ନିରାଡ଼ମ୍ବରରେ ପାଳନ ହେବ ବିଜୁ ଜୟନ୍ତୀ
ଭୁବନେଶ୍ୱର,୨।୩(ବ୍ୟୁରୋ): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଆସନ୍ତା ୫ ତାରିଖରେ ୧୦୬ ତମ ଜନ୍ମ ଜୟନ୍ତୀ । ପ୍ରତି ନିର୍ବାଚନ ମଣ୍ଡଳୀରେ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀଙ୍କୁ ନିରାଡ଼ମ୍ବର ଭାବେ ପାଳନ କରାଯିବ । ଏନେଇ ଦଳୀୟ ବିଧାୟକଙ୍କୁ ବିଜେଡି ସୁପ୍ରିମୋ…
‘ନୋ ଏଣ୍ଟ୍ରି’ର ସିକ୍ୱେଲ ପାଇଁ ଏଭଳି ସର୍ତ୍ତ ରଖିଥିଲେ ବୋନି
ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କ ହିଟ ସିନେମା ‘ନୋ ଏଣ୍ଟ୍ରି’ର ସିକ୍ୱେଲ ଖୁବ୍ଶୀଘ୍ର ହଲକୁ ଆସିବ । ୨୦୦୫ରେ ସାରା ବଲିଉଡ୍ ଇଣ୍ଡଷ୍ଟ୍ରିରେ ଧମାଲ କରିଥିଲା ସଲମାନ-ଅନିଲ କପୁରଙ୍କ ଏହି ଜବରଦସ୍ତ ଯୋଡି । ତେବେ ପ୍ରଯୋଜକ ବୋନି କପୁର…
ରୁଷିଆ ପାଇଁ ନିଜର ଏୟାର ସ୍ପେସ୍ ବନ୍ଦ କଲା ଆମେରିକା
ଓ୍ବାଶିଂଟନ୍,୨।୩: ରୁଷିଆ ଓ ୟୁକ୍ରେନ ଭିତରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଷ୍ଟେଟ ଅଫ୍ ଦ ୟୁନିଅନର ଅଭିଭାଷଣ ସମୟରେ ବାଇଡେନ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କୁ ଟାର୍ଗେଟ କରିଛନ୍ତି। ରୁଷିଆର ଅର୍ଥନୀତିକୁ…
ଅନୁଷ୍କାଙ୍କୁ ଏହି ନାଁରେ ଡାକନ୍ତି ବିରାଟ
ପ୍ରାୟତଃ ସମସ୍ତଙ୍କର ନିଶ୍ଚିତ ଭାବରେ ଏକ ଭଲ ଓ ଡାକ ନାମ ରହିଛି। ଏହି ନାମ ପିଲାଦିନରେ ପରିବାର ସଦସ୍ୟ କିମ୍ବା ସ୍କୁଲରେ ସାଙ୍ଗମାନଙ୍କ ଦ୍ୱାରା ଏହି ନାମ ରଖାଯାଇଥାଏ। ଆଉ ଏହି ଡାକ ନାମରେ ସମସ୍ତେ ଡାକିଥାନ୍ତି। ଏହି କ୍ରମରେ…
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪୩ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୨।୩(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୮ଜଣ ପିଲା ଅଛନ୍ତି। ସେହିପରି କ୍ୱାରାଣ୍ଟାଇନ୍ରୁ ୮୬ ଥିବା ବେଳେ ଲୋକାଲ କେସ ୫୭ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ…
ଏପ୍ରିଲ, ମେ’ରେ ଜେଇଇ ମେନ୍ ପରୀକ୍ଷା
ନୂଆଦିଲ୍ଲୀ,୨।୩: ୨୦୨୨ ବର୍ଷ ପାଇଁ ପ୍ରଥମ ଓ ଦ୍ୱିତୀୟ ଜେଇଇ ମେନ୍ ପରୀକ୍ଷା ଏପ୍ରିଲ, ମେ’ରେ ହେବ। ଏ ନେଇ ନ୍ୟାସ୍ନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ତାରିଖ ଘୋଷଣା କରାଯାଇଛି। ଏହି ପରୀକ୍ଷା ଦୁଇଟି ପଯର୍ୟାୟରେ ହେବ। ପ୍ରଥମ ପର୍ଯ୍ୟାୟ ପରୀକ୍ଷା…
ନନ୍ଦନକାନନରେ ଅଫଲାଇନ ଟିକଟ
ବାରଙ୍ଗ,୨।୩(ଡି.ଏନ୍.ଏ.): ନନ୍ଦନକାନନରେ ଅଫଲାଇନ ଟିକଟ ଓ ବଣଭୋଜିକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତିା ନନ୍ଦନକାନନ ଉପନିର୍ଦ୍ଦେଶକ ଏ ନେଇ ସୂଚନା ଦେଇଛନ୍ତି । ଜାନୁୟାରୀ ୭ରୁ କରୋନା କଟକଣା ପାଇଁ ଅଫଲାଇନ ଟିକେଟ ବନ୍ଦ ଥିବାବେଳେ ଭୋଜି କରିବାକୁ ମଧ୍ୟ ବାରଣ…
ଏୟାର ଲିଫ୍ଟରେ ସାମିଲ ହେଲା ଭାରତୀୟ ବାୟୁସେନା
ନୂଆଦିୀଲ୍ଲୀ,୨।୩: ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ‘ଅପରେସନ ଗଙ୍ଗା’କୁ ଜୋରଦାର କରିଛନ୍ତି। ଏହିକ୍ରମରେ ଭାରତୀୟ ନାଗରିକମାନଙ୍କୁ ଫେରାଇ ଆଣିବା ପାଇଁ ଆଗାମୀ ୩ ଦିନ ମଧ୍ୟରେ ୨୬ଟି ବିମାନ ଉଡ଼ାଣ ଭରିବାର କାର୍ଯ୍ୟକ୍ରମ ରହିଛି।…
କଂଗ୍ରେସର ପୌରାଧ୍ୟକ୍ଷା ପ୍ରାର୍ଥୀ ନାମ ଘୋଷଣା
ଜଗତ୍ସିଂହପୁର ଅଫିସ,୨।୩: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ଏବେ ପୌର ନିର୍ବାଚନ ନେଇ ବିଜେଡି, କଂଗ୍ରେସ ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଚୟନକୁ ନେଇ ପ୍ରକ୍ରିୟା ଜୋରଦାର କରାଯାଇଛି। ଯେହେତୁ ପୌରାଧ୍ୟକ୍ଷ ପଦବୀ ପାଇଁ ସିଧାସଳଖ ନିର୍ବାଚନ ହେଉଛି, ତେଣୁ କାହାକୁ…
ଅଧ୍ୟକ୍ଷା ଟିକେଟ ଲବିରେ ରେଣୁବାଳା, ସରିତା, ପୁଷ୍ପାଞ୍ଜଳି
କେନ୍ଦ୍ରାପଡା ଅଫିସ, ୨।୩: ପୌର ନିର୍ବାଚନ ପାଇଁ ବୁଧବାରଠାରୁ ନାମାଙ୍କନ ପତ୍ର ଦାଖଲ ହେବ। ଏହି ପ୍ରକ୍ରିୟା ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ମାର୍ଚ୍ଚ ୨୪ରେ ନିର୍ବାଚନ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। କେନ୍ଦ୍ରାପଡ଼ା…
ବସ୍ତାରୁ ଯୁବକଙ୍କ ମୃତଦେହ ଜବତ
ଜେନାପୁର,୨।୩(ଡି.ଏନ.ଏ.): ଜେନାପୁର ଥାନା ଏରଷଣ୍ଢା ଗ୍ରାମ ନିକଟସ୍ଥ ହାଇଲେଭଲ କେନାଲ କୂଳ ଏକ ଗଛମୂଳରୁ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ଜବତ କରାଯାଇଛି। ମୃତଦେହ ବସ୍ତାରେ ବନ୍ଧାହୋଇ ପଡ଼ିଥିଲା। ଯାଜପୁର ରୋଡ୍ ଓ କୁଆଖିଆ ପୋଲିସ ପହଞ୍ଚତ୍ ମୃତଦେହ ଜବତ କରିଛନ୍ତି।…
ଏହି ଦିନ ପରଦାକୁ ଆସିବ ରଣବୀର-ଶ୍ରଦ୍ଧାଙ୍କ ଫିଲ୍ମ
ରଣବୀର କପୁର ଏବଂ ଶ୍ରଦ୍ଧା କପୁର ପ୍ରଥମ ଥର ପାଇଁ ଲଭ ରଞ୍ଜନଙ୍କ ଫିଲ୍ମରେ ଏକାଠି ନଜର ଆସିବେ। ତଥାପି, ଦେଖାଯାଉଛି ଯେ ପ୍ରଶଂସକମାନଙ୍କୁ ପରଦାରେ ଦେଖିବା ପାଇଁ ଟିକିଏ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ । ନିର୍ମାତା ଫିଲ୍ମର…
Archives


