Home Left

ପୁଣି ପରଦାକୁ ଫେରୁଛି ଏକତା କପୁରଙ୍କ ସୁପରହିଟ ସିରିଏଲ୍‌

ମୁମ୍ବାଇ: ଟିଭି ପରଦାରେ ପ୍ରସାରିତ ହେଉଥିବା ଏକତା କପୁରଙ୍କ ବେଶ୍‌ ଲୋକପ୍ରିୟ ଧାରାବାହିକ ‘କଁ୍ୟୁକି ଶାଶ କଭି ବୋହୁ ଥି’ ପୁଣି ଥରେ ପରଦାକୁ ଫେରୁଛି। ସେହି ସମୟରେ ଏକ ଦଶନ୍ଧୀ ଧରି ଘରେ ଘରେ ବେଶ୍‌ ପରିଚିତ ଓ ଲୋକପ୍ରିୟ…

ରିଲିଜ ହେଲା ‘ଗଙ୍ଗୁବାଇ କାଠିୟାୱାଡି’ର ନୂଆ ଗୀତ

ମୁମ୍ବାଇ: ‘ଗଙ୍ଗୁବାଇ କାଠିୟାୱାଡି’ମୁଭିର ଦ୍ୱିତୀୟ ଗୀତ ଜବ ସଇୟାଁ ରିଲିଜ ହୋଇଯାଇଛି । ଗୀତଟି ଶ୍ରୁତି ମଧୁର ହୋଇଥିବା ବେଳେ ‘ଢୋଲିଡା’ରେ ଗରବା କରୁଥିବା ବେଳେ ଆଲିଆ ଭଟ୍ଟ ଆଖିରେ ଆଖିରେ ପ୍ରେମର ଇସାରା କରୁଛନ୍ତି । ଏହା ରିଲିଜ୍ ହେବା…

କୋହଲିଙ୍କୁ ଦଳରୁ ବାହାର କରିଦେବେ କି? ପ୍ରଶ୍ନ ଶୁଣି ଏଭଳି କହିଲେ ରୋହିତ

ନୂଆଦିଲ୍ଲୀ,୧୫।୨: କ୍ୟାରିୟରର ସବୁଠାରୁ ଖରାପ ସମୟ ଦେଇ ଗତି କରୁଛନ୍ତି ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି। ତିନୋଟିଯାକ ଫର୍ମାଟରେ ତାଙ୍କ ପ୍ରଦର୍ଶନ ବହୁତ ଖରାପ ରହିଛି। ଏବେ କୋହଲିଙ୍କ ଫର୍ମକୁ ନେଇ ବଡ଼ ବୟାନ ଦେଇଛନ୍ତି ଅଧିନାୟକ ରୋହିତ ଶର୍ମା।…

ଗର୍ଲ ଫ୍ରେଣ୍ଡଙ୍କୁ କେବେ ବିବାହ କରିବେ ନାହିଁ ଅର୍ଜୁନ ରାମପାଲ

ମୁମ୍ବାଇ: ଅଭିନେତା ଅର୍ଜୁନ ରାମପାଲ ଏବେ ଲିଭଇନ୍ ରିଲେସନଶିପରେ ଅଛନ୍ତି । ସେ ଓ ତାଙ୍କ ଗର୍ଲ ଫ୍ରେଣ୍ଡ ଗେବ୍ରିଏଲା ଡେମୋଟ୍ରିଏଡ୍‌ସଙ୍କୁ ବଲିଉଡର ଚର୍ଚ୍ଚତ କପୁଲ ବୋଲି କୁହାଯାଇଥାଏ । ଏହି କପୁଲ ଏକ ପୁତ୍ର ସନ୍ତାନ ଏରିକଙ୍କ ଅଭିଭାବକ ଅଟନ୍ତି…

ଦଣ୍ଡାଦେଶ ଆସିବା ଯାଏ ହଟଓ୍ବାର ଜେଲ୍‌ରେ ରହିବେ ଲାଲୁ

ରାଞ୍ଚି,୧୫।୨: ଗୋଖାଦ୍ୟ ଦୁର୍ନୀତି ମାମଲା ସହ ଜଡିତ ଡୋରାଣ୍ଡା ଟ୍ରେଜେରୀରୁ ୧୩୯.୩୫କୋଟି ଟଙ୍କା ବେଆଇନ ଭାବେ ପ୍ରତ୍ୟାହାର କରାଯିବା ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମଙ୍ଗଳବାର ରାଞ୍ଚି ସ୍ଥିତ…

ଲୁଚି ଛପି ବିବାହ କଲେ ଏହି ଅଭିନେତା

ଭାଲେଣ୍ଟାଇନ୍ସ ଡେ’ରେ ବଲିଉଡ ଅଭିନେତା ବିକ୍ରାନ୍ତ ମାସେ ଗର୍ଲଫ୍ରେଣ୍ଡ ଶୀତଲ ଠାକୁରଙ୍କୁ ବିବାହ କରିଛନ୍ତି । ‘ର୍ମିଜାପୁର’ ଓ ଛପକ ଫେମ ବିକ୍ରାନ୍ତ ମାସେ ଫେବୃୟାରୀ ୧୪ରେ ଶୀତଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। କେବଳ ଉଭୟ ପରିବାରର ସଦସ୍ୟ…

ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କ ଗଳା କାଟି ହତ୍ୟା କଲେ ମାଓବାଦୀ

ଫୁଲବାଣୀ ଅଫିସ,୧୫।୨: କନ୍ଧମାଳରେ ପୁଣିି ମାଓବାଦୀଙ୍କ ହିଂସା ଦେଖିବାକୁ ମିଳିଛି। ମଙ୍ଗଳବାର ମାଓବାଦୀ ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କ ଗଳା କାଟି ହତ୍ୟା କରିଛନ୍ତି। ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଭଣ୍ଡରଙ୍ଗି ପଞ୍ଚାୟତ ଗୁମି ଗ୍ରାମରେ ଏହି ଘଟଣା ଘଟିଛି।…

ଆସନ୍ତାକାଲି ରାଜ୍ୟରେ ଖୋଲିବ ଅଙ୍ଗନଓ୍ବାଡି-ପ୍ରାଥମିକ ସ୍କୁଲ

କୋଲକାତା,୧୫।୨: ଦେଶରେ କରୋନା ମାମଲା ହ୍ରାସ ପାଇବା ପରେ ଅନେକ ରାଜ୍ୟରେ ସ୍କୁଲ ଖୋଲିବା ଏବେ ଆରମ୍ଭ ହୋଇଛି। ପଶ୍ଚିମବଙ୍ଗରେ ମଧ୍ୟ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖୋଲିବାକୁ ରାଜ୍ୟସରକାର ନିଷ୍ପତ୍ତି ନେଇଛନ୍ତି। ଫେବୃଆରୀ ୧୬ରୁ ରାଜ୍ୟରେ ପୁଣିଥରେ…

ନିର୍ଦ୍ୱନ୍ଦ୍ୱ ସମିତିସଭ୍ୟାଙ୍କ ଅପହରଣ ମାମଲାରେ ନୂଆ ମୋଡ଼

ଗଞ୍ଜାମ,୧୫।୨: ଗଞ୍ଜାମ ବ୍ଲକ ସୁବଳୟା ପଞ୍ଚାୟତର ନିର୍ଦ୍ୱନ୍ଦ୍ୱ ସମିତି ସଭ୍ୟା ମାମି ଦାସଙ୍କୁ ଅପହରଣ ମାମଲା ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି । ଏ ନେଇ ପଞ୍ଚାୟତବାସୀ ମେଳି ବାନ୍ଧିଛନ୍ତି। ପଞ୍ଚାୟତବାସୀ ବୈଠକ କରି ଅପହରଣକାରୀଙ୍କ ବିରୋଧରେ ଦୃଢ଼…

ଧରାପଡ଼ିଲେ କୋଟିପତି ପୋଲିସବାବୁ: ଚଢୁଥିଲେ ବିଏମ୍‌ଡବ୍ଲୁ; ଚାକିରିରେ ଥାଇ ୩ ବ୍ୟବସାୟ

ଭୁବନେଶ୍ୱର,୧୫।୨(ବ୍ୟୁରୋ): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କୋଟିପତି ପୋଲିସ ବାବୁ। ମଙ୍ଗଳବାର ଏକକାଳୀନ ୧୧ଟି ସ୍ଥାନରେ ଚଢ଼ାଉ କରାଯିବା ପରେ ଫିଟିବାରେ ଲାଗିଛି ସମ୍ପତ୍ତି ତାଲିକା। ଘରୁ ନଗଦ ଟଙ୍କା ସହ ଜବତ ହୋଇଛି ଅନେକ ଦାମୀ କାର୍‌, ବାଇକ୍‌। ସରକାରୀ ଚାକିରିରେ…

ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କୋଭିଡ୍‌ ପଜିଟିଭ୍‌

ଭୋପାଳ,୧୫।୨: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କୋଭିଡ୍‌ ପଜିଟିଭ୍‌ ହୋଇଛନ୍ତି। ଏ ନେଇ ସେ ନିଜେ ଆଜି କରେନାରେ ଆକ୍ରାନ୍ତ ଥିବା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ମୁଁ ମୋର କୋଭିଡ୍‌ ପରୀକ୍ଷା କରିଛି। ଯେଉଁଥିରେ ମୋର…

ଭାଲେଣ୍ଟାଇନ୍ସ ଡେ’ରେ ସ୍ବାମୀଙ୍କୁ ଲିଭର ଉପହାର ଦେଲେ ପତ୍ନୀ

ଥିରୁଭାନନ୍ତପୁରମ,୧୫।୨: ପ୍ରେମର ପ୍ରତୀକ ଭାବେ ଭାଲେଣ୍ଟାଇନ୍ସ ଡେ’କୁ ଜଣାଯାଏ। ପ୍ରେମୀଯୁଗଳମାନେ ଏହି ଦିନକୁ ବେଶ୍‌ ଉଲ୍ଲାସ ସହ ପାଳନ କରିବା ସହ ନିଜର ମନର ଭାବନାକୁ ପରିପ୍ରକାଶ କରିଥାନ୍ତି। କିଏ ଗିଫ୍ଟ ତ ଆଉ କିଏ ଫୁଲ ଦେଇ ନିଜର ପ୍ରେମର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri