୫ ମାସ ହେଲା ମିଳୁନି ଭତ୍ତା ଟଙ୍କା
ଛତ୍ରପୁର,୨୭ା୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲୀ ପଞ୍ଚାୟତର ହିତାଧିକାରୀମାନଙ୍କୁ ୫ ମାସ ହେଲା ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ମିଳୁନି। ଏନେଇ ହିତାଧିକାରୀମାନଙ୍କ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ ବାରମ୍ବାର ଛତ୍ରପୁର ବ୍ଲକ ପ୍ରଶାସନଠାରୁ ଆରମ୍ଭ କରି…
‘ପଞ୍ଜାବୀ କ୍ୟାଟ୍ରିନା’ରୁ ଦେଶର ସ୍ପନ୍ଦନ ପାଲଟିଛନ୍ତି ଏହି ଅଭିନେତ୍ରୀ
ମୁମ୍ବାଇ: ପ୍ରଶଂସକଙ୍କ ହୃଦୟର ସ୍ପନ୍ଦନ ପାଲଟିଥିବା ଶେହନାଜ ଗିଲ୍ଙ୍କ ଆଜି ହେଉଛି ଜନ୍ମଦିନ। ଜାନୁୟାରୀ ୨୭ରେ ୨୯ ବର୍ଷ ତଳେ ଜନ୍ମ ହୋଇଥିଲେ ଶେହନାଜ। ଆଜିର ଏହି ସ୍ବତନ୍ତ୍ର ଦିନରେ ପ୍ରଶଂସକମାନେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କ ବିଷୟରେ ଜାଣନ୍ତୁ…
ଭାଜପା ହାତ ଧରିଲେ କିଶୋର ଉପାଧ୍ୟାୟ
ଡେରାଡୁନ,୨୭ ।୧: ଉତ୍ତରାଖଣ୍ଡର ପୂର୍ବତନ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ର ଯୋଗ ଦେଇଛନ୍ତି । ଏହି ସମୟରେ ସେ ଗଣମାଧ୍ୟମକୁ କହିଛନ୍ତି ଉତ୍ତରାଖଣ୍ଡକୁ ଆଗକୁ ନେଇ ଯିବାକୁ ସେ ଭାଜପାରେ ଯୋଗ ଦେଇଛନ୍ତି ।…
ବିବାହ ବନ୍ଧନରେ ଆବଦ୍ଧ ହେଲେ ମୌନୀ
ବଲିଉଡ୍ ଅଭିନେତ୍ରୀ ମୌନୀ ରୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ତାଙ୍କ ପ୍ରେମିକ ସୁରଜ ନାମ୍ବିଆର୍ଙ୍କୁ ବିବାହ କରିଛନ୍ତି। ବିବାହର ପ୍ରଥମ ଫଟୋ ଭାଇରାଲ ହୋଇଛି। ଦୁହେଁ ଗୋଆରେ ମାଲାୟାଲୀ ଏବଂ ବଙ୍ଗାଳୀ ରୀତିନୀତି ସହିତ ସାତ ଫେରା ନେଇଥିଲେ।…
ଆଜି ନାମାଙ୍କନପତ୍ର ଦାଖଲ କରିବେ ଉତ୍ପଳ ପାରିକର
ଗୋଆ,୨୭।୧: ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକର ଚଳିତ ବର୍ଷ ଗୋଆ ବିଧାନସଭା ନିର୍ବାଚନ ପାଇଁ ସ୍ବାଧୀନ ପ୍ରାର୍ଥୀ ଭାବରେ ପାଣାଜୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଆଜି ନାମାଙ୍କନପତ୍ର ଦାଖଲ କରିବେ। ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ…
ନିଯୁକ୍ତି ଦାବିରେ ସ୍ଥାନୀୟ ଯୁବକଙ୍କ ଧାରଣା
ପାଟଣା,୨୭ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କ୍ଷୀରେଇ ଟାଙ୍ଗିରି ଦେଇ ଯାଇଥିବା ୪୯ ନମ୍ବର ମୁମ୍ବାଇ-କୋଲକାତା ଜାତୀୟ ରାଜପଥର ଖିରେଇଟାଙ୍ଗିରି ଟୋଲଗେଟ୍ ସମ୍ମୁଖରେ ଗୁରୁବାର ସ୍ଥାନୀୟ ଯୁବକ ଧାରଣା ଦେଇଛନ୍ତି । କିଛି ସମୟ ପାଇଁ ଉତ୍ତ୍ୟକ୍ତ ଯୁବକ ରାସ୍ତା ଅବରୋଧ…
୩୩ ବର୍ଷ ହେଲାଣି, କିଛି ଏଭଳି କହି କୋହଲିଙ୍କୁ ପରାମର୍ଶ ଦେଲେ ଶାସ୍ତ୍ରୀ
ନୂଆଦିଲ୍ଲୀ,୨୭।୧: ବର୍ତ୍ତମାନ ନିଜ କ୍ୟାରିୟରର ସବୁଠାରୁ ଖରାପ ସମୟ ଦେଇ ଗତି କରୁଛନ୍ତି ବିରାଟ କୋହଲି। ଗୋଟିଏ ପଟେ କ୍ରିକେଟର କୌଣସି ଫର୍ମାଟରେ ଭାରତୀୟ ଦଳର ଅଧିନାୟକ ନ ଥିବା ବେଳେ ଗତ ଦୁଇ ବର୍ଷ ଧରି ସେ ଗୋଟିଏ ବି…
ସବୁଠୁ ବଡ଼ ଗାଲ ଥିବା ମଡେଲ, ବିଶ୍ୱରେ ଚର୍ଚ୍ଚିତ
କେଉଁ ମଡେଲ ପତଳା ଅଣ୍ଟାକୁ ନେଇ ପ୍ରସିଦ୍ଧ ତ ଆଉ କିଏ ନିଜ କେଶ, ନଖକୁ ନେଇ ପ୍ରସିଦ୍ଧ। ସେମିତି ଜଣେ ମଡେଲ ତାଙ୍କ ଗାଲକୁ ନେଇ ଖୁବ୍ ଚର୍ଚ୍ଚାରେ। ଏହି ଚର୍ଚ୍ଚିତ ମଡେଲଙ୍କ ନା ଆନାସ୍ତାସିଆ ପୋକ୍ରେଶଚୁକ। ସେ ତାଙ୍କ…
ରାଜ୍ୟରେ ପିକ୍ ଛୁଇଁ ସାରିଛି ସଂକ୍ରମଣ!
ଭୁବନେଶ୍ବର,୨୭।୧(ବ୍ୟୁରୋ): କୋଭିଡ୍ ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି,ରାଜ୍ୟରେ କରୋନା ସଂକ୍ରମଣ ପିକ ଛୁଇଁ ସାରିଥିବା ଜଣାପଡୁଛି। ଦୈନିକ ସଂକ୍ରମଣ ମଧ୍ୟ କମୁଛି। ରାଜ୍ୟରେ ଏବେ ସଂକ୍ରମଣ ତଳମୁହାଁ ରହିଛି । ପ୍ରତ୍ୟେକ…
ସଲମାନଙ୍କ ଗୋଟିଏ ପରାମର୍ଶ ବଦଳାଇ ଦେଇଥିଲା ଏହି ଅଭିନେତାଙ୍କ କ୍ୟାରିୟର
ବଲିଉଡ ଅଭିନେତା ବବି ଦେଓଲ ଆଜି ୫୩ ବର୍ଷରେ ପଦାର୍ପଣ କରିଛନ୍ତି। ବବି ‘ବରସାତ୍’ ଫିଲ୍ମ ଜରିଆରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ଏହାପୂର୍ବରୁ ସେ ଧର୍ମବୀର ଫିଲ୍ମରେ ଶିଶୁ କଳାକାର ଭାବରେ ମଧ୍ୟ ନଜର ଆସିଥିଲେ। ବବି ତାଙ୍କର ପ୍ରଥମ…
ଆଜି ହାତକୁ ଦି’ହାତ ହେବେ ମୌନୀ
ମୁମ୍ବାଇ: ବିବାହ ବନ୍ଦନରେ ବାନ୍ଧି ହେବାକୁ ଯାଉଛନ୍ତି ବଲିଉଡ୍ ଅଭିନେତ୍ରୀ ମୌନୀ ରୟ। ତାଙ୍କ ପ୍ରେମିକା ସୁରଜ ନାମ୍ବିଆରଙ୍କ ସହ ଆଜି ସମସ୍ତ ରୀତିନୀତି ଅନୁଯାୟୀ ବିବାହ କରିବେ। ଏହା ପୂର୍ବରୁ ବୁଧବାର ହଳଦୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନେକ…
ଶାସ୍ତ୍ରୀ ବହୁତ ବଡ଼ କଥା କହିଦେଲେ, ଭାରତୀୟ ଭାବେ ଆମେ ଗର୍ବ କରିଥାନ୍ତୁ: ହରଭଜନ
ନୂଆଦିଲ୍ଲୀ,୨୭।୧: ଭାରତୀୟ କ୍ରିକେଟ ଟିମ୍ର ପୂର୍ବ କୋଚ୍ ରବି ଶାସ୍ତ୍ରୀ ନିକଟରେ ବିରାଟ କୋହଲିଙ୍କୁ ନେଇ ବଡ଼ ବୟାନ ଦେଇଥିଲେ। ଏହାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। ଏହାକୁ ନେଇ ପୂବତନ ଭାରତୀୟ ସ୍ପିନର ହରଭଜନ ସିଂହ ପ୍ରତିକ୍ରିୟା ରଖି…
Archives


