Posted inଫୁରସତ

ମଦ ପିଇ ଟ୍ରେନ୍‌ ଇଞ୍ଜିନ୍‌ ତଳେ ଶୋଇପଡ଼ିଲେ, ଆଉ ତା’ ପରେ…

ମଦନିଶାରେ ଜଣେ ବ୍ୟକ୍ତି ଏପରି କିଛି କରିଥାଏ, ଯାହାକି ନିଶା ଛାଡ଼ିବା ପରେ ଲୋକେ ଥଟ୍ଟା ପରିହାସ କରିଥାନ୍ତି। ମଧ୍ୟପ୍ରଦେଶର ଏକ ଷ୍ଟେଶନରେ ଏମିତି ଘଟଣା ଦେଖିବାକୁ ମିଳିଛି।
ଖବରଦାତା ଶରତ ଶ୍ରୀବାସ୍ତବ ତାଙ୍କ ଟୁଇଟର ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଠି ବ୍ୟକ୍ତିଜଣକ ଟ୍ରେନ୍‌ ତଳେ ଶୋଇପଡ଼ିଥିଲେ। ପ୍ରଥମେ ଦେଖିବା ପରେ ଆପଣ ଭାବିବେ ବ୍ୟକ୍ତି ଜଣକ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲେ କିମ୍ବା ଦୁର୍ଘଟଣାରେ ଟ୍ରେନ୍‌ ତଳେ ଆସିଥିଲେ, କିନ୍ତୁ ଯେତେବେଳେ ଆପଣ ଶରତଙ୍କ ଭିଡିଓ କ୍ୟାପଶନ ପଢ଼ିବେ, ସେତେବେଳେ ପ୍ରକୃତ କଥା ଜଣାପଡ଼ିବ।

ବ୍ୟକ୍ତିଜଣକ ଗ୍ବାଲିଅରରେ ଟ୍ରେନ୍‌ ତଳକୁ ଯାଇଥିଲେ। କ୍ୟାପଶନ ଅନୁଯାୟୀ, ଏହି ବ୍ୟକ୍ତି ମଦ୍ୟପାନ କରି ଟ୍ରେନ୍‌ ତଳେ ଶୋଇଥିଲେ। ଯେତେବେଳେ ସେ ଜାଣିବାକୁ ପାଇଲେ, ତାଙ୍କୁ ସେଠାରୁ ବାହାର କରିଦିଆଯାଇଥିଲା। ଶରତ କ୍ୟାପଶନରେ ଲେଖିଛନ୍ତି, ଦୁଇ ଗୋଡ଼ ରେଳ ଟ୍ରାକ୍‌, ମୁଣ୍ଡ ଇଞ୍ଜିନ ତଳେ ଥିଲା। ଖୁସିର କଥା ବ୍ୟକ୍ତିଜଣକ ବଞ୍ଚିଛନ୍ତି। ଭିଡିଓରେ ବ୍ୟକ୍ତି ଜଣକ ଟ୍ରେନ୍‌ ଇଞ୍ଜିନ ତଳେ ଟ୍ରାକ୍‌ରେ ଶୋଇଥିଲେ। ଅନେକ ଲୋକ ତାଙ୍କୁ ଏକାଠି ଟାଣି ନେଉଥିବାର ଦେଖାଯାଏ। ସେ ଠିକ୍‌ ଭାବରେ ଚାଲିବା ପାଇଁ ମଧ୍ୟ ସକ୍ଷମ ନୁହନ୍ତି। ଭିଡିଓର ଶେଷରେ ଏହା ଦେଖାଯାଏ,ଏହା ହେଉଛି ଗ୍ବାଲିଅରର ରେଳ ଷ୍ଟେଶନ। ଜଣେ ୟୁଜର ଲେଖିଛନ୍ତି, ଅମୃତ ଟିକେ କମ୍‌ ପିଅ।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri