Posted inଜାତୀୟ

ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇଲେ ଭେଙ୍କିୟା

ନୂଆଦିଲ୍ଲୀ,୨୩।୬: ଏନ୍‌ଡିଏ ରାଷ୍ଟ୍ରପତି ପାର୍ଥୀ ଦ୍ରୌପଦୀ ମୁର୍ମୁ ଗୁରୁବାର ଦିଲ୍ଲୀରେ ପହଞ୍ଚିଛନ୍ତି। ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ଉପ ରାଷ୍ଟ୍ରପତି ଭେଙ୍କେୟାଙ୍କୁ ଭେଟିଛନ୍ତି। ତେବେ ଉପରାଷ୍ଟ୍ରପତି ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶୁକ୍ରବାର ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିବେ।
ଦ୍ରୌପଦୀ ଗୁରୁବାର ସକାଳେ ଏମ୍‌ସିଏଲ ଗେଷ୍ଟ ହାଉସ୍‌ରୁ ବାହାରି ଜେଡ୍‌ ପ୍ଲସ ସୁରକ୍ଷା ସହ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। ତାଙ୍କୁ ସ୍ବାଗତ କରିବାକୁ ପାରମ୍ପରିକ ନାଚ ଗୀତରେ ଆୟୋଜନ କରାଯାଇଥିଲା। ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବହୁ ସ୍ବେଚ୍ଛାସେବୀ ସଙ୍ଗଠନ କର୍ମୀ, ଭାଜପା, ନେତା ପ୍ରମୁଖ ଉପସ୍ଥିତ ଥିଲେ। ଏହା ପରେ ଦିଲ୍ଲୀ ଅଭିମୁଖେ ବାହାରିଥିଲେ। ଦିଲ୍ଲୀରେ ପହଞ୍ଚିବା ପରେ ଜଣେ ପରେ ଜଣେ ବଡ ନେତାଙ୍କୁ ଭେଟିବାରେ ଲାଗିଛନ୍ତି । ଉପ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ପ୍ରମୁଖ ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଫ୍ରାନ୍ସ ମିଳିତ ସମରାଭ୍ୟାସ ‘ଫ୍ରିନଜେକ୍ସ -୨୩’ ଆରମ୍ଭ…

ଥରୁଭାନନ୍ତପୁରମ,୭।୩ : ଭାରତ ଏବଂ ଫ୍ରାନ୍ସ ସୈନ୍ୟବାହିନୀ ମଧ୍ୟରେ ପ୍ରଥମ ମିଳିତ ସମରାଭ୍ୟାସ ମଙ୍ଗଳବାର କେରଳର ଥିରୁଭାନନ୍ତପୁରମରେ ଆରମ୍ଭ ହୋଇଛି। ମିଳିତ ଭାବେ ପରିଚାଳିତ ଏହି...

ପୁଞ୍ଚ ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ: ଜଣେ ଆତଙ୍କବାଦୀ ନିହତ, ୨ ଗିରଫ…

ଶ୍ରୀନଗର,୯।୪ : ଜମ୍ମୁ-କଶ୍ମୀରର ପୁଞ୍ଚ ସେକ୍ଟରରେ ସୁରକ୍ଷା ବାହିନୀ ଶନିବାର ଏବଂ ରବିବାର ବିଳମ୍ବିତ ରାତିରେ ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି। ସୀମା ପାରରୁ...

ମାଲୟାଲମ୍‌ ନ୍ୟୁଜ୍‌ ଚ୍ୟାନେଲ କାର୍ଯ୍ୟାଳୟରେ ପୋଲିସର ଚଢ଼ାଉ

କୋଚି,୫।୩: ଏସ୍‌ଏଫ୍‌ଆଇର ବିକ୍ଷୋଭ ପ୍ରଦର୍ଶନ ପରେ କେରଳ ପୋଲିସ କୋଝିକୋଡେସ୍ଥିତ ଏକ ଟିଭି ଚ୍ୟାନେଲ କାର୍ଯ୍ୟାଳୟରେ ରବିବାର ଚଢାଉ କରି ତଦନ୍ତ ଆରମ୍ଭ କରିଛି। ଟୁଇଟରରେ...

ସ୍ବିସ୍‌ ବ୍ୟାଙ୍କ୍‌ରେ ୨୦ ହଜାର କୋଟି ଟପିଲା ଭାରତୀୟଙ୍କ ଜମାରାଶି

ନୂଆଦିଲ୍ଲୀ,୧୭।୬: ସ୍ବିସ୍‌ ବ୍ୟାଙ୍କରେ ଗଚ୍ଛିତ ଥିବା ଭାରତୀୟଙ୍କ ଜମାରାଶି ୨୦୨୦ ବର୍ଷ ସୁଦ୍ଧା ୨୦,୭୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏଥିରେ ଦେଶର ବ୍ୟକ୍ତିବିଶେଷ ଓ...

ଦୈନିକ ସଂକ୍ରମଣ ୬ ଶହ ତଳେ, ମୃତ୍ୟୁ ସଂଖ୍ୟା ୧…

ନୂଆଦିଲ୍ଲୀ, ୧୪।୧୧: ଥଣ୍ଡା ବଢ଼ିବା ସହିତ ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୧୦ ହଜାର...

ଆମେ ଗ୍ରେନେଡ ମାଡ କରିବା ଲୋକ ନୁହେଁ କି ପଥରମାଡ଼ କରୁନାହିଁ: ଫାରୁକ ଅବଦୁଲ୍ଲା

ଶ୍ରୀନଗର,୬।୮: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ନ୍ୟାଶନାଲ କନଫରେନ୍ସ ନେତା ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ମଙ୍ଗଳବାର କହିଛନ୍ତି ଆମେ ଗ୍ରେନେଡ ମାଡ...

ମାୟାବତୀଙ୍କୁ ଝଟକା: ୨ ବଡ଼ ନେତା ଭାଜପାରେ ହେଲେ ସାମିଲ

ଲକ୍ଷ୍ନୌ,୨୪।୭: ବିଏସପି ମୁଖ୍ୟ ମାୟାବତୀଙ୍କୁ ଝଟକା ଲାଗିଛି। ଆଗ୍ରାସ୍ଥିତ ଦକ୍ଷିଣ ବିଧାନସଭାରୁ ବିଏସପି ପ୍ରତ୍ୟାଶି ରବି ଭରଦ୍ୱାଜ ଏବଂ ଖେରାଗଡରୁ ଗଙ୍ଗାଧର କୁଶୱା ଲକ୍ଷ୍ନୌରେ ଭାଜପାରେ...

ୟୁପିରେ ଏଣେତେଣେ ପୋତା ଯାଉଛି କୋଭିଡ୍‌ ଆକ୍ରାନ୍ତଙ୍କ ମୃତଦେହ

ଉନ୍ନାଓ,୧୩।୫: ଉତ୍ତର ପ୍ରଦେଶରେ ଭୟଙ୍କର ହେଲାଣି କୋଭିଡ୍‌-୧୯ ସ୍ଥିତି। ଭାଇରସ ଜନିତ ମୃତକଙ୍କ ଶବଦାହ ପାଇଁ ଯାଗା ନାହିଁ ଶବଦାହ କେନ୍ଦ୍ରରେ। ଗଙ୍ଗା ନଦୀରେ ମୃତଦେହ...

Advertisement
Archives

Model This Week