Posted inଫୁରସତ

ମଦ ପିଇ ଟ୍ରେନ୍‌ ଇଞ୍ଜିନ୍‌ ତଳେ ଶୋଇପଡ଼ିଲେ, ଆଉ ତା’ ପରେ…

ମଦନିଶାରେ ଜଣେ ବ୍ୟକ୍ତି ଏପରି କିଛି କରିଥାଏ, ଯାହାକି ନିଶା ଛାଡ଼ିବା ପରେ ଲୋକେ ଥଟ୍ଟା ପରିହାସ କରିଥାନ୍ତି। ମଧ୍ୟପ୍ରଦେଶର ଏକ ଷ୍ଟେଶନରେ ଏମିତି ଘଟଣା ଦେଖିବାକୁ ମିଳିଛି।
ଖବରଦାତା ଶରତ ଶ୍ରୀବାସ୍ତବ ତାଙ୍କ ଟୁଇଟର ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଠି ବ୍ୟକ୍ତିଜଣକ ଟ୍ରେନ୍‌ ତଳେ ଶୋଇପଡ଼ିଥିଲେ। ପ୍ରଥମେ ଦେଖିବା ପରେ ଆପଣ ଭାବିବେ ବ୍ୟକ୍ତି ଜଣକ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲେ କିମ୍ବା ଦୁର୍ଘଟଣାରେ ଟ୍ରେନ୍‌ ତଳେ ଆସିଥିଲେ, କିନ୍ତୁ ଯେତେବେଳେ ଆପଣ ଶରତଙ୍କ ଭିଡିଓ କ୍ୟାପଶନ ପଢ଼ିବେ, ସେତେବେଳେ ପ୍ରକୃତ କଥା ଜଣାପଡ଼ିବ।

ବ୍ୟକ୍ତିଜଣକ ଗ୍ବାଲିଅରରେ ଟ୍ରେନ୍‌ ତଳକୁ ଯାଇଥିଲେ। କ୍ୟାପଶନ ଅନୁଯାୟୀ, ଏହି ବ୍ୟକ୍ତି ମଦ୍ୟପାନ କରି ଟ୍ରେନ୍‌ ତଳେ ଶୋଇଥିଲେ। ଯେତେବେଳେ ସେ ଜାଣିବାକୁ ପାଇଲେ, ତାଙ୍କୁ ସେଠାରୁ ବାହାର କରିଦିଆଯାଇଥିଲା। ଶରତ କ୍ୟାପଶନରେ ଲେଖିଛନ୍ତି, ଦୁଇ ଗୋଡ଼ ରେଳ ଟ୍ରାକ୍‌, ମୁଣ୍ଡ ଇଞ୍ଜିନ ତଳେ ଥିଲା। ଖୁସିର କଥା ବ୍ୟକ୍ତିଜଣକ ବଞ୍ଚିଛନ୍ତି। ଭିଡିଓରେ ବ୍ୟକ୍ତି ଜଣକ ଟ୍ରେନ୍‌ ଇଞ୍ଜିନ ତଳେ ଟ୍ରାକ୍‌ରେ ଶୋଇଥିଲେ। ଅନେକ ଲୋକ ତାଙ୍କୁ ଏକାଠି ଟାଣି ନେଉଥିବାର ଦେଖାଯାଏ। ସେ ଠିକ୍‌ ଭାବରେ ଚାଲିବା ପାଇଁ ମଧ୍ୟ ସକ୍ଷମ ନୁହନ୍ତି। ଭିଡିଓର ଶେଷରେ ଏହା ଦେଖାଯାଏ,ଏହା ହେଉଛି ଗ୍ବାଲିଅରର ରେଳ ଷ୍ଟେଶନ। ଜଣେ ୟୁଜର ଲେଖିଛନ୍ତି, ଅମୃତ ଟିକେ କମ୍‌ ପିଅ।


Enter your email to get our daily news in your inbox.

All Right Reserved By Dharitri.Com

ଗୁପ୍ତଧନ

ଗୁପ୍ତଧନ! ଯାହାକୁ ପାଇବାର ଲାଳସା କାହିଁ କେଉଁ କାଳରୁ ମଣିଷର ରହିଆସିଛି। ଆଉ ରାତାରାତି ଅପାର ଧନସମ୍ପତ୍ତିର ପାହାଡ ଉପରେ ବସିବାର ମୋହରେ ସେ ତାକୁ...

ଜିମ୍‌ ସାଇକେଲ୍‌ରେ ଏପରି ଗହମ ପେଷୁଛନ୍ତି ମହିଳା, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ମହିଳା ଘରେ ବସି ନିଜର ଜ୍ଞାନକୌଶଳ ପ୍ରୟୋଗ କରି ବେଶ୍‌ ଆରାମରେ...

ମା’

ମା’। ଯାହା ପାଖରେ ଭରିରହିଛି ସନ୍ତାନ ପ୍ରତି ଅମାପ ସ୍ନେହ, ମମତା ଓ ଭଲଭାଇବା। ତା’ର ପ୍ରତିଟି ସମୟ ନିଜ ସନ୍ତାନ ପାଇଁ ଉତ୍ସର୍ଗୀକୃତ। ସନ୍ତାନକୁ...

ବର୍ଗାକାର ତରଭୁଜ, ଦାମ୍‌ ରହିଛି…

ଆପଣ ହୁଏତ ଅନେକ ତରଭୁଜ ଦେଖିଥିବେ ଏବଂ ଖାଇଥିବେ ମଧ୍ୟ। କିନ୍ତୁ କେବେ ଏକ ବର୍ଗାକାର ବା ଚତୁର୍ଭୁଜ ଆକାରର ତରଭୁଜ ଦେଖିଛନ୍ତି କି? ଯଦି...

କାହିଁକି ଚାଇନା ଯୁବତୀଙ୍କୁ ପସନ୍ଦ କରନ୍ତି ଭାରତୀୟ ଯୁବକ

ନୂଆଦିଲ୍ଲୀ,୧୫।୫: ପ୍ରେମ ମାନେନା ବାଧା ବନ୍ଧନ। ତେବେ ଅଧିକାଂଶ ସମୟରେ ଦେଖାଯାଇଥାଏ କେତେଜଣ ଭାରତୀୟ ଯୁବକ ଚାଇନା ଯୁବତୀଙ୍କୁ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଥାଆନ୍ତି।...

ମୂଷା ଆଙ୍କିଲା ଚିତ୍ର: ୯୨ ହଜାରରେ ହେଲା ବିକ୍ରି

ମାଞ୍ଚେଷ୍ଟର,୨୩।୫: ମଣିଷ ଚିତ୍ର ଆଙ୍କିଥାଏ। ଏହାଦ୍ୱାରା ସୃଜନଶୀଳତା ପ୍ରକାଶିତ ହୋଇଥାଏ। ତେବେ ମୂଷା ଚିତ୍ର ଆଙ୍କିବା ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଇଂଲଣ୍ଡର ମାଞ୍ଚେଷ୍ଟରରେ...

ଏମିତି ନଦୀ ଯାହାର ବାଲିରୁ ମିଳେ ମୁଠା ମୁଠା ସୁନା…

ଝାଡ଼ଖଣ୍ଡରେ ରହିଛି ସୁବର୍ଣ୍ଣ ରେଖା ନଦୀ। ରତ୍ନଗର୍ଭାଠାରୁ ୧୫ କିମି ଦୂରରେ ରହିଛି ଏହି ନଦୀ। ସୂର୍ଯ୍ୟାଲୋକ ପଡ଼ିଲେ ନଦୀର ଜଳ ସୁନା ପରି ଚକଚକ...

ବାଲକୋନିରେ ଠିଆ ହୋଇ ଉଲଗ୍ନ ଫଟୋ ଉଠାଇଲେ ୧୨ ମହିଳା, ପରେ ଘଟିଲା ଏମିତି…

ଦୁବାଇରେ କିଛି ମହିଳା ବାଲକୋନିରେ ଠିଆ ହୋଇ ଉଲଗ୍ନ ଫଟୋ ଉଠାଇଥିଲେ। ଫଳରେ ଏହା ସେମାନଙ୍କୁ ଭାରି ପଡ଼ିଛି। ଦୁବାଇ ପୋଲିସ ଦ୍ୱାରା ସମସ୍ତ ମହିଳା...

Advertisement
Archives

Model This Week