ଆଉ ରିମାଣ୍ଡ ନୁହେଁ, ୧୧ରେ ଶୁଣାଣି
ଚାନ୍ଦବାଲି,୭ା୪(ଡି.ଏନ୍.ଏ.): ବହୁ ଚର୍ଚ୍ଚିତ କ୍ୟାମେରା ମ୍ୟାନ୍ ମାନସ ସ୍ବାଇଁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ଝୁନୁ ଭୋଇଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ୩ଦିନିଆ ରିମାଣ୍ଡରେ ଗତ ୩ ତାରିଖରେ ନେଇଥିଲେ। ଗୁରୁବାର ଚାନ୍ଦବାଲି ଜେଏମ୍ଏଫ୍ସିଙ୍କ କୋର୍ଟରେ ହାଜର କରାଯିବା…
ବିମାନ ଅବତରଣ ପୂର୍ବରୁ ନିୟନ୍ତ୍ରଣ ହରାଇଲେ ପାଇଲଟ୍
ପ୍ୟାରିସ୍, ୭।୪: ନ୍ୟୁୟର୍କରୁ ଉଡାଣ ଆରମ୍ଭ କରିଥିବା ଏୟାର ଫ୍ରାନ୍ସ ବିମାନ ପ୍ୟାରିସର ମୁଖ୍ୟ ବିମାନ ବନ୍ଦରରେ ଅବତରଣ ବେଳେ ପାଇଲଟ୍ ଆଂଶିକ ନିୟନ୍ତ୍ରଣ ହରାଇଥିଲେ। ଶେଷରେ ଫ୍ଲାଇଟ୍ ବୋଇଂ ୭୭୭ ସୁରକ୍ଷିତ ଭାବେ ଅବତରଣ କରିଥିଲା। ଏଥିରେ କୌଣସି ଯାତ୍ରୀ…
ବିଜୟଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି
ସାଉଥ୍ ସିନେମାର ପ୍ରସିଦ୍ଧ ଅଭିନେତା ଥଲାପଥି ବିଜୟ କେବଳ ତାଙ୍କର ଫିଲ୍ମ ପାଇଁ ନୁହେଁ ବରଂ ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ମଧ୍ୟ ଜଣାଶୁଣା। ଗତ ବର୍ଷ ମୁକ୍ତିଲାଭ କରିଥିବା ବିଜୟଙ୍କ ଫିଲ୍ମ ‘ମାଷ୍ଟର’ ବକ୍ସ ଅଫିସରେ ସୁପରହିଟ୍ ହୋଇଥିଲା। ବିଜୟଙ୍କ ସମ୍ପତ୍ତି…
ହସ୍ପିଟାଲରୁ ପ୍ରଥମ ଫଟୋ ଶେୟାର କଲେ କମେଡି କୁଇନ୍
ମୁମ୍ବାଇ: ମା’ ହେବା ଜୀବନର ସବୁଠାରୁ ବିଶେଷ ଅନୁଭବ। ୯ ମାସ ପର୍ଯ୍ୟନ୍ତ ଶିଶୁକୁ ଗର୍ଭରେ ଧାରଣ କରି ଯେତେବେଳେ ମା’ ନିଜ ସନ୍ତାନକୁ ଜନ୍ମ ଦିଏ ଏହା ମହିଳାମାନଙ୍କର ଦ୍ୱିତୀୟ ଜନ୍ମ ବୋଲି କୁହାଯାଏ। ନିକଟରେ ଲକ୍ଷ ଲକ୍ଷ ଲୋକଙ୍କ…
ହାରିବା ଭୟରେ ହିମାଚଳ ପ୍ରଦେଶରେ ମୁଖ୍ୟମନ୍ତ୍ରୀ ବଦଳାଉଛି ଭାଜପା: ସିସୋଡିଆ
ନୂଆଦିଲ୍ଲୀ,୭ ।୪: ରାଜଧାନୀ ଦିଲ୍ଲୀରେ ଗୁରୁବାର ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧନ କରିବା ଅବସରରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ହିମାଚଳ ପ୍ରଦେଶରେ ଆମ ଆଦମୀ ପାର୍ଟି(ଏଏପି)କୁ ବହୁ ସମର୍ଥନ…
ଫିଲ୍ମ ‘ସାଥିଆ’ର ରିମେକ୍ କରିବେ ରଣବୀର-ଆଲିଆ!
ଅଭିନେତା ବିବେକ୍ ଓବରୋଇ ବଲିଉଡ୍ ଇଣ୍ଡଷ୍ଟ୍ରିରେ ୨୦ବର୍ଷ ପୂରଣ କରିସାରିଛନ୍ତି। ନିକଟରେ ବିବେକ୍ ଏକ ସାକ୍ଷାତକାରରେ ତାଙ୍କର ସ୍ମରଣୀୟ ଫିଲ୍ମ ଏବଂ ସେ କେବେଠୁ ଫିଲ୍ମ କ୍ୟାରିୟରରେ ଯାତ୍ରା ଆରମ୍ଭ କରିଥିଲେ ତାହା ପ୍ରକାଶ କରିଥିଲେ। ତାଙ୍କୁ ସାକ୍ଷାତକାରରେ ପଚରାଯାଇଥିଲା କି,…
‘ସାଙ୍ଗ ହୋଇ ଶୋଇବା, କିସ୍ କରିବା ମନା’
ଶାଙ୍ଘାଇ, ୭।୪: କୋଭିଡ୍-୧୯ ଯୋଗୁ ଚାଇନାର ସାଙ୍ଘାଇ ସହରରେ ଲକ୍ଡାଉନ ଜାରି କରାଯାଇଛି। କଡ଼ା କଟକଣା ଯୋଗୁ ସହରରେ ଲୋକଙ୍କ ଦୈନ୍ୟଦିନ ଜୀବନରେ ସମ୍ପୂର୍ଣ୍ଣ ରୂପେ ବାଧା ପ୍ରାପ୍ତ ହୋଇଛି। ଚାଇନାରେ ଶାଙ୍ଘାଇ ଏବେ କୋଭିଡ୍-୧୯ ପାଇଁ ହଟ୍ ସ୍ପଟ ପାଲଟିଛି।…
ଗୀତିକାର ମାୟା ଗୋବିନ୍ଦଙ୍କର ପରଲୋକ
ମୁମ୍ବାଇ: ହିନ୍ଦୀ ସିନେମାର ଜଣାଶୁଣା ଗୀତିକାର ମାୟା ଗୋବିନ୍ଦଙ୍କର ୮୨ ବର୍ଷ ବୟସରେ ପରଲୋକ ହୋଇଛି । ଗୁରୁବାର ସକାଳେ ସେ ତାଙ୍କ ପୁଅ ଅଜୟଙ୍କ କୋଳରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ଅନ୍ତିମ ସଂସ୍କାର ଜୁହୁସ୍ଥିତ ପୱନ…
ମୋଦିଙ୍କୁ ରାମ, ଯୋଗୀଙ୍କୁ କୃଷ୍ଣ କହିବାରୁ ମୁସଲମାନ ବ୍ୟକ୍ତିଙ୍କୁ ପିଟିଲେ ଲୋକେ
ବରେଲି,୭।୪: ଉତ୍ତର ପ୍ରଦେଶର ବରେଲିରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମୁସଲମାନ ଯୁବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରିଥିବାରୁ ସ୍ଥାନୀୟ ଅଞ୍ଚଳର ଲୋକମାନେ ତାଙ୍କୁ ପିଟିଛନ୍ତି। ଏହି ଘଟଣା ବାରଦରି ପୋଲିସ ଷ୍ଟେଶନ…
ଏୟାର ଇଣ୍ଡିଆର ବଡ଼ ନିଷ୍ପତ୍ତି: ଦିଲ୍ଲୀ-ମସ୍କୋ ବିମାନ ସେବା ବାତିଲ
ନୂଆଦିଲ୍ଲୀ,୭।୪:ରୁଷିଆ ଓ ୟୁକ୍ରେନ ଯୁଦ୍ଧ ଜୋରଦାର ଚାଲିଥିବାବେଳେ ଗୁରୁବାର ଦିଲ୍ଲୀ-ମସ୍କୋ ବିମାନ ସେବାକୁ ହଠାତ୍ ବାତିଲ କରିଦେଇଛି ଏୟାର ଇଣ୍ଡିଆ। ବିମାନ ଯାତ୍ରା ପ୍ରତି ବିପଦ ରହିଥିବା ଆଶଙ୍କା କରି ଏପରି ନିଷ୍ପତ୍ତି ନେଇଛି ଏୟାର ଇଣ୍ଡିଆ। ବିମାନରେ ଯାତ୍ରା କରିବାକୁ…
ପେଟ୍ରୋଲ ପମ୍ପ୍ ମାଲିକ ରଖିଲେ ଏମିତି ଅଜବ ସର୍ତ୍ତ, ଜାଣିଲେ…
ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଦିନକୁ ଦିନ ଅହେତୁକ ଭାବେ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ଯାନବାହନରେ ମୁଦ୍ରାସ୍ଫୀତିର ପ୍ରଭାବ ଦେଖାଯିବା ସହିତ ସାଧାରଣ ଜନତାଙ୍କ ପକେଟ୍ ବି ଖାଲି ହୋଇଯାଉଛି। ପେଟ୍ରୋଲ ଏବଂ ଡିଜେଲ ସମ୍ବନ୍ଧୀୟ ଖବର…
ତୀଲକ, ହିଜାବ ପାଇଁ ୨ ଛାତ୍ରୀଙ୍କୁ ପିଟିଲେ ଶିକ୍ଷକ
ରାଜୋରି( ଜମ୍ମୁ-କଶ୍ମୀର), ୭।୪: ଜମ୍ମୁ-କଶ୍ମୀରର ରାଜୋରି ଜିଲାରେ ଦୁଇ ଛାତ୍ରୀଙ୍କୁ ମାଡ଼ ମାରିବା ପାଇଁ ଜଣେ ସରକାରୀ ସ୍କୁଲ ଶିକ୍ଷକ ନିଲମ୍ବିତ ହୋଇଛନ୍ତି। ଏଥିସହିତ ଛାତ୍ରୀଙ୍କୁ ମାରିବା ଲାଗି ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ତେବେ ତୀଲକ ଓ ହିଜାବ…

