Home Left

ସଟର ତାଡ଼ି ଦୋକାନରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ଲୁଗାପଟା

କର୍ଲାମୁଣ୍ଡା,୨ା୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରଠାରୁ ପ୍ରାୟ ଦୁଇ କିଲୋମିଟର ଦୂର ପୁଟିଗାଁ ଚିନାବାଡ଼ିଠାରେ ଥିବା ମା’ ତ୍ରିପୁରା କ୍ଲଥ ଷ୍ଟୋର୍‌ରୁ ମଙ୍ଗଳବାର ରାତିରେ ଦୁର୍ବୃତ୍ତମାନେ ସଟର ଲକ୍‌ କାଟି ଦୋକାନ ଭିତରେ ଥିବା ଲକ୍ଷାଧିକ ଟଙ୍କାର ଦାମୀ ଲୁଗାପଟା…

ବଡ଼ ଡିଆଁ ମାରିଲେ ଶ୍ରେୟାସ

ଦୁବାଇ,୨।୩: ଚମତ୍କାର ଫର୍ମରେ ଥିବା ଭାରତୀୟ ବ୍ୟାଟର ଶ୍ରେୟାସ ଆୟାର ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ବଡ଼ ଡିଆଁ ମାରିଛନ୍ତି। ଶ୍ରଲଙ୍କା ବିପକ୍ଷ ସିରିଜ୍‌ ପୂର୍ବରୁ ୪୫ତମ ସ୍ଥାନରେ ଥିଲେ ଶ୍ରେୟାସ। ହ୍ୟାଟ୍ରିକ ଅର୍ଦ୍ଧଶତକ ପରେ ତାଙ୍କ ର଼୍ୟାଙ୍କିଙ୍ଗ୍‌ ୨୭ଟି ସ୍ଥାନ ଉପରକୁ…

ନବନିର୍ବାଚିତ ସମିତିସଭ୍ୟାଙ୍କ ସ୍ବାମୀ ଗିରଫ

ବାଲିଗୁଡ଼ା,୨ା୩(ଡି.ଏନ୍‌.ଏ.): ଓ୍ବାରେଣ୍ଟ ବଳରେ ନବ ନିର୍ବାଚିତ ସମିତିସଭ୍ୟାଙ୍କ ସ୍ବାମୀ ଗିରଫ ହୋଇଛନ୍ତି। ବାଲିଗୁଡ଼ା ଅତିରିକ୍ତ ଜିଲା ଦୌରାଜଜ୍‌ କୋର୍ଟର କେସ ନଂ. ସିଟି ୫୨/୨୦ ମାମଲାରେ ମଦନ ଦିଗାଳ ଗିରଫ ହୋଇଛନ୍ତି। ଗିରଫ ମଦନ ଦିଗାଳଙ୍କ ଘର ବାଲିଗୁଡା ଥାନା ଅନ୍ତର୍ଗତ…

ଭାରତପେ’ର ବଡ଼ କାର୍ଯ୍ୟାନୁଷ୍ଠାନ: ସବୁ ପଦରୁ ବିଦା ହେଲେ ଅଶନୀର ଗ୍ରୋଭର

ନୂଆଦିଲ୍ଲୀ,୨।୩: ଦୀର୍ଘଦିନ ଧରି ଭାରତପେ’ ଏବଂ ଏହାର ପୂର୍ବତନ ନିର୍ଦ୍ଦେଶକ ଅଶନୀର ଗ୍ରୋଭରଙ୍କ ମଧ୍ୟରେ ଚାଲିଥିବା ବିବାଦ ଥମିବାର ନାଁ ନେଉନାହିଁ। ମଙ୍ଗଳବାର ଗ୍ରୋଭର ଇସ୍ତଫା ଦେଇଥିବା ବେଳେ ବୁଧବାର କମ୍ପାନୀ ବୋର୍ଡର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଗ୍ରୋଭରଙ୍କୁ ସବୁ…

ଆସନ୍ତାକାଲିଠୁ ଖୋଲିବ ମା’ ତାରିଣୀ ମନ୍ଦିର: ମାନିବାକୁ ପଡ଼ିବ ଏସବୁ ନିୟମ

କେନ୍ଦୁଝର,୨ା୩(ସ୍ବ.ପ୍ର.): କୋଭିଡ୍‌ ଆଇନରେ କୋହଳ ହେବା ପରେ ଆସନ୍ତାକାଲି ଅର୍ଥାତ୍‌ ମାର୍ଚ୍ଚ ୩ରୁ ଘଟଗାଁ ମା’ ତାରିଣୀ ପୀଠ ଭକ୍ତଙ୍କ ପ୍ରବେଶ ଓ ଦର୍ଶନ ପାଇଁ କୋଭିଡ୍‌ ନିୟମାନୁଯାୟୀ ଖୋଲିବ। ଜିଲାପାଳଙ୍କ ଆଦେଶ କ୍ରମେ ମା’ ତାରିଣୀ ଟ୍ରଷ୍ଟ ପକ୍ଷରୁ ବୁଧବାର…

କେନ୍ଦ୍ରମନ୍ତ୍ରୀଙ୍କୁ ଉତ୍ତର ଦେଲେ ୟୁକ୍ରେନରେ ପ୍ରାଣ ହରାଇଥିବା ଛାତ୍ରଙ୍କ ବାପା

ନୂଆଦିଲ୍ଲୀ,୨।୩: ଭାରତୀୟ ଛାତ୍ରୀଛାତ୍ର ପ୍ରତିଦ୍ୱନ୍ଦ୍ୱିତାମୂଳକ ପରୀକ୍ଷାରେ ଫେଲ୍‌ ହେବା ପରେ ପଢ଼ିବାକୁ ବିଦେଶ ଯାଆନ୍ତି। ଏଭଳି ମନ୍ତବ୍ୟ ଦେଇଥିବା କେନ୍ଦ୍ରମନ୍ତ୍ରୀ ପ୍ରହଲାଦ ଯୋଶୀଙ୍କୁ ଉତ୍ତର ଦେଇଛନ୍ତି ୟୁକ୍ରେନର ଖାରକିଭରେ ପ୍ରାଣ ହରାଇଥିବା ଭାରତୀୟ ଛାତ୍ର ନବୀନ ଶେଖରାପ୍ପା ଜ୍ଞାନଗୌଦରଙ୍କ ବାପା। “୨୧…

ପୌର ନିର୍ବାଚନ: ପ୍ରଥମ ଦିନରେ କେହି ଦାଖଲ କଲେନି ନାମାଙ୍କନପତ୍ର

ଗଞ୍ଜାମ,୨ା୩(ଡି.ଏନ୍‌.ଏ.): ଆସନ୍ତା ୨୪ରେ ହେବ ପୌର ନିର୍ବାଚନ। ଏଥିପାଇଁ ୨ରୁ ୭ତାରିଖ ମଧ୍ୟରେ ପ୍ରାର୍ଥିପତ୍ର ଦାଖଲ କରିବାକୁ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ବୁଧବାର ହେଉଛି ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନ l ଖବର ଶେଷ ସୁଦ୍ଧା…

ବିଦେଶରେ ମେଡିକାଲ ପଢ଼ୁଥିବା ୯୦ପ୍ରତିଶତ ଛାତ୍ର ଭାରତରେ କ୍ୱାଲିଫାଏ କରିବାରେ ଅସମର୍ଥ: କେନ୍ଦ୍ରମନ୍ତ୍ରୀ

ବେଙ୍ଗାଲୁରୁ,୨।୩: ୟୁକ୍ରେନ ଓ ରୁଷିଆ ଯୁଦ୍ଧରେ ଫସି ରହିଥିବା ଭାରତୀୟ ଛାତ୍ରଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଭାରତ ସରକାର ଅପରେଶନ ଗଙ୍ଗା ଅନ୍ତର୍ଗତ ଅଭିଯାନକୁ ଜୋରଦାର କରିଛନ୍ତି। ୟୁକ୍ରେନରେ ଲଗାତର ଯୁଦ୍ଧ ଚାଲିଥିବା ବେଳେ ମଙ୍ଗଳବାର ଖାର୍କ୍ୱିଭ ସହରରେ ରୁଷିଆ ସୈନ୍ୟଙ୍କ ଗୁଳିରେ…

ଆବଶ୍ୟକ ବେଳେ ସାର ଅଭାବ: ଚାଷୀଙ୍କ ରାଜପଥ ଅବରୋଧ

ସୋହେଲା,୨।୩(ଡିଏନଏ): ବରଗଡ଼ ଜିଲା ସୋହେଲା ଅଞ୍ଚଳରେ ସାରର ଅଭାବ, ପରିଲକ୍ଷିତ ହୋଇଛି। ଅନ୍ୟପକ୍ଷରେ ସାରବିକ୍ରିରେ କଳାବଜାରୀ ହେଉଥିବା ଅଭିଯୋଗ ହୋଇଥିଲା। ଏହାର ପ୍ରତିବାଦରେ ବୁଧବାର ଚାଷୀମାନେ ସୋହେଲା ଥାନା ଛକ ଠାରେ ରାୟପୁର-ସମ୍ବଲପୁର ଜାତୀୟ ରାଜପଥକୁ ଅବରୋଧ କରି ବିରୋଧ ପ୍ରଦର୍ଶନ…

ମଦ କି ସିଗାରେଟ୍‌ ଛୁଅଁନ୍ତିନି ଏହି ଅଭିନେତା

ବଲିଉଡ୍‌ର ଆକ୍ସନ ହିରୋ ଟାଇଗର ଶ୍ରଫଙ୍କ ଆଜି ଜନ୍ମଦିନ। ଆଜିର ଦିନ ଅର୍ଥା ମାର୍ଚ୍ଚ ୨ରେ ଟାଇଗର ଜନ୍ମ ହୋଇଥିଲେ। ପିଲାବେଳେ ତାଙ୍କ ନାମ ‘ଜୟ ହେମନ୍ତ ଶ୍ରଫ’ ରଖାଯାଇଥିଲା । କିନ୍ତୁ ଯେତେବେଳେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ।…

ରୁଷିଆ ବିରୋଧରେ ଆପଲର ବଡ଼ ପଦକ୍ଷେପ

ଓ୍ବାଶିଂଟନ୍‌,୨।୩: ରୁଷିଆ-ୟୁକ୍ରେନ ଯୁଦ୍ଧକୁ ଦୃଷ୍ଟିରେ ରଖି ଆଇଫୋନ ଓ ଆଇମେକ୍‌ କମ୍ପ୍ୟୁଟର ଭଳି ଉତ୍ପାଦ ତିଆରି କରୁଥିବା ଆମେରିକାର ବେଶ୍‌ ନାଁକରା ଟେକ କମ୍ପାନୀ ଆପଲ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ରୁଷିଆରେ ନିଜର କୌଣସି ଉତ୍ପାଦ ବିକ୍ରୟ ନ…

ଷ୍ଟାର୍ଟରେ ଥିବା କାର୍‌ରୁ ମିଳିଲା ମୃତଦେହ

ହିନ୍ଦୋଳ,୨।୩(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ଥାନା ପୁରୁଣା କଟକ ସମ୍ବଲପୁର ରାସ୍ତା ପାର୍ଶ୍ୱ କାଜଲ ଢାବା ନିକଟରୁ ଏକ କାର ମଧ୍ୟରୁ ଜଣେ ଯୁବକଙ୍କ ମୃତଦେହ ଜବତ ହୋଇଛି। ଏହା ଲୋକଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି କରିଛିି। ଗତ କାଲିଠାରୁ କାରଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri