୍ଡ ଘଟି ୧୮ କର୍ମଚାରୀଙ୍କ ମୃତ୍ୟୁ ହେବା ସହ ଅନ୍ୟ କେତେଜଣ ନିଖୋଜ ଅଛନ୍ତି। ମୃତକଙ୍କ...

ସ୍କୁଲ ଯିବା ପାଇଁ ୧୦ କିମି ରାସ୍ତା ମରାମତି କଲେ ୮୫ ଛାତ୍ରୀଛାତ୍ର: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଔରଙ୍ଗାବାଦ୍‌,୧୫।୧: ପାଠପଢ଼ାକୁ ସମାଜ ମଙ୍ଗଳ କାର୍ଯ୍ୟରେ ଲଗାଇବା ଅତି ଗୁରୁତ୍ୱପୂର୍ଣ୍ଣ। କେତେକ ଏଥିରେ ଅସଫଳ ରହିଥାନ୍ତି। ତେବେ ମହାରାଷ୍ଟ୍ରର ଔରଙ୍ଗାବାଦ୍‌ ଜିଲାର ଡଭଣ୍ଡି ଗାଁରେ ସ୍କୁଲକୁ...

Advertisement
Archives

Model This Week