ଅକ୍ଷୟଙ୍କ ସହ ଫାଇଟ୍ ଟ୍ରେନିଂ ମଜାଦାର ଥିଲା: ହୁମା
ମୁମ୍ବାଇ: ବଲିଉଡ୍ର ଅଭିନେତ୍ରୀ ହୁମା କୁରେଶୀ ନିକଟରେ ସୋସିଆଲ ମିଡିଆ ଆକାଉଣ୍ଟରେ ଫିଲ୍ମ ‘ବେଲ୍ ବଟମ୍’ ସେଟ୍ରୁ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ସେ ଅକ୍ଷୟ କୁମାରଙ୍କ ସହ ଫାଇଟ୍ କରୁଥିବା ଏବଂ କ୍ଲାଇମାକ୍ସ ସିନ୍ରେ ମାଡ ଖାଉଥିବା…
ମହାକାଶରେ ପହଞ୍ଚିଲେ ଅଭିନେତ୍ରୀ-ନିର୍ଦ୍ଦେଶକ, କରିବେ ଏହି ଫିଲ୍ମ ଶୁଟିଂ
ମହାକାଶରେ ବିଶ୍ୱର ପ୍ରଥମ ଫିଲ୍ମ ଶୁଟିଂ ହେବାକୁ ଯାଉଛି। ଏଥିପାଇଁ ରୁଷିଆ ଅଭିନେତ୍ରୀ ୟୁଲିଆ ପେରେସିଲ୍ଡ ଏବଂ ନିର୍ଦ୍ଦେଶକ କ୍ଲିମ୍ ଶିପେଙ୍କୋ ମହାକାଶରେ ପହଞ୍ଚିଛନ୍ତି। ଦୁଇଟି ରୁଷିଆ ଅନ୍ତରୀକ୍ଷ ଯାନରୁ ଇଣ୍ଟରନ୍ୟାଶନାଲ ସ୍ପେସ୍ ଷ୍ଟେଶନରୁ ବାହାରିଥିଲେ। ଏକ ରିପୋର୍ଟ ଅନୁଯାୟୀ, ତାଙ୍କର…
ଶାଶୁଘର ଲୋକଙ୍କ ଭୟରେ ପରଦାରେ ବୋଲ୍ଡ ସିନ୍ କରିବାକୁ ଡରୁଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ
୬୦ ରୁ ୭୦ ଦଶକରେ ପରଦାରେ ରାଜ୍ କରୁଥିଲେ ଚୁଲ୍ବୁଲି ଅଭିନେତ୍ରୀ ମମତାଜ୍। ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ଯଦିଓ ଆଜି ସେ ଫିଲ୍ମ ଦୁନିଆରେ ସକ୍ରିୟ…
ମୈଥାନ କାରଖାନାରେ ଶ୍ରମିକ ଆନ୍ଦୋଳନ
କଳିଙ୍ଗନଗର,୭।୧୦(ଡି.ଏନ.ଏ.): କଳିଙ୍ଗନଗର ଶିଳ୍ପାଞ୍ଚଳର ମୈଥାନ କାରଖାନାରେ ଗତ ମଙ୍ଗଳବାରଠାରୁ ଶ୍ରମିକ ଆନ୍ଦୋଳନ ଜାରି ରହିଛି । ଦରମା ପ୍ରଦାନରେ ତାରତମ୍ୟ ରହୁଥିବା ଅଭିଯୋଗ କରି ଶ୍ରମିକମାନେ କାମ ବନ୍ଦ ରଖିଛନ୍ତି । ଆନ୍ଦୋଳନ କାରଣରୁ କାରଖାନାରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ବୁଧବାର…
ମିଳିଲା ୨୭୦୦ ବର୍ଷର ପୁରୁଣା ଶୌଚାଳୟ, ଡିଜାଇନ୍ ଦେଖିଲେ ଉଡ଼ିଯିବ ହୋସ୍
ଇସ୍ରାଏଲର ପ୍ରତ୍ନତତ୍ତ୍ୱବିତ୍ ଜେରୁଜେଲମରେ ଏକ ଦୁର୍ଲଭ ପ୍ରାଚୀନ ଶୌଚାଳୟର ସନ୍ଧାନ ପାଇଛନ୍ତି। ପ୍ରତ୍ନତତ୍ତ୍ୱ ବିଭାଗର ଅଧିକାରୀମାନେ କୁହନ୍ତି, ଏହି ଶୌଚାଳୟ ୨୭୦୦ ବର୍ଷ ତଳର। ଏହା ଏକ ବିଳାସମୟ ଶୌଚାଳୟ। ଏହା ଚିକ୍କଣ ତଥା ଚମତ୍କାର। ଚୂନପଥର ଖୋଦିତ ହୋଇ ଏକ…
ଚେନ୍ନାଇ ଦଳରେ ସାମିଲ୍ ହେଲେ ଘାତକ ଅଲରାଉଣ୍ଡର
ଦୁବାଇ,୭।୧୦: ଆଇପିଏଲ ୨୦୨୧ ଏବଂ ଆଗାମୀ ଆଇସିସି ଟି -୨୦ ବିଶ୍ୱକପ ୨୦୨୧ରୁ ଇଂଲଣ୍ଡ ଅଲରାଉଣ୍ଡର ସାମ କରନଙ୍କୁ ବାଦ ଦିଆଯାଇଛି। ଆଘାତ ହେତୁ ଏହି ଦୁଇଟି ପ୍ରମୁଖ ଟୁର୍ନାମେଣ୍ଟକୁ ବାଦ ଦିଆଯାଇଛି। ଆଇପିଏଲରେ କରନ ସିଏସ୍କେ ପାଇଁ ଖେଳନ୍ତି। ସେ…
ସାପ ସହ ଗୁଣ୍ଡୁଚିମୂଷାର ଭୟଙ୍କର ଲଢ଼େଇ; ଶେଷରେ ଯାହା ହେଲା ଦେଖିଲେ…
ଦୁନିଆରେ ଏପରି ଅନେକ ଜିନିଷ ଦେଖିବାକୁ ମିଳେ, ଯାହା ଉପରେ ବିଶ୍ୱାସ କରିବା କଷ୍ଟକର। ଅନେକ ଥର ପଶୁମାନଙ୍କୁ ନେଇ କିଛି ଘଟଣା ଲୋକଙ୍କୁ ଚିନ୍ତାରେ ପକାଇଥାଏ। ଏହିଭଳି ଏକ ଭିଡିଓ ଏବେ ଭାଇରାଲ ହେଉଛି। ଜଣେ ଭାରତୀୟ ବନସେବା ଅଧିକାରୀ…
ଯାତନା ଭୋଗୁଛନ୍ତି ଯାତ୍ରୀ
ବଇଣ୍ଡା,୭ା୧୦: କରୋନାକୁ ଆଳ କରି ଯାତ୍ରୀ ପରିବହନରେ ଅବହେଳା କରୁଛି ରେଳବାଇ। ପୂର୍ବାପେକ୍ଷା କମ୍ ଟ୍ରେନ୍ ଚଳାଯାଉଥିବା ବେଳେ ଅନେକର ରହଣିସ୍ଥଳରେ ପରିବର୍ତ୍ତନ କରାଯାଇଛି। ଫଳରେ ରାଜ୍ୟ ବାହାରକୁ ଯାତାୟାତ ପାଇଁ ବଡ଼ ଯାତନା ଭୋଗୁଛନ୍ତି ଅନୁଗୋଳ ଜିଲା ବଇଣ୍ଡା ଷ୍ଟେଶନ ଉପରେ…
ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ମିଳିଲା ଡାକ୍ତରୀ ଛାତ୍ରୀଙ୍କ ମୃତଦେହ
ବଲାଙ୍ଗୀର ଅଫିସ,୭ା୧୦: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜର ତୃତୀୟ ବର୍ଷର ଜଣେ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ବୁଧବାର ବିଳମ୍ବିତ ରାତିରେ ଘଟଣା ଜଣାପଡ଼ିବା ପରେ ମେଡିକାଲ କଲେଜ ହସ୍ପିଟାଲ ପରିସରରେ ହଇଚଇ ସୃଷ୍ଟି ହୋଇଥିଲା। ଲେଡିଜ୍ ହଷ୍ଟେଲ ଝରକା…
ଆରମ୍ଭରୁ ୧୦
ପରିଣିତି ଚୋପ୍ରାଙ୍କ ପ୍ରଥମ ହିନ୍ଦୀ ସିନେମା ଥିଲା ‘ଲେଡିଜ୍ ଭର୍ସେସ ରିକି ବହଲ’। କିନ୍ତୁ ବକ୍ସ ଅଫିସରେ ଫିଲ୍ମଟି ଆଶାନୁରୂପ ବିଜ୍ନେସ କରି ନ ଥିଲା। ଅନ୍ୟପକ୍ଷରେ ଏହି ଚିତ୍ରଟି ତାଙ୍କ ପାଇଁ ଶୁଭପ୍ରଦ ସାବ୍ୟସ୍ତ ହୋଇଥିଲା। ପ୍ରଥମ ସିନେମାରେ ତାଙ୍କର…
ବଳଦ ବିନା ବଳଦଯାତ୍ରା
ଭୁବନ, ୭।୧୦: ମେଲାଣି ନେଉଥିବେ ଜଗଜ୍ଜନନୀ, ଅଥଚ ସାଥିରେ ନ ଥିବେ ପରମ୍ପରାର ବାହକ ବଳଦ। ସୁସଜ୍ଜିତ ବଳଦ ବିନା ସରିବ ମା’ ଦୁର୍ଗାଙ୍କ ଭସାଣି। କରୋନା କଟକଣା ପାଇଁ ଦୁଇବର୍ଷ ହେଲା ପଶୁ-ମଣିଷ ସମ୍ପର୍କର ମୂକସାକ୍ଷୀ ଭୁବନର ଐତିହାସିକ ବଳଦଯାତ୍ରା…
‘କୋହଲିଙ୍କ ପ୍ରକୃତ ରୂପ ମୁଁ ଜାଣିଛି’
ନିକଟରେ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କର ଏକ ଭିନ୍ନ ଶୈଳୀ ଦେଖିବାକୁ ମିଳିଛି। ସେ ତାଙ୍କ କ୍ରିକେଟର ସ୍ବାମୀଙ୍କ ପାଇଁ ଫଟୋଗ୍ରାଫର ସାଜିଛନ୍ତି। ଅନୁଷ୍କାଙ୍କ ଏହି ଲୁକ ଏକ ଫୋନର ବିଜ୍ଞାପନ ସମୟରେ ଦେଖିବାକୁ ମିଳିଛି। ବିଜ୍ଞାନରେ ଅଭିନୟ କରିବା ସମୟରେ ଅନୁଷ୍କା…
Archives


