ସୋନୁ ସୁଦଙ୍କ ବିରୋଧରେ ମାମଲା ରୁଜୁ
ଚଣ୍ଡିଗଡ଼,୨୨।୨: ସବୁବେଳେ ମହତ୍ କାର୍ଯ୍ୟ କରି ଚର୍ଚ୍ଚାରେ ରହୁଥିବା ବଲିଉଡ୍ ଅଭିନେତା ସୋନୁ ସୁଦ ଏବେ ରାଜନୈତିକ ପ୍ରସଙ୍ଗକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ତାଙ୍କ ବିରୋଧରେ ପଞ୍ଜାବର ମୋଗାରେ ଏକ ମାମଲା ରୁଜୁ ହୋଇଛି। ସୋନୁ ସୁଦ ତାଙ୍କ ଭଉଣୀ…
ଫସିଗଲା ରୁଷିଆ, କଡ଼ା ଜବାବ ଦେବାକୁ ପ୍ରସ୍ତୁତ ଅନେକ ଦେଶ
ନ୍ୟୁୟର୍କ,୨୨।୨: ରୁଷିଆ ଓ ୟୁକ୍ରେନ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ସୀମାରେ ବିପୁଳ ସଂଖ୍ୟାରେ ଯୁଦ୍ଧାସ୍ତ୍ର ଖଞ୍ଜି ୟୁକ୍ରେନକୁ ଭୟଭୀତ କରୁଥିବା ରୁଷିଆ ଏବେ ଆଉ ଏକ ବଡ ପଦକ୍ଷେପ ନେଇଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଶକୁ ସମ୍ବୋଧନ…
ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ପ୍ରଚାର
ଭୁବନେଶ୍ୱର,୨୨।୨(ବ୍ୟୁରୋ):ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ତିନୋଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ସରିଥିବା ବେଳେ ଆଜି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଜାରି ରହିଛି । ସେହିପରି ୨୪ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ହେବ। ତେବେ ପଞ୍ଚମ ପର୍ଯ୍ୟାୟ…
ରାଜ୍ୟରେ ଖସୁଛି କରୋନା ଗ୍ରାଫ୍
ଭୁବନେଶ୍ବର,୨୨।୨: ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୨୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। କେବଳ ଖୋର୍ଦ୍ଧା ଜିଲାକୁ ବାଦ ଦେଲେ…
ଭୋଟ କେନ୍ଦ୍ରରେ ଟଳିପଡିଲେ ବୃଦ୍ଧା
ସଜନାଗଡ,୨୨।୨(ଡି.ଏନ.ଏ.):ବାଲେଶ୍ୱର ଜିଲା ନୀଳଗିରି ନିର୍ବାଚନ ମଣ୍ଡଳୀ ବରହମପୁର ପଞ୍ଚାୟତରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନବେଳେ ଏକ ଅଘଟଣ ଘଟିଛି। ଜଣେ ବୃଦ୍ଧା ମଙ୍ଗଳବାର ସକାଳୁ ଭୋଟ କେନ୍ଦ୍ରକୁ ଆସି ଲାଇନ ଛିଡାହୋଇ ଥିବା ବେଳେ ଟଳିପଡିଛନ୍ତି । ମହିଳା…
୮ ଯାଏ ବେଙ୍ଗାଲୁରୁରେ ଜାରି ରହିବ ୧୪୪ ଧାରା
ବେଙ୍ଗାଲୁରୁ,୨୨।୨: ହିଜାବକୁ ନେଇ ବିବାଦ ଲାଗି ରହିଥିବାରୁ ବେଙ୍ଗାଲୁରୁର ସ୍କୁଲ୍ କଲେଜ ନିକଟରେ ଲାଗୁ ହୋଇଥିବା ୧୪୪ ଧାରାକୁ ମାର୍ଚ୍ଚ ୮ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ହିଜାବ ସପକ୍ଷବାଦୀ ଓ ବିରୋଧୀଙ୍କ ମଧ୍ୟରେ ଯେପରି ଅପ୍ରୀତିକର ପରିସ୍ଥିତି ନ ଘଟେ ସେନେଇ…
କ୍ୟାଚ୍ ଛାଡ଼ିବାରୁ ସାଥି ଖେଳାଳିଙ୍କୁ ଚାପୁଡା ମାରିଲେ
କରାଚୀ,୨୨।୨: ବିଭିନ୍ନ କାରଣ ଯୋଗୁ ଚଳିତ ପାକିସ୍ତାନ ସୁପର ଲିଗ୍ (ଆଇଏସ୍ଏଲ୍) ବିବାଦରେ ଘେରି ହୋଇ ରହିଛି। ବ୍ୟକ୍ତିଗତ କାରଣ ଯୋଗୁ ବିଦେଶୀ ଖେଳାଳି ଆଲେକ୍ସ ହେଲ୍ସ ଓ ପଲ ଷ୍ଟ୍ରିଲିଙ୍ଗ୍ ଲିଗ୍ରୁ ଓହରିବା ପରେ ଅଷ୍ଟ୍ରେଲିଆନ ଅଲରାଉଣ୍ଡର ଜେମ୍ସ ଫକନର…
ପ୍ରେମରେ ପଡିଛନ୍ତି ‘ପୁଷ୍ପା’ ଫେମ୍ ରଶ୍ମିକା
ସାଉଥ ସିନେମା ସୁପରଷ୍ଟାର୍ ରଶ୍ମିକା ମନ୍ଦାନା ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି। ତାଙ୍କ ହସ ହସ ଚେହେରା ଦର୍ଶକଙ୍କୁ ପସନ୍ଦ ଆସିଥାଏ। ‘ପୁଷ୍ପା’ ଫିଲ୍ମରେ ଚମତ୍କାର ଅଭିୟନ କରି ନ୍ୟାଶନାଲ୍ କ୍ରଶ୍ ପାଲଟିଥିଲେ ସେ। ଏବେ ସେ ପ୍ରେମରେ ପଡିଛନ୍ତି। ରଶ୍ମିକା ତେଲୁଗୁ…
ଆମେ ଭୟ କରିନୁ: ୟୁକ୍ରେନ୍ ରାଷ୍ଟ୍ରପତି
କ୍ୱିଭ,୨୨ ।୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନର ଦୁଇଟି ଅଞ୍ଚଳକୁ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେବା ପରେ ଯୁଦ୍ଧ ଆଶଙ୍କା ଆହୁରି ବୃଦ୍ଧି ପାଇଛି । ଏହାପରେ ରୁଷିଆ ପକ୍ଷରୁ ୟୁକ୍ରେନ ମଧ୍ୟକୁ ସେନା ପ୍ରବେଶ କରାଯାଇଛି । ଯାହାକୁ…
ବିଲେଇ ମାଉସୀ ସହ ମଙ୍କଡ଼ ମାମୁ, ଭିଡିଓ ଦେଖିଲେ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ବିଶେଷକରି ପ୍ରାଣୀମାନଙ୍କ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଲୋକେ ଏହିପରି ଭିଡିଓ ଦେଖିବାକୁ ବହୁତ ପସନ୍ଦ କରନ୍ତି…
‘ସ୍ବାସ୍ଥ୍ୟମନ୍ତ୍ରୀ ଯେଉଁଠିକୁ ଯିବେ ସେଠାରେ କଳାପତାକା ଦେଖାଇବୁ’
ଝାରସୁଗୁଡ଼ା ଅଫିସ,୨୨ା୨: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଝାରସୁଗୁଡ଼ା ପୌର ପରିଷଦ ୧୩ନଂ ଓ୍ବାର୍ଡ ବାଲିଯୋରୀ ଗ୍ରାମରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାପାଇଁ ଯାଉଥିବାବେଳେ ଜିଲା କଂଗ୍ରେସ କର୍ମକର୍ତ୍ତା କଳାପତାକା ପ୍ରଦର୍ଶନ କରିଥିଲେ। ଏ ନେଇ କଂଗ୍ରେସ ଜିଲା ସଭାପତି ଭରତ ଅଗସ୍ତୀ…
କମୁଛି ସଂକ୍ରମଣ
ନୂଆଦିଲ୍ଲୀ,୨୨।୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩ ହଜାର ୪୦୫ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୨୦୬ ଜଣଙ୍କ ମୃତ୍ୟୁ ଘଟିଛି।…
Archives


