ବଡ଼ ସଡ଼କ ଦୁର୍ଘଟଣା: ୪ ପୋଲିସକର୍ମୀଙ୍କ ସମେତ ଚାଲିଗଲା ୫ ଜୀବନ
ଜୟପୁର,୧୫।୨: ରାଜସ୍ଥାନର ଜୟପୁର ଜିଲାର କୋଟପୁଟଲି ଅଞ୍ଚଳରେ ସୋମବାର ବିଳମ୍ବିତରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଥିବା ଭାବରୁ ପୋଲିସ ଷ୍ଟେଶନ ପରିସରରେ ଥିବା ଏକ ଡିଭାଇଡର୍ ଉପରେ ଏକ ଫର୍ଚୁନର୍ କାର୍ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ…
୭୧୭ ବୁଥ୍ରେ ୨ଲକ୍ଷ ୨୦ ହଜାର ଭୋଟର କରିବେ ମତଦାନ
ଜୁନାଗଡ/ଗୋଲାମୁଣ୍ଡା,୧୫।୨(ଡି.ଏନ.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଆସନ୍ତା ୧୬ ତାରିଖରୁ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଏହିକ୍ରମରେ କଳାହାଣ୍ଡି ଜିଲାର ପ୍ରଥମ ପର୍ଯ୍ୟାୟରେ ଜୁନାଗଡ ନିର୍ବାଚନ ମଣ୍ଡଳୀରେ ମତଦାନ ହେବାକୁ ଯାଉଛି। ଜୁନାଗଡ ନିର୍ବାଚନମଣ୍ଡଳୀରେ ଜୁନାଗଡ ଓ ଗୋଲାମୁଣ୍ଡା ବ୍ଲକ…
୯ ଆସନ ପାଇଁ ଚାଲିଛି ଅଙ୍କକଷା
ଝାରସୁଗୁଡ଼ା ଅଫିସ,୧୫ା୨: ଝାରସୁଗୁଡ଼ା ଜିଲାରେ ୯ ଜିଲା ପରିଷଦ ଆସନ ରହିଥିବା ବେଳେ ବିଭିନ୍ନ ରାଜନୈତିକ ଦଳରୁ ସମୁଦାୟ ୩୩ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ଜିଲାରେ ୧୬ ଓ ୧୮ ତାରିଖ ୨ଟି ପର୍ଯ୍ୟାୟରେ ମତଦାନ ହେବ। ପ୍ରଥମ ପର୍ଯ୍ୟୟ ମତଦାନ…
ଯନ୍ତ୍ରଣା ବଖାଣିଲେ ଡ୍ରାମା କୁଇନ୍
ଅଭିନେତ୍ରୀ ରାଖୀ ସାୱନ୍ତ ତାଙ୍କ ସ୍ବାମୀ ରିତେଶଙ୍କଠାରୁ ଅଲଗା ହୋଇଛନ୍ତି। ସେମାନେ ସେମାନଙ୍କର ତିନି ବର୍ଷର ବିବାହକୁ ଭାଙ୍ଗି ଦେଇଛନ୍ତି। ଭାଲେଣ୍ଟାଇନ୍ସ ଡେ’ର ଗୋଟିଏ ଦିନ ପୂର୍ବରୁ ରବିବାର ଦିନ ରାଖୀ ରିତେଶଙ୍କଠାରୁ ଅଲଗା ହେବାର ଘୋଷଣା କରିଥିଲେ। ବିବାହ ଭାଙ୍ଗିବାପରେ…
ଭୁବନେଶ୍ୱରରେ ରହିଛି କୋଟି କୋଟି ଟଙ୍କାର ସମ୍ପତ୍ତି
ସମ୍ବଲପୁର,୧୪ା୨(ବ୍ୟୁରୋ): ସମ୍ବଲପୁର ଗ୍ରୀନ୍ପାର୍କ ରେସିଡେନ୍ସିରେ ରହୁଥିବା ବିଦ୍ୟୁତ୍ ବିଭାଗର ମୁଖ୍ୟଯନ୍ତ୍ରୀ ସୁନୀଲ କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରି ୩ କୋଟି ୩୯ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ…
ଭାଜପା ବିଧାୟକଙ୍କ ଧମକ: ଯେଉଁ ଲୋକ ଭାଜପା ଭୋଟ ଦେଉନାହାନ୍ତି, ତାଙ୍କର ହେବ ଏମିତି ଅବସ୍ଥା
ହାଇଦ୍ରାବାଦ୍,୧୫।୨: ଉତ୍ତର ପ୍ରଦେଶରେ ଦୁଇଟି ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଏବେ ସମସ୍ତ ତୃତୀୟ ପର୍ଯ୍ୟାୟ ଭୋଟିଂ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହାପୂର୍ବରୁ ଜଣେ ଭାଜପା ବିଧାୟକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛି। ହାଇଦ୍ରାବାଦର ଗୋଶାମହାଲ ବିଧାନସଭାର ଭାଜପା…
ଆଜି ୨୨ ଜୀବନ ନେଲା କରୋନା
ଭୁବନେଶ୍ବର,୧୫।୨:ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଥମିବାର ନାଁ ନେଉନାହିଁ। ମଙ୍ଗଳବାର କରୋନା ୨୨ ଜଣଙ୍କ ଜୀବନ ନେଇଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୯୨୬କୁ ବୃଦ୍ଧି…
କମୁଛି ସଂକ୍ରମଣ
ନୂଆଦିଲ୍ଲୀ,୧୫।୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୭ ହଜାର ୪୦୯ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୩୪୭ ଜଣଙ୍କ ମୃତ୍ୟୁ ଘଟିଛି।…
ଜନ୍ମଦିନରେ ଗରମ ସାମ୍ବରରେ ପଡ଼ି ପ୍ରାଣ ହରାଇଲେ
ହାଇଦ୍ରାବାଦ୍,୧୫।୨: ଆନ୍ଧ୍ରପ୍ରଦେଶରେ ଗତ ରବିବାର ଏକ ଦୁଃଖଦ ଘଟଣା ଘଟିଛି। ଗରମ ସାମ୍ବର ରଖାଯାଇଥିବା ପାତ୍ରରେ ପଡ଼ି ପ୍ରାଣ ହରାଇଛନ୍ତି ଦୁଇ ବର୍ଷୀୟା ଝିଅ। ଏଭଳି ଘଟଣା ଆନ୍ଧ୍ର ପ୍ରଦେଶର କ୍ରିଷ୍ଣା ଜିଲାର କାଲାଗାରା ଗାଁରେ ଘଟିଛି। ଶିଶୁକନ୍ୟାଙ୍କୁ ହସ୍ପିଟାଲ ନିଆଯାଇଥିଲା…
ସରକାରଙ୍କୁ ସମର୍ଥନ କରିବାରୁ ନିଲମ୍ବିତ ହେବେ ୫ ବିଧାୟକ
ଗୁଆହାଟୀ,୧୫।୨: ମେଘାଳୟର ଭାଜପା ସମର୍ଥତ୍ତ ସରକାରରେ ଯୋଗଦେଇଥିବା ୫ କଂଗ୍ରେସ ବିଧାୟକ ଦଳରୁ ନିଲମ୍ବନ ହେବେ। ମେଘାଳୟ କଂଗ୍ରେସ ସଭାପତି ଭିନ୍ସେଣ୍ଟ ଏଚ୍. ପାଲା ସେମାନଙ୍କୁ ନିଲମ୍ବନ କରାଯିବା ଲାଗି ଏଆଇସିସିକୁ ସୁପାରିସ କରିଛନ୍ତି। ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ପଠାଯିବ…
ରାଜ୍ୟରେ ଖସୁଛି କରୋନା ଗ୍ରାଫ୍
ଭୁବନେଶ୍ବର,୧୫।୨: ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। କେବଳ ଖୋଦ୍ଧର୍ର୍ା ଜଲାକୁ ବାଦ ଦେଲେ…
ଫେସ୍ବୁକ୍ ପୋଷ୍ଟ ମାଧ୍ୟମରେ ସମ୍ଭାବ୍ୟ ଯୁଦ୍ଧ ତାରିଖ କହିଲେ ୟୁକ୍ରେନ୍ ରାଷ୍ଟ୍ରପତି
କ୍ୱିଭ୍,୧୫।୨: ୟୁକ୍ରେନ ସଙ୍କଟ ଧୀରେ ଧୀରେ ବଢିବାରେ ଲାଗିଛି। ୟୁକ୍ରେନକୁ ଘେଣିବା ପାଇଁ ରୁଷିଆ ଆକ୍ରମଣ ପାଇଁ ୧.୩୦ଲକ୍ଷ ସେନ୍ୟ ଓ ମିସାଇଲ ପ୍ରସ୍ତୁତ କରି ରଖିଛି। ଏହି ସମୟ ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କି ତାଙ୍କର ଏକ ଫେସବୁକ…
Archives


