ଏହି ୩ ଖେଳାଳିଙ୍କ ବିନା ଶ୍ରୀଲଙ୍କାରୁ ଫେରିଲା ଭାରତୀୟ କ୍ରିକେଟ ଟିମ୍; ୨ ଜଣ ଯିବେ ଇଂଲଣ୍ଡ
ନୂଆଦିଲ୍ଲୀ,୩୧।୭: ଶ୍ରୀଲଙ୍କା ଗସ୍ତରୁ ଫେରିଛି ଶିଖର ଧାଓ୍ବନଙ୍କ ନେତୃତ୍ୱାଧୀନ ଭାରତୀୟ କ୍ରିକେଟ ଟିମ୍। ହେଲେ କରୋନା ସଂକ୍ରମିତ ହୋଇଥିବା କୃଷ୍ଣପା ଗୌତମ, ୟୁଜବେନ୍ଦ୍ର ଚହଲ ଏବଂ କ୍ରୁନାଲ ପାଣ୍ଡ୍ୟା ନ ଆସି ଶ୍ରୀଲଙ୍କାରେ ଅଛନ୍ତି। ନିୟମ ଅନୁଯାୟୀ ସେମାନଙ୍କୁ ସାତ ଦିନ…
ରବି ଶାସ୍ତ୍ରୀ-ବିରାଟ କୋହଲିଙ୍କୁ ଏହି କ୍ଷେତ୍ରରେ ସର୍ବାଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି: ଭିଭିଏସ୍ ଲକ୍ଷ୍ମଣ
ନୂଆଦିଲ୍ଲୀ,୩୧।୭: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ପୂର୍ବତନ ଭାରତୀୟ କ୍ରିକେଟର ଭିଭିଏସ୍ ଲକ୍ଷ୍ମଣ ଦଳକୁ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଷ୍ଟାର ସ୍ପୋଟ୍ସର ଶୋ’ ଗେମ୍ ପ୍ଲାନ ସହ କଥାବାର୍ତ୍ତାରେ ଲକ୍ଷ୍ମଣ କହିଛନ୍ତି, ଭାରତୀୟ ଦଳର ମାନସିକତା ସମ୍ପୂର୍ଣ୍ଣ ଭାବେ…
ବେଦୀରେ ଅପେକ୍ଷା କରିଥିଲେ କନ୍ୟା, ବରଗାଡ଼ିକୁ ଅଧା ରାସ୍ତାରେ ଅଟକାଇଲା ପୋଲିସ; କାରଣ ଜାଣିଲେ…
ଲକ୍ଷ୍ନୌ,୩୧ା୭: ଉତ୍ତରପ୍ରଦେଶର ପିଲଭିତ ଜିଲାର ଜଣେ ବର କନ୍ୟା ଆଣିବା ପାଇଁ ଉତ୍ତରାଖଣ୍ଡ ଯାଉଥିବା ବେଳେ ପୋଲିସ ସୀମାରେ ଅଟକାଇଥିଲା। ଯାଞ୍ଚ କରିବା ପରେ ବରଯାତ୍ରୀ ସହ ବରଙ୍କୁ ଫେରିଯିବାକୁ କହିଥିଲା ପୋଲିସ। ଏହି ଖବର କନ୍ୟାଘର ଲୋକଙ୍କ ନିକଟରେ ପହଞ୍ଚତ୍ବା…
ଛେଳିକୁ ବିବାହ କଲେ ଯୁବକ
ଇସଲାମାବାଦ,୩୧ା୭: ପାକିସ୍ତାନର ସିଂଘ ରାଜ୍ୟର ମୀରପୁରଖାସ ଜିଲାରେ ଏକ ଆଶ୍ଚର୍ଯ୍ୟଚକିତ କଲା ପରି ଘଟଣା ଘଟିଛି। ଡିଗରୀ ସହରର ଭିଲ ସମ୍ପଦ୍ରାୟର ଜଣେ ଯୁବକ ଏକ ଛେଳିକୁ ବିବାହ କରିଛନ୍ତି। ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏକ ରିପୋର୍ଟ ଅନୁଯାୟୀ, ମୀରପୁରଖାସର…
କରୋନା ସଂକ୍ରମିତଙ୍କ ଘର ଜଗିବେ ସେନା!
ସିଡ୍ନୀ,୩୧ ।୭: କରୋନା ମହାମାରୀର ଗୋଟିଏ ପରେ ଗୋଟିଏ ଲହର ଶେଷ ହେଉଥିବା ବେଳେ ପୁଣି ମାଡି ଆସୁଥିବା ତୃତୀୟ ଓ ଚତୁର୍ଥ ଲହର ଏବେ କୋକୁଆ ଭୟ ସୃଷ୍ଟି କଲାଣି । କିଛି ବିକାଶଶୀଳ ଦେଶରେ ଏହା କମ୍ ହେବା…
ଉତ୍ତର କୋରିଆକୁ ଘାରିଛି ଏକଛତ୍ରବାଦୀ ଶାସକଙ୍କ ସ୍ବାସ୍ଥ୍ୟ ଚିନ୍ତା…
ପ୍ୟୋଙ୍ଗୟାଙ୍ଗ,୩୧।୭: ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ୍ଙ୍କ ସ୍ବାସ୍ଥ୍ୟ ଚିନ୍ତା ଏବେ ଉତ୍ତର କୋରିଆକୁ ଘାରିଛି। ଇତିମଧ୍ୟରେ କିମ୍ଙ୍କ ଓଜନ ୨୦ କିଲୋଗ୍ରାମ କମିଯାଇଛି। ନିକଟରେ ସାମରିକ ଅଧିକାରୀମାନଙ୍କୁ ଅଭିବାଦନ କରୁଥିବା ତାଙ୍କ ଫଟୋ ପ୍ରକାଶ ପାଇଥିଲା। ଫଟୋରେ କିମ୍ ଦୁର୍ବଳ…
କେବଳ ସଲମାନଙ୍କ ପାଇଁ ନାଁ ବଦଳାଇଥିଲେ ଏହି ଅଭିନେତ୍ରୀ , କାରଣ ଜାଣିଲେ …
ବଲିଉଡ୍ ଅଭିନେତ୍ରୀ କିଆରା ଆଡଭାନୀ ଧୀରେ ଧୀରେ ଇଣ୍ଡଷ୍ଟ୍ରିରେ ସଫଳତା ପାଇବାରେ ଲାଗିିଛନ୍ତି। ଆଜି କିଆରା ତାଙ୍କର ୨୯ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୧୯୯୨ ଜୁଲାଇ ୩୧ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। କିଆରାଙ୍କ ବାପା ଜଗଦୀପ ଆଡଭାନୀ ଜଣେ ବଡ…
ଡେଲ୍ଟା ଭାରିଏଣ୍ଟ କବଳରେ ଚାଇନା
ବେଜିଂ,୩୧ ।୭: ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ମହାମାରୀ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି । ଏହି ମହାମାରୀ ଏବେ ସୁଦ୍ଧା କୋଟି କୋଟି ଲୋକଙ୍କ ଜୀବନ ନେଇ ସାରିଲାଣି । ବେଳକୁ ବେଳ ଏହାର…
ବେଳାଏ ଖାଇବାକୁ ମିଳୁ ନ ଥିଲା, ଚା’ ଦୋକାନରେ କରୁଥିଲେ କାମ; ଆଜି ୭ ଷ୍ଟାର ହୋଟେଲ ଭଳି ଘର କରିଛନ୍ତି ଏହି କମେଡିଆନ୍
ବମ୍ବେ: ମନୋରଞ୍ଜନଜଗତରେ ହାସ୍ୟ ଅଭିନେତା ଭାବେ ସୁଦେଶ ଲେହରି ବେଶ୍ ଲୋକପ୍ରିୟ। ପଞ୍ଜାବର ଜଲନ୍ଧରରେ ତାଙ୍କର ଜନ୍ମ। ହେଲେ ଅମୃତସରରେ ତାଙ୍କର ପିଲାଦିନ କଟିଥିଲା। ଆଜି ତାଙ୍କୁ ସଫଳ କମେଡିଆନ୍ ବୋଲି କୁହାଯାଉଥିଲେ ହେଁ ଦିନ ଥିଲା ସେ ବହୁତ ଗରିବ…
ଏହି ବୃଦ୍ଧା ଦେଖିଛନ୍ତି ୨ଟି ବିଶ୍ୱ ଯୁଦ୍ଧ, ପୁଣି ଫ୍ଲୁ ପରେ କରୋନାକୁ ବି ଦେଖିଲେ
ଦୁଇଟି ବିଶ୍ୱ ଯୁଦ୍ଧ ଦେଖିବାଠାରୁ ଆରମ୍ଭ କରି ଏବେ ଫ୍ଲୁ ଆଉ କରୋନା ପରି ମହାମାରୀ ଦେଖିସାରିଲେଣି ବ୍ରିଟେନର ଜଣେ ବୃଦ୍ଧା। ସ୍କଟ୍ଲାଣ୍ଡରେ ରହୁଥିବା ଏହି ବୃଦ୍ଧାଙ୍କୁ ଏବେ ୧୦୯ ବର୍ଷ। ଲୁଇସା ଓ୍ବିଲ୍ସନଙ୍କ ଆଜି ହେଉଛି ୧୦୯ ତମ ଜନ୍ମବାର୍ଷିକୀ।…
ଭୂସ୍ଖଳନ ଯୋଗୁ ଚଣ୍ଡିଗଡ଼-ମନାଲି ଜାତୀୟ ରାଜପଥ ବନ୍ଦ
ଶିମଲା,୩୧।୭: ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏଥିଯୋଗୁ ରାଜ୍ୟରେ ଅନେକ ରାସ୍ତା ବନ୍ଦ ହୋଇପଡ଼ିଥିବାରୁ ଯାତାୟତରେ ବାଧା ଉପୁଜିଛି। ଇତିମଧ୍ୟରେ ମଣ୍ଡି ଜିଲାର ପାଣ୍ଡୋହ ଅଞ୍ଚଳରେ ଭୂସ୍ଖଳନ ଯୋଗୁ ଚଣ୍ଡିଗଡ଼ ଓ ମନାଲି…
ବୁଗୁଡ଼ାବାସୀଙ୍କୁ ଘାରିଛି ଡେଙ୍ଗୁ ଭୟ
ବୁଗୁଡ଼ା,୩୧ା୭(ଡି.ଏନ୍.ଏ.): ଗଞ୍ଜାମର ବୁଗୁଡ଼ା ସହରରେ ଏବେ ମଶାଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି। ଭୁବନେଶ୍ୱର ସମେତ ବିଭିନ୍ନ ସହରାଞ୍ଚଳରେ ଏବେ ଡେଙ୍ଗୁ ଆତଙ୍କ ଦେଖା ଦେଇଥିବାରୁ ବୁଗୁଡ଼ା ସହରବାସୀ ମଧ୍ୟ ଆତଙ୍କିତ ହୋଇପଡ଼ିଛନ୍ତି। ସହରର ପରିବା ବଜାର ନିକଟରେ ମଇଳା ଜମି ରହିବା…

