ରାଜ୍ୟ ସଭାର ୧୨ ଏମ୍ପି ନିଲମ୍ବିତ
ନୂଆଦିଲ୍ଲୀ,୨୯ ।୧୧: ସୋମବାର ସଂସଦର ଶୀତକାଳିନ ଅଧିବେଶନ ଆରମ୍ଭ ହୋଇଛି । ଆରମ୍ଭରୁ ହିଁ ବିରୋଧୀ ଦଳଙ୍କୁ ଝଟକା ଲାଗିଛି । ସୋମବାର ରାଜ୍ୟ ସଭାର ୧୨ ଏମ୍ପି ନିଲମ୍ବିତ ହୋଇଥିବା ସୂଚନା ମିଳିଛି । ୧୨ ଜଣଙ୍କ ମଧ୍ୟରେ ରହିଛନ୍ତି…
ସାମ୍ନାକୁ ଆସିଲା ‘ରକି ଔର ରାନୀ କି ପ୍ରେମ କାହାନୀ’ର ରିଲିଜ୍ ଡେଟ୍
ମୁମ୍ବାଇ : କରଣ ଜୋହରଙ୍କ ଫିଲ୍ମ‘ରକି ଔର ରାନୀ କି ପ୍ରେମ କାହାନୀ’ର ରିଲିଜ୍ ଡେଟ୍ ସାମ୍ନାକୁ ଆସିଲା। ଅଭିନେତା ରଣବିର ସିଂହ ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଅଭିନୀତ ଏହି ଫିଲ୍ମଟି ୨୦୨୩ ଫେବୃୟାରୀ ୧୦ ରିଲିଜ୍ ହେବାକୁ ଯାଉଛି…
ପ୍ରେମିକାଙ୍କୁ ମୁଦି ପିନ୍ଧାଇଲେ ଏହି କ୍ରିକେଟର୍
ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଶାର୍ଦ୍ଦୁଲ ଠାକୁର ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ମିତାଲି ପାରୁଲକରଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି। ମୁମ୍ବାଇ କ୍ରିକେଟ ଆସୋସିଏସନରେ ଶାର୍ଦ୍ଦୁଲ ଏବଂ ପାରୁଲକରଙ୍କ ନିର୍ବନ୍ଧ ଉତ୍ସବ ଆୟୋଜିତ ହୋଇଥିଲା। ଉଭୟ ଆସନ୍ତା ବର୍ଷ ବିବାହ କରିବେ।…
୨ କୋଟି ଟଙ୍କାର ଅତ୍ୟାଧୁନିକ ଭ୍ରାମ୍ୟମାଣ ମେଡିକାଲ, ଏଥିରେ ରହିଛି ଏସବୁ ସୁବିଧା
ଚିତ୍ରକୋଣ୍ଡା,୨୯ା୧୧(ଡି.ଏନ୍.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ମାତ୍ର ଅଞ୍ଚଳ ବଡ଼ପଡ଼ାଠାରେ ଆମେରିକାନ ଇଣ୍ଡିଆନ ଫାଉଣ୍ଡେଶନ ପକ୍ଷରୁ ଚେନ୍ନାଇ ଆଇଆଇଟି ଦ୍ୱାରା ମାଷ୍ଟର କାର୍ଡ ସଂସ୍ଥା ସହାୟତାରେ ଏକ ପୋଟେବୁଲ ହେଲ୍ଥ କେୟାର ୟୁନିଟ୍ ନିର୍ମାଣ କରାଯାଇଛି ଯାହାକି ମାତ୍ର ଦୁଇ ସପ୍ତାହ…
ସ୍ବତନ୍ତ୍ର ରେକର୍ଡ ହାସଲ କଲେ ଅଶ୍ୱିନ
କାନପୁର,୨୯।୧୧: ନ୍ୟୁଜିଲାଣ୍ଡ ବିପକ୍ଷ କାନପୁର ଟେଷ୍ଟର ଶେଷ ଦିନରେ ଟମ ଲାଥାମଙ୍କ ଉଇକେଟ ନେବା ପରେ ଆର ଅଶ୍ୱିନ ଏକ ସ୍ବତନ୍ତ୍ର ରେକର୍ଡ ସୃଷ୍ଟି କରିଥିଲେ। ସେ ହରଭଜନ ସିଂଙ୍କୁ ପଛରେ ପକାଇ ଟେଷ୍ଟରେ ଭାରତ ପାଇଁ ତୃତୀୟ ସର୍ବାଧିକ ଉଇକେଟ…
ତୃତୀୟ ଲହର ଆଶଙ୍କା: ବୃଦ୍ଧାଶ୍ରମରେ ଟିକା ନେଇଥିବା ୬୨ ବରିଷ୍ଠ ନାଗରିକ ସଂକ୍ରମିତ
ମୁମ୍ବାଇ,୨୯ ।୧୧: ଗୋଟିଏ ପଟେ କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ୍ ସାରା ବିଶ୍ୱକୁ ଡରାଉଥିବା ବେଳେ ଏବେ ମହାରାଷ୍ଟ୍ରରେ ପୁଣିଥରେ କରୋନା ବିସ୍ଫୋରଣ ହୋଇଛି । ମିଳିଥିବା ସୂଚନା ଅନୁୟାୟୀ, ମହାରାଷ୍ଟ୍ରର ଭିବଣ୍ଡିରେ ଥିବା ଏକ ବୃଦ୍ଧାଶ୍ରମରେ ଟିକା ନେଇ…
କିଏ କହୁଛି ଲୋକ ସଭା ସୁନ୍ଦର ନୁହେଁ, ୬ ମହିଳା ଏମ୍ପିଙ୍କ ସହିତ ଫଟୋ ଶେୟାର କଲେ ଥରୁର୍…
ନୂଆଦିଲ୍ଲୀ,୨୯।୧୧: ସୋମବାର ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥିବାବେଳେ ପ୍ରଥମ ଦିନରେ କୃଷି ନିୟମକୁ ଫେରାଇ ଆଣିବା ପାଇଁ ସମସ୍ତ ନଜର ଥିଲା। ଏପରିସ୍ଥଳେ ସୋସିଆଲ ମିଡିଆରେ ଅନ୍ୟ କିଛି ବିଷୟରେ ଆଲୋଚନା ହେଉଛି। କଂଗ୍ରେସ ଏମ୍ପି ଶଶି ଥରୁରଙ୍କ ଏକ…
ଅମିତାଭ ବଚ୍ଚନଙ୍କ ଆଖିରେ ଲୁହ
‘କୌନ ବନେଗା କରୋଡପତି’ ହେଉଛି ଟିଭି ଜଗତର ସବୁଠାରୁ ହିଟ ରିଏଲିଟି ଶୋ। ଶୋ’ର ହୋଷ୍ଟ ଅମିତାଭ ବଚ୍ଚନଙ୍କ ଶୈଳୀ ପ୍ରଶଂସକମାନେ ବହୁତ ପସନ୍ଦ କରନ୍ତି। ଆଜିକାଲି ଟିଭିରେ ଏହି ଶୋ’ର ୧୩ତମ ସିଜିନ୍ ଏବେ ଚାଲିଛି। ଏହି ଶୋ’ ଏବେ…
ସ୍ବା ସ୍ଥ୍ୟ ସୂ ଚ ନା
ପ୍ରତିଦିନ ବ୍ରେକ୍ଫାଷ୍ଟ, ମଧ୍ୟାହ୍ନ ଭୋଜନ ଏବଂ ରାତ୍ରଭୋଜନ ଠିକ୍ ସମୟରେ ଖାଆନ୍ତୁ। ସବୁଜ ପନିପରିବାରୁ ପ୍ରସ୍ତୁତ ଖାଦ୍ୟ ଯେତେ ଅଧିକ ଖାଇବେ ସେତେ ଭଲ। କାରଣ ଏପରି ଖାଦ୍ୟରେ ଭିଟାମିନ୍ ଭରି ରହିଥାଏ ଏବଂ ତାହା ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ।…
ହାତୀ ଆକ୍ରମଣରେ ଜଣଙ୍କ ଜୀବନ ଗଲା
ଲୋଇସିଂହା,୨୯।୧୧(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ଭାଲୁପାଲି ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ସୋମବାର ସକାଳେ ମୃତ୍ୟୁ ଘଟଛି l ମୃତ ଚାଷୀ ଜଣଙ୍କ ହେଲେ ଗୋପାଳ ପୋଢ଼(୪୮)l ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ…
ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ଗଜାମୁଗ
ଗଜାମୁଗରେ ଅନେକ ପୁଷ୍ଟିକର ଗୁଣ ଭରି ରହିଛି। ଏଥିରେ ମ୍ୟାଗ୍ନେସିୟମ୍, ଫସ୍ଫରସ୍ ଏବଂ ଭିଟାମିନ୍-କେ, ବି, ସି, ଭିଟାମିନ୍ ବି-୬, କପର, ଫାଇବର ପ୍ରଚୁର ମାତ୍ରାରେ ଅଛି। ସକାଳୁ ବ୍ୟାୟାମ ସାରି ଏହାକୁ ଖାଇଲେ ଫାଇଦା ମିଳିଥାଏ। ତେବେ ନିୟମିତ ଗଜାମୁଗ…
ବାୟୁ ପ୍ରଦୂଷଣ ମାର୍ଗଦର୍ଶିକା
‘ଭାରତରେ ବାୟୁ ପ୍ରଦୂଷଣ ହେଉଛି ପୃଥିବୀରେ ସର୍ବାଧିକ। ପୃଥିବୀର ସବୁଠାରୁ ପ୍ରଦୂଷିତ ସହର ହେଉଛି ଦିଲ୍ଲୀ । ୨୦୨୦ ମସିହାରେ ସେଠାରେ ପିଏମ୍ ୨.୫ର ପରିମାଣ ଅନୁମୋଦନୀୟ ପରିମାଣର ପ୍ରାୟ ୧୭ ଗୁଣ ଥିଲା । ଅନ୍ୟ ସହରଗୁଡ଼ିକ ମଧ୍ୟ ବେଶି…
Archives


