ଫ୍ଲାଟ୍ କିଣିଲେ ଶିବମ ଦୁବେ: ଦାମ୍ ଜାଣିଲେ ଉଡ଼ିଯିବ ହୋଶ୍
ନୂଆଦିଲ୍ଲୀ,୧୩।୩: ଟି-୨୦ ବିଶ୍ୱକପ ଜିତିବା ପରଠାରୁ ଟିମ ଇଣ୍ଡିଆ ଅନେକ ଖେଳାଳି ନିରନ୍ତର ଚର୍ଚ୍ଚାରେ ରହିଛନ୍ତି। ବିଶେଷକରି ସଞ୍ଜୁ ସାମସନ ଏବଂ ଇଶାନ କିଶାନ ବହୁତ ଆଲୋଚନାର ବିଷୟ ହୋଇଛନ୍ତି। ସେମାନଙ୍କ ବ୍ୟତୀତ ଆଉ ଜଣେ ଖେଳାଳି ଅଛନ୍ତି ଯିଏ କିଛି…
ଆସିଲା ବଡ଼ ଖବର, ବଞ୍ଚିଛନ୍ତି ଖାମେନେଇଙ୍କ ପତ୍ନୀ, ସ୍ପଷ୍ଟ କଲା ଇରାନୀ ମିଡିଆ
ତେହରାନ୍,୧୩।୩: ଇରାନର ସ୍ବର୍ଗତ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପତ୍ନୀ ମନସୁରେହ ଖୋଜାସ୍ତେହ ବାଘେରଜାଦେହ ଜୀବିତ ଅଛନ୍ତି ଏବଂ ତାଙ୍କ ମୃତ୍ୟୁ ହୋଇଥିବା ଦାବି କରୁଥିବା ରିପୋର୍ଟ ଭୁଲ ଥିଲା ବୋଲି ଇରାନର IRGC-ସମ୍ବନ୍ଧିତ ଫାର୍ସ ନ୍ୟୁଜ ଗୁରୁବାର କହିଛି।…
ଯୁଦ୍ଧ ଭିତରେ ରୁଷିଆକୁ ସାହାଯ୍ୟ ମାଗିଲା ଭାରତ, ଟ୍ରମ୍ପଙ୍କ ଛାଡିଦେବ ହାତ!
ନୂଆଦିଲ୍ଲୀ,୧୩।୩: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ବିଶ୍ୱର ମହାଶକ୍ତିଗୁଡ଼ିକୁ ଅନେକ ଶିକ୍ଷା ଦେଇଛି। ଇରାନ ଆମେରିକା ଏବଂ ଇସ୍ରାଏଲର ଅତ୍ୟନ୍ତ ମହଙ୍ଗା ଏବଂ ବିନାଶକାରୀ ଅସ୍ତ୍ରଶସ୍ତ୍ରକୁ ଏପରି ଭାବରେ ନିରପେକ୍ଷ କରିଛି ଯାହା କେହି କେବେ କଳ୍ପନା କରିପାରିବେ ନାହିଁ। ବିଶ୍ୱବ୍ୟାପୀ…
ଗ୍ୟାସ୍ ଯୋଗାଣରେ ସଙ୍କଟ: ଜଙ୍ଗଲରୁ କାଠ ସଂଗ୍ରହ ନ କଲେ ଜନଜାତିଙ୍କ ଚୁଲି ଜଳେ ନାହିଁ
ମହାକାଳପଡ଼ା, ୧୩ା୩ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଇରାନ୍ ସହିତ ଆମେରିକା ଓ ଇସ୍ରାଏଲ ଯୁଦ୍ଧ ଯୋଗୁ ପ୍ରାକୃତିକ ତୈଳ ଓ ଗ୍ୟାସ୍ ଆମଦାନୀରେ ସଙ୍କଟ ପ୍ରତିଫଳିତ ହେଉଛି। ଫଳରେ ବିଶ୍ୱ ବଜାରରେ ତୈଳ ଓ ଗ୍ୟାସ୍ ଯୋଗାଣରେ ସଙ୍କଟ ଦେଖାଯାଇଛି। ସେଥିପାଇଁ…
ପାରିବାରିକ କଳହର କରୁଣ ପରିଣତି, ବୃଦ୍ଧଙ୍କୁ ହତ୍ୟା
ଅତାବିରା,୧୩।୩(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲାରେ ଦିନକୁ ଦିନ ହତ୍ୟାକାଣ୍ଡ ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ଶୁକ୍ରବାର ସକାଳୁ ସକାଳୁ ଅତାବିରା ଥାନା ଅନ୍ତର୍ଗତ ଟୋପ ଅଞ୍ଚଳରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଟୋପ-ହିର୍ଲିପାଲି ଗ୍ରାମ୍ୟ…
ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ, ଜଣେ ଗୁରୁତର
ପାଟଣା,୧୩।୩(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ଫାଣ୍ଡି ଗଣ୍ଡବେଡା ଗ୍ରାମ ସ୍କୁଲ ନିକଟରେ ଗୁରୁବାର ଏକ ବାଇକଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ୨ ଜଣ ଗୁରୁତର ହୋଇ ରାସ୍ତା ଉପରେ ପଡ଼ିରହିଥିବା ବେଳେ…
୫ ମାସର ପୁଅର ମୁଣ୍ଡକୁ ପିଟି ହତ୍ୟା କଲେ ମାଆ, ମୃତଦେହକୁ ନେଇ ରୋଷେଇ ଘରେ….
ଲକ୍ଷ୍ନୌ,୧୩।୩: ଉତ୍ତରପ୍ରଦେଶର ପ୍ରୟାଗରାଜ ସହରର ଗଙ୍ଗାନଗର ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏହି ଅଞ୍ଚଳରେ, ଜଣେ ମହିଳା ତାଙ୍କର ପାଞ୍ଚ ବର୍ଷର ନିର୍ଦ୍ଦୋଷ ପୁଅକୁ ହତ୍ୟା କରିଛନ୍ତି। ସେ ଶିଶୁର ମୁଣ୍ଡକୁ ପିଟି ହତ୍ୟା କରିଛନ୍ତି । ରିପୋର୍ଟ…
ଯୁଦ୍ଧ ଭିତରେ ଭାରତ ନେଲା ବଡ଼ ନିଷ୍ପତ୍ତି, ଟ୍ରମ୍ପଙ୍କୁ ଲାଗିବ ଝଟ୍କା!
ନୂଆଦିଲ୍ଲୀ,୧୩।୩: ଇରାନରେ ସଂଘର୍ଷର ପ୍ରଭାବ ଏବେ ଭାରତରେ ମଧ୍ୟ ଅନୁଭୂତ ହେଉଛି। ଏଲପିଜି ସିଲିଣ୍ଡରକୁ ନେଇ ବିଭିନ୍ନ ସ୍ଥାନରେ ଆତଙ୍କ ଦେଖାଦେଇଛି। ଗ୍ୟାସର କଳାବଜାରୀ ଶୀର୍ଷରେ ପହଞ୍ଚିଛି, ଯାହା ସାଧାରଣ ଜନତାଙ୍କୁ ବ୍ୟଥିତ କରିଛି। ଏଲପିଜି ଗ୍ୟାସର ଅଭାବ ସେମାନଙ୍କ ଦୈନନ୍ଦିନ…
କେନ୍ଦୁଝରରେ ଯୁଦ୍ଧର ପ୍ରଭାବ: ଗ୍ୟାସ୍ ପାଇଁ ରାସ୍ତାରୋକୋ କଲେ ଲୋକେ
କେନ୍ଦୁଝର,୧୩।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଗ୍ୟାସ୍ର ଅଭାବକୁ ନେଇ ଶୁକ୍ରବାର କେନ୍ଦୁଝର ସହର ଧାଙ୍ଗଡ ପଡ଼ାରେ ଲୋକେ ରାସ୍ତାରୋକୋ କରିଛନ୍ତି। ବୁକିଙ୍ଗ୍ କରି ଦୀର୍ଘ ଦିନ ଧରି ଗ୍ୟାସ ମିଳୁ ନ ଥିବା ଏବଂ ହୋମ ଡେଲିଭରି…
ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପୋଲିସ ଏଏସ୍ଆଇ, ଜଣେ ବ୍ୟବସାୟୀଙ୍କଠୁ…
ସୁନ୍ଦରଗଡ/ବଡଗାଁ,୧୩।୩(ଜୟ ନାରାୟଣ ମେଣ୍ଡୁଳି, ଅଶୋକ ଷଡ଼ଙ୍ଗୀ): ଲାଞ୍ଚ ନେଇ ଧରାପଡିଲେ ପୋଲିସ ଏଏସ୍ଆଇ। ମଦ ଦୋକାନ ଚଳାଇବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୨୫ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ସୁନ୍ଦରଗଡ ଜିଲା ବଡ଼ଗାଁ ପୋଲିସ ଷ୍ଟେଶନର…
ପାକିସ୍ତାନୀ ଖେଳାଳିଙ୍କୁ କିଣିବା ପରେ ସନରାଇଜର୍ସ ହାଇଦ୍ରାବାଦର ବଢିଲା ଅଡୁଆ: ସୋସିଆଲ ମିଡିଆ ଆକାଉଣ୍ଟ ସସ୍ପେଣ୍ଡ
ନୂଆଦିଲ୍ଲୀ,୧୩।୩: ନିକଟରେ ହଣ୍ଡ୍ରେଡ ନିଲାମ ଶେଷ ହୋଇଛି। ଏହି ସମୟରେ, ସନରାଇଜର୍ସ ଲିଡ୍ସ ଦଳ ପାକିସ୍ତାନୀ ସ୍ପିନ ବୋଲର ଅବରାର ଅହମ୍ମଦଙ୍କୁ ସେମାନଙ୍କ ଦଳରେ ସାମିଲ କରିଛି। ସନରାଇଜର୍ସ ଲିଡ୍ସ ଭାରତୀୟ କମ୍ପାନୀ ସନ ଗ୍ରୁପର ମାଲିକ, ଯାହା ଆଇପିଏଲରେ ସନରାଇଜର୍ସ…
ବନ୍ଧୁକ ମୁନରେ ମରଣାନ୍ତକ ଆକ୍ରମଣ କରି ଲୁଟ୍, ଫ୍ରିଜଠୁ ନେଇ ସୁନାଗହଣା…..
ରାୟଗଡ଼ା,୧୩।୩(ଆଶିଷ ରଞ୍ଜନ ପଣ୍ଡା): ବନ୍ଧୁକ ଦେଖାଇ ମାଡ ମାରିବା ସହ ସୁନା ଅଳଙ୍କାର ଓ ଆସବାବପତ୍ର ଲୁଟିନେଲେ ଲୁଟେରା । ଏମିତି ଘଟଣା ଘଟିଛି ରାୟଗଡା ସହରର ଫାୟାର୍ ଷ୍ଟେସନ୍ ନିକଟରେ ଘଟିଛି । ଦୁର୍ବୃତ୍ତଙ୍କ ମାଡରେ ଆହତ ହୋଇଥିବା ବ୍ୟକ୍ତି ରାୟଗଡା…
Archives


