ରାଗିଗଲେ ପଡ଼ୋଶୀ, ବ୍ଲେଡ୍ରେ କଲେ ଆକ୍ରମଣ, ଆଉ ତା’ ପରେ…
ହିଞ୍ଜିଳିକାଟୁ,୧୫ା୧୧(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା କୋଳିଦାସପୁର ଗ୍ରାମରେ ୨ ପଡ଼ୋଶୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଜଣେ ଅନ୍ୟ ଜଣଙ୍କୁ ବ୍ଲେଡରେ ଆକ୍ରମଣ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ଚିନ୍ତାମଣି ନାହାକ (୪୫)। ତେବେ ଆକ୍ରମଣରେ ଗୁରୁତର ହୋଇଛନ୍ତି ଭିକାରୀ…
ଯୁବତୀଙ୍କୁ ମାଡ଼ମାରି ଗହଣା ଲୁଟି ନେଲେ
ଖଲ୍ଲିକୋଟ,୧୫ା୧୧(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଥାନା ଅନ୍ତର୍ଗତ ପାଳଧୁଆପଲ୍ଲୀ ନିମ୍ବେଶ୍ୱର ଶିବ ମନ୍ଦିର ନିକଟରେ ଜଣେ ଯୁବତୀଙ୍କୁ ମାଡ଼ମାରି ତାଙ୍କ କାନରୁ ଦୁର୍ବୃତ୍ତ ସୁନାଗହଣା ଲୁଟି ନେଇଛନ୍ତି। ସୂଚନାନୁଯାୟୀ, ଡିମିରିଆ ଅଞ୍ଚଳର ଜଣେ ଯୁବତୀ ଶନିବାର ସକାଳେ ସାଇକଲ ଯୋଗେ ପାଳଧୁଆପଲ୍ଲୀ…
ଜନଜାତି ଗୌରବ ଦିବସ: ଶହୀଦ ବିର୍ସାମୁଣ୍ଡାଙ୍କୁ ମନେ ପକାଇଲା…
ରାଉରକେଲା,୧୫ା୧୧(ବିପ୍ଲବ ରଞ୍ଜନ ଦାଶ): ମୁଖ୍ୟମନ୍ତ୍ରୀ ମୋହନ ମାଝି ରାଉରକେଲା ଗସ୍ତକରି ଜନଜାତି ଗୈାରବ ଦିବସ-୨୦୨୫ ପାଳନ ସମାରୋହରେ ସାମିଲ ହୋଇଥିଲେ। ଏହି ସମୟରେ ସଭାସ୍ଥଳ ଲୋକାରଣ୍ୟ ହୋଇଥିଲା। ରାଉରକେଲା ସମେତ ବିଶ୍ରା, ଲାଠିକଟା, ନୂଆଗାଁ ଓ ବିଶ୍ରା ପ୍ରମୁଖ ୪ଟି ବ୍ଲକର…
କିଏ ହେବେ ବିହାରର ଉପମୁଖ୍ୟମନ୍ତ୍ରୀ? ବୈଠକ ପରେ ସ୍ପଷ୍ଟ ଜବାବ ଦେଲେ ଚିରାଗ
ପାଟନା,୧୪।୧୧: ଚିରାଗ ପାସୱାନ ଶନିବାର ଏକ ଆନେ ମାର୍ଗରେ ଥିବା ତାଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟି ଏନଡିଏର ଐତିହାସିକ ବିଜୟ ପାଇଁ ଆନୁଷ୍ଠାନିକ ଭାବରେ ଅଭିନନ୍ଦନ ଜଣାଇଥିଲେ। ଚିରାଗ ପାସୱାନ କହିଛନ୍ତି ଯେ ଏହା ତାଙ୍କ ଦଳର ଗଠନ…
ସ୍ପଷ୍ଟ କଲେ ହସିନା, ଏହିଦିନ ଫେରିବେ ବାଂଲାଦେଶ! କହିଲେ ଏମିତି କଥା
ଢାକା,୧୫।୧୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ସମ୍ପର୍କରେ ଏକ ପ୍ରମୁଖ ବିବୃତ୍ତି ଦେଇଛନ୍ତି। ସେ ବାଂଲାଦେଶରେ ଚାଲିଥିବା ଅସ୍ଥିରତା, ଆୱାମୀ ଲିଗ ଉପରେ ପ୍ରତିବନ୍ଧକ ଏବଂ ଦେଶରେ ଏକ ଅନିର୍ବାଚିତ, ଉଗ୍ରବାଦୀ-ସମର୍ଥିତ ଶାସନର ଉତ୍ଥାନକୁ…
ପଛୁଆବର୍ଗର ଲୋକଙ୍କୁ ବିକଶିିତ କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ: ମନ୍ତ୍ରୀ
ପୁୁରୁଷୋତ୍ତମପୁର,୧୫ା୧୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ଶନିବାର ଅନୁଷ୍ଠିତ ହୋଇଯାଇଛି। ପ୍ରାଣି ଚିକିତ୍ସା ଅଧିକାରୀ ଡା.ମନୋଜ ଶତପଥୀଙ୍କ ପୌରହିତ୍ୟରେ ହୋଇଥିବା ଏହି କାର୍ଯ୍ୟକମରେ ମୁଖ୍ୟଅତିଥି ଭାବେ ମତ୍ସ୍ୟ ଓ ପ୍ରଣିସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ…
ନିର୍ଣ୍ଣାୟକ ମୋଡ଼ରେ କୋଲକାତା ଟେଷ୍ଟ: ଗୋଟିଏ ଦିନରେ ପଡ଼ିଲା ୧୬ ଉଇକେଟ
କୋଲକାତା,୧୫ା୧୧: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ମ୍ୟାଚ୍ର ପ୍ରଥମ ଦିନରେ ୧୧ ଉଇକେଟର ପତନ ଘଟିଥିବା ବେଳେ ଦ୍ୱିତୀୟ ଦିନ ୧୬ ଉଇକେଟ…
ଯୁବକଙ୍କୁ ସହାୟତାର ହାତ ବଢ଼ାଇଲେ, ସହାୟତାର ହାତ ବଢ଼ାଇଲେ…
ଛତ୍ରପୁର,୧୫।୧୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପାରଳାମହାରାଜା କଲେଜ ନିକଟରେ ଅଜଣା ଗାଡି ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଟାଙ୍ଗଣା ପଲ୍ଲୀ ଗ୍ରାମର ରବୀନ୍ଦ୍ର ସାହୁ (୩୦)। ଘଟଣାସ୍ଥଳରେ ଚମାଖଣ୍ଡି ପୋଲିସ ପହଞ୍ଚି ମୃତ ରବୀନ୍ଦ୍ରଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।…
ଡରିଗଲେଣି କି ଶେଖ ହସିନା? କଲେ ଏତେ ବଡ଼ ଦାବି, କହିଲେ ଭାରତ ଛାଡିବା ବିପଜ୍ଜନକ…
ଢାକା,୧୫।୧୧: ଦେଶରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି। ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ସେ ଦାବି କରିଛନ୍ତି ଯେ ଅନ୍ତରୀଣ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ବୈଦେଶିକ ନୀତି ଦିଗହୀନ।…
RJDର ପରାଜୟ ପରେ ଲାଲୁଙ୍କ ପରିବାରରେ ମହାଭାରତ, ସଞ୍ଜୟ ପାଲଟିଲେ ‘ଶକୁନି’
ପାଟନା,୧୫।୧୧: ବିହାର ନିର୍ବାଚନରେ ତେଜସ୍ବୀ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (RJD) ଏକ ବଡ଼ ପରାଜୟ ବରଣ କରିଛି। ଏହି ସମୟରେ, ଏହି ପରାଜୟ ଲାଲୁ ପରିବାର ମଧ୍ୟରେ ଏକ ବଡ଼ ବିବାଦ ସୃଷ୍ଟି କରିଛି। ନିର୍ବାଚନ ଫଳାଫଳ ପରେ, ଲାଲୁ…
ଜାଡେଜା CSK ଛାଡି ଯିବାରେ ଧୋନୀଙ୍କ ହାତ ? ଜଣାପଡିଗଲା ସବୁ ସତ! କ୍ରିକେଟ ଜଗତରେ ହଇଚଇ
ନୂଆଦିଲ୍ଲୀ,୧୫।୧୧: ଚେନ୍ନାଇ ସୁପର କିଙ୍ଗ୍ସ ସହିତ ଏମଏସ ଧୋନୀଙ୍କର ଏକ ଅତୁଟ ସମ୍ପର୍କ ରହିଛି। ସେ ୨୦୦୮ ରେ ଆଇପିଏଲ ଆରମ୍ଭ ହେବା ପରଠାରୁ CSK ପାଇଁ ଖେଳିଛନ୍ତି। ଦୁଇ ବର୍ଷର ବାସନ୍ଦ ପରେ ଯେତେବେଳେ ଚେନ୍ନାଇ ଦଳ ଇଣ୍ଡିଆନ ପ୍ରିମିୟର…
CSKରେ ଯୋଗ ଦେବା ପରେ ଏମିତି କହିଲେ ସଞ୍ଜୁ ସାମସନ, କ୍ରିକେଟରେ ଖେଳିଗଲା ଚର୍ଚ୍ଚା
ନୂଆଦିଲ୍ଲୀ,୧୫।୧୧: ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ (IPL ୨୦୨୬) ରେ ଚେନ୍ନାଇ ସୁପର କିଙ୍ଗ୍ସରେ ଏମଏସ ଧୋନୀଙ୍କ ସହ ସଞ୍ଜୁ ସାମସନ ଖେଳିବେ। ବିସିସିଆଇ ଏହା ଆନୁଷ୍ଠାନିକ ଭାବରେ ଘୋଷଣା କରିଛି, ଯାହା ପରେ ସଞ୍ଜୁ ସାମସନ ଦୁଇଟି ପୋଷ୍ଟ କରିଛନ୍ତି।…
Archives


