ରାଜ୍ୟରେ ସାର ଅଭାବ: କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୩୧।୭: ରାଜ୍ୟରେ ସାର ଅଭାବ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମାନସୁଖ ମାଣ୍ଡଭିଆଙ୍କୁ ଚିଠି ଲେଖିଛନ୍ତି। ବକେୟା ସାର ସହ ମାସିକିଆ ସାର ଯୋଗାଣକୁ ସ୍ବଭାବିକ କରିବାକୁ ଚିଠିରେ ଦାବି କରାଯାଇଛି। ରାଜ୍ୟରେ…
ହଠାତ୍ ଅବସର ଘୋଷଣା କରି ଚମକାଇଲେ ବିରାଟ କୋହଲିଙ୍କ ଏହି ପ୍ରମୁଖ ବୋଲର୍; ଖେଳିନାହାନ୍ତି ଗୋଟିଏ ବି ଟେଷ୍ଟ
କଲମ୍ବୋ, ୩୧।୭: ଶ୍ରୀଲଙ୍କାର ପ୍ରମୁଖ ଅଲରାଉଣ୍ଡର ଇସୁରୁ ଉଦାନା ଶନିବାର ହଠାତ୍ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରି କ୍ରିକେଟଜଗତକୁ ଚକିତ କରିଦେଇଛନ୍ତି। ଶ୍ରୀଲଙ୍କା କ୍ରିକେଟ ପକ୍ଷରୁ ଟୁଇଟ୍ କରାଯାଇଥିବାରୁ ଏହା ସ୍ପଷ୍ଟ ହୋଇଛି। ଉଦାନା ଦଳ ପକ୍ଷରୁ ୨୭ଟି ଦିନିକିଆ…
ଲଲନ ସିଂ ଜେଡିୟୁ ଅଧ୍ୟକ୍ଷ
ପାଟନା,୩୧ ।୭: ରାଜଧାନୀ ଦିଲ୍ଲୀରେ ଜନତା ଦଳ ୟୁନାଇଟେଡ(ଜେଡିୟୁ)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲାଗି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଶେଷ ହୋଇଛି । ବୈଠକରେ ସର୍ବସମ୍ମତି କ୍ରମେ ଲଲନ ସିଂଙ୍କୁ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଛି…
ଅଗଷ୍ଟ ୨ରୁ ଖୋଲିବ ସମସ୍ତ ସ୍କୁଲ
ଚଣ୍ଡିଗଡ଼,୩୧ ।୭: କରୋନା ମହାମାରୀର ଦ୍ୱିତୀୟ ଲହର କମି କମି ଆସୁଥିବା ବେଳେ ତୃତୀୟ ଲହରର ଚିନ୍ତା କିନ୍ତୁ ଘାରୁଛି । ହେଲେ ଏହି ପରିସ୍ଥିତିରେ ପଞ୍ଜାବ ସରକାର ସମସ୍ତ ସ୍କୁଲ କଲେଜ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଅଗଷ୍ଟ ୨ରୁ…
ରାଜନୀତି ଛାଡ଼ିଲେ ଭାଜପାର ବାବୁଲ ସୁପ୍ରିଓ
ନୂଆଦିଲ୍ଲୀ,୩୧।୭: ଲୋକପ୍ରିୟ ଗାୟକ ତଥା ଭାଜପା ସରକାରରେ କେନ୍ଦ୍ରୀୟ ମନ୍ତ୍ରୀ ଥିବା ବାବୁଲ ସୁପ୍ରିଓ ରାଜନୀତିରୁ ସନ୍ୟାସ ନେଉଥିବା ଶନିବାର ଘୋଷଣା କରିଛନ୍ତି। ଫେସବୁକ୍ ପୃଷ୍ଠାରେ ଏକ ପୋଷ୍ଟ ଶେୟାର କରି ଏବେ ସମାଜସେବା ଦିଗରେ ସେ ମନୋନିବେଶ କରିବାକୁ ଚାହୁଁଛନ୍ତି।…
ସେମିରେ ହାରିବା ପରେ ବ୍ରୋଞ୍ଜ ପାଇଁ ଲଢିବେ ସିନ୍ଧୁ
ଟୋକିଓ,୩୧।୭: ଟୋକିଓ ଅଲିମ୍ପିକ୍ସରେ ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନରେ ଭାରତ ପାଇଁ ଆସିଛି ନିରାଶ ଖବର। ଶନିବାର ଖେଳାଯାଇଥିବା ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନ ସେମିଫାଇନାଲରେ ପରାଜିତ ହୋଇଛନ୍ତି ପିଭି ସିନ୍ଧୁ। ବିଶ୍ୱର ୧ ନମ୍ବର ବ୍ୟାଡମିଣ୍ଟନ ଖେଳାଳି ଚୀନର ତାଇ ଜୁ-ୟିଙ୍ଗଙ୍କ ଠାରୁ…
ଘୋଷଣା ହେଲା ଉତ୍ତର ପ୍ରଦେଶ ଦଶମ-ଦ୍ୱାଦଶ ପରୀକ୍ଷା ଫଳାଫଳ
ଲକ୍ଷ୍ନୌ,୩୧ ।୭: ଉତ୍ତର ପ୍ରଦେଶ ମାଧ୍ୟମିକ ଶିକ୍ଷା ପରିଷଦ ଶନିବାର ଦଶମ ଓ ଦ୍ୱାଦଶ ପରୀକ୍ଷାର ଫଳାଫଳ ଘୋଷଣା କରିଛି । ଚଳିତ ବର୍ଷ ଦଶମରେ ୯୯.୫୫ ପ୍ରତିଶତ ଓ ଦ୍ୱାଦଶରେ ୯୭.୮୮ ପ୍ରତିଶତ ଛାତ୍ରୀଛାତ୍ର ଉତ୍ତିର୍ଣ୍ଣ ହୋଇଛନ୍ତି । ବିଦ୍ୟାର୍ଥୀମାନେ…
ଘରେ ତାଲା ପକାଇ ଯାଇଥିଲେ , ଫେରିଲା ବେଳକୁ
ରାୟଗଡା ଅଫିସ,୩୧।୭: ରାୟଗଡ଼ାରେ ବଡ ଧରଣର ଚୋରି ହୋଇଛି। ରାୟଗଡା ରୟତ କଲୋନୀ ୬ ସାହିରେ ଏକ ଘରୁ ୩୦ଲକ୍ଷ ଟଙ୍କା ସହ ୧୦ ଭରି ସୁନା ଅଳଙ୍କାର ଓ ରୁପା ଅଳଙ୍କାର ଚୋରି ହୋଇଛି। ଘର ମାଲିକ ଗତ ସାଇ…
ତୁର୍କି ଜଙ୍ଗଲରେ ନିଆଁ: ୩ ମୃତ ୫୮ ଆହତ
ଅଙ୍କାରା,୩୧ ।୭: ଦକ୍ଷିଣ ତୁର୍କିର ଜଙ୍ଗଲରେ ନିଆଁ ଲାଗିବା ଫଳରେ ୩ ଜଣଙ୍କ ମଅତ୍ୟୁ ହେବା ସହ ଅତିକମରେ ୫୮ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାକାର କୃଷି ଓ…
କଳାହାଣ୍ଡି ଗସ୍ତରେ ୫ଟି ସଚିବ
କେସିଙ୍ଗା,୩୧।୭(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଗସ୍ତରେ ୫ଟି ସଚିବ ଭି.କେ ପାଣ୍ଡିଆନ। ଶନିବାର ସକାଳେ ଉତକେଲାଠାରେ ଅବତରଣ କରି ପ୍ରଥମେ ଏୟାରଷ୍ଟ୍ରିପର ସମୀକ୍ଷା କରିଥିଲେ। ପରେ ଭବାନୀପାଟଣା ଅଭିମ୍ମୁଖେ ଗସ୍ତ କରିଥିଲେ। ସହରରେ ଥିବା ବିଏମ ସ୍କୁଲ ପରିଦର୍ଶନ କରିଥିଲେ। ପରେ ଟାଉନ…
ଭାରତ ବିପକ୍ଷ ସିରିଜ ପୂର୍ବରୁ ଇଂଲଣ୍ଡକୁ ବଡ ଝଟ୍କା; ଅନିଶ୍ଚିତକାଳ ପାଇଁ କ୍ରିକେଟରୁ ବିରତି ନେଲେ…
ନୂଆଦିଲ୍ଲୀ,୩୧।୭: ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜର ଠିକ୍ ପୂର୍ବରୁ ଇଂଲଣ୍ଡ ଟିମ୍କୁ ଲାଗିଛି ବଡ଼ ଝଟ୍କା। ଇଂଲଣ୍ଡ ଟିମ୍ର ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ କ୍ରିକେଟରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିରତି ନେଉଥିବା ଘୋଷଣା କରିଛନ୍ତି। ମାନସିକ ସ୍ବାସ୍ଥ୍ୟ…
ଗୁଣିଗାରେଡ଼ି ସନ୍ଦେହ: ଘରେ ପଶି ନିସ୍ତୁକ ପିଟିଲେ
ପାରଳାଖେମୁଣ୍ଡି:୩୧।୭: ଗଜପତି ଜିଲା ପାରଳାଖେମୁଣ୍ଡିଠାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁଣିଗାରେଡି ସନ୍ଦେହରେ ଗ୍ରାମବାସୀ ଜଣଙ୍କୁ ଆକ୍ରମଣ କରିଛନ୍ତି। ପରେ ତାଙ୍କ ଘରର ସମସ୍ତ ଆସବାବପତ୍ର ଫୋପାଡି ଦେଇଛନ୍ତି। ସେ ହେଲେ ରାଜାରାଓ ନାଗବଂଶ। ସୂଚନାଯୋଗ୍ୟ, ପାରଳାଖେମୁଣ୍ଡି…

