Home Left

କାର ଉପରକୁ ପଥରମାଡ଼: ଭୟରେ ଗଛରେ ଗାଡି ପିଟିଦେଲେ ଡ୍ରାଇଭର

ଦାରିଙ୍ଗବାଡ଼ି,୧।୧୧(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଜାତୀୟ ରାଜପଥର ଗୁଡ଼ିବାଲି ଛକଠାରେ ଦୁର୍ବୃତ୍ତମାନେ ଏକ କାର ଉପରକୁ ପଥରମାଡ଼ କରିଥିବା ଜଣାପଡ଼ିଛି। ଫଳରେ କାର ଚାଳକ ଭାରସାମ୍ୟ ହରାଇ ଏକଗଛରେ ପିଟି ହୋଇଛନ୍ତି। ରବିବାର ବିଳମ୍ବତି ରାତିରେ କେ.ନୂଆଗାଁ ଅଞ୍ଚଳରୁ ଏକ…

ଏହି ସ୍ଥାନରେ ଆଜିଯାଏ ପହଞ୍ଚିପାରିନି କରୋନା ଭାଇରସ୍‌

କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ ହଟଚମଟ ସୃଷ୍ଟି କରିଛି। ଏହି ମହାମାରୀ ଯୋଗୁ ବିଶ୍ୱରୁ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଛି। ମହାମାରୀର ମୁକାବିଲା ପାଇଁ ଦୁନିଆର ଅନେକ ଦେଶକୁ ଲକ୍‌ଡାଉନ୍‌ ବି କରାଯାଇଥିଲା। ଯେଉଁଥିପାଇଁ ଲୋକଙ୍କୁ ନିଜ ଘରେ ରହିବାକୁ…

ନଭେମ୍ବର ୨୬ ପରେ ଗାଁ ଛାଡି ଦିଲ୍ଲୀର ୪ସୀମାରେ ପହଞ୍ଚିବେ କୃଷକ: ରାକେଶ ଟିକାଏତ

ନୂଆଦିଲ୍ଲୀ,୧ ।୧୧: ଭାରତୀୟ କୃଷକ ୟୁନିୟନର ନେତା ରାକେଶ ଟିକାଏତ ପୁଣିଥରେ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି । ସେ ଟୁଇଟ୍ କରି କହିଛନ୍ତି କେନ୍ଦ୍ର ସରକାରଙ୍କ ପାଖରେ ୨୬ ନଭେମ୍ବର ପର୍ଯ୍ୟନ୍ତ ସମୟ ଅଛି । ଏହାପରେ କୃଷକମାନେ ଗାଁ…

ସରକାରଙ୍କୁ କୃଷକ ନେତାଙ୍କ ଚେତାବନୀ

ଚଣ୍ଡିଗଡ,୧।୧୧: ମିଳିତ କୃଷକ ମୋର୍ଚ୍ଚାର ସଦସ୍ୟ ତଥା ଭାରତୀୟ କୃଷକ ସଂଘର ପ୍ରଦେଶ ଅଧ୍ୟକ୍ଷ ଗୁରନାମ ସିଂ ଚଢୁନି ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଯଦି କୃଷକଙ୍କୁ ରାସ୍ତାରୁ ହଟାଇବାକୁ ଚେଷ୍ଟା କରାଯାଏ ତେବେ ପ୍ରଧାନମନ୍ତ୍ରୀଙ୍କୁ ଘର ଆଗରେ ଏଥର ଦୀପାବଳି ପାଳନ…

ମହିଳାଙ୍କ ପାଇଁ କଂଗ୍ରେସର ଭିନ୍ନ ଘୋଷଣାପତ୍ର: ମାଗଣା ବସ୍ ଯାତ୍ରା ସହ ମାଗଣା ଗ୍ୟାସ ସିଲିଣ୍ଡର

ଲକ୍ଷ୍ନୌ,୧ ।୧୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଉପରେ କଂଗ୍ରେସ ଖୁବ୍ ଯୋର ଦେଉଛି । ଏବେ ମହିଳା ଭୋଟ ବ୍ୟାଙ୍କ ଉପରେ କଂଗ୍ରେସର ନଜର ରହିଛି । କିଛଦିନ ତଳ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମହିଳାଙ୍କ ପାଇଁ…

ପ୍ରାଥମିକ ବିଦ୍ୟାଳୟ ମିଶ୍ରଣ ନିଷ୍ପତ୍ତି ବିରୋଧରେ ଆମରଣ ଅନଶନ

ବରୀ,୧ା୧୧(ଡି.ଏନ୍‌.ଏ.): ବରୀ ଶିକ୍ଷା ମଣ୍ଡଳ ଅଧିନସ୍ଥ ଉଦୟନାଥପୁର ପ୍ରାଥମିକ ବିଦ୍ୟାଳୟର ମିଶ୍ରଣକୁ ନେଇ ଛାତ୍ରୀଛାତ୍ର, ଗ୍ରାମବାସୀ,ଅଭିଭାବକ ଓ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ପ୍ରସନ୍ନ ସାମଲଙ୍କ ନେତୃତ୍ୱରେ ଆଜି ବରୀ ଶିକ୍ଷା ମଣ୍ଡଳ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିବାର ଦେଖିବାକୁ ମିଳିଛି।…

ରାଷ୍ଟ୍ରପତିଙ୍କୁ ପ୍ରଶ୍ନ ପଚାରିବା ଖବରଦାତାଙ୍କୁ ପଡ଼ିଲା ମହଙ୍ଗା

ରିଓ,୧।୧୧: ଜି -୨୦ ଶିଖର ସମ୍ମିଳନୀ ବିଷୟରେ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋଙ୍କୁ ପ୍ରଶ୍ନ କରିବା ଜଣେ ଖବରଦାତାଙ୍କୁ ମହଙ୍ଗା ପଡିଛି। ପ୍ରଶ୍ପ ପଚାରିବା ପାଇଁ ସମ୍ପୃକ୍ତ ଖବରଦାତାଙ୍କୁ ସୁରକ୍ଷାକର୍ମୀଙ୍କଠାରୁ ପ୍ରବଳ ମାଡ ଖାଇବାକୁ ପଡିଛି। ପରେ ଖବରଦାତା ସୁରକ୍ଷା କର୍ମୀଙ୍କ…

ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୩୬କୁ ବୃଦ୍ଧି

ଭୁବନେଶ୍ୱର,୧ା୧୧(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନେ କମିଲେ ଦିନେ ବଢ଼ୁଛି। ସେହିପରି ମୃତ୍ୟୁସଂଖ୍ୟା ମଧ୍ୟ ଦିନେ ବଢ଼ିଲେ ଦିନେ କମୁଛି। ଆଜି ଆଉ ୩ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

ବନ୍ଧୁକ ମୁନରେ ୧୫ ଲକ୍ଷ ଟଙ୍କାର ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ

ପଦ୍ମପୁର,୧ା୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ସୁଦର୍ଶନପୁର ମାଛ ହାଟ ଛକରେ ଜଣେ ସୁନା ଦୋକାନୀଙ୍କଠାରୁ ୧୫ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଚକାଡୋଳା ସୁନା ଦୋକାନର ତାପସ କୁମାର ସାହୁ ରବିବାର ରାତିରେ ଦୋକାନ ବନ୍ଦ…

ଅଣ୍ଡରଓ୍ବାଲର୍‌ଡ ସହ ନବାବ ମଲିକଙ୍କ ରହିଛି ସମ୍ପର୍କ: ଫଡନଭୀସ

ମୁମ୍ବାଇ,୧।୧୧: ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ନବାବ ମଲିକ ଏବେ ଚର୍ଚ୍ଚାରେ ଅଛନ୍ତିି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ଦେବେନ୍ଦ୍ର ଫଡନଭୀସଙ୍କ ବିରୋଧରେ ଅତ୍ୟନ୍ତ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ମଲିକ ଅଭିଯୋଗ କରିଛନ୍ତି ଯେ, ଦେବେନ୍ଦ୍ର ଫଡନାଭିସଙ୍କ ପୃଷ୍ଠପୋଷକତାରେ ମୁମ୍ବାଇ,…

ଏମିତି କାମ କଲେ ଶାହିଦ କପୁର, ରାଗିଗଲେ ସ୍ତ୍ରୀ

ଅଭିନେତା ଶାହିଦ କପୁର-ମୀରା ରାଜପୁତଙ୍କୁ ବଲିଉଡର ସୁପରହିଟ୍‌ କପଲ୍‌ ଆଖ୍ୟା ଦିଆଯାଇଛି। ଏହି ଦୁଇଜଣ ପ୍ରାୟତଃ ସୋସିଆଲ ମିଡିଆରେ ପରସ୍ପର ପ୍ରତି ଥିବା ପ୍ରେମକୁ ପ୍ରକାଶ କରନ୍ତି। ବେଳେବେଳେ ଉଭୟ ପରସ୍ପରର ଗୋଡ ଟାଣିବାର ସୁଯୋଗ ମଧ୍ୟ ହାତଛଡ଼ା କରନ୍ତି ନାହିଁ।…

ଡିଏମ୍‌ଇଟି ଦାୟିତ୍ୱ ନେଲେ ରମାରମଣ ମହାନ୍ତି

ଭୁବନେଶ୍ୱର,୧।୧୧(ବ୍ୟୁରୋ): ଡାଇରେକ୍ଟର ଅଫ୍‌ ମେଡିକାଲ ଏଜୁକେଶନ୍‌ ଆଣ୍ଡ୍‌ ଟ୍ରେନିଂ(ଡିଏମ୍‌ଇଟି) ଭାବେ ଡା. ରମାରମଣ ମହାନ୍ତି ଦାୟିତ୍ୱ ନେଇଛନ୍ତି। ଡିଏମ୍‌ଇଟି ଡା. ସିବିକେ ମହାନ୍ତିଙ୍କ କାର୍ଯ୍ୟକାଳ ରବିବାର ଶେଷ ହୋଇଥିବାବେଳେ ଡା. ରମାରମଣ ନୂଆ ଡିଏମ୍‌ଇଟି ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?