Home Left

ବୃଦ୍ଧାଙ୍କୁ ଶହ ଶହ ଯୁବକ ପଠାଉଛନ୍ତି ଚିଠି, କରୁଛନ୍ତି ପ୍ରେମ ନିବେଦନ

ଆଜିର ସମୟରେ ଲୋକମାନେ ଫିଟ୍‌ନେସ ରହିବା ପାଇଁ ବହୁତ କିଛି ଉପାୟ ଅବଲମ୍ବନ କରୁଛନ୍ତି। ସେମାନଙ୍କର ଓ୍ବାର୍କଆଉଟ ରୁଟିନକୁ ନେଇ ବେଶ୍‌ ସଚେତନ ରହୁଛନ୍ତି। ଏପରି ପରିସ୍ଥିତିରେ ଲଣ୍ଡନସ୍ଥିତ ଫିଟ୍‌ନେସ କୋଚ୍‌ ସନ୍‌ସାଇନ୍‌ଙ୍କ ପ୍ରକୃତ ବୟସ ଲୋକଙ୍କ ସହ ଶେୟାର କରିଛନ୍ତି।…

ଗଙ୍ଗୁବାଇ କାଠିଆୱାଡି ପ୍ରଥମ ଦିନରେ ରୋଜଗାର କଲା ଏତିକି କୋଟି, ଜାଣିଲେ…

ବହୁ ବାଦ ବିବାଦ ପରେ ଶୁକ୍ରବାର ଫିଲ୍ମ ‘ଗଙ୍ଗୁବାଇ ‘କାଠିଆୱାଡି’ ରିଲିଜ ହୋଇଥିଲା। ଏହା ବକ୍ସ ଅଫିସରେ ଧମାଲ ମଚାଇଛି। ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମଟି ପ୍ରଥମ ଦିନରେ ଖୁବ କଲେକ୍ସନ କରିଛି। ପ୍ରଥମ ଦିନରେ ପ୍ରାୟ ୧୦କୋଟି ଟଙ୍କାର ବ୍ୟବସାୟ…

ୟୁରୋପର ଦ୍ୱିତୀୟ ସର୍ବବୃହତ, ହେଲେ ସବୁଠାରୁ ଗରିବ ଦେଶ ୟୁକ୍ରେନ; କିଛି ଏଭଳି ତାର ଇତିହାସ

କ୍ୱିଭ୍‌,୨୬।୨: ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ରୁଷିଆ। ଆକାଶମାର୍ଗରୁ ତୁହାକୁ ତୁହା କ୍ଷେପଣାସ୍ତ୍ର ଓ ରକେଟ ମାଡରେ ଧ୍ୱସ୍ତବିଧ୍ୱସ୍ତ ହେଉଛି ଏହି ପୂର୍ବ ୟୁରୋପୀୟ ରାଷ୍ଟ୍ର। ତେବେ ଆକ୍ରମଣ ପୂର୍ବରୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ୟୁକ୍ରେନକୁ ଏକ ନକଲି…

ସୁର କହିଲେ,‘ଭୋଟ ପାଇଁ ଟଙ୍କା ବାଣ୍ଟିଛି ବିଜେଡି’

ଭୁବନେଶ୍ୱର,୨୬।୨(ବ୍ୟୁରୋ): ପଞ୍ଚାୟତ ନିର୍ବାଚନର ଶନିବାରଠାରୁ ଭୋଟ ଗଣତି ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡେରେ ବିଜେଡି ଆଗୁଆ ଥିବା ଜଣାପଡ଼ିଛି। ୮୫୧ ଜିଲା ପରିଷଦର ଆସନରୁ ବିଜେଡି ୨୦୦ରୁ ଅଧିକ ଆସନରେ ଆଗୁଆ ଅଛି। ଏଥର ପଞ୍ଚାୟତ ନିର୍ବାଚନ ଟ୍ରେଣ୍ଡକୁ ନେଇ ବରିଷ୍ଠ…

ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଖୁବ୍‌ ବଢ଼ିଗଲା ଏହି ବଙ୍କରର ଦାମ୍‌, ଜାଣନ୍ତୁ କାହିଁକି

ଆଜିକାଲି ସମଗ୍ର ବିଶ୍ୱବାସୀଙ୍କ ଧ୍ୟାନ ରୁଷିଆ ଏବଂ ୟୁକ୍ରେନ ଉପରେ ରହିଛି। ଏହି ଦେଶ ଦୁଇଟି ମଧ୍ୟରେ ଚାଲିଥିବା ଯୁଦ୍ଧକୁ ତୃତୀୟ ବିଶ୍ୱଯୁଦ୍ଧ କୁହାଯାଉଛି। ଏହି ଯୁଦ୍ଧ ସମଗ୍ର ବିଶ୍ୱକୁ କିପରି ପ୍ରଭାବିତ କରିବ ସେ ବିଷୟରେ ଯଦିଓ କିଛି ସ୍ପଷ୍ଟ…

ସବୁକିଛି ଯୋଜନା ଅନୁସାରେ ହୁଏନା

ବମ୍ବେ: ଆହତ ହୋଇଛନ୍ତି ଅଭିନେତ୍ରୀ ରୁବିନା ଦିଲେକ। ତାଙ୍କର ବାମ କାନ୍ଧରେ ଆଘାତ ଲାଗିଛି। ନିଜର ସୋସିଆଲ ଆକାଉଣ୍ଟରେ ଫଟୋ ଶେୟାର କରି ରୁବିନା ଏନେଇ ପ୍ରଶଂସକଙ୍କୁ ଜଣାଇଛନ୍ତି। ତାଙ୍କ ପଛ ପଟ ବାମ କାନ୍ଧରେ ହିଲିଂ ଟେପ୍‌ ଲଗାଯାଇଛି। ନିଜର…

କେସିଙ୍ଗାର ୧ ନଂ ଜୋନ୍‌ରେ ବିଜେଡି ଆଗୁଆ

କେସିଙ୍ଗା,୨୬ା୨(ଡି.ଏନ୍‌.ଏ.): କଳାହାଣ୍ଡି କେସିଙ୍ଗା ବ୍ଲକର ୧ ନଂ ଜୋନ୍‌ରେ ଶନିବାର ଭୋଟ୍‌ ଗଣତି ଆରମ୍ଭ ହୋଇଛି। ଏହି ଗଣତିରେ ବିଜେଡି ପ୍ରାର୍ଥିନୀ ଦୀପାଞ୍ଜଳି ସାହୁ ୩୧୬୫ ଭୋଟ୍‌ ପାଇଥିବା ବେଳେ ଭାଜପାର ନମିତାରାଣୀ ସାହୁ ୧୩୧୦ ଭୋଟ ପାଇଛନ୍ତି। କଂଗ୍ରେସରୁ ରାଜେଶ୍ୱରୀ…

ଚାଲିଛି ଗଣତି: ଜିଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ଆଗରେ ବିଜେଡି

ବରଗଡ଼ ଅଫିସ,୨୬ା୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ଜାରି ରହିଛି । ତେବେ ନିର୍ବାଚନ ମଇଦାନକୁ ପୁଣି ପ୍ରାର୍ଥିଭାବେ ଓହ୍ଲାଇଥିବା ୨ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ ଏବଂ ଗୀତାଞ୍ଜଳି ପୁଟା ଏପର୍ଯ୍ୟନ୍ତ ନିକଟତମ…

ଟ୍ୟାଙ୍କରକୁ ଅଟକାଇବା ପାଇଁ ବ୍ରିଜ୍‌ ସହିତ ନିଜକୁ ଉଡ଼ାଇଦେଲେ ୟୁକ୍ରେନର ସାହସିକ ଯବାନ

କ୍ୱିଭ,୨୬।୨: ରୁଷିଆର ସୈନ୍ୟଙ୍କ ଆକ୍ରମଣ ମଧ୍ୟରେ ଜଣେ ୟୁକ୍ରେନ ସୈନ୍ୟଙ୍କ ସାହସିକତାର ଖବର ସାମ୍ନାକୁ ଆସିଛି। ଏହି ଯବାନ ରୁଷିଆର ଟ୍ୟାଙ୍କରକୁ ଅଟକାଇବା ପାଇଁ ବ୍ରିଜ ସମେତ ନିଜକୁ ବୋମାରେ ଉଡାଇଦେଇଥିବା ସୂଚନା ମିଳିଛି। ଯୁଦ୍ଧରେ ପ୍ରାଣ ହରାଇଥିବା ୟୁକ୍ରେନର ଏହି…

ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦ ଜିଲାରେ ବିଜେଡିର କ୍ଲିନ ସୁଇପ୍‌

ଭୁବନେଶ୍ୱର,୨୬।୨(ବ୍ୟୁରୋ): ପ୍ରଥମ ପର୍ଯ୍ୟାୟ ଗଣତିରେ ବିଜେଡି ଆଗରେ ଚାଲିଛି। ୧୦ ଜିଲାରେ ବିଜୁ ଜନତା ଦଳର କ୍ଲିନ ସୁଇପ୍‌ କରିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ବିଜେଡି ଭଦ୍ରକ, ଦେବଗଡ଼, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ମାଲକାନଗିରି , ନୟାଗଡ଼, ପୁରୀ ,…

ହେମାନନ୍ଦଙ୍କୁ ଦିଆଗଲା ଗାର୍ଡ ଅଫ ଅନର

ଭୁବନେଶ୍ୱର,୨୬।୨(ବ୍ୟୁରୋ): ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ରାଜ୍ୟରେ ଶୋକର ଛାୟା ଖେଳି ଯାଇଥିଲା । ଶନିବାର ବିଧାନସଭାରେ ସ୍ବର୍ଗତ ବିଶ୍ବାଳଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ବିଧାନସଭା ପରିସରରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ତାଙ୍କ ମରଶରୀରରେ…

ଆଜି ଖେଳାଯିବ ଦ୍ୱିତୀୟ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି, କିଭଳି ଦେଖିବେ…

ନୂଆଦିଲ୍ଲୀ,୨୬।୨: ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମୁକାବିଲା ଶନିବାର ଖେଳାଯିବ। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଅନୁଷ୍ଠିତ ହେବ ମ୍ୟାଚ୍‌। ସିରିଜର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଟିମ୍‌ ଶ୍ରୀଲଙ୍କାକୁ ୬୨ ରନ୍‌ରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri