ପୁରୀ ଜିଲା ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ସିଧାସଳଖ…
ପୁରୀ ଅଫିସ,୩।୧୧: ୨୦୨୧-୨୨ ରବି ଋତୁ ପାଇଁ ପୁରୀ ଜିଲାର ଚାଷୀ ମାନେ କାଳିଆ ସହାୟତା ଭାବରେ ୨୦୦୦ ଟଙ୍କା ଲେଖାଏ ସହାୟତା ପାଇବେ। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିଛନ୍ତି। ଜିଲାର ୧,୬୫,୧୩୧ ଜଣ କ୍ଷୁଦ୍ର ଓ…
ବ୍ରେକ୍ଅପ୍ ପରେ ପ୍ରସିଦ୍ଧ ହୋଇଥିଲେ ଏହି ଅଭିନେତା
ମୁମ୍ବାଇ: ଅଭିନେତା ହିମାଂଶ କୋହଲିଙ୍କ ଆଜି ହେଉଛି ୩୨ ତମ ଜନ୍ମଦିନ। ୧୯୮୯ ମସିହା ନଭେମ୍ବର ୩ରେ ସେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ଆଜିର ଏହି ଖାସ୍ ଦିନରେ ତାଙ୍କ ସହ ଜଡ଼ିତ କିଛି କଥା ବିଷୟରେ ଜାଣନ୍ତୁ… ଅଭିନୟ ଜଗତକୁ…
କେଜ୍ରିଓ୍ବାଲଙ୍କୁ ‘କପି ମାଷ୍ଟର’ କହିଲେ ଗୋଆ ମୁଖ୍ୟମନ୍ତ୍ରୀ
ପାଣାଜୀ,୩।୧୦: ଆସନ୍ତା ବର୍ଷ ଗୋଆରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ରାଜ୍ୟରେ ବହୁ ଦଳ ଜୋରଦାର କାର୍ଯ୍ୟ କରୁଛନ୍ତି। ସେଥିମଧ୍ୟରୁ ଦିଲ୍ଲୀର ଶାସକ ଆମ ଆଦମୀ ପାର୍ଟି (ଏଏପି) ମଧ୍ୟ ଏକ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ। ଦଳ ଦ୍ୱାରା ଅନେକ ନିର୍ବାଚନ…
ପୁଣି ଧବଳେଶ୍ୱର ପୀଠରେ ୧୪୪ ଧାରା
ଆଠଗଡ଼,୩।୧୧(ଡି.ଏନ୍.ଏ.): କଟକ ଜିଲାରେ ଥିବା ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱର ପୀଠରେ ପୁଣି ୧୪୪ ଧାରା ଲାଗୁ କରାଯାଇଛି। ଦୀପାବଳିରେ ଭିଡ଼କୁ ଦୃଷ୍ଟିରେ ରଖି ଏହି କଟକଣା ଜାରି କରାଯାଇଥିବା ଜଣାପଡ଼ିଛି। ଉପ-ଜିଲାପାଳ ହେମନ୍ତ କୁମାର ସ୍ବାଇଁ ଏହି ସୂଚନା ଦେଇଛନ୍ତି…
ଦର୍ଦାମ ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲେ ଶ୍ରମିକ, କୃଷକ
ଦିଗପହଣ୍ଡି,୩ା୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ବୁଧବାର ବାମପନ୍ଥୀ ସଙ୍ଗଠନ ସିପିଆଇ (ଏମ୍) ପକ୍ଷରୁ ଦରଦାମ ବୃଦ୍ଧି ବିରୋଧରେ ପ୍ରତିବାଦ କରାଯାଇଛି। ସିପିଆଇ (ଏମ୍) ରାଜ୍ୟ କମିଟିର ଡାକରା କ୍ରମେ ପାର୍ଟିର ଦିଗପହଣ୍ଡି ଆଞ୍ଚଳିକ ସାଙ୍ଗଠନିକ କମିଟି ପକ୍ଷରୁ…
ଫେସ୍ବୁକ୍ ଡିଲିଟ୍ କରିବ ୧ ବିଲିୟନରୁ ଅଧିକ ଲୋକଙ୍କ ଫେସ୍ ପ୍ରିଣ୍ଟ୍
ଓ୍ବାଶିଂଟନ,୩ା୧୧: ଫେସ୍ବୁକ୍ ଏହାର ଚେହେରା ଚିହ୍ନଟ ପ୍ରଣାଳୀ ବନ୍ଦ କରିବ ଏବଂ ୧ ବିଲିୟନରୁ ଅଧିକ ଲୋକଙ୍କ ଫେସପ୍ରିଣ୍ଟ ବିଲୋପ କରିବ ବୋଲି କହିଛି। ସମଗ୍ର ବିଶ୍ୱରେ ଏହି ଟେକ୍ନୋଲୋଜି ବିଷୟରେ ଚିନ୍ତା କରାଯିବା ପରେ ଫେସ୍ବୁକ୍ ଏହି ପଦକ୍ଷେପ ନେଇଛି।…
ନାମ୍ବିଆ ଡ୍ରେସିଂ ରୁମ୍ରେ ହଠାତ୍ ପଶିଗଲେ ପାକିସ୍ତାନ ଖେଳାଳି
ଦୁବାଇ,୩।୧୧: ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ଓମାନରେ ଖେଳାଯାଉଥିବା ଆଇସିସି ଟି -୨୦ ବିଶ୍ୱକପରେ ପାକିସ୍ତାନ ଏବଂ ନାମ୍ବିଆ ମଧ୍ୟରେ ଏକ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚ୍ରେ ପାକିସ୍ତାନ କ୍ରିକେଟ ଦଳ ପଡ଼ିଆ ଭିତରେ ଏବଂ ବାହାରେ କ୍ରିକେଟ ପ୍ରଶଂସକଙ୍କ ହୃଦୟ…
ବାଣ ଭିଡୁଥିବା ବେଳେ ବିସ୍ଫୋରଣ: ୩ ଗୁରୁତର
କଟକ ଅଫିସ,୩।୧୧: କଟକ ଆଠଗଡ଼ ତିଗିରିଆ ଅଞ୍ଚଳରେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ଜଣେ ବ୍ୟକ୍ତି, ଜଣେ ମହିଳା ଓ ଜଣେ ଦେଢ଼ ବର୍ଷର ଶିଶୁ ଥିବା ଜଣାପଡ଼ିଛିି। ତିଗିରିଆ ବାଣେଶ୍ୱରପଡ଼ା…
ସୁନା ସ୍ମଗଲିଂ ଆତଙ୍କବାଦୀ କାର୍ଯ୍ୟକଳାପ ନୁହେଁ, ହାଇକୋର୍ଟ…
ଥିରୁଭାନନ୍ତପୁରମ୍,୩।୧୧: ସୁନା ସ୍ମଗଲିଂ ଆତଙ୍କବାଦୀ କାର୍ଯ୍ୟକଳାପ ନୁହେଁ। ଏହା ଦ୍ୱାରା ଦେଶର ଆର୍ଥିକ ସ୍ଥିତି ଖରାପ ହେବାର ଆଶଙ୍କା ରହିଥାଏ। ମାତ୍ର ଦେଶର ସୁରକ୍ଷା ଉପରେ ପ୍ରଶ୍ନ ଚିହ୍ନ ଲାଗି ନ ଥାଏ ବୋଲି କେରଳ ହାଇକୋର୍ଟ କହିଛନ୍ତି। ଏହା ସହିତ…
ଭାରତକୁ ହରାଇବାକୁ ସଜ ହେଲାଣି ଆଫଗାନିସ୍ତାନ
ଦୁବାଇ,୩।୧୧: ଆଫଗାନିସ୍ତାନର ନଜର ସେମିଫାଇନାଲରେ ଅଛି ବୋଲି କହିଛନ୍ତି ଦ୍ରୁତ ବୋଲର ହାମିଦ ହସନ। ଏହାଛଡ଼ା ଦଳ ବୁଧବାର ଟି୨୦ ବିଶ୍ୱକପ୍ର ଭାରତ ବିପକ୍ଷ ମ୍ୟାଚ୍ରେ ବିଜେତା ହେବା ପାଇଁ ଚେଷ୍ଟା କରିବେ ବୋଲି ସେ ମଧ୍ୟ କହିଛନ୍ତି। ଆଫଗାନିସ୍ତାନ ଏବେ…
ଆଲିଆଙ୍କ ଦୀପାବଳି ଲୁକ୍
ମୁମ୍ବାଇ: ଆଲୋକର ପର୍ବ ଦୀପାବଳି ଅବସରରେ ବଲିଉଡ୍ ଅଭିନେତ୍ରୀମାନେ କିଏ କ’ଣ କେମିତି ଡ୍ରେସ୍ ଗହଣା ପିନ୍ଧି ସୁନ୍ଦର ଦିଶିବେ ସେ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏମାନଙ୍କ ମଧ୍ୟରୁ ଆଲିଆ ଭଟ୍ଟ ହେଉଛନ୍ତି ଅନ୍ୟତମ। ଆଲିଆ ଦୀପାବଳି ଉପଲକ୍ଷେ ଏକ…
କରୋନା ସଂକ୍ରମଣ ପାରୋଲ ସମୟ ସୀମା ବଢ଼ାଇବା ଲାଗି ଯୁକ୍ତିସଙ୍ଗତ ନୁହେଁ…
ବେଙ୍ଗାଲୁରୁ,୩।୧୧: କରୋନା ସଂକ୍ରମଣ ପାରୋଲ ସୀମା ବଢ଼ାଇବା ଲାଗି ଯୁକ୍ତିସଙ୍ଗତ ନୁହେଁ ବୋଲି କର୍ନାଟକ ହାଇକୋର୍ଟ ରାୟ ଦେଇଛନ୍ତି। ଆଜୀବନ କାରାଦଣ୍ଡ ଭୋଗୁଥିବା ଜଣେ କଏଦୀ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଦର୍ଶାଇ ତାଙ୍କ ପାରୋଲ ସମୟକୁୁ ବୃଦ୍ଧି କରିବା ଲାଗି…

