ଟିଜର ରିଲିଜ୍ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ବିକ୍ରମ
ମୁମ୍ବାଇ: ସାଉଥ ସିନେମାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ତାମିଲ ଅଭିନେତା ବିକ୍ରମ ଶୁକ୍ରବାର ହୃଦ୍ଘାତରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଶୁକ୍ରବାର ୫୬ ବର୍ଷୀୟ ବିକ୍ରମଙ୍କୁ ହଠାତ୍ ଛାତିରେ ଯନ୍ତ୍ରଣା ହେବାରୁ ସେ…
କରୋନା ପରେ ଚିନ୍ତା ବଢ଼ାଇଲା ମାରବର୍ଗ ସଂକ୍ରମଣ
କେପ୍ ଟାଉନ୍,୮।୭: ବିଶ୍ୱ ଗତ ୨ବର୍ଷରୁ ଉର୍ଦ୍ଧ୍ୱ ହେଲା କରୋନା ମହାମାରୀ ସହ ସଂଘର୍ଷ କରୁଛି। ଇତିମଧ୍ୟରେ ଆଉ ଏକ ନୂଆ ସଂକ୍ରମଣ ସାମ୍ନାକୁ ଆସିଛି। ବର୍ତ୍ତମାନ ପଶ୍ଚିମ ଆଫ୍ରିକାର ଘାନାରେ ବିପଜ୍ଜନକ ସଂକ୍ରମଣ ମାରବର୍ଗ ରୋଗୀ ଚିହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ,…
ଭାରତ ଉପରେ ମାଲେସିଆ-ଇଣ୍ଡୋନେସିଆର ସାଇବର ଷ୍ଟାଇକ୍
ଅହମ୍ମଦାବାଦ,୮।୭: ଦେଶରେ ଗତ କିଛି ଦିନ ହେଲା ନୁପୁର ଶର୍ମାଙ୍କ ବିବାଦୀୟ ମନନ୍ତବ୍ୟ ପରେ ହିଂସାକାଣ୍ଡ ଘଟିଚାଲିଛି। ଏଭଳି ସ୍ଥିତିରେ ମାଲେସିଆ ଏବଂ ଇଣ୍ଡୋନେସିଆର ମୁସଲମାନ ହ୍ୟାକରମାନେ ଭାରତ ବିରୋଧରେ ସାଇବର ଯୁଦ୍ଧ ଆରମ୍ଭ କରିଛନ୍ତି। ଦୁଇ ଦେଶର ହ୍ୟାକର ଗୋଷ୍ଠୀ…
ରାତି ପାହିଲେ ବାହୁଡ଼ା ଯାତ୍ରା, ରତ୍ନବେଦୀକୁ ବାହୁଡିବେ ମହାପ୍ରଭୁ
ପୁରୀ ଅଫିସ,୮।୭: ରାତି ପାହିଲେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ମହାପ୍ରଭୁ ଜନ୍ମବେଦୀ ଛାଡି ରତ୍ନବେଦୀକୁ ବାହୁଡିବେ। ଶୁକ୍ରବାର ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ଶେଷ ହୋଇଛି । ସନ୍ଧ୍ୟାଦର୍ଶନ ଲାଗି ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳଥିଲା।…
ପରିବାର ଲୋକେ ମନାକରିବାରୁ ସୁଧାର ଗୃହ ଗଲେ ଉଦ୍ଧାର ମହିଳା
ଆସିକା,୮।୭(ଡି.ଏନ୍.ଏ.): ଗାଙ୍ଗପୁର ଥାନା ଚଞ୍ଚରାପଲ୍ଲୀ ଗ୍ରାମର ସାଇବାଣୀ ଗୌଡ ୫ବର୍ଷ ହେଲା ନିଖୋଜ ଥିଲେ। ତାଙ୍କୁ ଗାଙ୍ଗପୁର ପୋଲିସ ହରିୟାଣାର ଶିର୍ଶା ଜିଲା ଅନ୍ତର୍ଗତ ଏଲାନାବାଗରୁ ଉଦ୍ଧାର କରି ମଙ୍ଗଳବାର ଗାଁକୁ ଆଣିଥିଲେ। ତେବେ ପରିବାରରେ ତାଙ୍କ ରହିବା ନେଇ କୌଣସି…
ଦୁଇ ଦିନରେ ଶେଷ ହେବ ରୂପା ଛାଉଣୀ କାର୍ଯ୍ୟ
ପୁରୀ ଅଫିସ,୮।୭: ଶ୍ରୀମନ୍ଦିରର ସମସ୍ତ ଦ୍ୱାର ରୂପା ଛାଉଣୀ କରାଯିବ। ପ୍ରସ୍ତାବିତ ଏହି କାର୍ଯ୍ୟ ଆସନ୍ତା ୧୦ ତାରିଖ ମଧ୍ୟରେ ଶେଷ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଥିବାରୁ କଳାହାଟ ଦ୍ୱାରର ରୂପା…
ପ୍ରଦୀପ୍ତ ନାଏକଙ୍କୁ ଭେଟିଲେ ଭାଜପା ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା
ଭୁବନେଶ୍ୱର,୮।୭(ବ୍ୟୁରୋ): ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କୁ ଭାଜପା ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ଏବଂ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂ ଶୁକ୍ରବାର ଭେଟିଛନ୍ତି। ସେମାନେ ପ୍ରଦୀପ୍ତଙ୍କୁ ଭେଟି ତାଙ୍କ ସାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା ସହିତ ତାଙ୍କୁ ଚିକିତ୍ସା…
ୟୁପି ଉପମୁଖ୍ୟମନ୍ତ୍ରୀଙ୍କ ଶଶୂର ଘର ଗାଁ ନାମ ବଦଳାଇବାକୁ ପ୍ରସ୍ତାବ
କୋଶାମ୍ବି,୮।୭: ଉତ୍ତରପ୍ରଦେଶର କୋଶାମ୍ବିରେ ଜିଲା ପଞ୍ଚାୟତ ବୈଠକରେ ଅଫଜଲପୁରୱାରୀ ଗାଁର ନାମ ପରିବର୍ତ୍ତନ ପାଇଁ ଦାବି ହୋଇଛି। ଜିଲା ପଞ୍ଚାୟତ ସଦନର ଅନୁଷ୍ଠିତ ଏହି ବୈଠକରେ ଜିଲା ପଞ୍ଚାୟତ ସଦସ୍ୟ ତୁଫାନ ସିଂ ଯାଦବ ଏକ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ବିଶେଷ…
ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ
ନୂଆପଡ଼ା ଅଫିସ,୮।୭: ନୂଆପଡ଼ା ଜିଲା ସୁନାବେଡ଼ା ଅଭୟାରଣ୍ୟରେ ଶୁକ୍ରବାର ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ନୂଆପଡ଼ା ଛତିଶଗଡ଼ ସୀମାନ୍ତ ଗରିଆବନ୍ଧ ଜିଲା ଆମାମୋରା ନିକଟ ଓରାଗାଁ ପାଟଧରା ସଂରକ୍ଷିତ ଜଙ୍ଗଲରେ ଏସ୍ଓଜ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ…
ଡେଥ୍ ଓଭରରେ ସଠିକ୍ ୟର୍କର ପକାଇ କରିଥିଲେ ଆକର୍ଷଣ
ଜରିଆରେ ନୂଆଦିଲ୍ଲୀ,୮ା୭ : ଆଇପିଏଲ୍ରେ ଦମ୍ଦାର ପ୍ରଦର୍ଶନ ଜରିଆରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ ଅର୍ଶଦୀପ ସିଂ। ଏପରିକି ଡେଥ୍ ଓଭରରେ ଚମତ୍କାର ବୋଲିଂ ସହିତ ସଠିକ୍ ୟର୍କର ଜରିଆରେ ସମସ୍ତଙ୍କୁ ସେ ପ୍ରଭାବିତ କରିଥିଲେ। ଏପରି କି ଦକ୍ଷିଣ ଆଫ୍ରିକା…
ଝାଡ଼ାବାନ୍ତିରେ ୩୫ ଛାତ୍ର ଆକ୍ରାନ୍ତ
ରାୟଗଡା ଅଫିସ,୮।୭: ରାୟଗଡା ଜିଲା ବିଷମ କଟକ ବ୍ଲକ ଅଧୀନ ଡୁମ୍ବୁରିନେଲି ସଦର ପଞ୍ଚାୟତ ଦଣ୍ଡାପୋଡା କେବିକେ ଛାତ୍ର ନିବାସରରେ ୩୫ଜଣ ଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଶୁକ୍ରବାର ରାତିରେ ହଷ୍ଟେଲ ଛାତ୍ରମାନେ ଖାଇବା ପରେ ଶୋଇଥିଲେ। ସକାଳୁ ଉଠିବା ପରେ…
ଏଠାରେ ଏମିତି ପୋଷାକ ପିନ୍ଧିଲେ ଦେବାକୁ ପଡ଼ିବ ମୋଟା ଅଙ୍କର ଜରିମାନା
ପର୍ଯ୍ୟଟନ ସ୍ଥଳକୁ ଲୋକେ ଯେକୌଣସି ପୋଷାକ ପିନ୍ଧି ଆସିପାରନ୍ତି। କିନ୍ତୁ ଇଟାଲୀରେ ମହିଳାମାନଙ୍କୁ ପର୍ଯ୍ୟଟନ ସ୍ଥାନରେ ବିକ୍ନୀ ପିନ୍ଧିବାକୁ ବାରଣ କରାଯାଇଛି। ଯଦି କେହି ଏହା କରନ୍ତି, ତେବେ ତାଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିବ। ଜରିମାନା ବାବଦକୁ ସଂପୃକ୍ତ…

