Posted inଫୁରସତ

ଅର୍ଦ୍ଧ ଗୋଲାକାର ନୁହେଁ ଇନ୍ଦ୍ରଧନୁ, ଭିଡିଓ ଦେଖିଲେ ଦୂର ହେବ ଦ୍ୱନ୍ଦ୍ୱ

ଫଟୋ ହେଉ କି ବାସ୍ତବ। ଇନ୍ଦ୍ରଧନୁ ନିଶ୍ଚିତ ଦେଖିଥିବେ ତେବେ ଏହା ଅର୍ଦ୍ଧ ଗୋଲାକାର ଭାବେ ଦେଖିଥିବେ। କିନ୍ତୁ ଜାଣନ୍ତି କି ପ୍ରକୃତରେ ଇନ୍ଦ୍ରଧନୁ ଏକ ଅର୍ଦ୍ଧ ବୃତ୍ତ ନୁହେଁ ବରଂ ଏହା ଏକ ସମ୍ପୂର୍ଣ୍ଣ ବୃତ୍ତ। ନିମ୍ନରେ ଥିବା ଭିଡିଓ ଦେଖିଲେ ହିଁ ସ୍ପଷ୍ଟ ହୋଇପାରିବେ।

ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ପୂରା ଇନ୍ଦ୍ରଧନୁ ଦେଖିବାକୁ ମିଳିଛି। ଏହି ଇନ୍ଦ୍ରଧନୁଟି ଏତେ ସୁନ୍ଦର ଦେଖାଯାଉଛି। ଲୋକେ ଏହାକୁ ପ୍ରଶଂସାରେ କରିବାରେ ଟିକେ ବି ହେଳା କରୁନାହାନ୍ତି। ଓ୍ବାଣ୍ଡର ଅଫ ସାଇନ୍ସ ନାମକ ଆକାଉଣ୍ଟରେ ଏହି ଭିଡିଓ ଶେୟାର କରାଯାଇଛି। ଭିଡିଓଟି ଏକ କୋଠାର ଉପର ମହଲାରୁ ନିଆଯାଇଛି। ଏହି ବୃତ୍ତ ସମୁଦ୍ର ଉପରେ ଏବଂ କୂଳରେ ନିର୍ମିତ ଅଟ୍ଟାଳିକା ମାଧ୍ୟମରେ ଦେଖିବାକୁ ମିଳିଛି। ।

ବର୍ତ୍ତମାନ ଭିଡିଓରେ ଗୋଲାକାର ଇନ୍ଦ୍ରଧନୁ ଦେଖିଲେ ଆପଣଙ୍କ ମନରେ ପ୍ରଶ୍ନ ଉଠିପାରେ ଯଦି ଇନ୍ଦ୍ରଧନୁ ଗୋଲାକାର ତେବେ ଆମେ କାହିଁକି ଅଧା ଦେଖୁ। ଏକ ଓ୍ବେବ୍‌ସାଇଟରେ ଉତ୍ତର ଦିଆଯାଇଛି। ରିପୋର୍ଟ ଅନୁଯାୟୀ, ଆମେ ଇନ୍ଦ୍ରଧନୁର ସମ୍ପୂର୍ଣ୍ଣ ବୃତ୍ତିକୁ ଦେଖୁନାହୁଁ କାରଣ ବେଳେବେଳେ ଏହା ପର୍ବତ ପଛରେ ଲୁଚି ରହିଥାଏ। ଏହି କାରଣରୁ ଏହା ସମ୍ପୂର୍ଣ୍ଣ ଦୃଶ୍ୟମାନ ହୁଏ ନାହିଁ । ଏହି ଭାଇରାଲ ଭିଡିଓରେ ଦେଖାଯାଇଥିବା ପୂରା ଜିନିଷ ଦେଖିବାକୁ ଆପଣଙ୍କୁ ଏକ ଉଚ୍ଚତାରେ ଉପସ୍ଥିତ ହେବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

୭୦ ବର୍ଷୀୟଙ୍କ ‘ଜୀବନସାଥୀ’ ବିଜ୍ଞାପନ

ୱାଶିଂଟନ୍‌: ମଣିଷର ବୟସ ବଢିବା ସହ ଏକାନ୍ତପଣ ମଧ୍ୟ ବଢ଼ିଥାଏ। ଏହି ସମୟରେ ଯଦି ନିଜ ପରିବାର ପାଖରେ ନଥାଏ, ତେବେ ଏକାନ୍ତପଣକୁ ସାମ୍‌ନା କରିବା...

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri