Home Left

ଯଶବନ୍ତ ସିହ୍ନାଙ୍କୁ ସମର୍ଥନ କରିବ କଂଗ୍ରେସ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ କଂଗ୍ରେସ ସମର୍ଥନ କରିବ। ଏ ନେଇ କଂଗ୍ରେସ ପିସିସି ସଭାପତି ଶରତ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି। । ଦିଲ୍ଲୀରୁ ଫେରିବା ପରେ କଂଗ୍ରେସ ବିଧାୟକଙ୍କ ସହ ବୈଠକରେ ଆଲୋଚନା କରିଛନ୍ତି ପିସିସି…

ମାଲକାନଗିରିରେ ବନ୍ୟା, ପଡ଼ୋଶୀ ରାଜ୍ୟକୁ ଯାତାୟତ ଠପ୍‌

ମାଲକାନଗିର,୧୬।୭(ଡି.ଏନ୍‌.ଏ): ଲଗାଣ ବର୍ଷା ଯୋଗୁ ମାଲକାନିଗିରି ଜିଲା ମୋଟୁରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି । ସିଲେରୁ ଓ ସାବେରୀ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏନ୍‌ଏଚ୍‌ ୩୨୬ ପାଣିରେ ବୁଡିଯାଇଥିବା ବେଳେ ପଡ଼ୋଶୀ ରାଜ୍ୟକୁ ଯାତାୟତ ବନ୍ଦ ହୋଇଯାଇଛି।…

ଜେଏମ୍‌ଏମ୍‌ ପରେ ଦ୍ରୌପଦୀଙ୍କୁ ସମର୍ଥନ କରିବ ଜେଡି(ଏସ୍‌)

ବେଙ୍ଗାଲୁରୁ,୧୬।୭: ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରତି ବଢୁଛି ରାଜନୈତିକ ଦଳର ସମର୍ଥନ। ନିକଟରେ ଜେଏମ୍‌ଏମ୍‌ ଦ୍ରୌପଦୀଙ୍କୁ ସମର୍ଥନ କରିଥିବା ବେଳେ ଏବେ ଜେଡି(ଏସ୍‌) ଦଳ ସମର୍ଥନ କରିବ ବୋଲି ଘୋଷଣା କରିଛି। ଦଳୀୟ ନେତା ବନ୍ଦେପ୍ପା କାଶେମପୁର ବିଧାନସଭା…

ନୌସେନାର ହେଲିକପ୍ଟର କ୍ରାସ୍‌: ୧୪ ମୃତ

ମାକ୍ସିକୋ,୧୬।୭: ମାକ୍ସିକୋର ସିନାଲୋଆରେ ଶନିବାର ସକାଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ମାକ୍ସିକୋର ସେନା ହେଲିକପ୍ଟର ବ୍ଲାକ ହୋକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ସେନା ହେଲିକପ୍ଟରରେ ୧୫ ଜଣ ଯାତ୍ରୀ ଥିଲେ, ସେଥିମଧ୍ୟରୁ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହି…

ଟି-୨୦ ବିଶ୍ୱକପରେ ସ୍ଥାନ ସୁରକ୍ଷିତ କଲା ଜିମ୍ବାଓ୍ବେ, ନେଦରଲ୍ୟାଣ୍ଡ୍ସ

ଦୁବାଇ,୧୬।୭: ଟି-୨୦ ବିଶ୍ୱକପରେ ସ୍ଥାନ ସୁରକ୍ଷିତ କରିଛି ଜିମ୍ବାଓ୍ବେ ଏବଂ ନେଦରଲ୍ୟାଣ୍ଡ୍ସ। ଆମେରିକାକୁ ପରାସ୍ତ କରି ନେଦରଲ୍ୟାଣ୍ଡ୍ସ ଟି୨୦ ବିଶ୍ୱକପରେ ସ୍ଥାନ ସୁରକ୍ଷିତ କରିଥିବା ବେଳେ ଆୟୋଜକ ଜିମ୍ବାଓ୍ବେ ପପୁଆ ନ୍ୟୁଗିନିକୁ ପରାସ୍ତ କରିଥିଲା। ଆମେରିକା ବିପକ୍ଷ ମ୍ୟାଚରେ ନେଦରଲ୍ୟାଣ୍ଡ୍ସ ପ୍ରଥମେ…

ରିଆଲିଟି ଶୋ’ରେ ଆମିର

ମୁମ୍ବାଇ: ବଲିଉଡ୍‌ ଅଭିନେତା ଆମିର ଖାନ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଲାଲ ସିଂ ଚଢ଼ା’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଫିଲ୍ମର ପ୍ରମୋଶନ ପାଇଁ ଆମିର ପ୍ରଥମ ଥର କୌଣସି ରିଆଲିଟି ଶୋ’ରେ ସାମିଲ ହେବାକୁ ଯାଉଛନ୍ତି। ବହୁ ଚର୍ଚ୍ଚିତ ଶୋ’ ‘କୌନ…

ଉପରମୁହାଁ କରୋନା ସଂକ୍ରମଣ: ଚିହ୍ନଟ ହେଲେ ୧୦୬୫ ପଜିଟିଭ୍‌

ଭୁବନେଶ୍ୱର,୧୬।୭(ବ୍ୟୁରୋ): ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୬୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୨୪ ଜଣ କ୍ୱାରାଣ୍ଟାଇନ୍‌ରୁ ରହିଥିବା ବେଳେ ୪୪୧ ଜଣ ସ୍ଥାନୀୟ…

ଭାଇଜାନଙ୍କୁ ବିବାହ କରିବାକୁ ଚାହାନ୍ତି ପାକିସ୍ତାନର ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ ଅର୍ଥାତ ଭାଇଜାନ୍‌ଙ୍କୁ କିଏ ବା ପସନ୍ଦ ନ କରେ। ଆଜିବି ତାଙ୍କ ଫିଲ୍ମକୁ ଦର୍ଶକ ପାଗଳ ଭଳିି ଅପେକ୍ଷା କରି ରହିଥାନ୍ତି। ବର୍ତ୍ତମାନ ଭାଇଜାନଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି। ପାକିସ୍ତାନର ଅଭିନେତ୍ରୀ ମୀରା…

ମହିଳାଙ୍କୁ ଆକ୍ରମଣ କରି ତଳେ ପକାଇଲେ ଗୋରୁ, ଭିଡିଓ ଭାଇରାଲ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

‘ଫୋନ ଭୁତ’ର ନୂଆ ପୋଷ୍ଟର

ମୁମ୍ବାଇ: କ୍ୟାଟ୍ରିନା କୈଫ, ସିଦ୍ଧାର୍ଥ ଚତୁର୍ବେଦୀ ଓ ଇସାନ ଖଟ୍ଟରଙ୍କ ଅପକମିଂ କମେଡି ଫିଲ୍ମ ‘ଫୋନ ଭୁତ’କୁ ନେଇ ଦର୍ଶକେ ଖୁବ୍ ଏକ୍ସାଇଟେଡ ଅଛନ୍ତି । କିଛିଦିନ ପୂର୍ବରୁ ମେକର୍ସ ଏହାର ପୋଷ୍ଟର ରିଲିଜ କରିଥିବା ବେଳେ ଏବେ ଫିଲ୍ମର ଫାଷ୍ଟ…

ସ୍ତ୍ରୀକୁ ହତ୍ୟାକରି ସିଝାଇଲେ

ଇସ୍‌ଲାମାବାଦ,୧୬ା୭: ପାକିସ୍ତାନର ସିନ୍ଧରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀ ନର୍ଗିସଙ୍କୁ ଅନୈତିକ ସମ୍ପର୍କରେ ଲିପ୍ତ ରହିବା ପାଇଁ ସ୍ବାମୀ ଆଶିକ ବାଧ୍ୟ କରୁଥିଲେ। ନର୍ଗିସ୍‌ ଏହାର ବିରୋଧ କରିବାରୁ ଆଶିକ ରାଗିଯାଇ ତାଙ୍କୁ ହତ୍ୟା କରିଥିବା ଖବର ପ୍ରକାଶ ପାଇଛି।…

ଏୟାର ଇଣ୍ଡିଆ ବିସ୍ଫୋରଣ ଅଭିଯୁକ୍ତଙ୍କୁ କାନାଡାରେ ହତ୍ୟା

ଅଟାଓ୍ବା,୧୬ା୭: ୧୯୮୫ ଏୟାର ଇଣ୍ଡିଆ ବିସ୍ଫୋରଣ ଅଭିଯୁକ୍ତ ରିପୁଦମନ ସିଂ ମଲିକଙ୍କୁ କାନାଡାର ସରେଠାରେ ହତ୍ୟା କରାଯାଇଛି। ରିପୁଦମନଙ୍କ କାର୍‌ ଭିତରୁ ତାଙ୍କ ଗୁଳିବିଦ୍ଧ ମୃତଦେହକୁ ବ୍ରିଟିଶ କଲମ୍ବିଆ ପୋଲିସ ଜବତ କରିଛି। ୧୯୮୫ ଜୁନ୍‌ ୨୩ରେ ଏୟାର ଇଣ୍ଡିଆ ଫ୍ଲାଇଟ୍‌-୧୮୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?