Home Left

ପୁରୁଣା ଶାଢ଼ିରେ ନୂଆ ଲୁକ୍‌

ଆପଣଙ୍କ ପାଖରେ ସିଫନ୍‌ର ଶାଢ଼ି ଅଛି ଏବଂ ଆପଣ ତାହା ବ୍ୟବହାର କରୁ ନାହାନ୍ତି ତେବେ ତାକୁ ଅନାରକଲୀ ଷ୍ଟାଇଲ୍‌ କିମ୍ବା ଅନ୍ୟ ଡିଜାଇନ୍‌ କୁର୍ତ୍ତା କରିପାରିବେ। ଏହା ଆପଣଙ୍କୁ ପରଫେକ୍ଟ ଲୁକ୍‌ ଦେବ। ଯଦି ଶାଢ଼ି ପ୍ଲେନ୍‌ ଅଛି ତେବେ…

ପୁଣି ବିବାଦରେ ଫଶିଲେ ବିରାଟ କୋହଲି

ନୂଆଦିଲ୍ଲୀ,୧୬।୧୧:ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ରେଷ୍ଟୁରାଣ୍ଟ ଓ୍ବାନ୍‌ ୮ କମ୍ୟୁନି (One8 commune) ବିବାଦରେ ଛନ୍ଦି ହୋଇପଡିଛି। କୋହଲିଙ୍କ ରେଷ୍ଟୁରାଣ୍ଟ ବିରୋଧରେ ଅଭିଯୋଗ ଆସିଛି ଯେ ଟାନ୍ସଜେଣ୍ଡର(LGBTQ +) ସମ୍ପ୍ରଦାୟର ଲୋକଙ୍କ ସହ ଏଠାରେ ଭେଦଭାବ କରାଯାଉଛି। ସେମାନଙ୍କୁ…

ଗୋପାଳପୁରକୁ ବୟନ ଗ୍ରାମ ଭାବେ ଘୋଷଣା କରାଯିବ

ରସୁଲପୁର,୧୬।୧୧(ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ପ୍ରଥମାଖଣ୍ଡି ପଞ୍ଚାୟତର ଟସର ବସ୍ତ୍ରର ହବ୍‌ ଭାବେ ପରିଚିତ ଗୋପାଳପୁର ଗାଁକୁ ବୟନ ଗ୍ରାମ ଭାବେ ଘୋଷଣା କରାଯିବ ବୋଲି ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ବୁଣାକାରମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ା ଏହି ପ୍ରସ୍ତାବ…

ଦେଶର ପ୍ରଥମ ସମଲିଙ୍ଗୀ ବିଚାରପତି ହେବେ ସୌରଭ କ୍ରିପାଲ…

ନୂଆଦିଲ୍ଲୀ,୧୬।୧୧: ବରିଷ୍ଠ ଆଇନଜୀବୀ ସୌରଭ କ୍ରିପାଲଙ୍କୁ ଦିଲ୍ଲୀ ହାଇକୋର୍ଟର ବିଚାରପତି କରିବାକୁ ସୁପ୍ରିମକୋର୍ଟ କଲେଜିୟମ ନିଷ୍ପତ୍ତି ନେଇଛନ୍ତି। ବିଶେଷ କଥା ହେଉଛି ସେ ଭାରତର ପ୍ରଥମ ସମଲିଙ୍ଗୀ ବିଚାରପତି ହେବେ। ଏହି ନିଷ୍ପତ୍ତି ନ୍ୟାୟପାଳିକା ଇତିହାସରେ ଏକ ଉଦାହରଣ ଭାବରେ ଦେଖାଯାଉଛି।…

ଚାଷୀଙ୍କ ପାଇଁ ସରକାରୀ ଆଳୁ ବିହନ ସଙ୍କଟ

କେନ୍ଦ୍ରାପଡ଼ା ଅଫିସ,୧୬।୧୧: କେନ୍ଦ୍ରାପଡ଼ା ଜିଲାର ଆଳୁ ଚାଷୀଙ୍କ ପାଇଁ ସରକାରୀ ବିହନ ସଙ୍କଟ ଦେଖାଦେଇଛି। ସରକାରୀ ବିହନ ଯୋଗାଣ ଅଦ୍ୟାବଧି ହୋଇ ନ ଥିବାରୁ ବଜାରରୁ ଚାଷୀ ଅଧିକ ଦାମ ଦେଇ ବିହନ କ୍ରୟ କରୁଛନ୍ତି। ଏହି ବିହନ ଦ୍ୱାରା କେତେଦୂର…

ଶୀତଦିନେ ଶିଶୁର ଯତ୍ନ

ଶୀତଦିନେ ଶିଶୁଙ୍କୁ ଥଣ୍ଡା, କାଶ, ଜ୍ୱର ଏବେ ଇନ୍‌ଫେକ୍‌ଶନ ଆଦିରୁ ରକ୍ଷାକରିବା ନିମନ୍ତେ ସଚେତନ ରହିବା ଜରୁରୀ। ଏଥିପାଇଁ କ’ଣ ସବୁ କରିବେ ଜାଣି ରଖନ୍ତୁ । ଶୀତଦିନେ ଶିଶୁଙ୍କୁ ନଖଉଷୁମ ପାଣିରେ ସ୍ନାନ କରାନ୍ତୁ। ସ୍ନାନ ପାଣିରେ ଆଣ୍ଟି ବ୍ୟାକ୍ଟେରିଆଲ…

ପତ୍ରଲେଖାଙ୍କ ହାତ ଧରିଲେ ରାଜକୁମାର

ବଲିଉଡ ଅଭିନେତା ରାଜକୁମାର ରାଓ ଗର୍ଲଫ୍ରେଣ୍ଡ ପତ୍ରଲେଖାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଉଭୟ ନିଜ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ବିବାହର ସୁନ୍ଦର ଫଟୋ ଶେୟାର କରିଛନ୍ତି। ଚଣ୍ଡିଗଡରେ ଉଭୟଙ୍କ ପରିବାର ଅନୁଷ୍ଠିତ ହୋଇଥିଲା। ୧୧ ବର୍ଷର ପ୍ରେମ…

ଶୁଣାଣି ଉପରେ ହାଇକୋର୍ଟଙ୍କ ରହିତାଦେଶ

କଟକ ଅଫିସ,୧୬।୧୧: କଟକ ସ୍ବତନ୍ତ୍ର ବିଚାରପତିଙ୍କ ଅଦାଲତରେ ଚାଲିଥିବା ନକଲି ଔଷଧ କାରବାର ମାମଲାର ଶୁଣାଣି ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ହାଇକୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ରହିତାଦେଶ ବଳବତ୍ତର ରହିବ। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ…

ମହାତ୍ମାଙ୍କ ପ୍ରତିମା ଭାଙ୍ଗିଲେ…

ସିଡ୍‌ନୀ,୧୬।୧୧: ଅଷ୍ଟ୍ରେଲିଆର ମେଲବୋର୍ନରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମାକୁ ଭଙ୍ଗା ଯାଇଛି। ଲୋକାର୍ପିତ ହେବାର ଗୋଟିଏ ଦିନ ପରେ କେତେକ ଅଜଣା ଲୋକ ଏଭଳି କରିଥିବା କୁହାଯାଉଛି। ଏହାକୁ ନେଇ ଅଷ୍ଟ୍ରେଲିଆରେ ବାସ କରୁଥିବା ଭାରତୀୟ ସମୁଦାୟଙ୍କ ମଧ୍ୟରେ ନୈରାଶ ଖେଳି ଯାଇଛି।…

୧୩୦ଟି ସ୍ମାର୍ଟ ସ୍କୁଲକୁ ଲୋକାର୍ପିିତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୬।୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ୫ ଜିଲାରେ ୧୩୦ଟି ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପିତ କରିବେ। ୫ଟି ସ୍କୁଲ ଟ୍ରାନ୍ସଫରମେଶନ କାର୍ଯ୍ୟକ୍ରମରେ ୩୦ ଜିଲାରେ ୧୦୭୫ଟି ସ୍କୁଲର ରୂପାନ୍ତର କାର୍ଯ୍ୟ ଚାଲିଛି। ଆଜି ଲୋକାର୍ପିତ ହେବାକୁ ଥିବା ସ୍କୁଲଗୁଡିକ ମଧ୍ୟରେ ନୂଆପଡାର…

ଗୃହିଣୀରୁ ଉଦ୍ୟୋଗୀ

ଓଡ଼ିଆ ପରମ୍ପରାରେ ସାଧବମାନେ ବାଣିଜ୍ୟ କରିବାର ପରମ୍ପରା ଥିଲା। ଏବେ ପୂର୍ବ ଭଳି ସେହି ପରମ୍ପରା ନାହିଁ ସତ କିନ୍ତୁ ବାଣିଜ୍ୟ କ୍ଷେତ୍ର ବେଶ୍‌ ଅଗ୍ରଗତି କରିଛି। ଆଉ ପୁରୁଷମାନଙ୍କ ଭଳି ମହିଳାମାନେ ବି ବ୍ୟବସାୟ କ୍ଷେତ୍ରରେ ସଫଳ ଉଦାହରଣ ସୃଷ୍ଟି…

ଅଜଣା ଲିଙ୍କ୍‌ କ୍ଲିକ୍‌ କରନାହିଁ, ଓଟିପି ଦିଅନାହିଁ

କଟକ ଅଫିସ,୧୬।୧୧:ଦିନକୁ ଦିନ ସାଇବର ଠକେଇ ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ହ୍ବାଟ୍‌ସ ଆପ୍‌ ଠକେଇରୁ ବର୍ତ୍ତିବା ପାଇଁ ସୋମବାର କ୍ରାଇମବ୍ରାଞ୍ଚ ସାଇବର ସେଲ୍‌ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି। ଏଥିରେ ଉଲ୍ଲେଖ ରହିଛି ଯେ, ନିଜ ମୋବାଇଲ ଫୋନରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri