କେନ୍ଦ୍ରାପଡ଼ା: ଭୋଟରେ ପ୍ରତିଫଳିତ ହେବ ଆଞ୍ଚଳିକ ସମସ୍ୟା
କେନ୍ଦ୍ରାପଡ଼ା ଅଫିସ,୨୩ା୧: ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲାରେ ମୋଟ ୧୦,୫୮୭ ପ୍ରାର୍ଥତ୍ପତ୍ର ଦାଖଲ ହୋଇଛି । ଜିଲାର ବିଭିନ୍ନ ପ୍ରଶାସନିକ କାର୍ଯ୍ୟାଳୟରେ ଏହି ପ୍ରାର୍ଥତ୍ପତ୍ରର ଯାଞ୍ଚ ଶନିବାର ଚାଲିଛି। ଆସନ୍ତା ୨୫ ତାରିଖ ସୁଦ୍ଧା ପ୍ରତ୍ୟାହାର ପାଇଁ…
ରାଜନୀତିରେ ମୁଁ କାହିଁକି…
କଥାରେ ଅଛି ଚିହ୍ନା ବ୍ରାହ୍ମଣଙ୍କର ପଇତା ଲୋଡ଼ା ନାହିଁ। ଠିକ୍ ସେମିତି ପୁରୁଖା ରାଜନେତାଙ୍କ ପୁନର୍ବାର ପରିଚୟ ଦେବାର ଆବଶ୍ୟକତା ନାହିଁ। କାରଣ, ଆମେ ଭାବୁ ଚଳିତ ରାଜନୀତିରେ ଯାହାଙ୍କ ମୂଳଦୁଆ ଯେତେ ପୁରୁଣା ତାଙ୍କ ଶାସନ ଓ କାର୍ଯ୍ୟ ସେତେ…
ଇସ୍ତଫା ଦେଲେ ଜର୍ମାନୀର ନୌସେନା ମୁଖ୍ୟ
ବର୍ଲିନ,୨୩ ।୧: ଜର୍ମାନୀର ନୌସେନା ମୁଖ୍ୟ ଏଚିମ ଶୋୟନବାଖ ନିକଟରେ ଭାରତରେ ଏକ କାର୍ଯ୍ୟକ୍ରମରେ ନିଜ ଦେଶର ନୀତି ବିରୋଧରେ ଯାଇ ୟୁକ୍ରେନ ସଙ୍କଟ ଉପରେ ଓଲଟା ବୟାନ ଦେଇଥିଲେ । ଏହାସହ ସେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କର ବି…
ମା’ଙ୍କୁ ବଞ୍ଚାଇବା ପାଇଁ କୂଅକୁ ଡେଇଁଲେ ପୁଅ
ନୂଆପଡ଼ା ଅଫିସ୍,୨୩ା୧: ନୂଆପଡ଼ା ଜିଲା କୋମନା ଥାନା ସଦର ବଙ୍ଗଳାପଡ଼ାରେ ଶନିବାର କୂଅରେ ଖସିପଡ଼ିଥିଲେ ଜଣେ ବୃଦ୍ଧା। ଏହା ଦେଖି ମା’ଙ୍କୁ ଉଦ୍ଧାର କରିବା ପାଇଁ ପୁଅ ମଧ୍ୟ କୂଅକୁ ଡେଇଁପଡ଼ିଥିଲେ। ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚତ୍ ଉଭୟ ମା’ ଓ…
ଆଧାର କାର୍ଡ ପାଇଁ ହୀନସ୍ତା
ବୈଶିଙ୍ଗା, ୨୩ା୧ (ଡି.ଏନ.ଏ.) ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅଞ୍ଚଳର ଲୋକଙ୍କୁ ଆଧାରକାର୍ଡ ପାଇଁ ହୀନସ୍ତା ହେବାକୁ ପଡୁଛି। ନୂଆ ଆଧାର କାର୍ଡ ବନାଇବା କିମ୍ବା ପୁରୁଣା କାର୍ଡରେ ଆବଶ୍ୟକ ସଂଶୋଧନ କରିବା, ବ୍ଲକର ୨୪ ପଞ୍ଚାୟତର ବାସିନ୍ଦାଙ୍କ ପାଇଁ ଚିନ୍ତାର ବିଷୟ…
ଆଇପିଏଲ୍ ନିଲାମରେ ୫ ଓଡ଼ିଆ
ଭୁବନେଶ୍ୱର, ୨୩ା୧ (ସ୍ପୋଟର୍ସ ବ୍ୟୁରୋ)-ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ନିଲାମ ତାଲିକାରେ ଓଡ଼ିଶାର ୫ କ୍ରିକେଟର ସ୍ଥାନ ପାଇଛନ୍ତି। ସେମାନେ ହେଲେ ଶୁଭ୍ରାଂଶୁ ସେନାପତି, ଅଭିଷେକ ରାଉତ, ବିକାଶ ରାଉତ, ଜୟନ୍ତ ବେହେରା ଓ ରାଜେଶ ମହାନ୍ତି। ଏହି ଖେଳାଳିମାନେ ସୟଦ…
ବିଟେକ୍ ଛାତ୍ରୀ ସମିତିସଭ୍ୟା ପ୍ରାର୍ଥୀ
ନାକଟିଦେଉଳ,୨୩ା୧(ଡି.ଏନ୍.ଏ.)- ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜଣେ ବିଟେକ୍ ଛାତ୍ରୀ ସମିତିସଭ୍ୟା ପ୍ରାର୍ଥୀ ହୋଇଛନ୍ତି। ସେ ହେଲେ ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ପାଣିମୁରା ପଞ୍ଚାୟତ ଶଙ୍ଖାଭାଙ୍ଗୁଣୀ ଗ୍ରାମର ରଶ୍ମିତାପ୍ରିୟା ବେକ୍। କଲ୍ୟାଣ ବେକ୍ ଓ ସୁବାଷିନୀ ବେକ୍ଙ୍କ ଝିଅ ରଶ୍ମିତା…
ଜାଲ୍ ପଟ୍ଟା ଦେଇ ଲକ୍ଷାଧିକ ଟଙ୍କା ଠକେଇ
ରୂପ୍ସା,୨୩|୧( ଡିଏନଏ ) ନିଜକୁ ତହସିଲ କର୍ମଚାରୀ କହି ନକଲି ଜମି ପଟ୍ଟା ଦେଇ ଲକ୍ଷାଧିକ ଟଙ୍କା ଠକି ନେଇଛନ୍ତି ଜଣେ ଯୁବକ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବସ୍ତା ଥାନା ଅର୍ନ୍ତଗତ ସଦର ବ୍ଲକ ଅଞ୍ଚଳରେ। ସୂଚନା ଅନୁଯାୟୀ, ବସ୍ତା…
ପରିବାର ନିର୍ବାକ୍, ଗେଙ୍ଗୁଟିଆ ନିଃଶବ୍ଦ
ଢେଙ୍କାନାଳ ଅଫିସ, ୨୩|୧: ବାଲିଘାଟ ବିବାଦରୁ ଅକାଳରେ ଝଡ଼ିଗଲା ଜୀବନ। ବାପାଙ୍କ ଆଖି ଆଗରେ ଦୁର୍ବୃତ୍ତମାନେ ଅତି ନିର୍ମମ ଭାବେ ଟ୍ରାକ୍ଟର ଚଢ଼ାଇ ମାରିଦେଲେ ୩୫ ବର୍ଷର ଭେଣ୍ଡିଆ ପୁଅକୁ। ଘରର ରୋଜଗାରିଆ ପୁଅର ଏଭଳି ମୃତ୍ୟୁ ସମଗ୍ର ପରିବାରକୁ ନିର୍ବାକ୍ କରିଦେଇଥିବାବେଳେ…
ଉତ୍ତରାଖଣ୍ଡ ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୫୩ ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ
ଡେରାଡୁନ,୨୩ ।୧: ଉତ୍ତରାଖଣ୍ଡ ନିର୍ବାଚନ ଲାଗି କଂଗ୍ରେସ ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀପତ୍ର ଘୋଷଣା କରିଛି । ପ୍ରଥମ ପର୍ଯ୍ୟାୟ ତାଲିକାରେ ୫୩ ଜଣ ପ୍ରାର୍ଥୀ ରହିଛନ୍ତି । ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ବିରୋଧରେ ଭୁବନ ଚନ୍ଦ୍ର…
ସଜନାଗଡ଼ ବଡ଼ପୋଲ ପାର୍ଶ୍ୱ ଅତଡ଼ା ଧସିଲା
ସଜନାଗଡ଼,୨୩|୧(ଡି.ଏନ.ଏ.) ବାଲେଶ୍ୱରରୁ ମୟୂରଭଞ୍ଜ ଜିଲାକୁ ସଂଯୋଗ କରୁଥିବା ସେରଗଡ଼ ଭାୟା ନୀଳଗିରି-ଉଦଳା ୧୯ନଂ. ରାଜ୍ୟ ରାଜପଥର ସଜନାଗଡ଼ଠାରେ ଥିବା ବଡ଼ପୋଲ(ଘାଘରା ସେତୁ) ପାର୍ଶ୍ୱରୁ ପୁଣି ମାଟି ଅତଡ଼ା ଧସିଛି। ପୂର୍ତ୍ତ ବିଭାଗ ପକ୍ଷରୁ ସେଠାରେ ଏକ ନୂଆ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ…
ପିସ୍ତଲ ଜବତ, ୫ ଅଭିଯୁକ୍ତ ଗିରଫ
ଜଗତ୍ସିଂହପୁର ଅଫିସ, ୨୩|୧: ଜଗତ୍ସିଂହପୁର ଥାନା ଅନ୍ତର୍ଗତ ଓଡ଼ିଶୋ ନିକଟରୁ ଗତ ୧୭ ତାରିଖରେ ୟୁନିଟ୍ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଜଗତ୍ସିଂହପୁର ଶାଖା ମହିଳା ଲୋନ ଅଫିସରଙ୍କଠାରୁ ପିସ୍ତଲ ଦେଖାଇ ୬୩ ହଜାର ଟଙ୍କା ଲୁଟ୍ କରାଯାଇଥିଲା। ଏନେଇ କଟକ ଜିଲା ମାହାଙ୍ଗା…
Archives


