Home Left

୪୮୩୦ ଦିଆସିଲି କାଠିରେ ତିନି ରଥ

ପୁରୀ ଅଫିସ, ୨୮ା୬:ପୁରୀ କୁମ୍ଭାରପଡ଼ା ଅଞ୍ଚଳର ଶାଶ୍ୱତ ରଞ୍ଜନ ସାହୁ ଦିଆସିଲି କାଠିରେ ତିନି ରଥର କ୍ଷୁଦ୍ର ମଡେଲ୍‌ ତିଆରି କରିଛନ୍ତି। ଶାଶ୍ୱତ ଏଥିପାଇଁ ୪୮୩୦ ଦିଆସିଲି କାଠି ବ୍ୟବହାର କରିଛନ୍ତି। ପ୍ରଭୁ ବଳଭଦ୍ରଙ୍କ ରଥର ଉଚ୍ଚତା ୧୧.୪ ଇଞ୍ଚ ଓ…

ଆମେରିକାରେ ଭାରତୀୟ ବଂଶୋଦ୍ଭବଙ୍କୁ ହତ୍ୟା

ନ୍ୟୁୟର୍କ, ୨୮ା୬: ଆମେରିକାର ନ୍ୟୁୟର୍କସ୍ଥିତ ସାଉଥ ଓଜୋନ୍‌ ପାର୍କ ନିକଟରେ ଶନିବାର ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସତନମ୍‌ ସିଂ(୩୧) ଏକ ଜିପ୍‌ରେ ବସିଥିବାବେଳେ ଜଣେ ଆତତାୟୀ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ସତନମ୍‌ ତାଙ୍କ ସାଙ୍ଗଠାରୁ…

ଆମ୍ବେଡ୍‌କରଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ

ଜଟଣୀ,୨୮ା୬ (ଡି.ଏନ୍‌.ଏ.):ଜଟଣୀ ଥାନା ଅଧୀନ ବଡ଼ତୋଟା ବିଏସ୍‌ଏଫ୍‌ କ୍ୟାମ୍ପ ସମ୍ମୁଖ ରାସ୍ତା ପାର୍ଶ୍ୱରେ ଥିବା ବାବା ସାହେବ ଆମ୍ବେଡ୍‌କରଙ୍କ ପ୍ରତିମୂର୍ତ୍ତିର ହାତକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଛନ୍ତି। ଏନେଇ ସୋମବାର ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଭୀମ ଆର୍ମି ଏକତା…

ଫ୍ଲୋର ଟେଷ୍ଟକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ

ମୁମ୍ବାଇ,୨୮ ।୬: ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏକନାଥ ସିନ୍ଧେ ଗ୍ରୁପଙ୍କୁ ମିଳିଥିବା ଆଶ୍ୱସ୍ତି ପରେ ଏବେ ଫ୍ଲୋର ଟେଷ୍ଟକୁ ନେଇ ମହାରାଷ୍ଟ୍ର ରାଜନୀତି ହୋଇଛି ସରଗରମ । ମିଳିଥିବା ବିଶେଷ ସୂତ୍ରର ସୂଚନା ଅନୁଯାୟୀ, ଉଦ୍ଧବ ଠାକରେ ସରକାରଙ୍କ୍ ବିରୋଧରେ ଯେ କୌଣସି…

ନିର୍ଦ୍ଧାରିତ ସମୟରେ ସମସ୍ତ ପ୍ରକଳ୍ପ ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୮।୬ (ବ୍ୟୁରୋ):ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସୋମବାର ଏକ ଅନ୍ତର୍ବିଭାଗୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ବୈଠକରେ ସହରର ଉନ୍ନତୀକରଣରେ ନିୟୋଜିତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିଲା। ସହରର…

ରେ-ବ୍ୟାନ୍‌ ମାଲିକ ଡେଲ୍‌ ଭେକିଓଙ୍କ ପରଲୋକ

ରୋମ, ୨୭ା୬: ଚଷମା କମ୍ପାନୀ ରେ-ବ୍ୟାନ୍‌ ମାଲିକ ଲିଓନାର୍ଡୋ ଡେଲ୍‌ ଭେକିଓ(୮୭)ଙ୍କ ପରଲୋକ ହୋଇଛି। ଏ ନେଇ ତାଙ୍କ କମ୍ପାନୀ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ଫୋର୍ବସ ତାଲିକା-୨୦୨୨ରେ ପ୍ରକାଶିତ ବିଲିୟନେୟାରଙ୍କ ମଧ୍ୟରେ ଇଟାଲୀର ଏହି ଦ୍ୱିତୀୟ ଧନୀଙ୍କ ସମ୍ପତ୍ତି ୨୭.୩…

ଗର୍ଭବତୀଙ୍କ ଜୀବନ ବଞ୍ଚାଇଥିବା ଆଶାକର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ମୋରଡ଼ା,୨୮।୬ (ଡି.ଏନ.ଏ.):ରକ୍ତଦାନ କରି ଜଣେ ଗର୍ଭବତୀଙ୍କ ଜୀବନ ବଞ୍ଚାଇଛନ୍ତି ଆଶାକର୍ମୀ। ଏଭଳି ମାନବିକତାର ପରିଚୟ ଦେଇଛନ୍ତି ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଧଡ଼ାସାହି ପଞ୍ଚାୟତ ମୋହନପୁର ଗ୍ରାମର ଆଶାକର୍ମୀ ଧାନୀ ମୁର୍ମୁ। ତାଙ୍କର ଏପରି ମହାନତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ…

ଜ୍ୟାକ୍‌ଲିନଙ୍କୁ ଇଡିର ଜେରା

ନୂଆଦିଲ୍ଲୀ, ୨୮।୬: ବଲିଉଡ୍‌ ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ନାଣ୍ଡିଜ୍‌ ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁଖ୍ୟାଳୟରେ ହାଜର ହୋଇଛନ୍ତି। କନ୍‌ ମ୍ୟାନ୍‌ ସୁକେଶ ଚନ୍ଦ୍ରଶେଖର ମନି ଲଣ୍ଡରିଂ ମାମଲାରେ ଇଡି ଜ୍ୟାକ୍‌ଲିନ୍‌ଙ୍କୁ ଜେରା କରିଛି। ଏ ମାମଲାରେ ଜ୍ୟାକଲିନଙ୍କୁ ୨ରୁ ୩ ଥର…

ବଣ୍ଡାଘାଟିରେ ଖୋଲାଆକାଶ ତଳେ ସ୍କୁଲ

ମାଲକାନଗିରି,୨୮।୬(ଡି.ଏନ୍‌.ଏ.):ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ୫-ଟି ଅଧୀନରେ ହାଇସ୍କୁଲଗୁଡ଼ିକର ବିକାଶ ମଧ୍ୟ କରୁଛନ୍ତି। ହେଲେ ଉପାନ୍ତ ଆଦିବାସୀ ଅଞ୍ଚଳରେ ପ୍ରାଥମିକ ସ୍କୁଲ ଖୋଲା ଆକାଶ ତଳେ ଚାଲିଛି। ମାଲକାନଗିରି ଜିଲା ଖଇରପୁଟ ବ୍ଲକ ମୁଦୁଲିପଡ଼ାସ୍ଥିତ…

ମହାକାଶରେ ଚାଇନାର ସୌରଶକ୍ତି ପ୍ରକଳ୍ପ ଯୋଜନା

ବେଜିଂ,୨୮।୬: ମହାକାଶରେ ଚାଇନା ସୋଲାର ପାଓ୍ବାର ପ୍ଲାଣ୍ଟ ସ୍ଥାପନ କରିବା ପାଇଁ ପ୍ରସ୍ତୁତି ଚଳାଇଛି। ୨୦୨୮ ସୁଦ୍ଧା ପ୍ଲାଣ୍ଟ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ଚାଇନା ଆଶା ରଖିଛି। ସୋଲାର ପାଓ୍ବାର ପ୍ଲାଣ୍ଟ ଜରିଆରେ ସୋଲାର ଏନର୍ଜି (ସୌର ଶକ୍ତି)କୁ ଇଲେକ୍ଟ୍ରିସିଟି…

ଏମ୍‌କେସିଜି ଶିଶୁ ରୋଗ ବିଭାଗରେ ୪ ପିଜି ସିଟ୍‌ ବୃଦ୍ଧି

ବ୍ରହ୍ମପୁର ଅଫିସ,୨୮/୬: ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି)ମେଡିକାଲ କଲେଜର ଶିଶୁ ବିଭାଗ ପିଜି ସିଟ ବୃଦ୍ଧି କରାଯିବା ନେଇ ସୋମବାର ଜାତୀୟ ଭେଷଜ ପରିଷଦ(ଏନ୍‌ଏମ୍‌ସି)ର ଜଣିକିଆ ପ୍ରତିନିଧି ଏମ୍‌କେସିଜି ପରିଦର୍ଶନ କରିଛନ୍ତି। ବର୍ତ୍ତମାନ ଶିଶୁ ବିଭାଗରେ ୮ ପିଜି ସିଟ ରହିଥିବା ବେଳେ…

ଜି-୭ ନେତାଙ୍କୁ ଭେଟିଲେ ମୋଦି

ବର୍ଲିନ, ୨୮ା୬: ଜର୍ମାନୀର ଏଲ୍‌ମାଉଠାରେ ଆୟୋଜିତ ହେଉଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି। ରବିବାରଠାରୁ ଜର୍ମାନୀ ଗସ୍ତରେ ଥିବା ମୋଦି ସୋମବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍‌ରଁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?