Home Left

୧୩ ବର୍ଷ ପୂର୍ବେ ଆଜିର ଦିନରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ ଏହି କ୍ରିକେଟର: ପ୍ରଥମ ମ୍ୟାଚ୍‌ରେ କରିଥିଲେ ମାତ୍ର ୧୨ ରନ୍‌; ଏବେ…

ନୂଆଦିଲ୍ଲୀ,୧୮।୮: ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି ଆଜିକୁ ଠିକ୍‌ ୧୩ ବର୍ଷ ପୂର୍ବେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। କୋହଲି ଶ୍ରୀଲଙ୍କା ବିପକ୍ଷରେ ଭାରତ ପାଇଁ ଦିନିକିଆ ମ୍ୟାଚ୍‌ରେ ଡେବ୍ୟୁ କରିଥିଲେ। ସେତେବେଳେ ଯୁବ କ୍ରିକେଟର ଥିବା କୋହଲି…

ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚଳାଇଲେ ତାଲିବାନ

କାବୁଲ,୧୮।୮: ଆଫଗାନିସ୍ତାନ ରେ ହିଂସାର ପରିସ୍ଥିତି ସୃଷ୍ଟି ହୋଇଛି। ଦେଶକୁ ତାଲିବାନ ନିଜ ହାତକୁ ନେବା ପରେ ବର୍ବର କାଣ୍ଡ ଘଟାଉଛନ୍ତି। ବୁଧବାର ସରକାରୀ ଅଫିସରେ ଦେଶର ଜାତୀୟ ପତାକା ଲଗାଇବା ଦାବିରେ ବିକ୍ଷୋଭ କରୁଥିବା ଲୋକଙ୍କ ଉପରେ ତାଲିବାନ ସଂଗଠନର…

ହମିଦ୍‌ କାରଜାଇ-ଅନସ୍‌ ହକ୍କାନି ବୈଠକ…

ନୂଆଦିଲ୍ଲୀ,୧୮।୮: ଆଫଗାନିସ୍ତାନରେ ତାଲିବାନର ଜଣେ କମାଣ୍ଡର ତଥା ହକ୍କାନି ନେଟୱାର୍କ ଆତଙ୍କବାଦୀ ଗୋଷ୍ଠୀର ବରିଷ୍ଠ ନେତା ଅନାସ ହକାନି ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ହମିଦ କାରଜାଇଙ୍କୁ ସାକ୍ଷାତ କରିବା ସହିତ କେତେକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ବୋଲି ତାଲିବାନ ଅଧିକାରୀ…

କାଟ୍ରିନା କୈଫ୍‌ଙ୍କ ନିର୍ବନ୍ଧ ଶେଷ!

ବଲିଉଡରେ ଜଣେ ପରେ ଜଣେ ଷ୍ଟାର ବିବାହ ବନ୍ଧନରେ ଅବଦ୍ଧ ହେଉଛନ୍ତି। ଏବେ ଅଭିନେତ୍ରୀ କାଟ୍ରିନା କୈଫ୍‌ଙ୍କୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ତାଙ୍କର କୁଆଡେ ଅଭିନେତା ଭିକି କୌଣସିଙ୍କ ସହ ନିର୍ବନ୍ଧ ଶେଷ ହୋଇଛି। ଭାଇରାଲ ଭାୟାନୀଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ…

ତୃତୀୟ ଟେଷ୍ଟରେ ଭାରତକୁ ହରାଇବା କଷ୍ଟକର: କାରଣ ୫୪ ବର୍ଷ ହେବ..

ହେଡିଙ୍ଗଲେ,୧୮।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ୨୫ ଅଗଷ୍ଟରୁ ହେଡିଙ୍ଗଲେରେ ଖେଳାଯିବ। ଦ୍ୱିତୀୟ ଟେଷ୍ଟ ଜିତି ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ଟିମ ଇଣ୍ଡିଆ ୧-୦ ରେ ଆଗୁଆ ରହିଛି। ପ୍ରଥମ ଟେଷ୍ଟ ଡ୍ର ଥିଲା। ବିରାଟ କୋହଲିଙ୍କ…

ତାଲିବାନ ବିରୋଧରେ ମହିଳାଙ୍କ ପ୍ରଦର୍ଶନ, ଭିଡ଼ିଓ ଭାଇରାଲ…

କାବୁଲ,୧୮।୮: ଆଫଗାନିସ୍ତାନରେ ତାଲିବାନ ଭୟ ଯୋଗୁ ଲୋକେ ଭିଟାମାଟି ଛାଡି ପଳାଉଛନ୍ତି। ତେବେ ତାଲିବାନ ଶାସନ ବିରୋଧରେ କିଛି ମହିଳା ଏବେ ରାସ୍ତାକୁ ଓହ୍ଲାଇଛନ୍ତି। ସୋସିଆଲ ମିଡିଆରେ ଏହାର ଏକ ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ମହିଳାମାନେ ପ୍ଲାକାର୍ଡ ଧରି…

ପାହାଡ଼ ଉପରୁ ଅନ୍‌ଲାଇନ୍‌ କ୍ଲାସ ସାରି ଫେରୁଥିଲେ ତଳକୁ: ହେଲେ ବିଧାତାର ଥିଲା ଆଉ କିଛି ଇଚ୍ଛା…

ରାୟଗଡା ଅଫିସ, ୧୮।୮: ମନରେ ପାଠ ପଢ଼ା ନିଶା ଏତେ ଥିଲା ଯେ, ସବୁ ବାଧା ବିଘ୍ନକୁ ଏଡ଼ାଇ ସାମାନ୍ୟ ନେଟନ୍‌ଓ୍ବାର୍କ ପାଇଁ ପାହାଡ ଉପରକୁ ଚଢ଼ିଯାଇଥିଲେ ନାବାଳକ। ଅନ୍‌ଲାଇନ୍‌ କ୍ଲାସ ସାରି ପୁଣି ପାହାଡ଼ରୁ ତଳକୁ ଫେରି ଆସିଥାନ୍ତେ ଘରକୁ।…

ଯୁବକ ଗୁଗ୍‌ଲରେ ସର୍ଚ୍ଚ କରୁଥିଲେ ସବୁଠାରୁ ଭୟଙ୍କର ସ୍ଥାନ, ପରେ ପହଞ୍ଚିଗଲେ ଏମିତି ଜାଗାରେ…

କିଛି ଅଲଗା କରିବାକୁ ଚାହୁଁଥିବା ଲୋକେ ବେଳେବେଳେ ଏମିତି ଅସୁବିଧାରେ ପଡ଼ନ୍ତି ଯେ, ସେଠାରୁ ବାହାରିବା ମୁସ୍କିଲ। ଏମିତି ଘଟିଛି ବ୍ରିଟେନର ଜଣେ ଛାତ୍ରଙ୍କ କ୍ଷେତ୍ରରେ। ୧୪ବର୍ଷୀୟ ମାଇଲ୍ସ ରୁଟଲେଜ ଗୁଗ୍‌ଲରେ ପର୍ଯ୍ୟଟକଙ୍କ ପାଇଁ ସବୁଠୁ ଭୟଙ୍କର ସ୍ଥାନ କେଉଁଠି ସର୍ଚ୍ଚ…

ବିଧାୟକଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ଧର୍ମଶାଳା,୧୮।୮(ଡି.ଏନ୍‌.ଏ.): ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ଗାଡ଼ି ବୁଧବାର ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ବିଧାୟକ ଅଳ୍ପକେ ବର୍ତ୍ତିି ଯାଇଛନ୍ତି। ସକାଳେ ବିଧାୟକ ଭୁବନେଶ୍ୱରରୁ ଭଦ୍ରକ ଅଭିମୁଖେ ଯାଉଥିବା ସମୟରେ ଧର୍ମଶାଳା ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ରଥିଆ ଛକ…

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଚିକିତ୍ସା କରିଥିବା ଡାକ୍ତର, ସହଯୋଗୀଙ୍କୁ ଜେରା

ପାରଳାଖେମୁଣ୍ଡି,୧୮।୮: ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ପାରଳାଖେମୁଣ୍ଡିରେ ପହଞ୍ଚିବାକୁ ୫ ଦିନ ହୋଇଗଲାଣି। ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ସହ ମାରାଥନ ଜେରା କରୁଛି। ପଞ୍ଚମ ଦିନରେ ଅର୍ଥାତ ବୁଧବାର ଜିଲା ମୁଖ୍ୟ ଚିକିତ୍ସାଧୀକାରୀଙ୍କ କାର୍ଯ୍ୟାଳୟ ପରିସରରେ…

ସ୍ଥାନୀୟ ଲୋକଙ୍କୁ ମିଳୁନି ନିଯୁକ୍ତି ସୁବିଧା: ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଜୁରୁଡ଼ିବାସୀ

କେନ୍ଦୁଝର,୧୮ା୮(ସ୍ବ.ପ୍ର.): ଖଣି ଅଞ୍ଚଳରେ କାମ ଧନ୍ଦା ପାଉ ନ ଥିବାରୁ ଅସନ୍ତୋଷ ବଢ଼ୁଥିବା ବେଳେ କେତେକ ଖଣି ସଂସ୍ଥା ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ନ ଦେଇ ବାହାର ଲୋକଙ୍କୁ ନିଯୁକ୍ତି ଦେଉ ଥିବାରୁ ଅସନ୍ତୋଷ ତୀବ୍ର ରୂପ ଧାରଣ କରିବାକୁ ଯାଉଛି।…

ବିହାରରୁ କେରଳ ପର୍ଯ୍ୟନ୍ତ ୩୩୦୬ କିଲୋମିଟର ସାଇକେଲ ଚଳାଇ ଏହି ବାର୍ତ୍ତା ଦେଲେ ଛାତ୍ରୀ

ପାଟଣା,୧୮ା୮: ବିହାରର ନାଳନ୍ଦାରେ ରହୁଥିବା ଅପର୍ଣ୍ଣା ସିହ୍ନା ନାମକ ଜଣେ ଛାତ୍ରୀ ଏମିତି କାମ କରିଛନ୍ତି, ଯାହାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି। ଅପର୍ଣ୍ଣା ‘ଗ୍ରୀନ୍‌ ଇଣ୍ଡିଆ’ ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ବିହାରରୁ କେରଳ ପର୍ଯ୍ୟନ୍ତ ସାଇକେଲ ଯାତ୍ରା ପୂରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?