Posted inଜାତୀୟ

୧୦ ଏକର ଜମି ଦାନ କଲେ ମନ୍ତ୍ରୀ ଆଦିତ୍ୟ ଠାକରେ

ତିରୁମାଲା,୧।୫: ମହାରାଷ୍ଟ୍ରରେ ଭବ୍ୟ ତିରୁପତି ମନ୍ଦିର ନିର୍ମାଣ ଉଦ୍ଦେଶ୍ୟରେ ୧୦ ଏକର ଜମି ଆବଣ୍ଟନ ପାଇଁ ମହାରାଷ୍ଟ୍ର ପର୍ଯ୍ୟଟନ ମନ୍ତ୍ରୀ ଆଦିତ୍ୟ ଠାକରେ ପ୍ରଦାନ କରିଛନ୍ତି। ନଭି ମୁମ୍ବାଇରେ ଶ୍ରୀ ଭେଙ୍କଟେଶ୍ୱରା ମନ୍ଦିର ସ୍ଥାପନ ହେବ। ଶନିବାର ଆଦିତ୍ୟ ମନ୍ଦିର ପରିଦର୍ଶନ କରିବା ସହ ଅନ୍ନାମୟା ଭବନରେ ତିରୁମାଲାର ଟ୍ରଷ୍ଟ ବୋର୍ଡଙ୍କ ଉପସ୍ଥିତିରେ ଟିଟିଡି ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷଙ୍କ ଓ୍ବାଇ.ଭି. ସୁବ୍ବା ରେଡ୍ଡୀଙ୍କୁ ଏହି ଆବଣ୍ଟନ ପତ୍ର ହସ୍ତାନ୍ତର କରିଛନ୍ତି। ଅନ୍ୟପଟେ ସୁବ୍ବା ରେଡ୍ଡୀ ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିବା ସହ ଆଦିତ୍ୟଙ୍କୁ ଧନ୍ୟବାନ ଜ୍ଞାପନ କରିଛନ୍ତି। ମନ୍ଦିର ନିର୍ମାଣ ଦିଗରେ ସମସ୍ତ ଖର୍ଚ୍ଚ ରେମଣ୍ଡ ମୁଖ୍ୟ ବହନ କରିବେ ବୋଲି ରେମଣ୍ଡର ଉପସଭାପତି ସଞ୍ଜhୀବ ସାରିନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫା ଫେରାଇ ନେଲେ ସିଦ୍ଧୁ

ଚଣ୍ଡିଗଡ଼,୫ ।୧୧: ପଞ୍ଜାବ କଂଗ୍ରେସରେ ଲାଗି ରହିଥିବା କଳହ ତୁଟିବାର ନାଁ ନେଉନି । କିନ୍ତୁ ବେଳକୁ ବେଳ ଏହା ସମାଧାନ ଆଡକୁ ଯାଉଥିବା ଦେଖାଯାଉଛି...

ଅନଲାଇନ୍‌ ଆରଟିଆଇ ପୋର୍ଟାଲ ଆରମ୍ଭ, ସୁପ୍ରିମ୍‌କୋର୍ଟ ସୂଚନା ଏବେ ମିଳିବ ସହଜରେ…

ନୂଆଦିଲ୍ଲୀ,୨୪।୧୧ : ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଦେଶର ନ୍ୟାୟିକ ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ଚେଷ୍ଟା କରୁଛନ୍ତି। ବର୍ତ୍ତମାନ ସୁପ୍ରିମକୋର୍ଟରେ ସୂଚନା ପାଇବା ସହଜ ହେବ।...

୧୨ ହାଇକୋର୍ଟ ପାଇଁ ୬୮ ବିଚାରପତିଙ୍କ ନାମ ସୁପାରିଶ…

ନୂଆଦିଲ୍ଲୀ,୪।୯: ଦେଶର ୧୨ଟି ହାଇକୋର୍ଟରେ ବିଚାରପତିଙ୍କୁ ନିଯୁକ୍ତ କରାଯିବାଲାଗି ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ଗଠିତ ହୋଇଥିବା ୩ ଜଣିଆ କଲେଜିୟମ୍‌ ୬୮ଜଣଙ୍କ ନାମ ସୁପାରିଶ କରିଛନ୍ତି। ପ୍ରଧାନ...

ଅମରନାଥ ଯାତ୍ରା: ୨୬ ବର୍ଷରେ ୧୪ ଆତଙ୍କବାଦୀ ଆକ୍ରମଣରେ ୬୮ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି

ଶ୍ରୀନଗର,୧।୭: ପ୍ରଥମ ଅମରନାଥ ତୀର୍ଥଯାତ୍ରୀ ଦଳ ସୋମବାର କଶ୍ମୀରର ପହଲଗାମ୍‌ ବେସ୍‌ କ୍ୟାମ୍ପଠାରୁ ଯାତ୍ରା ଆରମ୍ଭ କରିଛନ୍ତି। ଗତ ୨୬ ବର୍ଷ ମଧ୍ୟରେ ଅମରନାଥ ଯାତ୍ରା...

ଜିଗ୍ନେଶଙ୍କ ସମେତ ୧୨ ଅଭିଯୁକ୍ତଙ୍କୁ ୩ ମାସ ଜେଲ

ଅହମଦାବାଦ,୫ ।୫: ବିଧାୟକ ଜିଗ୍ନେଶ ମେୱାନି ଓ ଏନ୍‌ସିପି ନେତା ରେଶମା ପଟେଲଙ୍କୁ ମେହଶାଣାର ଏକ କୋର୍ଟ ୩ ମାସର ଦଣ୍ଡ ବିଧାନ କରିଛନ୍ତି ।...

ଗରିବଙ୍କ ପାଇଁ ୨ ଲକ୍ଷ ବାସଗୃହ ନିର୍ମାଣ କରିବେ କର୍ନାଟକ ସରକାର

ବେଙ୍ଗାଲୁରୁ, ୨।୮: ପୁଣି ଥରେ ସରକାରକୁ ଫେରିବା ପରେ ଗରିବଙ୍କ ପାଇଁ ୨ ଲକ୍ଷ ବାସଗୃହ ନିର୍ମାଣ କରାଯିବ ବୋଲି ଘୋଷଣା କରିଛନ୍ତି। ୨୦୨୨ ଭିତରେ...

ଦୈନିକ ସଂକ୍ରମଣ ୧୦ ହଜାର ତଳେ,ସକ୍ରିୟ ମାମଲା ୮୮ ହଜାରରୁ କମ୍‌…

ନୂଆଦିଲ୍ଲୀ, ୨୭।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ...

ବିଷାକ୍ତ ମଦ ନେଲା ୪ ଜୀବନ: ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବୁଲନ୍ଦସହର,୮।୧: ଉତ୍ତରପ୍ରଦେଶର ବୁଲନ୍ଦସହରରେ ଅଭାବନୀୟ ଘଟଣା ଘଟିଛି। ବିଷାକ୍ତ ମଦ ପିଇବା କାରଣରୁ ୪ ଜଣଙ୍କର ମୃତ୍ୟୁ ହୋଇଛି। ଏଥିପାଇଁ ପୋଲିସ ଷ୍ଟେଶନ ଦାୟିତ୍ୱରେ ଥିବା...

Advertisement
Archives

Model This Week