ଶାଢ଼ି ପିନ୍ଧି ଫଟୋ ଶୁଟ୍‌ କଲେ ଏହି ଅଭିନେତ୍ରୀ,ପ୍ରଶଂସକ କହିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌। ସେ ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ଅନେକ ସମୟରେ ଫଟୋ ଏବଂ ଭିଡିଓ ଶେୟାର କରିଥାନ୍ତି। ପ୍ରଶଂସକମାନେ ମଧ୍ୟ ଶ୍ରଦ୍ଧାଙ୍କ ସୌନ୍ଦର୍ଯ୍ୟରେ ପାଗଳ। ନିକଟରେ ସେ ଏକ ଫଟୋଶୁଟ୍‌ କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଏହି ଫଟୋକୁ ଶ୍ରଦ୍ଧା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଫଟୋଟିକୁ ସେ ତାଙ୍କ ଛାତ ଉପରେ ଉଠାଇଥିଲେ। ଫଟୋରେ ତାଙ୍କର ଲୁକ୍‌ ବହୁତ ଚମତ୍କାର ଦେଖାଯାଉଛି। ପ୍ରଶଂସକମାନେ ଶ୍ରଦ୍ଧାଙ୍କ ଏହି ଶାନ୍ତ ସରଳ ଚେହେରାକୁ ବେଶ୍‌ ପସନ୍ଦ କରିଛନ୍ତି। ତାଙ୍କର ଜଣେ ପ୍ରଶଂସକ ଲେଖିଛନ୍ତି, ‘ତୁମେ ଜଣେ ଉଜ୍ଜ୍ୱଳ ତାରକା’। ‘ତୁମେ ଦୁନିଆର ସବୁଠାରୁ ସୁନ୍ଦର ମହିଳା’। ତାଙ୍କର ଏହି ଫଟୋକୁ ବର୍ତ୍ତମାନ ସୁଦ୍ଧା ୨.୮ ମିଲିୟନ ଲୋକ ପସନ୍ଦ କରିଛନ୍ତି।

ଏ ତ ଗଲା ତାଙ୍କ ବ୍ୟକ୍ତିଗତ କଥା। ଯଦି ତାଙ୍କ ଓ୍ବାର୍କ ଫ୍ରଣ୍ଟ୍‌ ବିଷୟରେ କହିବା ତେବେ ୨୦୧୩ରେ ଫିଲ୍ମ ‘ଆଶିକ୍‌-୨’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ତାଙ୍କ ସହ ମୁଖ୍ୟ ଭୂମିକାରେ ଆଦିତ୍ୟ ରାୟ କପୁର ନଜର ଆସିଥିଲେ। ଏହା ପରେ ଶ୍ରଦ୍ଧା ବଲିଉଡ୍‌ରେ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇଥିଲେ। ଏହା ସହ ସେ ଖୁବ୍‌ଶୀଘ୍ର ଫିଲ୍ମ ‘ଲଭ୍‌ ରଞ୍ଜନ’ରେ ରଣବୀର କପୁରଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ବୋହୂକୁ ୨୦ କ୍ୟାରେଟ୍‌ ହୀରା ମୁଦି ଦେବେ ଏହି ପ୍ରସିଦ୍ଧ ଅଭିନେତ୍ରୀ, ରଖିଛନ୍ତି ଏମିତି ସର୍ତ୍ତ

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କୁ ସବୁଠାରୁ ଫିଟ୍‌ ଅଭିନେତ୍ରୀଙ୍କ ମଧ୍ୟରେ ଗଣନା କରାଯାଏ। ସୁଯୋଗ ମିଳିବା ମାତ୍ରେ ସେ ନିଜର ଫିଟ୍‌ ଶରୀରକୁ ପ୍ରଦର୍ଶିତ କରିଥାନ୍ତି।...

ଲୁଚିଛପି ବିବାହ କଲେ ସିଦ୍ଧାର୍ଥ-ଶେହନାଜ!

ଛୋଟ ପରଦାର ଚର୍ଚ୍ଚିତ ରିଆଲିଟି ଶୋ’ ‘ବିଗ୍‌ ବସ୍‌-୧୩’ର ବିଜେତା ସିଦ୍ଧାର୍ଥ ଶୁକ୍ଲା ଏବଂ ଶୋ’ରେ ନଜର ଆସିଥିବା ପଞ୍ଜାବର କ୍ୟାଟ୍ରିନା କୈଫ୍‌ ଅର୍ଥାତ୍‌ ସେହେନାଜ୍‌...

ପ୍ରେମିକ କରନ୍‌ କୁନ୍ଦ୍ରାଙ୍କଠାରୁ ଅଲଗା ହେଲେ ଅନୁଷା, କହିଲେ ‘ପ୍ରେମରେ ମିଳିଛି ପ୍ରତାରଣା’

ବମ୍ବେ: ପ୍ରେମିକ କରନ୍‌ କୁନ୍ଦ୍ରାଙ୍କଠାରୁ ଅଲଗା ହୋଇଛନ୍ତି ଅନୁଷା ଦାଣ୍ଡେକର। ଦୀର୍ଘ ପାଞ୍ଚ ବର୍ଷ ଧରି ଉଭୟ ଡେଟ୍‌ କରୁଥିଲେ। ଏଣୁ ୨୦୨୦ରେ ହଠାତ୍‌ ସେମାନଙ୍କ...

ଆର୍ଯ୍ୟା ସିଜନ ୩ର ଶୁଟିଂ ଆରମ୍ଭ

ମୁମ୍ବାଇ: ଅଭିନେତା ସିକନ୍ଦର ଖେର, ଯେକି ଷ୍ଟ୍ରିମିଂ ଫିଲ୍ମ ମୋନିକା ଓ ମାଇ ଡାର୍ଲିଂଗସରେ ତାଙ୍କର କାମ ପାଇଁ ଦର୍ଶକଙ୍କ ହୃଦୟ ଜିତିଥିଲେ, ତାଙ୍କର ଲୋକ...

‘ମୁଁ ଆଶା କରି ନ ଥିବା ଘଟଣା ଘଟିଥିଲା’

ମୁମ୍ବାଇ: ନିର୍ଦ୍ଦେଶକ ତଥା ପ୍ରଯୋଜକ କରଣ ଜୋହର ନିଜର ବହୁ ପ୍ରତୀକ୍ଷିତ ଶୋ’ ‘କଫି ଓ୍ବିଥ୍‌ କରନ୍‌ ସିଜନ-୭’କୁ ପୁଣି ଥରେ ଆରମ୍ଭ କରିଛନ୍ତି। ଏହି...

ମୁହଁ ଖୋଲିଲେ ଅନୁପ ଜଲୋଟା

ମୁମ୍ବାଇ: ଭଜନ ସମ୍ରାଟ ଅନୁପ ଜଲୋଟା ଓ ତାଙ୍କ ଶିଷ୍ୟା ଜଶଲିନ ମଥାରୁଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଚାଲିଛି ଚର୍ଚ୍ଚା । ଉଭୟ କୁଆଡେ...

ଶର୍ଟଲେସ୍‌ ହେଲେ ଭାଇଜାନ

ସାରା ଦେଶରେ ଭାଇ ଦୁଜ୍‌ ଧୁମଧାମରେ ପାଳନ କରାଯାଇନ୍ତି। ମନୋରଞ୍ଜନ ଜଗତର ସେଲିବ୍ରିଟିମାନେ ମଧ୍ୟ ଏହି ଉତ୍ସବ ପାଳନ କରିଥିଲେ। ଏହି ଅବସରରେ ବଲିଉଡ ଅଭିନେତା...

ମାତ୍ର ୧୩ ବର୍ଷ ବୟସରୁ ହିଁ ଏହି ଅଭିନେତ୍ରୀ ମା’ ଚରିତ୍ରରେ ଆସିଥିଲେ ନଜର

ମୁମ୍ବାଇ: ନିଜର ଦମ୍‌ଦାର ଅଭିନୟ ଓ ଡ୍ୟାନ୍ସରେ ସମସ୍ତଙ୍କୁ ବାନ୍ଧି ରଖିଥିବା ବଲିଉଡ୍‌ର ଚାନ୍ଦିନୀଙ୍କ ମଙ୍ଗଳବାର ଜନ୍ମଦିନ। ୧୩ ଅଗଷ୍ଟ ୧୯୬୩ ଶିବକାଶୀରେ ଅଭିନେତ୍ରୀ ଶ୍ରୀଦେବୀଙ୍କ...

Advertisement
Archives

Model This Week