Home Left

ହାତୀ ଆକ୍ରମଣରୁ ମିଳୁନି ନିସ୍ତାର

ଜଳେଶ୍ୱର,୨୩|୧(ଡି.ଏନ.ଏ) ବାଲେଶ୍ୱର ଜିଲା ଜଳେଶ୍ୱରସ୍ଥିତ ରାଇବଣିଆ ଅଞ୍ଚଳରେ ଗତ କିଛିବର୍ଷ ହେଲା ହାତୀ ଉପଦ୍ରବ ଚଳାଇ ଆସୁଛନ୍ତି। କେତେବେଳେ ପଶ୍ଚିମବଙ୍ଗର ଦଲମା ଜଙ୍ଗଲରୁ ତ ପୁଣି କେତେବେଳେ ଝାଡ଼ଖଣ୍ଡୀ କିମ୍ବା ଶିମିଳିପାଳ ହାତୀ ପଶି ଆସି ବ୍ୟପକ କ୍ଷୟକ୍ଷତି କରୁଛନ୍ତି। ଗତ ୩…

ଗୋଟିଏ ପଦବୀ ପାଇଁ ଲଢ଼ିବେ ସ୍ବାମୀ,ସ୍ତ୍ରୀ

ନୂଆଗାଁ,୨୩।୧(ଡି.ଏନ.ଏ.): ରାଜନୀତିରେ ନାହିଁ ପାରିବାରିକ ସମ୍ପର୍କ। ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ନୂଆଗାଁ ବ୍ଲକ୍‌ ପାରାଢିପି ପଞ୍ଚାୟତରେ ଏକ ଦମ୍ପତି ଗୋଟିଏ ପଦବୀ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ନୂଆଗାଁ ବ୍ଲକର ୨୨ ପଞ୍ଚାୟତ ମଧ୍ୟରୁ…

‘ଗଡ଼ ଜଗ, କର୍ମୀଙ୍କୁ ଏକାଠି କର’

ଖୋର୍ଦ୍ଧା ଅଫିସ,୨୩ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ସରିଛି। ପ୍ରାର୍ଥୀପତ୍ର ଯାଞ୍ଚ, ପ୍ରତ୍ୟାହାର ପରେ ଚଡ଼ାନ୍ତ ତାଲିକା ପ୍ରକାଶ ପାଇବ। କରୋନା କଟକଣା ଯୋଗୁ ଚଳିତ ବର୍ଷ ରାଜ୍ୟ ନିର୍ବାଚନ କମିଶନର ପ୍ରଚାର, ରାଲି, ରାଜନୈତିକ ସମାବେଶ ଉପରେ…

ନେତାଜୀ ଜୟନ୍ତିକୁ ଜାତୀୟ ଛୁଟି ଦିବସ ଘୋଷଣା କରିବାକୁ ଦାବି

କୋଲକାତା,୨୩ ।୧: ସାରା ଦେଶ ଆଜି ପାଳନ କରୁଛି ନେତାଜି ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତି । ଚଳିତ ବର୍ଷ ଆଜିର ଦିନରୁ ସାରା ଦେଶରେ ସଧାରଣତନ୍ତ୍ର ଦିବସ ପାଳନ କରାଯିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏପଟେ…

ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିବେ ଅଖିଳେଶ

ଲକ୍ଷ୍ନୌ,୨୩।୧: ସମାଜବାଦୀ ପାର୍ଟି (ଏସ୍‌ପି) ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମୈନପୁରୀ ଜିଲାର କର୍‌ହାଲ ଆସନରୁ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିବେ। ଉକ୍ତ ଆସନରୁ ଅଖିଳେଶ ପ୍ରାର୍ଥୀ ହେବା ନେଇ କିଛିଦିନ ହେଲା ଚର୍ଚ୍ଚା…

ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

ଧର୍ମଶାଳା,୨୩ା୧(ଡି.ଏନ.ଏ.): ଧର୍ମଶାଳା ବ୍ଲକ ଚୋରମୁହାଁ ପଞ୍ଚାୟତ ଅନ୍ତର୍ଗତ ବଡ଼ଚଣାବାରି ଗ୍ରାମ୍ୟରାସ୍ତା ନିର୍ମାଣ ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଦାବି ହୋଇ ଆସୁଥିଲା। ହେଲେ ଏଥିପ୍ରତି ପ୍ରଶାସନିକ ଅଧିକାରୀ କର୍ଣ୍ଣପାତ ନ କରିବାରୁ ଶେଷରେ ନିଜସ୍ବ ଉଦ୍ୟମରେ ଗ୍ରାମବାସୀ ଉକ୍ତ ରାସ୍ତା ନିର୍ମାଣ…

ଉଲ୍ଲଂଘନ ହେଉଛି ନିର୍ବାଚନ ଆଦର୍ଶ ଆଚରଣ ବିଧି

ସେମିଳିଗୁଡା/ସୁନାବେଡ଼ା, ୨୩|୧ (ସ୍ବ.ପ୍ର.) କୋରାପୁଟ ଜିଲା ସେମିଳିଗୁଡା ବ୍ଲକ ଏବଂ ସୁନାବେଡ଼ା ମ୍ୟୁନିସିପାଲିଟିର କେତେକ ସ୍ଥାନରେ ହୋର୍ଡ଼ିଂ ଲାଗିଥିବା ଦେଖିବାକୁ ମିଳିଛି। ପଞ୍ଚାୟତ ନିର୍ବାଚନ ଲାଗି ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇସାରିଛି। ଏହି ହୋର୍ଡିଂଗୁଡିକୁ କାଢିବା ଲାଗି ନିର୍ବାଚନ କମିଶନର…

ଜନମତ ସ୍ଥିର ଥିବା ସଙ୍କେତ

ଯାଜପୁର ଅଫିସ,୨୩ା୧: ତ୍ରିସ୍ତରୀୟ ଶାସନ ବ୍ୟବସ୍ଥା ଅନୁଯାୟୀ ତୃଣମୂଳ ଶାସନକୁ ଦୃଢୀକରଣ କରାଯାଇ ଜିଲାସ୍ତର ପର୍ଯ୍ୟନ୍ତ ପ୍ରତିନିଧି ବାଛିବାର ବ୍ୟବସ୍ଥା ହୋଇଛି । ଏହି ବ୍ୟବସ୍ଥା ଅନୁଯାୟୀ ପଞ୍ଚାୟତସ୍ତରରେ ସରପଞ୍ଚ, ପଞ୍ଚାୟତ ସମିତିସ୍ତରରେ ସମିତି ସଭ୍ୟ ଓ ଜିଲାସ୍ତରରେ ଜିଲାପରିଷଦ ସଭ୍ୟ…

ତାଳଚୁଆ ମଣ୍ଡିରେ ଭିଜୁଛି ଧାନ, ତୁରନ୍ତ ପଦେକ୍ଷପ ନେବାକୁ ଦାବି

ରାଜନଗର,୨୩ା୧(ଡି.ଏନ.ଏ.): ରାଜନଗର ବ୍ଲକ ତାଳଚୁଆ ପ୍ରାଥମିକ ସେବା ସମବାୟ ସମିତି ପକ୍ଷରୁ ଟିକାୟତନଗରଠାରେ ଧାନମଣ୍ଡି ଖୋଲାଯାଇଛି। ଏହିମଣ୍ଡିରେ ୪ଦିନ ମଧ୍ୟରେ ୬୦ ଚାଷୀ ୧ ହଜାର କୁଇଣ୍ଟାଲ ଧାନ ଦେଇଛନ୍ତି। ତେବେ ମଣ୍ଡିରେ ଧାନ ପଡି ରହିଥିଲେ ମଧ୍ୟ ମିଲର ଧାନ…

ଗ୍ରାମଦେବତୀଙ୍କ ନିକଟରେ ଭୋଟ୍‌ ବର୍ଜନ ଶପଥ

ଛେଣ୍ଡିପଦା,୨୩|୧(ସ୍ବ.ପ୍ର.) ୨୦ ବର୍ଷ ହେଲା ଗଁାରେ ସରକାରୀ ଯୋଜନା କାର୍ଯ୍ୟକାରୀ ହେଉନାହିଁ। ପ୍ରଶାସନ, ସରକାରଙ୍କ ନିକଟରେ ଅଭିଯୋଗ କରାଗଲେ ମଧ୍ୟ ସୁଫଳ ମିଳୁନାହିଁ। ଦୀର୍ଘ ବର୍ଷର ଅପେକ୍ଷା ପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରି ଚଳିତ ପଞ୍ଚାୟତ ନିର୍ବାଚନ ବର୍ଜନ କରିବାକୁ…

ପ୍ରାର୍ଥୀ ହେବାରୁ ଧାନଗଦା ଜାଳିଦେଲେ

ତିଗିରିଆ, ୨୩।୧ (ଡି.ଏନ୍‌.ଏ.): ତିଗିରିଆ ଥାନା ଅନ୍ତର୍ଗତ ଅଚଳକୋଟ ପଞ୍ଚାୟତରେ ସରପଞ୍ଚ ପଦବୀରେ ନାମାଙ୍କନପତ୍ର ଦାଖଲ ପରେ ରାଜନୈତିକ ଆକ୍ରୋଶ ଦେଖିବାକୁ ମିଳିଛି। ଏହି ପଞ୍ଚାୟତ ଅନ୍ତର୍ଗତ ବଡ଼ପାଟଣା ଗ୍ରାମର ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସ୍ତ୍ରୀ ପ୍ରାର୍ଥିପତ୍ର ଦାଖଲ କରିବାରୁ ତାଙ୍କ…

ଚାଇନା ବିମାନ ଉପରେ କଟକଣା ଲଗାଇଲେ ଜୋ ବାଇଡେନ୍‌

ଓ୍ବାଶିଂଟନ୍‌,୨୩ା୧: କୋଭିଡ୍‌ ସଂକ୍ରମଣ କାରଣ ଦର୍ଶାଇ ଚାଇନା ଗତ ଡିସେମ୍ବର ୩୦ ତାରିଖରୁ ଆମେରିକାର କେତେକ ବିମାନ ଉଡ଼ାଣକୁ ବାତିଲ କରିଦେଇଥିଲା। ଏହାର ଜବାବରେ ଚାଇନାର ୪୪ ବିମାନ ଉଡ଼ାଣକୁ ବାତିଲ କରିବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଘୋଷଣା କରିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri