Home Left

ନିୟମ ମାନୁନାହାନ୍ତି ଲୋକେ: ଦୀପାବଳି ପୂର୍ବରୁ ୫ ଲକ୍ଷ ଟଙ୍କାର ବାଣ ଜବତ

କଟକ ଅଫିସ,୩।୧୧: ଦୀପାବଳି ପୂର୍ବରୁ କଟକ ଜିଲା ଗୋପାଳ ସାହିରୁ ବିପୁଳ ପରିମାଣର ବାଣ ଜବତ ହୋଇଛି। ଜବତ ହୋଇଥିବା ବାଣର ମୂଲ୍ୟ ୫ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଏହି ଘଟଣାରେ ଜଣଙ୍କୁ ଅଟକ…

ଏହି ଜିଲାର ଚାଷୀ ପାଇବେ କାଳିଆ ସହାୟତା

ପୁରୀ ଅଫିସ,୩।୧୧: ୨୦୨୧-୨୨ ରବି ଋତୁ ପାଇଁ ପୁରୀ ଜିଲାର ଚାଷୀଙ୍କ ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର କାଳିଆ ସହାୟତା ଘୋଷଣା କରିଛନ୍ତି। ପ୍ରତ୍ୟେକ ଚାଷୀ ୨୦୦୦ ଟଙ୍କା ଲେଖାଏ ସହାୟତା ପାଇବେ । ଏଥିପାଇଁ ୩୩.୦୩ କୋଟି ଟଙ୍କା ଖର୍ଚ୍ଚ…

ନିର୍ବାଚନ ପୂର୍ବରୁ ଏକାଠି ହେବେ ମୂଲାୟମଙ୍କ ପରିବାର!

ଲକ୍ଷ୍ନୌ,୩।୧୧:ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂ ଯାଦଙ୍କ ପରିବାର ଏକାଠି ହେବାକୁ ଯାଉଛନ୍ତି। ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ସବୁ ଝଗଡା ଭୁଲି ଦାଦାଙ୍କ ଦଳ ସହ ମିଶିବାକୁ ଯାଉଛନ୍ତି। ପ୍ରତିବର୍ଷ ଭଳି ଏସପି…

ମାଛ ଧରୁଥିବା ବେଳେ ଯୁବକଙ୍କୁ ଟାଣିନେଲା କୁମ୍ଭୀର, ମିଳୁନି ପତ୍ତା

ବରୀ,୩ା୧୧(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ଅଞ୍ଚଳର ତନ୍ତୀ ଘାଇ ଶାଖା ଚିଙ୍ଗୁଡ଼ିଆ ନାଳରେ ଏକ କୁମ୍ଭୀର ଜଣେ ଯୁବକଙ୍କୁ ବୁଧବାର ଟାଣି ନେଇଛି। ସେ ହେଲେ ଉଦୟନାଥପୁର ପଞ୍ଚାୟତର କହରାଗଣ୍ଡ ଗ୍ରାମର ମୁରଲୀଧର ମଲ୍ଲିକଙ୍କ ପୁଅ ନିଶିକାନ୍ତ(୪୦)। ସେ ତାଙ୍କ ଭାଇଙ୍କ…

ସ୍ବାମୀ ଦେଖୁଥିଲେ ଅଶ୍ଲୀଳ ଭିଡିଓ, ସ୍ତ୍ରୀ ବିରୋଧ କରିବାରୁ…

ବେଙ୍ଗାଲୁରୁ,୩।୧୧: କର୍ନାଟକର ବେଙ୍ଗାଲୁରୁରେ ମହିଳା ନିର୍ଯାତନାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସ୍ବାମୀ ଅଶ୍ଲୀଳ ଫିଲ୍ମ ଦେଖୁଥିବାବେଳେ ସ୍ତ୍ରୀ ମନା କରିବାରୁ ତାଙ୍କୁ ସଢା ଖାଦ୍ୟ ଖାଇବାକୁ ପଡିଛି। ୩୬ ବର୍ଷୀୟା ମହିଳା ତାଙ୍କ ସ୍ବାମୀଙ୍କ ବିରୋଧରେ ପ୍ରଥମ ଅତିରିକ୍ତ…

‘ତଲଓ୍ବାର୍‌ ଦେଖାଇ ଭାଜପା ନେତାଙ୍କୁ ଟିଏମ୍‌ସିରେ କରାଯାଉଛି ସାମିଲ’

ଇନ୍ଦୋର,୩।୧୧: ପଶ୍ଚିମବଙ୍ଗ ସରକାର ବିରୋଧୀଙ୍କୁ ହତ୍ୟା କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ଭାରତୀୟ ଜନତା ପାର୍ଟି ସାଧାରଣ ସମ୍ପାଦକ କୈଳାଶ ବିଜୟବର୍ଗିୟ। ସେ କହିଛନ୍ତ, ଏହି ରାଜ୍ୟରେ ବିରୋଧୀ ଦଳର ନେତାଙ୍କ ବିରୋଧରେ ଗୁରୁତର ଅପରାଧର ମିଥ୍ୟା ମାମଲା ରହିଛି।…

ସନି ଲିଓନି ଶେୟାର କଲେ ଏମିତି ଫଟୋ, ପାଗଳ ହେଲେ ପ୍ରଶଂସକ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସନି ଲିଓନି ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ୍‌ ରହୁଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ସେ ନିଜର ବ୍ୟକ୍ତିଗତ ଜୀବନଠାରୁ ଆରମ୍ଭ କରି ବୃତ୍ତିଗତ ପର୍ଯ୍ୟନ୍ତ ସମସ୍ତ କଥା ପ୍ରଶଂସକମାନଙ୍କ ସହ ଶେୟାର କରିଥାନ୍ତି। ସନି ଏବେ କିଛି…

ମା’ ଝିଅଙ୍କୁ ଛୁରାମାଡ଼ ଘଟଣା: ହସ୍ପିଟାଲରୁ ଡିସଚାର୍ଜ ପରେ ପୋଲିସ ହେପାଜତରେ ଅଭିଯୁକ୍ତ

ଭୁବନେଶ୍ୱର,୩।୧୧(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ଶୈଳଶ୍ରୀବିହାର ଅଞ୍ଚଳରେ ଘରେ ପଶି ମା’ ଝିଅଙ୍କୁ ଛୁରାମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ରୂପେଶ ପଣ୍ଡାଙ୍କୁ କମିଶନରେଟ ପୋଲିସ ଅଟକ ରଖିଛି । ହସ୍ପିଟାଲରୁ ଡିସଚାର୍ଜ ପରେ ରୂପେଶଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଚଳାଇଛି। ରୂପେଶ ଲୁଟ…

‘ଦୁଇ ଭାଗ ହୋଇଗଲାଣି ଭାରତୀୟ କ୍ରିକେଟ ଟିମ୍‌’

ନୂଆଦିଲ୍ଲୀ,୩।୧୧: ଟି-୨୦ ବିଶ୍ୱକପ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖିଛି ଟିମ୍‌ ଇଣ୍ଡିଆ। ଲଗାତାର ଦୁଇଟି ମ୍ୟାଚ୍‌ରେ ପରାଜିତ ହେବା ପରଠାରୁ ଦଳକୁ ବିଭିନ୍ନ ମହଲରେ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ରବିବାର ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌ରେ ୮ ଉଇକେଟରେ ପରାସ୍ତ…

ପଦ୍ମଶ୍ରୀରେ ସମ୍ମାନିତ ହେବେ କଙ୍ଗନା-ଏକତା-କରନ୍‌

ମୁମ୍ବାଇ: ବଲିଉଡ୍‌ କୁଇନ୍‌ କଙ୍ଗନା ରଣାୱାତଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର । ଜାତୀୟ ପୁରସ୍କାର ପରେ ତାଙ୍କୁ ଏହି ସମ୍ମାନ ମିଳିବ। ତାଙ୍କ ସହ ପ୍ରସିଦ୍ଧ ଫିଲ୍ମ ନିର୍ମାତା ଏକତା କପୁର ଓ କରନ୍‌ ଜୋହରଙ୍କୁ ମଧ୍ୟ ଏହି ପୁରସ୍କାରରେ ସମ୍ମାନିତ…

୧୦ ବର୍ଷ ପରେ ମା’ଙ୍କ ହସ ଦେଖିଥିଲି: ସାରା

ବମ୍ବେ: ବୟସରେ କମ୍‌ ହୋଇଥିବା ସତ୍ତ୍ୱେ ସୈଫ ଅଲ୍ଲୀ ଖାନ୍‌ଙ୍କ ହାତ ଧରିଥିଲେ ଅଭିନେତ୍ରୀ ଅମୃତା ସିଂହ। ହେଲେ ପରେ ଉଭୟ ଅଲଗା ହୋଇଯାଇଥିଲେ। ଏବେ ଅମୃତାଙ୍କ ଝିଅ ସାରା ଅଲ୍ଲୀ ଖାନ ବଲିଉଡ୍‌ରେ ଡେବ୍ୟୁ କରିସାରିଲେଣି। ଅଭିନେତ୍ରୀ ଭାବେ ନିଜର…

ଦୁନିଆ ଛାଡିଲେ, ୪ ଜଣଙ୍କୁ ନୂଆ ଜୀବନ ଦେଇଗଲେ ରାଜକୁମାର

କନ୍ନଡ ସିନେମାର ଅଭିନେତା ପୁନିତ ରାଜକୁମାର ଜଣେ ଅଭିନେତା ତଥା ସାମାଜିକ କର୍ମୀ ମଧ୍ୟ ଥିଲେ। ଗତ ଅକ୍ଟୋବର ୨୯ରେ ୪୬ ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା କହିଥିଲେ। ପୁନିତ ତାଙ୍କ ମୃତ୍ୟୁ ପରେ ଆଖି ଦାନ କରିଥିଲେ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?