ସ୍ତ୍ରୀଙ୍କ ଗଳା କାଟି ପାଖରେ ବସି ରହିଥିଲେ
କୁନ୍ଦୁରା,୧୦ା୭ (ଡି.ଏନ.ଏ.): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ବାଗଦେରି ପଞ୍ଚାୟତ ଅନ୍ତର୍ଗତ ବୁଦାଗୁଡା ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ବାମୀ ସ୍ତ୍ରୀଙ୍କ ଗଳା କାଟି ହତ୍ୟା କରିଛନ୍ତି। ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି।…
ଦୁର୍ଦ୍ଦାନ୍ତ ମାଓବାଦୀ ଲକ୍ଷ୍ମଣଙ୍କୁ ଧରିଲେ ଯବାନ
ମାଲକାନଗିରି, ୧୦ା୭(ଡି.ଏନ୍.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ଅଧୀନ ତୁଳସୀ ପାହାଡ଼ରେ କୋମ୍ବିଂ ଅପରେଶନ ବେଳେ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ ହୋଇଛନ୍ତି। ସେ ହେଲେ ଲକ୍ଷ୍ମଣ ପଡିଆମୀ। ପୂର୍ବରୁ ତାଙ୍କ ନାମରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା…
କହ୍ନେୟାଲାଲ ହତ୍ୟା ମାମଲା: ସପ୍ତମ ଅଭିଯୁକ୍ତ ଗିରଫ
ଉଦୟପୁର,୧୦।୭: ରାଜସ୍ଥାନର ଉଦୟପୁର ଦରଜି କହ୍ନେୟାଲାଲ ହତ୍ୟା ମାମଲାରେ ଏନଆଇଏ ସପ୍ତମ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଫରହାଦ ମହମ୍ମଦ ଶେଖ (୩୧) କହ୍ନେୟାଲାଲ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ରିୟାଜ ଅଟାରୀଙ୍କ ଜଣେ ଘନିଷ୍ଠ ସହଯୋଗୀ ଥିଲେ। ଅନେକ ଦିନ…
ଖରିଫ ଚାଷ ପାଇଁ ଇନ୍ଦ୍ରାବତୀରୁ ଛଡ଼ାଗଲା ପାଣି
କୋକସରା,୧୦।୭(ଡି.ଏନ୍.ଏ.): ଚଳିତ ୨୦୨୨-୨୩ ଖରିଫ ଚାଷ ପାଇଁ କଳାହାଣ୍ଡି ଜିଲା ମୁଖୀଗୁଡ଼ାସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାର ମେଗାଲିଫ୍ଟ କେନାଲ ମଙ୍ଗଳପୁର ବ୍ୟାରେଜରୁ ରବିବାର ପାଣି ଛଡାଯାଇଛି। ଏହାଦ୍ୱାରା ଜୟପାଟଣା, କୋକସରା, ଧର୍ମଗଡ଼ ଏବଂ ଜୁନାଗଡ଼ ବ୍ଲକର ୨୫ ହଜାର ୨୭୫ ହେକ୍ଟର ଜମିରେ…
କାରଖାନାରୁ ଚୋରି କରି ଗିରଫ ହେଲେ ସମିତି ସଭ୍ୟ
କୁଆଁରମୁଣ୍ଡା,୧୦।୭(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅଧୀନ ବିଜାବାହାଲାସ୍ଥିତ ପବନ ଜୟ ସ୍ପଞ୍ଜ କାରଖାନାରୁ ତମ୍ବା ଖୁମ୍ବ ଚୋରି ଘଟଣାରେ ପୋଲିସ ରବିବାର ଜଣେ ସମିତି ସଭ୍ୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଉଛନ୍ତି କୁଆଁରମୁଣ୍ଡା ବ୍ଲକ ଖୁଖୁଣ୍ଡୁବାହାଲ…
ଦର୍ଶନ ଲାଗି ଧାଡ଼ିରେ ଠିଆ ହୋଇଥିଲେ, ବେକରୁ ଝାମ୍ପିନେଲେ ସୁନାହାର
ବ୍ରହ୍ମପୁର ଅଫିସ,୧୦।୭: ବ୍ରହ୍ମପୁର ସହରରେ ଲୁଟେରା ଗ୍ୟାଙ୍ଗ ପୁଣି ସକ୍ରିୟ ହୋଇଛନ୍ତି। ରବିବାର ହରିଶୟନ ଏକାଦଶୀ। ଏହି ଅବସରରେ ଠାକୁରଙ୍କ ଦର୍ଶନ ପାଇଁ ଗୋଶାଣୀନୂଆଗାଁ ଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଥିଲା। ମହିଳାମାନେ ଧାଡ଼ିରେ ଠିଆହୋଇ ଠାକୁରଙ୍କୁ ଦର୍ଶନ କରିବା ପାଇଁ…
ଭଗବାନ ଶିବଙ୍କ ବେଶରେ ଦରଦାମ୍ ବୃଦ୍ଧିକୁ ବିରୋଧ କରୁଥିବା ଯୁବକ ଗିରଫ
ଗୁଆହାଟୀ,୧୦।୭: ଫିଲ୍ମ କାଳୀ ପୋଷ୍ଟରକୁ ନେଇ ଦେଶବ୍ୟାପୀ ଅସନ୍ତୋଷ ମଧ୍ୟରେ ଆସାମର ନାଗାଓଁରେ ପଥପ୍ରାନ୍ତ ନାଟକକୁ ନେଇ ଏକ ନୂଆ ବିବାଦ ସୃଷ୍ଟି ହୋଇଛି। ପଥପ୍ରାନ୍ତ ନାଟକରେ ଭଗବାନ ଶିବଙ୍କ ଭୂମିକା ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ଧାର୍ମିକ ଭାବନାକୁ ଆଘାତ ଦେବା…
ଅମରନାଥ ଯାତ୍ରା ବାତିଲ
ଜମ୍ମୁ,୧୦।୭: ଖରାପ ପାଗ ଯୋଗୁ ଅମରନାଥ ଯାତ୍ରାକୁ ରବିବାରଠାରୁ ବାତିଲ କରିଦିଆଯାଇଛି। ଏପରି କି କଶ୍ମୀରରେ ଥିବା ୨ଟି କ୍ୟାମ୍ପରୁ କୌଣସି ନୂଆ ଭକ୍ତଙ୍କୁ ଆଉ ଅମରନାଥ ଯିବାକୁ ଅନୁମତି ଦିଆଯିବ ନାହିଁ। ଏନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନା…
ଗୋଆରେ କଂଗ୍ରେସକୁ ଲାଗିପାରେ ବଡ଼ ଝଟ୍କା
ପାଣାଜୀ,୧୦।୭: ମହାରାଷ୍ଟ୍ର ସଙ୍କଟ ପରେ ଏବେ ଗୋଆ କଂଗ୍ରେସର ମଧ୍ୟ ଫାଟ ସୃଷ୍ଟି ହୋଇଛି। ଦଳର ୯ ବିଧାୟକ ଭାଜପାରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି। ଏବେ ରାଜ୍ୟରେ କଂଗ୍ରେସର ୧୧ ବିଧାୟକ ଅଛନ୍ତି। ଯଦି ୯ ବିଧାୟକ ଭାଜପାରେ…
କାର୍ତ୍ତିକ-ସାରାଙ୍କ ସମ୍ପର୍କକୁ ନେଇ ପୋଲ୍ ଖୋଲିଲେ କରନ
ମୁମ୍ବାଇ: ବଲିଉଡ ନିର୍ଦ୍ଦେଶକ କରନ ଜୋହରଙ୍କ ଚାଟ ଶୋ ‘କଫି ୱିଥ କରନ ୭’ ଏବେ ହଙ୍ଗାମା କରୁଛି । ଏଥରର ପ୍ରଥମ ଏପିସୋଡ ଓଟିଟିରେ ସମସ୍ତ ରେକର୍ଡ ଭାଙ୍ଗିଛି । କରନ ଏବେ ଏହି ଶୋ’ର ପ୍ରମୋଶନରେ ଲାଗି ପଡିଛନ୍ତି…
ଭାରତୀୟ ଡ୍ରେସିଂ ରୁମ୍ରେ ହଠାତ୍ ପହଞ୍ଚିଲେ ଧୋନୀ
ଲଣ୍ଡନ,୧୦।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟି -୨୦ରେ ମ୍ୟାଚରେ ଭାରତ ୪୯ ରନ୍ରେ ଘରୋି ଦଳକୁ ପରାସ୍ତ କରିଛି। ଏହି ମ୍ୟାଚ୍ ପରେ ପୂର୍ବତନ ଭାରତୀୟ ଅଧିନାୟକ ଏମଏସ ଧୋନୀ ହଠାତ୍ ଟିମ ଇଣ୍ଡିଆର ଡ୍ରେସିଂ ରୁମରେ…
ମାତ୍ର କିଛି ମିନିଟ୍ ମଧ୍ୟରେ ଭାରତ-ପାକିସ୍ତାନ ମ୍ୟାଚ୍ ଟିକେଟ୍ ଶେଷ
ନୂଆଦିଲ୍ଲୀ,୧୦।୭: ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଆଉ ମାତ୍ର କିଛି ମାସ ବାକି ଅଛି। ଏଥିପାଇଁ ଟିକେଟ୍ ବିକ୍ରି ଆରମ୍ଭ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟକୁ ଦୃଷ୍ଟିରେ ରଖି ସମସ୍ତ ଦଳ ସେମାନଙ୍କର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥର ମଧ୍ୟ…

