‘ରୁଷିଆର ଏବେ କେବଳ ୪ ବନ୍ଧୁ ଅଛନ୍ତି’
କ୍ୱିଭ,୩।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ରୁଷିଆ ଦିନକୁ ଦିନ ଆକ୍ରୋଶମୂଳକ ହୋଇପଡ଼ିଛି। ଏସବୁ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ରୁଷିଆକୁପୁଣି ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ରୁଷିଆର…
ପୁଣି ଘୁଞ୍ଚିଲା ଫିଲ୍ମ ‘ପୃଥ୍ବୀରାଜ’ର ରିଲିଜ୍ ତାରିଖ
ଅକ୍ଷୟ କୁମାର ଏବଂ ମିସ ୱାଲର୍ଡ ମାନୁଷୀ ଚିଲ୍ଲାରଙ୍କ ଅଭିନୀତ ଫିଲ୍ମ ‘ପୃଥ୍ବୀରାଜ’ର ନୂଆ ରିଲିଜ ତାରିଖ ପୁଣି ଥରେ ସାମ୍ନାକୁ ଆସିଛି। ଫିଲ୍ମଟି ଚଳିତ ବର୍ଷ ଜୁନରେ ମୁକ୍ତିଲାଭ କରିବ। ଏହାପୂର୍ବରୁ ଫିଲ୍ମଟି ଚଳିତ ବର୍ଷ ଜାନୁୟାରୀରେ ମୁକ୍ତିଲାଭ କରିବାର…
ରଣଦୀପ ହୁଡ୍ଡା ଅସୁସ୍ଥ
ମୁମ୍ବାଇ: ବଲିଉଡ ଅଭିନେତା ରଣଦୀପ ହୁଡ୍ଡା ଅସୁସ୍ଥ ହୋଇ ପଡିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ତାଙ୍କ ଆଣ୍ଠୁର ସର୍ଜରୀ କରାଯାଇଛି । ଫିଲ୍ମ ‘ଇନ୍ସପେକ୍ଟର ଅବିନାଶ’ର ଶୁଟିଂ କରୁଥିବା ସମୟରେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା । ମାର୍ଚ୍ଚ ୧ରେ…
ପୂର୍ବ ସ୍ବାମୀଙ୍କ ବିରୋଧରେ ଖୁଲାସା କଲେ ପୁନମ୍
ମୁମ୍ବାଇ: କଙ୍ଗନା ରଣାୱାତ୍ ରିଆଲିଟି ଶୋ ‘ଲକଅପ’ରେ ପ୍ରତିଯୋଗୀ ଭାଗ ନେଇଛନ୍ତି। ଏହି ଶୋ’ରେ ଏଭଳି ଲୋକଙ୍କୁ ନିଆଯାଇଛି, ଯାହାର ନାମ କିଛି ବିବାଦ ସହ ଜଡିତ ଥିଲା। ସେହିଭଳି ବିବାଦ ସହ ଯୋଡି ହୋଇଥିଲେ ପୁନମ୍ ପାଣ୍ଡେ। ଶୋ’ରେ ପୁନମ୍…
ୟୁକ୍ରେନରୁ ଫେରିବା ପରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଛାତ୍ର
ନୂଆଦିଲ୍ଲୀ,୩।୩: ସମୟ ଥାଉ ଥାଉ ବିବାଦୀୟ ଜୋନରୁ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ପଦକ୍ଷେପ ନ ନେଇ ଫୁଲ ବାଣ୍ଟିବା ଭଳି ଅଙ୍ଗଭଙ୍ଗୀ ମୂଲ୍ୟହୀନ। ଏଭଳି କହି ଗୁରୁବାର କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଯୁଦ୍ଧ ପ୍ରଭାବିତ ୟୁକ୍ରେନରୁ ଫେରିଥିବା ଜଣେ…
ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଲେ ୟୁକ୍ରେନ୍ରୁ ଫେରିଥିବା ଛାତ୍ରୀଛାତ୍ର
ଭୁବନେଶ୍ୱର,୩।୨(ବ୍ୟୁରୋ): ଯୁଦ୍ଧକ୍ଷେତ୍ରରୁ ଭାରତୀୟମାନଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଅପରେସନ ଗଙ୍ଗା ଜାରି ରହିଛି । ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରୁ ୟୁକ୍ରେନ୍ରୁ ଫେରୁଥିବା ଓଡିଆ ଡାକ୍ତରୀ ଛାତ୍ରୀଛାତ୍ରମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ୟୁକ୍ରେନ୍ରୁ ଫେରୁଥିବା ଛାତ୍ରୀଛାତ୍ରଙ୍କୁ…
ରାଗରେ ରୋହିତଙ୍କ ଉପରେ ବୋତଲ ଭାଙ୍ଗିଲେ ଶିଳ୍ପା
ବମ୍ବେ: ରାଗିଗଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ହାତରେ କାଚ ବୋତଲ ଭାଙ୍ଗିଦେଲେ। ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଭିଡିଓରେ ଶିଳ୍ପା ମଧ୍ୟ ରୋହିତଙ୍କୁ କାମ ମାଗୁଥିବା ଦେଖାଯାଉଛି। ‘ଇଣ୍ଡିଆଜ୍ ଗଟ୍…
ସୋନୁ ସୁଦ୍ ବଢ଼ାଇଲେ ସହାୟତାର ହାତ…
ମୁମ୍ବାଇ,୩।୩ : ସଙ୍କଟ ସମୟରେ ବଲିଉଡ୍ ଅଭିନେତା ସୋନୁ ସୁଦ୍ ଲୋକଙ୍କ ପାଖରେ ଠିଆ ହୋଇଥାନ୍ତି। ରୁଷିଆ ୟୁକ୍ରେନ୍ ଯୁଦ୍ଧ ସମୟରେ ଭାରତୀୟଙ୍କୁ ଆବଶ୍ୟକ ସହାୟତା ସୋନୁ ଯୋଗାଇ ଦେଉଛନ୍ତି। ସୋନୁ ଏବଂ ତାଙ୍କ ଟିମ୍ ୟୁକ୍ରେନ୍ରେ ଥିବା ଭାରତୀୟଙ୍କ ସ୍ବଦେଶ…
ବରଣମାଳା ବେଳେ କନ୍ୟାଙ୍କୁ ଛେଚିଲେ
ବିବାହ ବେଳର ଭିଡିଓ ଭାଇରାଲ ହେବା କଥା କିଛି ନୂଆ ନୁହେଁ। କିନ୍ତୁ ସୋସିଆଲ ମିଡିଆରେ ଏବେ ଭାଇରାଲ ହୋଇଥିବା ଏକ ଭିଡିଓରେ ବରଣମାଳା ବେଳେ କନ୍ୟାଙ୍କୁ ବର ଚାପୁଡ଼ା ଉପରେ ଚାପୁଡ଼ା ଲଗାଉଥିବା ଦେଖିବାକୁ ମିଳୁଛି। ଭାଇରାଲ ଭିଡିଓରେ ବିବାହ…
୨୨ ସେକେଣ୍ଡରେ ଭାଷଣ ବନ୍ଦ କରି ଚାଲିଗଲେ ରାଜ୍ୟପାଳ
ପୁଣେ,୩।୨: ମହାରାଷ୍ଟ୍ର ବିଧାନସଭାର ବଜେଟ ଅଧିବେଶନର ପ୍ରଥମ ଦିନରେ ବହୁତ ହୋହାଲ୍ଲା ଦେଖିବାକୁ ମିଳିଛି। ହୋହାଲ୍ଲା ଏତେ ହୋଇଥିଲା ଯେ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ଭାଗବତ ସିଂ କୋଶୟାରି ମଧ୍ୟଭାଗରେ ତାଙ୍କ ଭାଷଣ ବନ୍ଦ କରି ଗୃହରୁ ପଳାଇଥିଲେ। ଛତ୍ରପତି…
ଫେରୁଛନ୍ତି ଐଶ୍ୱର୍ଯ୍ୟା
ବମ୍ବେ: ଦୀର୍ଘଦିନର ବ୍ୟବଧାନ ପରେ ବଡ଼ ପରଦାକୁ ଫେରୁଛନ୍ତି ନୀଳ ନୟନା ଐଶ୍ୱର୍ଯ୍ୟା ରାୟ। ନିର୍ଦ୍ଦେଶକ ମଣି ରତ୍ନମଙ୍କ ଫିଲ୍ମ ‘ପୋନ୍ନିୟିନ ସେଲବନ’ରେ ସେ ନଜର ଆସିବେ। ବୁଧବାର ଏହାର ପ୍ରଥମ ପୋଷ୍ଟର ରିଲିଜ ହୋଇଛି। ଏଥିରେ ଐଶ୍ୱର୍ଯ୍ୟାଙ୍କୁ ଲାଲ୍ ଏବଂ…
ଆମେରିକାରେ ଭାରତୀୟ ଖାଦ୍ୟ ଖାଇଲେ ପ୍ରିୟଙ୍କା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କର ଦୈନନ୍ଦିନ ରୁଟିନଠାରୁ ଆରମ୍ଭ କରି ନୂତନ ପ୍ରୋଜେକ୍ଟ ଏବଂ ବ୍ୟକ୍ତିଗତ ଜୀବନ ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ଶେୟାର କରିବାକୁ ଭୁଲନ୍ତି ନାହିଁ। ପ୍ରିୟଙ୍କା ଆଜିକାଲି ସ୍ବାମୀ ନିକ୍ ଜୋନାସ୍ଙ୍କ ସହ…
Archives


