ପରସ୍ପର ବୁଝାମଣା ଭିତରେ କଶ୍ମୀର ସମସ୍ୟାର ହେଉ ସମାଧାନ
ନୂଆଦିଲ୍ଲୀ,୧୮।୯: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରେ ପାକିସ୍ତାନ ଭାରତ ବିରୋଧୀ ବୟାନ ଦେଇ ଆସୁଛି। ଆଉ ଭାରତକୁ ଘେରିବାକୁ ଅନ୍ତରାଷ୍ଟ୍ରୀୟ ସହାୟତା ମଧ୍ୟ ମାଗୁଛି। ହେଲେ ସବୁଠାରୁ ସେ ନିରାଶ ହେଉଛି। ଜାତିସଂଘ ପରେ ଏବେ ୟୁରୋପୀୟ ସଂଘର…
ଆତଙ୍କବାଦୀ ପ୍ରବେଶ ପ୍ରତିହତ ଲାଗି ସାଗର କବଚ ସମରାଭ୍ୟାସ
ଭୋଗରାଇ,୧୮।୯(ଡି.ଏନ୍.ଏ.): ବାଲେଶ୍ୱର ଜିଲା ଭୋଗରାଇ ତାଳସାରୀ ମେରାଇନ ଥାନା ପକ୍ଷରୁ ବୁଧବାର ସାଗର କବଚ ସମରାଭ୍ୟାସ ଆରମ୍ଭ ହୋଇଛି। ଏଥିରେ ଚନ୍ଦନେଶ୍ୱର ଫାଣ୍ଡିର ଏକ ପ୍ଲାଟୁନ ପୋଲିସ ଫୋର୍ସ ସାମିଲ ହୋଇ ଆତଙ୍କବାଦୀ ପ୍ରବେଶ ପ୍ରତିହତ ପାଇଁ ସମୁଦ୍ରରେ ତଲାସି ଅଭିଯାନ…
ମଦ ନେଲା ଜୀବନ: ନିଶାରେ ସ୍ତ୍ରୀଙ୍କୁ ପିଟି ମାରିଦେଲେ ସ୍ବାମୀ
ରେମୁଣା,୧୮।୯(ଡି.ଏନ୍.ଏ.): ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ସେରଗଡ଼ ପଞ୍ଚାୟତ ୯ନଂ ଓ୍ବାର୍ଡରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ମଦ ନିଶାରେ ଜଣେ ସ୍ବାମୀ ସ୍ତ୍ରୀଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ମୃତକ ହେଲେ ବାସନ୍ତି ସିଂ(୩୦)। ଖବର ପାଇ ପୋଲିସ…
ଟ୍ୟାଙ୍କର ଧକ୍କାରେ ଛାତ୍ରୀ ମୃତ, ୨ ଗୁରୁତର
କୁଜଙ୍ଗ, ୧୮।୯(ସ୍ବ.ପ୍ର.): କଟକ-ପାରାରୀପ ରାସ୍ତାର ପଙ୍କପାଳ ଛକ କୁଜଙ୍ଗ ନିକଟରେ ବୁଧବାର ଟ୍ୟାଙ୍କର ଧକ୍କାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି। ମୃତ ଛାତ୍ରୀ ହେଲେ ପଙ୍କପାଳ ହାଇସ୍କୁଲର ନବମ ଶ୍ରେଣୀ ଛାତ୍ରୀ ତଥା ମନ୍ତ୍ରୀପଡ଼ା ନିବାସୀ…
ମା’ଙ୍କ ଚକ୍ଷୁଦାନ କଲେ ସନ୍ତାନ
ବ୍ରହ୍ମପୁର ଅଫିସ,୧୮।୯: ଗଞ୍ଜାମ ଜିଲା ବ୍ରହ୍ମପୁର ସହର ବଡ଼ବଜାର ଚନ୍ଦ୍ରମା ସାହି ନିବାସୀ ଭି.ଦମୟନ୍ତୀଙ୍କ ୯୨ବର୍ଷ ବୟସରେ ମଙ୍ଗଳବାର ପରଲୋକ ହୋଇଯାଇଛି। ମୃତ୍ୟୁ ପରେ ତାଙ୍କ ସନ୍ତାନ ଦମୟନ୍ତୀଙ୍କ ଚକ୍ଷୁଦାନ କରାଇଛନ୍ତି। ତାଙ୍କ ମୃତ୍ୟୁ ଖବର ଜାଣିବା ପରେ ଫ୍ରେଣ୍ଡସ୍ ହେଲ୍ପିଂ…
ପାରା ଦେହରେ ଉର୍ଦ୍ଦୁ କୋର୍ଡ ଓ୍ବାର୍ଡ ଦେଖି ଚିନ୍ତାରେ ଗୁଇନ୍ଦା ବିଭାଗ
ଜୟପୁର,୧୮।୯: ରାଜସ୍ଥାନ ଶ୍ରୀଗଙ୍ଗାନଗର ଜିଲା ୬୧ ଏଫ୍ ଗାଁରୁ ଆସିଥିବା ଏକ ଖବର ଏବେ ସମସ୍ତଙ୍କୁ ଚମକାଇ ଦେଇଛି। କିଛି ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ପାକିସ୍ତାନର ଏକ ପାରା ଉଡିଆସି ରାଜସ୍ଥାନର ଏକ କ୍ଷେତରେ ବିସିଥିବା ଦେଖିଥିଲେ ଚାଷୀ ଲଖବିନ୍ଦ୍ର…
୧୦ ଜିଲାର କୃଷି ଉପନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ
ଭୁବନେଶ୍ୱର,୧୮।୯(ବ୍ୟୁରୋ): ରାଜ୍ୟ କୃଷି ବିଭାଗ ପକ୍ଷରୁ ୧୦ ଜିଲାର କୃଷି ଉପନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଏଯାବତ ନକଲି କୀଟନାଶକ ପ୍ରସ୍ତୁତ କାରୀ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ କାରଣ ଦର୍ଶାଅ ନୋଟିସ ଜାରି…
ପାକିସ୍ତାନ ଖେଳାଳିଙ୍କୁ ବିରିୟାନି ମନା
କରାଚୀ,୧୮।୯: ଚଳିତ ବର୍ଷ ଇଂଲଣ୍ଡରେ ଅନୁଷ୍ଠିତ ଆଇସିସି ବିଶ୍ୱକପ୍ରେ ପାକିସ୍ତାନ ଦଳର ଖେଳାଳିଙ୍କୁ ଫିଟ୍ନେସ ପାଇଁ ବହୁ ସମାଲୋଚିତ ହେବାକୁ ପଡ଼ିଥିଲା। ଖେଳାଳିଙ୍କ ଫିଟ୍ନେସ ସୁଧାରିବା ଲାଗି ନୂଆକରି କୋଚ୍ ଓ ମୁଖ୍ୟ ଚୟନକର୍ତ୍ତା ଦାୟିତ୍ୱ ସମ୍ଭାଳିଥିବା ପୂର୍ବତନ ଅଧିନାୟକ ମିଶ୍ବା…
ଚନ୍ଦ୍ରରେ ହେବ ରାତି: ବିକ୍ରମ ଲ୍ୟାଣ୍ଡର ସହ ଆଉ ହୋଇ ନ ପାରେ ସମ୍ପର୍କ
ନୂଆଦିଲ୍ଲୀ,୧୮।୯: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଏବେ ଚନ୍ଦ୍ରଯାନ-୨ର ବିକ୍ରମ ଲ୍ୟାଣ୍ଡର ସହ ସମ୍ପର୍କ କରିବାକୁ ଚେଷ୍ଟା କରୁଛନ୍ତି। ହେଲେ ଏବେ ଏହି ଆଶା କ୍ଷୀଣ ହୋଇ ଯାଇଥିବା ସୂଚନା ଦେଇଛି ଇସ୍ରୋ। ଏକ ଟୁଇଟ୍ କରି ଇସ୍ରୋ ପକ୍ଷରୁ ସୂଚନା…
ଚର୍ଚ୍ଚାରେ ଅଲିନା: ଦିଶୁଛନ୍ତି କଟ୍ରିନାଙ୍କ ନକଲ
ମୁମ୍ବାଇ: ଚର୍ଚ୍ଚାରେ ଟିକ୍ ଟକ୍ ସେନ୍ସେଶନ୍ ତଥା ଫ୍ୟାଶନ୍ ବ୍ଲଗର ଅଲିନା ରାୟ। ସେ ବଲିଉଡ୍ ଅଭିନେତ୍ରୀ କଟ୍ରିନା କୈଫ୍ଙ୍କ ଅବିକଳ ନକଲ ଦିଶୁଥିବା କୁହାଯାଉଛି। କହିବା ଅନେକାଂଶରେ ଠିକ୍ ମଧ୍ୟ। କାରଣ ଅଲିନାଙ୍କୁ ଯେ କେହି ହଠାତ୍ ଦେଖିଲେ କଟ୍ରିନା…
ଜନଶୁଣାଣିରେ ବ୍ୟାଡ଼ମିଣ୍ଟନ ଖେଳାଳି ପି.ବି.ସିନ୍ଧୁଙ୍କୁ ବିବାହ କରିବାକୁ ଜିଦ୍ ଧରିଲେ ବୃଦ୍ଧ: ନମାନିଲେ ଅପହରଣ କରିବାକୁ ଦେଲେ ଧମକ
ରାମନାଥପୁରମ୍,୧୮।୯: ତାମିଲନାଡୁରେ ଏକ ଜନଶୁଣାଣିରେ ଘଟିଛି ଅଭାବନୀୟ ଘଟଣା। ଏଠାରେ ଜଣେ ୭୦ ବର୍ଷ ବୟସ୍କ ବୃଦ୍ଧ ମଲାୟସାମୀ ନିଜ ଫଟୋ ସହିତ ସ୍ବର୍ଣ୍ଣ ପଦକ ବିଜେତା ବ୍ୟାଡ଼ମିଣ୍ଟନ ଖେଳାଳି ପି.ବି.ସିନ୍ଧୁଙ୍କ ଫଟୋ ଧରି ବିବାହ ଲାଗି ସ୍ବୀକୃତି ଦେବାକୁ ଜିଲାପାଳଙ୍କ…
ଫିଲ୍ମରୁ ଦୂରେଇ ବି କପୁର ପରିବାରର ଏହି ଝିଅ ଆଜି କୋଟିପତି
କପୁର ପରିବାରର ଝିଅ ଅଭିନୟ କ୍ଷେତ୍ରରେ ବଲିଉଡ୍ରେ ବେଶ୍ ନାଁ କରିଥିବା ସମସ୍ତଙ୍କୁ ଋଣା ଅଧିକ ଜଣା। କରିସ୍ମା ହୁଅନ୍ତୁ କି କରୀନା। ଏହି ଦୁଇଜଣ ଇଣ୍ଡଷ୍ଟ୍ରିର ଟପ୍ ହିରୋଇନ୍ଙ୍କ ଲିଷ୍ଟରେ ରହିଛନ୍ତି। ଋଷି କପୁର ଏବଂ ନୀତୁ କପୁରଙ୍କ ଝିଅ…

