Home Left

ନିର୍ବାଚନରେ ଡ୍ରୋନ୍‌ ବ୍ୟବହାର କରାଯିବ: ଡିଜିପି

ମାଲକାନଗିରି,୧୧।୨(ଡି.ଏନ୍‌.ଏ.): ମାଲକାନଗିରି ସ୍ବାଭିମାନ ଅଞ୍ଚଳରେ ନିର୍ବାଚନରେ ଆବଶ୍ୟକ ହେଲେ ହେଲିକପ୍ଟର ଏବଂ ଡ୍ରୋନ୍‌ ବ୍ୟବହାର କରାଯିବ। ଏ ନେଇ ଡିଜିପି ସୁନୀଲ ବଂଶଲ ସୂଚନା ଦେଇଛନ୍ତି। ସୂଚନାନୁସାରେ, ଆଜି କୋରାପୁଟ ଗସ୍ତରେ ଆସିଥିଲେ ପୋଲିସ ଡିଜି ସୁନୀଲ ବଂଶଲ। ଜିଲାରେ ମାଓବାଦୀ…

ଅତିଥି ଅଧ୍ୟାପକରେ ଚାଲିଛି ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ,୧୧।୨: କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ମୋଟ ୧୫୪ ପଦବୀରୁ ୧୩୭ ପଦବୀ ଖାଲି ପଡ଼ିଛି। ଏହାକୁ ନେଇ ବିଜେଡି ଏମ୍‌ପି ସୁଜିତ କୁମାର ରାଜ୍ୟ ସଭାରେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହି ପଦବୀଗୁଡ଼ିକୁ ତୁରନ୍ତ ପୂରଣ କରିବା ଦିଗରେ କେନ୍ଦ୍ର…

ଏୟାରଟେଲ୍‌ ସେବା ଠପ୍‌

ନୂଆଦିଲ୍ଲୀ,୧୧।୨:ଦିଲ୍ଲୀ, ଜୟପୁର, କୋଲକାତା ଭଳି ଦେଶର ଅନେକ ସହରରେ ଏୟାରଟେଲ ସେବା ଠପ୍‌ ହୋଇଯାଇଛି। ଏୟାରଟେଲ ଟୁଇଟ କରି କହିଛି ଯେ, ଆମର ଇଣ୍ଟରନେଟ ସେବା ସାମୟିକ ଭାବରେ ବାଧାପ୍ରାପ୍ତ ହୋଇଛି ଏବଂ ଆପଣଙ୍କୁ ହୋଇଥିବା ଅସୁବିଧା ପାଇଁ ଆମେ ଗଭୀର…

‘ମଇଁଷି ଚୋରି କରି ଜେଲ୍‌ରେ, ମଣିଷ ମାରି ବାହାରେ’

ଲକ୍ଷ୍ନୌ,୧୧।୨:ସମାଜବାଦୀ ପାର୍ଟିର ସଭାପତି ଅଖିଳେଶ ଯାଦବ ଶୁକ୍ରବାର ନିର୍ବାଚନୀ ପ୍ରଚାର ପାଇଁ ରାମପୁରରେ ପହଞ୍ଚିଥିଲେ। ଶାହାବାଦରେ ଦଳୀୟ ପ୍ରାର୍ଥୀ ବିଜୟ ସିଂଙ୍କ ପାଇଁ ଆୟୋଜିତ ଏକ ନିର୍ବାଚନୀ ସଭାରେ ଅଖିଳେଶ ଏବେ ଜେଲ୍‌ରେ ବନ୍ଦ ଥିବା ଦଳର ବରିଷ୍ଠ ନେତା ଆଜମ…

ପ୍ରାର୍ଥୀଙ୍କୁ ହତ୍ୟା ଧମକ, ଚିରିଲେ ବ୍ୟାନର

ପାଟଣାଗଡ଼,୧୧ା୨(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ଭଇଁଷାଠାରେ ସମିତି ସଭ୍ୟ ପ୍ରାର୍ଥିନୀ ଭାନୁପ୍ରିୟା ନାଏକଙ୍କୁ ପ୍ରଚାର ବେଳେ କେତେକ ବ୍ୟକ୍ତି ଗାଳିଗୁଲଜ କରିଥିବା ଧମକ ଦେଇଥିବା ଅଭିଯୋଗ ହୋଇଛି। ଏ ନେଇ ଭାନୁପ୍ରିୟା ପାଟଣାଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ,…

୩ ପରିବର୍ତ୍ତନ ସହ ଓହ୍ଲାଇଲା ଟିମ୍‌ ଇଣ୍ଡିଆ

ଅହମ୍ମଦାବାଦ୍‌,୧୧।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତିମ ତଥା ତୃତୀୟ ଦିନିକିଆ ମ୍ୟାଚ୍‌ ଲାଗି ୩ ପରିବର୍ତ୍ତନ ସହ ଓହ୍ଲାଇଛି ଭାରତୀୟ ଦଳ। ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଗତ ମ୍ୟାଚ୍‌ରେ ଖେଳିଥିବା ଲୋକେଶ…

‘ନେହରୁ ଚାହିଁଥିଲେ ୧୯୪୭ରେ ଗୋଆ ଘଣ୍ଟାକ ମଧ୍ୟରେ ସ୍ବାଧୀନତା ପାଇଥାନ୍ତା’

ପାଣାଜୀ,୧୧।୨: ୧୯୪୭ରେ ଭାରତ ସ୍ବାଧୀନତା ହାସଲ କଲା ବେଳେ ପଣ୍ଡିତ ଜଓ୍ବାହରଲାଲ ନେହରୁ ଚାହିଁଥିଲେ, ଗୋଆ କିଛି ଘଣ୍ଟା ମଧ୍ୟରେ ସ୍ବାଧୀନ ହୋଇଥାନ୍ତା। କିନ୍ତୁ ପର୍ତ୍ତୁଗୀଜ ଶାସନରୁ ଏହି ରାଜ୍ୟକୁ ମୁକ୍ତ ହେବା ପାଇଁ ୧୫ ବର୍ଷ ଲାଗିଥିଲା। ଏଭଳି କହି…

ବଡ ପରଦାରେ ଆସିବାକୁ ଯାଉଛି ରଣବୀରଙ୍କ ଏହି ଫିଲ୍ମ

ବଲିଉଡ୍‌ ଅଭିନେତା ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ଶ୍ୟାମଶେରାର ରିଲିଜ୍‌ ତାରିଖ ଘୋଷଣା ହୋଇଯାଇଛି। ଫିଲ୍ମଟି ଜୁଲାଇ ୨୨ରେ ବଡ ପରଦାକୁ ଆସିବାକୁ ଯାଉଛି। ବହୁ ଦିନର ବ୍ୟବଧାନ ପରେ ରଣବୀରଙ୍କୁ ଦେଖିବାକୁ ପାଇବେ ଦର୍ଶକ। ଫିଲ୍ମକୁ କରଣ ମାଲହୋତ୍ରା ନିର୍ଦ୍ଦେଶନା…

ରଣବୀରଙ୍କୁ ବିବାହ କରିସାରିଛନ୍ତି ଆଲିଆ!

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ନିଜ ଫିଲ୍ମ ଗଙ୍ଗୁବାଇ କାଠିଆଓ୍ବାଡିକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଇତିମଧ୍ୟରେ ନିଜ ପ୍ରେମିକ ତଥା ବଲିଉଡ୍‌ ରଣବୀର କପୁରଙ୍କୁ ନେଇ ଦେଇଥିବା ବୟାନ ଯୋଗୁ ପୁଣିଥରେ ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଆଲିଆଙ୍କ…

ସାହାଯ୍ୟ ମାଗୁଛନ୍ତି ତେଲଙ୍ଗାନାରେ ଫଶିଥିବା ୩୪ ଦାଦନ ଶ୍ରମିକ

ନୂଆପଡ଼ା ଅଫିସ,୧୧।୨: ନୂଆପଡ଼ା ଜିଲାର ଦାଦନ ଶ୍ରମିକମାନେ ବାହାର ରାଜ୍ୟକୁ କାମ କରିବାକୁ ଯାଇ ସେଠାରେ ମାଲିକମାନଙ୍କ ଦ୍ୱାରା ନିର୍ଯାତିତ ହେଉଥିବା ଘଟଣା ବାରମ୍ବାର ସାମ୍‌ନାକୁ ଆସୁଛି। ଗତ ମାସ ୨୫ ତାରିଖରେ କୋମନା ବ୍ଲକର ବିଭିନ୍ନ ଗାଁର ୬୫ଜଣ ଦାଦନ…

ଭାରତର ବିଶ୍ୱ ଚାମ୍ପିଅନ୍‌ କରାଇଥିବା ୟଶ୍‌ ଧୁଲ୍‌ଙ୍କ ଆଗାମୀ ଲକ୍ଷ୍ୟ କ’ଣ ଜାଣନ୍ତି

ନୂଆଦିଲ୍ଲୀ,୧୧।୨: ୱେଷ୍ଟଇଣ୍ଡିଜରେ ଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି ଅଣ୍ଡର -୧୯ କ୍ରିକେଟ ବିଶ୍ୱକପ ଜିତିଥିବା ଅଧିନାୟକ ୟଶ ଧୁଲ ନିଜର ଲକ୍ଷ୍ୟ ସ୍ଥିର କରିଛନ୍ତି। ସେ କହିଛନ୍ତି, ଆସନ୍ତା ୧୮ ମାସ ମଧ୍ୟରେ ସେ ଭାରତ ପାଇଁ ଖେଳି ଜର୍ସି ପାଇବାକୁ…

ହିଜାବ ସପକ୍ଷରେ ବାହାରିଲେ ଷ୍ଟାର ଫୁଟ୍‌ବଲର ପୋଗବା

ନୂଆଦିଲ୍ଲୀ,୧୧।୨: କର୍ନାଟକର ଏକ ଉଡୁପି ଜିଲାର ସରକାରୀ କଲେଜର ଛାତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ହିଜାବ ବିବାଦ ଏବେ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚିଛି। ଏହି ଆନ୍ଦୋଳନର ସମର୍ଥନରେ ବାହାରିଛନ୍ତି ମାଞ୍ଚେଷ୍ଟର ୟୁନାଇଟେଡ୍‌ ଫୁଟ୍‌ବଲର ପଲ ପୋଗବା। ସେ ଇନ୍‌ଷ୍ଟାଗ୍ରାମରେ ଏକ ଷ୍ଟୋରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri