ପିସି ଜର୍ଜଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ମାମଲା…
ଥିରୁଭାନନ୍ତପୁରମ, ୨।୭ : କେରଳର ପୂର୍ବତନ ବିଧାୟକ ପିସି ଜର୍ଜଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଓ ନିର୍ଯାତନା ମାମଲା ରୁଜୁ ହୋଇଛି। ପୂର୍ବତନ ବିଧାୟକଙ୍କ ବିରୋଧରେ ଆଇପିସିର ଧାରା ୩୫୪ ଏବଂ ୩୫୪- ଏ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି।…
୪୧୬ରେ ଅଲଆଉଟ୍ ହେଲା ଟିମ୍ ଇଣ୍ଡିଆ
ବର୍ମିଂହାମ,୨।୭: ଇଂଲଣ୍ଡ ବିପକ୍ଷ ୫ମ ଟେଷ୍ଟ ମ୍ୟାଚ୍ର ପ୍ରଥମ ଇନିଂସରେ ୪୧୬ରନ୍ରେ ଅଲ୍ଆଉଟ୍ ହୋଇଛି ଟିମ୍ ଇଣ୍ଡିଆ। ଶନିବାର ଟେଷ୍ଟର ଦ୍ୱିତୀୟ ଦିନର ଖେଳ ୩୩୮/୭ରୁ ଆରମ୍ଭ ହୋଇଥିଲା। ପରେ ଦଳ ମାତ୍ର ୭୮ ରନ୍ ସ୍କୋରରେ ଯୋଡ଼ି ୩ ଉଇକେଟ…
‘ଟେଷ୍ଟ କ୍ରିକେଟ ତାଣ୍ଡବ…’
ନୂଆଦିଲ୍ଲୀ,୨।୭: ଏଜବାଷ୍ଟନ ଟେଷ୍ଟରେ ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି। ପନ୍ତ ଦିନିକିଆ ଶୈଳୀରେ ବ୍ୟାଟିଂ କରି ସେ ମାତ୍ର ୧୧୧ ବଲ୍ରୁ ୨୦ ଚୌକା ଏବଂ ୪ ଛକା ସହାୟତାରେ ୧୪୬ ରନ୍ କରିଥିଲେ।…
ପନ୍ତଙ୍କ ପରେ ଜାଡେଜାଙ୍କ ସେଞ୍ଚୁରୀ
ବର୍ମିଂହାମ,୨।୭:ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନର ଖେଳ ଶନିବାର ଆରମ୍ଭ ହୋଇଛି। ଭାରତୀୟ ଦଳ ପକ୍ଷରୁ ରବିନ୍ଦ୍ର ଜାଡେଜା ଏବଂ ଜସପ୍ରିତ ବୁମ୍ରା କ୍ରିଜ୍ରେ ଅଛନ୍ତି। ଖବର ଲେଖାଯିବା ସୁଦ୍ଧା ଜାଡେଜା ୧୮୩ ବଲ୍ରେ ନିଜର…
ଅର୍ଦ୍ଧ ଗୋଲାକାର ନୁହେଁ ଇନ୍ଦ୍ରଧନୁ, ଭିଡିଓ ଦେଖିଲେ ଦୂର ହେବ ଦ୍ୱନ୍ଦ୍ୱ
ଫଟୋ ହେଉ କି ବାସ୍ତବ। ଇନ୍ଦ୍ରଧନୁ ନିଶ୍ଚିତ ଦେଖିଥିବେ ତେବେ ଏହା ଅର୍ଦ୍ଧ ଗୋଲାକାର ଭାବେ ଦେଖିଥିବେ। କିନ୍ତୁ ଜାଣନ୍ତି କି ପ୍ରକୃତରେ ଇନ୍ଦ୍ରଧନୁ ଏକ ଅର୍ଦ୍ଧ ବୃତ୍ତ ନୁହେଁ ବରଂ ଏହା ଏକ ସମ୍ପୂର୍ଣ୍ଣ ବୃତ୍ତ। ନିମ୍ନରେ ଥିବା ଭିଡିଓ…
ଗର୍ଭଗୃହ ସ୍ଥିତି ଅନୁଧ୍ୟାନ କରିବେ ଏକ୍ସପର୍ଟ ଟିମ୍
ପୁରୀ ଅଫିସ,୨।୭: ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବା ପରେ ଶ୍ରୀମନ୍ଦିର ଗର୍ଭଗୃହର ସଫେଇ କାମ ଆରମ୍ଭ ହେବ । ଗର୍ଭଗୃହର ସ୍ଥିତି ଅନୁଧ୍ୟାନ ହେବ । ରତ୍ନସିଂହାସନ ସଫେଇ ସହ ଗର୍ଭଗୃହରୁ ଗରମ ହାୱା ନିଷ୍କାସନ ପ୍ରକ୍ରିୟା (ଭେଣ୍ଟିଲେଶନ) ଜାଲି…
ବଜ୍ରପାତରେ ୩ ଗୁରୁତର
ପାପଡ଼ାହାଣ୍ଡି,୨ା୭(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକର ଦୁଇଟି ସ୍ଥାନରେ ଶନିବାର ବଜ୍ରପାତ ଘଟି ୩ ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ପାତ୍ରୀ ପଞ୍ଚାୟତ ଜବାଗୁଡ଼ା ଗ୍ରାମର ରବି ଚନ୍ଦ୍ର ଯାନୀ (୯) ଓ ତୁମ୍ବର୍ଲା ପଞ୍ଚାୟତ ଗୋବର୍ଲା ଗ୍ରାମର ବୁଟି…
ଖୁସି ଅଛନ୍ତି ତାପସି
ମୁମ୍ବାଇ: ବଲିଉଡ କିଙ୍ଗ ଖାଁ ଶାହାରୁଖ ବେଶ କିଛି ବର୍ଷର ବ୍ୟବଧାନ ପରେ ପୁଣିଥରେ ଫେରୁଛନ୍ତି ବଡ ପରଦାକୁ । ଆଉ ଦର୍ଶକଙ୍କୁ ବ୍ୟାକ ଟୁ ବ୍ୟାକ ୩ଟି ମୁଭି ଭେଟି ଦେଉଛନ୍ତି । ଏହା ହେଉଛି ପଠାନ, ଯବାନ ଓ…
ମଣିପୁର ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି
ଇମ୍ଫାଲ୍,୨।୭: ମଣିପୁର ନୋନି ଜିଲାରେ ବୁଧବାର ରାତିରେ ହୋଇଥିବା ଭୂସ୍ଖଳନରେ ଏନ୍ଡିଆର୍ଏଫ୍ ଟିମ୍ ଶନିବାର ମଧ୍ୟାହ୍ନ ସୁଦ୍ଧା ୨୫ ଜଣଙ୍କ ମୃତଦେହ ଜବତ କରିଛି। ସେମାନଙ୍କ ମଧ୍ୟରେ ୧୮ ଜଣ ଯବାନ ରହିଥିବା ବେଳେ ୬ ଜଣ ସାଧାରଣ ନାଗରିକ ରହିଥିବା…
କହ୍ନେୟା ଲାଲଙ୍କ ହତ୍ୟା ଘଟଣା: ରାଜସ୍ଥାନ ସମେତ ଅନେକ ସହରରେ ବନ୍ଦ ପାଳନ
ଜୟପୁର,୨।୭: ରାଜସ୍ଥାନର ଉଦୟପୁରରେ ଦରଜି କହ୍ନେୟା ଲାଲଙ୍କ ନିର୍ମମ ହତ୍ୟାକୁ ନେଇ ସମଗ୍ର ରାଜସ୍ଥାନରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଏହାର ପ୍ରତିବାଦରେ ଶନିବାର ରାଜସ୍ଥାନର ଅନେକ ସହରରେ ବନ୍ଦ ପାଳନ କରାଯାଇଛି। ହିନ୍ଦୁ ସଂଗଠନ ପକ୍ଷରୁ ଦିଆଯାଇଥିବା ଏହି ବନ୍ଦର…
ଅପରାହ୍ନ ୪ଟାଯାଏ ଗୃହ ମୁଲତବୀ
ଭୁବନେଶ୍ୱର,୨ା୭ (ବ୍ୟୁରୋ): ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ଗୃହ ଆରମ୍ଭରୁ ଶୋକ ପ୍ରସ୍ତାବ ଆଗତ ପରେ ଗୃହକାର୍ଯ୍ୟ ସ୍ବାଭାବିକ ଚାଲିଥିଲା। ହେଲେ ନୂପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗରେ ଗୃହରେ ହଟ୍ଟଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ନୂପୁର ଶର୍ମାଙ୍କ ପ୍ରସଙ୍ଗକୁ…
ଦେଶରେ ଥମୁନି ମୃତ୍ୟୁସଂଖ୍ୟା: ଡରାଇଲାଣି ୫ ରାଜ୍ୟ
ନୂଆଦିଲ୍ଲୀ,୨।୭: ଗତ କିଛି ଦିନ ହେବ ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଦୈନିକ ସଂକ୍ରମଣ ଦିନେ କମିଲେ ଦିନେ ବଢ଼ୁଛି। ଶୁକ୍ରବାର ଅପେକ୍ଷା ଶନିବାର ଏହି ସଂକ୍ରମଣରେ ସାମାନ୍ୟ ବୃଦ୍ଧି ପାଇଛି। ଶୁକ୍ରବାର ତୁଳନାରେ ଶନିବାର ଏହି…

