ନୌସେନାର ହେଲିକପ୍ଟର କ୍ରାସ୍‌: ୧୪ ମୃତ

ମାକ୍ସିକୋ,୧୬।୭: ମାକ୍ସିକୋର ସିନାଲୋଆରେ ଶନିବାର ସକାଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ମାକ୍ସିକୋର ସେନା ହେଲିକପ୍ଟର ବ୍ଲାକ ହୋକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ସେନା ହେଲିକପ୍ଟରରେ ୧୫ ଜଣ ଯାତ୍ରୀ ଥିଲେ, ସେଥିମଧ୍ୟରୁ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ତେବେ ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଉଦ୍ଧାରକାରୀମାନେ ଆହତଙ୍କୁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି, ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି। ସୂଚନାଯୋଗ୍ୟ, ମାକ୍ସିକୋ ନୌସେନାର ହେଲିକପ୍ଟର ବ୍ଲାକ ହୋକ ସିନାଲୋଆର ଲସ୍‌ ମୋଚିସରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ନୌସେନା ପକ୍ଷରୁ ଦୁର୍ଘଟଣାର କାରଣ ଅନୁସନ୍ଧାନ କରାଯାଉଛି ବୋଲି ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା-ଭୂସ୍ଖଳନରେ ୩୧ ମୃତ, ହଜାରେରୁ ଅଧିକ ବେଘର…

ବ୍ରାସିଲିଆ, ୨୯।୫ : ବ୍ରାଜିଲର ଉତ୍ତର-ପୂର୍ବ ରାଜ୍ୟ ପେରନାମବୁକୋରେ ପ୍ରବଳ ବର୍ଷା ଯୋଗୁ ବନ୍ୟ ସହିତ ଭୂସ୍ଖଳନ ଘଟିଛି। ଏହି ଘଟଣାରେ ୩୧ ଜଣଙ୍କର ମୃତ୍ୟୁ...

ୟୁକ୍ରେନର ଦାବି ୩୦ରୁ ଊର୍ଦ୍ଧ୍ୱ ଥର ବିମାନ ଆକ୍ରମଣ କଲାଣି ରୁଷିଆ

କ୍ୱିଭ,୨୪ ।୨: ବିଶ୍ୱ ପାଇଁ ଏବେ ଚିନ୍ତାର କାରଣ ପାଲଟି ଯାଇଛି ରୁଷିଆ-ୟୁକ୍ରେନ୍ ଯୁଦ୍ଧ । ସମସ୍ତ ବାରଣ ପରେ ବି ରୁଷିଆ ୟୁକ୍ରେନ୍ ଉପରେ...

ହଲୋଇନ ଫେଷ୍ଟିଭାଲରେ ଦଳାଚକଟା. ହୃଦଘାତରେ ୧୪୯ ମୃତ, ଶୋକ ପ୍ରକାଶ କଲେ ବାଇଡେନ, ସୁନକଙ୍କ ସମେତ ସାରା ବିଶ୍ୱର ଅନେକ ନେତା

ସିଓଲ,୩୦ ।୧୦: ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ଚାଲିଥିବା ହଲୋଇନ୍ ଫେଷ୍ଟିଭାଲରେ ଦଳାଚକଟାରେ ଏପର୍ଯ୍ୟନ୍ତ ୧୪୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି...

ଚାଇନା ବସ୍‌ରେ ବିସ୍ଫୋରଣ: ଜଣେ ମୃତ ୪୨ ଆହତ

ବେଜିଂ,୧୩ ।୨: ଚାଇନାର ଲିଆଓନିଂ ଅଞ୍ଚଳରେ ଥିବା ସେନୟାଙ୍ଗ ସହରରେ ବସରେ ଏକ ବିସ୍ଫୋରଣ ହୋଇଛି । ଶନିବାର ହୋଇଥିବା ଏହି ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ...

ପୁଟିନ୍‌ଙ୍କ ଅସ୍ତ୍ରୋପଚାର

ମସ୍କୋ, ୧୯ା୫: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ରକ୍ତ କର୍କଟରେ ପୀଡ଼ିତ ଥିବା ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ତାଙ୍କ ଶରୀରରେ ଅସ୍ତ୍ରୋପଚାର କରାଯାଇଥିବା ନେଇ...

ୟୁରୋପୀୟ ସଂସଦରେ ସିଏଏକୁ ବିରୋଧ ପ୍ରସ୍ତାବ

ନୂଆଦିଲ୍ଲୀ/ବ୍ରୁସେଲସ୍ସ,୨୭।୧: ୟୁରୋପୀୟ ସଂସଦରେ ସୋସିଆଲିଷ୍ଟ ଓ ଡେମୋକ୍ରାଟସ୍‌ ଗ୍ରୁପ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ‘ଭେଦଭାବପୁର୍ଣ୍ଣ’ ଓ ‘ମାରାତ୍ମକ ରୂପରେ ବିଭାଜନକାରୀ’ ଦର୍ଶାଇ ଏକ ପ୍ରସ୍ତାବ ଉପସ୍ଥାପନ...

ପାର୍ଲାମେଣ୍ଟରେ ମୁଥ ମରାମରି

ଅମ୍ମାନ, ୩୦ା୧୨: ଲିଙ୍ଗଗତ ସମାନତାକୁ ନେଇ ସମ୍ବିଧାନରେ ସଂଶୋଧନ ନିମନ୍ତେ ଏକ ବିଧେୟକ ଉପରେ ଆଲୋଚନାବେଳେ ମଙ୍ଗଳବାର ଜୋର୍ଡାନ ପାର୍ଲାମେଣ୍ଟରେ ଏମ୍‌ପିମାନେ ପରସ୍ପର ମଧ୍ୟରେ ମାରପିଟ...

ରୁଷିଆ ଦୂତାବାସ ସମ୍ମୁଖରେ ବିସ୍ଫୋରଣ: ୨୦ ମୃତ

କାବୁଲ,୫ା୯: ଆଫଗାନିସ୍ତାନ ରାଜଧାନୀ କାବୁଲସ୍ଥିତ ରୁଷିଆ ଦୂତାବାସ ସମ୍ମୁଖରେ ସୋମବାର ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଫଳରେ ୨୦ ଜଣଙ୍କ ଜୀବନ ଯାଇଛି। ଦୂତାବାସର ପ୍ରବେଶ ଦ୍ୱାର...

Advertisement
Archives

Model This Week