Home Left

ନିଯୁକ୍ତ ହେଲେ ପଞ୍ଜାବ କଂଗ୍ରେସର ନୂଆ ପ୍ରଭାରୀ

ଚଣ୍ଡିଗଡ଼,୨୨ ।୧୦: ରାଜସ୍ଥାନର କ୍ୟାବିନେଟ ମନ୍ତ୍ରୀ ହରିଶ ଚୌଧୁରୀଙ୍କୁ ପଞ୍ଜାବ ଓ ଚଣ୍ଡିଗଡ ପାଇଁ କଂଗ୍ରେସ ଦଳର ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ସେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ସ୍ଥାନରେ କାର୍ଯ୍ୟଭାର ସମ୍ଭାଳିବେ । ରାୱତଙ୍କୁ ଅଖିଳ…

ଆକାଶଛୁଆଁ ତୈଳଦର; ଆଜି ପୁଣି ବଢ଼ିଲା…

ନୂଆଦିଲ୍ଲୀ,୨୨।୧୦: ତୈଳଦର ବୃଦ୍ଧିରେ ଲାଗୁନି ଲଗାମ। ଶୁକ୍ରବାର ପୁଣି ୩୫ ପଇସା ବଢ଼ିଛି ପେଟ୍ରୋଲ-ଡିଜେଲ ଦର। ଏହାପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୬.୮୯ ଟଙ୍କା, ମୁମ୍ବାଇରେ ୧୧୨.୭୮ ଟଙ୍କାରେ ପହଞ୍ଚିଛି। ସେହିଭଳି ଦିଲ୍ଲୀରେ ଡିଜେଲ ଲିଟର ପିଛା ୯୫.୬୨ ଟଙ୍କା…

ମନୀଷ ମୃତ୍ୟୁ ମାମଲା: କନଷ୍ଟେବଳ ନିଲମ୍ବିତ

ଭୁବନେଶ୍ୱର,୨୨ା୧୦(ବ୍ୟୁରୋ): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ହତ୍ୟା ମାମଲାରେ ଜଣେ କନଷ୍ଟେବଳ ନିଲମ୍ବିତ ହୋଇଛନ୍ତି। କନଷ୍ଟେବଳ ପ୍ରସନ୍ନ ବେହେରାଙ୍କୁ ନିଲମ୍ବିତ କରିଛନ୍ତି କମିଶନରେଟ ପୋଲିସ। ପ୍ରସନ୍ନ ଭୁବନେଶ୍ୱର ହାବିଲଦାର ଓ କନଷ୍ଟେବଳ ସଂଘର ସମ୍ପାଦକ ଥିବା ସୂଚନା…

ଏଥର ସେଣ୍ଟ୍ରାଲ କାଉଣ୍ଟିଂ

ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ଚଳିତବର୍ଷ ପଞ୍ଚାୟତ ନିର୍ବାଚନର ଏଥର ସେଣ୍ଟ୍ରାଲ କାଉଣ୍ଟିଂ ହେବ। ଭୋଟ୍‌ ସରିବା ପରେ ଭୋଟ୍‌ ବାକ୍ସ ଗୁଡିକୁ ଷ୍ଟ୍ରଙ୍ଗ୍‌ ରୁମରେ ରଖାଯିବ। ସେଥିପାଇଁ ବ୍ଲକ୍‌ ସ୍ତରରେ ଷ୍ଟ୍ରଙ୍ଗ୍‌ ରୁମ୍‌ ପ୍ରସ୍ତୁତ ହେବ। ଏନେଇ ରାଜ୍ୟ ନିର୍ବାଚନ କମିଶନ୍‌ର ଆଦିତ୍ୟ ପାଢୀ…

ମୁମ୍ବାଇରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ,୨୨।୧୦: ମୁମ୍ବାଇର ଲାଲବାଗ ଅଞ୍ଚଳରେ ଥିବା ଏକ ଆବାସିକ କୋଠାର ୧୯ତମ ମହଲାରେ ଏକ ଲେଭଲ -୪ ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଏବେ ନିଆଁ ନିୟନ୍ତ୍ରଣରେ ରହିଛି ଓ…

ମୋଦିଙ୍କୁ ନିବେଦନ କଲେ ନୃତ୍ୟଶିଳ୍ପୀ ସୁଧା ଚନ୍ଦ୍ରନ୍‌, କହିଲେ…

ମୁମ୍ବାଇ: ଅଭିନେତ୍ରୀ ତଥା ପ୍ରଖ୍ୟାତ ଭାରତନାଟ୍ୟମ ନୃତ୍ୟଶିଳ୍ପୀ ସୁଧା ଚନ୍ଦ୍ରନ୍‌ ଇନଷ୍ଟାଗ୍ରାମର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୟାଗ୍‌ କରିଛନ୍ତି। ପୋଷ୍ଟ ଯୋଗେ ସେ ନିବେଦନ କରି କହିଛନ୍ତି, ତାଙ୍କ ଭଳି ବରିଷ୍ଠ ନାଗରିକଙ୍କୁ ଏକ ନିର୍ଦ୍ଦିିଷ୍ଟ କାର୍ଡ ପ୍ରଦାନ…

ଆଇପିଏଲ୍‌ ଦଳ କିଣିବେ ଦୀପିକା-ରଣବୀର!

ବଲିଉଡ ତାରକା ଏବଂ କ୍ରିକେଟର ଅତି ଘନିଷ୍ଠ ସମ୍ପର୍କ ଅଛି। ଅନେକ ବଲିଉଡ୍‌ ସେଲିବ୍ରିଟି କ୍ରିକେଟ ଦେଖିବାକୁ ପସନ୍ଦ କରନ୍ତି। ଅନେକ ସେଲିବ୍ରିଟିଙ୍କ ମଧ୍ୟ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଅଂଶଧନ ରହିଛି। ପ୍ରୀତି ଜିଣ୍ଟା, ଶାହରୁଖ ଖାନ ଏବଂ…

ଏକୁଟିଆ ଲଢିବ କଂଗ୍ରେସ

ପାଟନା,୨୨।୧୦: ବିବାହରରେ ମହାମେଣ୍ଟର ବ୍ରେକ ଅପ ଖବର ସାମ୍ନାକୁ ଆସିଛି।ରାଜ୍ୟ କଂଗ୍ରେସ ଦାୟିତ୍ୱରେ ଥିବା ଭକ୍ତ ଚରଣ ଦାସ ଏହି ପ୍ରସଙ୍ଗରେ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ ପାଟନାରେ ପହଞ୍ଚିବା ମାତ୍ରେ କହିଛନ୍ତି, ମହାମେଣ୍ଟ ଭାଙ୍ଗିବା ପାଇଁ କେବଳ ଆନୁଷ୍ଠାନିକ…

ମାଙ୍କଡ଼କୁ କହୁଥିଲେ ମାର ମାର, ଆଉ ଶେଷରେ ଦୌଡ଼ିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ଶାଢ଼ି ପିନ୍ଧି ଫଟୋ ଶୁଟ୍‌ କଲେ ଏହି ଅଭିନେତ୍ରୀ,ପ୍ରଶଂସକ କହିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌। ସେ ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ଅନେକ ସମୟରେ ଫଟୋ ଏବଂ ଭିଡିଓ ଶେୟାର କରିଥାନ୍ତି। ପ୍ରଶଂସକମାନେ ମଧ୍ୟ ଶ୍ରଦ୍ଧାଙ୍କ ସୌନ୍ଦର୍ଯ୍ୟରେ ପାଗଳ। ନିକଟରେ ସେ…

ପାକିସ୍ତାନ ଟିମ୍‌ ପାଖରେ ହରାଇବାକୁ କିଛି ନାହିଁ, କିନ୍ତୁ ଟିମ୍‌ ଇଣ୍ଡିଆର ସ୍ଥିତି ଖରାପ: ଶୋଏବ

ନୂଆଦିଲ୍ଲୀ,୨୨।୧୦: ପାକିସ୍ତାନ ବିପକ୍ଷରେ ଅକ୍ଟୋବର ୨୪ରେ ଟି-୨୦ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ ଖେଳିବ ଭାରତ। ଏହି ମୁକାବିଲାକୁ ନେଇ ଏବେଠାରୁ ଜୋରଦାର ଚର୍ଚ୍ଚା ହେବାରେ ଲାଗିଛି। ଗୋଟିଏ ପଟେ ଦୁଇଟିଯାକ ଅଭ୍ୟାସ ମ୍ୟାଚ୍‌ରେ ବିଜେତା ହୋଇ ଭାରତର ମନୋବଳ ଦୃଢ଼ ରହିଥିବା…

ସାମ୍ନାକୁ ଆସିଲା ‘ସତ୍ୟମେବ ଜୟତେ ୨’ର ରିଲିଜ ଡେଟ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ଜନ ଆବ୍ରାହମ ଏବଂ ଅଭିନେତ୍ରୀ ଦିବ୍ୟା ଖୋସଲା କୁମାରଙ୍କ ଅଭିନୀତ ଫିଲ୍ମ’ସତ୍ୟମେବ ଜୟତେ ୨’ର ରିଲିଜ ଡେଟ୍‌ ସାମ୍ନାକୁ ଆସିଛି। ନଭେମ୍ବର ୨୫ରେ ଏହି ଫିଲ୍ମଟି ସିନେମା ହଲରେ ରିଲିଜ ହେବ । ସତ୍ୟମେବ ଜୟତେର ସଫଳତାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?