କାରକୁ ଅଟୋ ପାଇଲଟ୍‌ରେ ଛାଡ଼ି ଶିଶୁକନ୍ୟାକୁ ଜନ୍ମଦେଲେ

ନୂଆଦିଲ୍ଲୀ,୨୦।୧୨: ଆମେରିକାରେ ଜଣେ ମହିଳା ଟେସଲା ଇଲେକ୍ଟ୍ରିକ୍‌ କାରକୁ ଅଟୋ ପାଇଲଟ୍‌ରେ ଛାଡ଼ି ଆଗ ସିଟ୍‌ରେ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଛନ୍ତି। ଏଭଳି ଘଟଣା ସେପ୍ଟେମ୍ବର ୯ ତାରିଖରେ ଘଟିଛି ଫିଲାଡେଲଫିଆରେ। ୩୩ ବର୍ଷୀୟା ୟିରାନ ଶେରି ଓ ତାଙ୍କ ସ୍ବାମୀ କିଟିଂ ଶେରି (୩୪) ୩ ବର୍ଷର ପୁଅକୁ ନେଇ ସ୍କୁଲ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା।

ସେମାନଙ୍କ ଗାଡ଼ି ଟ୍ରାଫିକରେ ଥିବା ବେଳେ ହଠାତ୍‌ ୟିରାନଙ୍କ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଟ୍ରାଫିକ୍‌ରେ ଫଶି ଥିବାରୁ ସମୟରେ ହସ୍ପିଟାଲ ପହଞ୍ଚିବା ସମ୍ଭବ ନ ଥିଲା। ଏଣୁ କାରରେ କିଟିଂ ଅଟୋପାଇଲଟ୍‌ ମୋଡ ଅନ୍‌ କରି ଦେଇଥିଲେ। ନେଭିଗେଶନ ସିଷ୍ଟମରେ ଲକ୍ଷ୍ୟସ୍ଥଳ ଭାବେ ସେଟ୍‌ କରିଥିଲେ ହସ୍ପିଟାଲକୁ। ତା’ ପରେ ଶେରିଙ୍କୁ ଶୁଆଇ ଦେଇଥିଲେ କାରର ଆଗ ସିଟ୍‌ରେ। ହସ୍ପିଟାଲରେ ପହଞ୍ଚିବାର କିଛି ସମୟ ପୂର୍ବରୁ ଶିଶୁ କନ୍ୟା ମାଭେ ଜନ୍ମ ହୋଇଥିଲା। ହସ୍ପିଟାଲର ନର୍ସ କାରରେ ହିଁ ଅମ୍ବିକାଲ କର୍ଡ କାଟି ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଶ୍ଚାତ୍ୟ କଟକଣା ରୁଷିଆ ଯୋଗାଣ ଶୃଙ୍ଖଳାକୁ ପ୍ରଭାବିତ କରିବ

ମସ୍କୋ,୨୬ା୨: ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ପରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ମସ୍କୋ ଉପରେ ଏକାଧିକ କଟକଣା ଲଗାଇଛନ୍ତି। ଏହାର ରୁଷିଆର ଗୁରୁତ୍ୱପୂର୍ଣ୍ଣ ଯୋଗାଣ ଶୃଙ୍ଖଳକୁ ବ୍ୟାହତ...

ରୁଷିଆର ତୈଳ ଡିପୋ ଜଳିଗଲା

ମସ୍କୋ, ୨୬ା୪: ୟୁକ୍ରେନ୍‌ ସୀମା ନିକଟ ରୁଷୀୟ ସହର ବ୍ରିୟାନ୍‌ସ୍କରେ ଥିବା ଏକ ତୈଳ ଡିପୋ ସୋମବାର ଜଳିଯାଇଛି। ନିଆଁ ଲାଗିବାର କାରଣ ଜଣାପଡି ନ...

ରୁଷିଆ-ୟୁକ୍ରେନ ଯୁଦ୍ଧ: ଦକ୍ଷିଣ-ପୂର୍ବର ୩ ଅଞ୍ଚଳକୁ ନିଜ ଅଧିନକୁ ନେଇଥିବା ଦାବି କଲା ୟୁକ୍ରେନ

କ୍ୱିଭ,୬ ।୯: ଦୀର୍ଘ ୬ ମାସରୁ ଊଦ୍ଧ୍ୱର୍ ସମୟ ଧରି ଜାରି ରହିଛି ରୁଷିଆ-ୟୁକ୍ରେନ୍ ଯୁଦ୍ଧ । ଏବେ ୟୁକ୍ରେନ ସେନା ରୁଷିଆ ସେନାଙ୍କ ଦ୍ୱାରା...

କ୍ୟାନସର ପରେ ଏବେ ଏଚଆଇଭି ଏଡସର ସଫଳ ଚିକିତ୍ସାର ସନ୍ଧାନ ମିଳିଲା…

ତେଲ ଅଭିବ୍‌, ୧୫।୬ : କର୍କଟ ପରେ ବୈଜ୍ଞାନିକମାନେ ଏବେ ଏଚଆଇଭି ଏଡସ ସଫଳ ଚିକିତ୍ସାର ସନ୍ଧାନ ମିଳିଛି। ସେମାନେ ଏଭଳି ଟିକା ତିଆରି କରିବାରେ...

ରାତି ସାରା ୟୁକ୍ରେନ୍‌ରେ ଡ୍ରୋନ ଦ୍ୱାରା ଆକ୍ରମଣ କଲା ରୁଷିଆ…

କିଭ୍‌,୩୧।୧୨ : ରୁଷିଆ ୟୁକ୍ରେନ ଉପରେ ଏବେ ଆକ୍ରମଣ ଜୋରଦାର କରିଛି। ଏହି ସମୟ ମଧ୍ୟରେ ଏହା ସାମ୍ନାକୁ ଆସିଛି ଯେ ରୁଷିଆ ଶୁକ୍ରବାର ରାତି...

ପ୍ରିନ୍ସ ୱିଲିୟମଙ୍କୁ ହୋଇଥିଲା କରୋନା, ୭ ମାସ ପରେ କଲେ ଖୁଲାସା

ଲଣ୍ଡନ,୨।୧୧: ସାରା ବିଶ୍ୱରେ ଅନେକ ସେଲିବ୍ରିଟିମାନେ ମହାମାରୀ କରୋନା ଆକ୍ରାନ୍ତ ହେବା ନଜିର ରହିଛି। ଏହି କ୍ରମରେ ବ୍ରିଟେନର ରାଜ ପରିବାରର ସଦସ୍ୟ ପ୍ରିନ୍ସ ୱିଲିୟମ...

ଗୁଳି ଚଳାଇଲା ରୁଷିଆ ସେନା

କ୍ୱିଭ୍‌,୧୭ା୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଆଭ୍ୟନ୍ତରୀଣ ପରିସ୍ଥିତି ଅତ୍ୟନ୍ତ ଖରାପ ହେବାରେ ଲାଗିଛି। ପୂର୍ବ ୟୁକ୍ରେନରେ ରୁଷିଆ ସେନା ଏକ ଗାଁରେ ଗୁଳି ଚଳାଇଥିବା...

‘ସ୍ବସ୍ତିକ’କୁ ଅବୈଧ କରିବା ଲାଗି ଆମେରିକାରେ ବିଲ୍‌

ଓ୍ବାଶିଂଟନ, ୧୨।୪: ମାଙ୍ଗଳିକ ଓ ଆଧ୍ୟାତ୍ମିକତାର ପ୍ରତୀକ ସ୍ବସ୍ତିକକୁ ବେଆଇନ କରିବା ଲାଗି ଆମେରିକାର ମେରିଲାଣ୍ଡ ପ୍ରତିନିଧି ସଭା ଏକ ବିଲ୍‌ ଗୃହୀତ କରିବାକୁ ଉଦ୍ୟମ...

Advertisement
Archives

Model This Week