ଭାରତୀୟ ଟିମ୍କୁ ଫେରିଲେ ଏହି ଘାତକ ଅଲରାଉଣ୍ଡର
ନୂଆଦିଲ୍ଲୀ,୧୮।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଏବେ ଟି-୨୦ ସିରିଜ ଖେଳୁଛି ଭାରତ। ଏହାପରେ ଶ୍ରୀଲଙ୍କା ବିପକ୍ଷରେ ଟି ୨୦ ଏବଂ ଟେଷ୍ଟ ସିରିଜ ଖେଳିବ ଦଳ। ଅଧିନାୟକ ଭାବେ ରୋହିତ ଶର୍ମା ନେତୃତ୍ୱ ନେବା ପରଠାରୁ ଦଳ ଭଲ ପ୍ରଦର୍ଶନ କରୁଥିବା ଦେଖାଯାଉଛି।…
ସଭାରେ ପୁଅଙ୍କ ନାଁ ଭୁଲିଗଲେ
କରହଲ,୧୮।୨: ଏବେ ସମସ୍ତ ନଜର ଉତ୍ତରପ୍ରଦେଶର କରହଲ ବିଧାନସଭା ଆସନ ଉପରେ। ଏହି ଆସନରୁ ସମାଜବାଦୀ ପାର୍ଟି (ସପା) ନେତା ଅଖିଳେଶ ଯାଦବ ନିର୍ବାଚନ ଲଢୁଛନ୍ତି। ଏନେଇ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଗୁରୁବାର କରହଲରେ ନିର୍ବାଚନ ପ୍ରଚାର…
ୟୁକ୍ରେନ ସହ ଉତ୍ତେଜନା ମଧ୍ୟରେ ମିସାଇଲ୍ ଡ୍ରିଲ କରିବ ରୁଷିଆ
ମସ୍କୋ, ୧୮।୨: ଗତ କିଛି ଦିନରୁ ୟୁକ୍ରେନ ଓ ରୁଷ ମଧ୍ୟରେ ଉତ୍ତେଜନା ଲାଗିରହିଛି। ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିପାରେ ବୋଲି ପ୍ରାୟ ସମୟରେ ଆମେରିକା ଦାବି କରିଆସୁଛି। କିନ୍ତୁ ରୁଷ ଏହାକୁ ଖଣ୍ଡନ କରିଆସୁଛି। ତେବେ ଏହି ଯୁଦ୍ଧ…
ଆର୍ସିବିର ନୂଆ ଅଧିନାୟକ ହେବେ ଏହି କ୍ରିକେଟର ! କିଛି ଏଭଳି…
ନୂଆଦିଲ୍ଲୀ,୧୮।୨: ଖୁବ୍ଶୀଘ୍ର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)ର ନୂତନ ଅଧିନାୟକଙ୍କୁ ନେଇ ଘୋଷଣା ହେବ। ଗତବର୍ଷ ବିରାଟ କୋହଲି ଦଳର ଅଧିନାୟକତ୍ୱ ଛାଡ଼ି ଦେଇଥିଲେ। ଏଣୁ ଆଇପିଏଲ୍-୨୦୨୨ରେ ଆର୍ସିବି ମଙ୍ଗ କିଏ ଧରିବ ସେନେଇ ଅନେକ କ୍ରିକେଟରଙ୍କ ନାମ ଆଲୋଚନାର ପରିସରକୁ…
ଜିଲାପରିଷଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ହେଭିୱେଟ
ଛତ୍ରପୁର,୧୮।୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍ ଧନଞ୍ଜୟ ରେଡ୍ଡୀ ୨୦ ନଂ. ଜୋନ୍ ଜିଲାପରିଷଦ ସଭ୍ୟ ପାଇଁ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ନିର୍ବାଚନ ପ୍ରଚାରରେ ହେଭିୱେଟ ନେତା ସାମିଲ ହୋଇଛନ୍ତି । ପୂର୍ବତନ ଉପବାଚସ୍ପତି ରାମ ଚନ୍ଦ୍ର…
ସଲମାନଙ୍କ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ ରାକ୍ଷୀ!
ମୁମ୍ବାଇ: ବଲିଉଡ ଡ୍ରାମା କୁଇନ ରାକ୍ଷୀ ସାୱନ୍ତଙ୍କ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓଟି ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ଶେୟାର କରାଯାଇଥିବା ବେଳେ ତାଙ୍କ ପ୍ରଶଂସକମାନେ ଏହାକୁ ବେଶ ପସନ୍ଦ କରିଛନ୍ତି । ଭିଡିଓରେ ରାକ୍ଷୀ ଜିମ…
୭୦ ମିନିଟ୍ରେ ୨୧ଟି ସ୍ଥାନରେ ହୋଇଥିଲା ବିସ୍ଫୋରଣ
ଅହମଦାବାଦ,୧୮।୨: ୨୦୦୮ରେ ଗୁଜରାଟର ଅହମଦାବାଦରେ ହୋଇଥିଲା ସିରିଏଲ ବିସ୍ଫୋରଣ। ମାତ୍ର ୭୦ ମିନିଟ୍ରେ ୨୧ଟି ସ୍ଥାନରେ ଭୟଙ୍କର ବିସ୍ଫୋରଣ ଘଟି ୫୬ଜଣ ପ୍ରାଣ ହରାଇଥିବା ବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଗୁରୁବାର ଏହି ମାମଲାର ରାୟ ପ୍ରକାଶ ପାଇଛି।…
ପୁଣି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ବରୁଣ ଗାନ୍ଧୀ
ନୂଆଦିଲ୍ଲୀ,୧୮।୨: ପ୍ରାୟ ସମୟରେ ନିଜ ଦଳ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଚର୍ଚ୍ଚାରେ ରହୁଥିବା ଭାଜପା ଏମ୍ପି ବରୁଣ ଗାନ୍ଧୀ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଶୁକ୍ରବାର ବରୁଣ ବ୍ୟାଙ୍କ ଦୁର୍ନୀତି ଏବଂ ଆର୍ଥିକ ଅପରାଧିଙ୍କୁ ନେଇ କେନ୍ଦ୍ର…
ତୃତୀୟ ପର୍ଯ୍ୟାୟ ଭୋଟ ପାଇଁ ଆଜି ଶେଷ ପ୍ରଚାର
ଲକ୍ଷ୍ନୌ,୧୮।୨: ଉତ୍ତରପ୍ରଦେଶ ବିଧାନସଭାର ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଶେଷ ପର୍ଯ୍ୟାୟରେ। ଏନେଇ ପ୍ରମୁଖ ଦଳ ନିର୍ବାଚନୀ ପ୍ରଚାରକୁ ଜୋରଦାର କରିଛନ୍ତି। ତେବେ ୨୦ରେ ତୃତୀୟ ପର୍ଯ୍ୟାୟ ଭୋଟ ଥିବାରୁ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ପ୍ରଚାର ଶେଷ ହେବ।…
ସନ୍ନି ଲିଓନ୍ଙ୍କୁ ବି ଛାଡ଼ିଲେନି: ପ୍ୟାନ୍ କାର୍ଡ ବ୍ୟବହାର କରି ନେଇଗଲେ…
ବମ୍ବେ: ଅନ୍ଲାଇନ୍ ଠକାମୀର ଶିକାର ହୋଇଛନ୍ତି ବଲିଉଡ୍ର ବୋଲ୍ଡ ଅଭିନେତ୍ରୀ ସନ୍ନି ଲିଓନ। ତାଙ୍କର ପ୍ୟାନ୍ କାର୍ଡ ବ୍ୟବହାର କରି କେହି ଋଣ ଉଠାଇଥିବା ଜାଣିବାକୁ ପାଇଛନ୍ତି ସେ। ଏଣୁ ତାଙ୍କ ସିବିଲ ସ୍କୋର ଖରାପ ହୋଇଯାଇଛି। ଟୁଇଟରରେ ଏନେଇ ସୂଚନା…
ଦୀପଙ୍କୁ ମନେପକାଇ ଏମିତି ଲେଖିଲେ ଗର୍ଲଫ୍ରେଣ୍ଡ
ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁଙ୍କର ସଡ଼କ ଦୁର୍ଘଟଣାରେ ୧୬ ଫେବୃୟାରୀରେ ମତ୍ୟୁ ହୋଇଯାଇଛି । ଦୁର୍ଘଟଣା ବେଳେ ଗାଡ଼ିରେ ତାଙ୍କ ଗର୍ଲଫ୍ରେଣ୍ଡ ରୀନା ରାୟ ମଧ୍ୟ ଥିଲେ। ତେବେ ଦୁର୍ଘଟଣାରେ ଦୀପ ସିଦ୍ଧୁଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଗର୍ଲଫ୍ରେଣ୍ଡ ଆହତ…
କଡ଼ା ସୁରକ୍ଷାରେ ଭୋଟ ଦେଲେ ମତଦାତା
ବଲାଙ୍ଗୀର ଅଫିସ, ୧୮।୨: ବଲାଙ୍ଗୀର ଜିଲାରେ ଦ୍ବିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି । ଲୋଇସିଂହା ନିର୍ବାଚନ ମଣ୍ଡଳୀ ତଥା ଆଗଲପୁର, ଲୋଇସିଂହା ଓ ପୁଇଁତଲା ବ୍ଳକ ଅନ୍ତର୍ଗତ ୭ଟି ଜିଲା ପରିଷଦ ଜୋନ, ୬୫ ପଞ୍ଚାୟତ ଓ ୮୧୦…
Archives


