ସନ୍ନ୍ୟାସ ଘୋଷଣା କଲେ ଶ୍ରୀସାନ୍ଥ
ନୂଆଦିଲ୍ଲୀ,୯।୩: ୨୦୧୧ ବିଶ୍ୱକପ୍ ଚାମ୍ପିୟନ ଭାରତୀୟ ଦଳର ସଦସ୍ୟ ଏସ୍. ଶ୍ରୀସାନ୍ଥ ବୁଧବାର ଘରୋଇ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଏହି ଘୋଷଣା ପାଇଁ କେରଳ ପେସର ସହାୟତା ନେଇଛନ୍ତି ଟୁଇଟରର। ଦେଶ ପାଇଁ ୨୭ ଟେଷ୍ଟ, ୫୩ ଦିନିକିଆ ଏବଂ…
ଆଜି ପ୍ରେମିକାଙ୍କ ହାତ ଧରିବେ ଚହର
ନୂଆଦିଲ୍ଲୀ,୯।୩: ଆଜି ବିବାହ ବନ୍ଧନରେ ଆବଦ୍ଧ ହେବେ ଯୁବ ଭାରତୀୟ କ୍ରିକେଟର ରାହୁଲ ଚହର। ଗୋଆରେ ପ୍ରେମିକା ତଥା ଫ୍ୟାଶନ ଡିଜାଇନର୍ ଈଶାନିଙ୍କ ହାତ ଧରିବେ ସେ। ବିବାହ ପୂର୍ବରୁ ରାହୁଲଙ୍କ ହଳଦୀ ଉତ୍ସବର ଫଟୋ ଭାଇରାଲ ହେବାରେ ଲାଗିଛି। ସେ…
ଦୁଇ ଅଷ୍ଟଧାତୁ ମୂର୍ତ୍ତି ଜବତ
ସାକ୍ଷୀଗୋପାଳ,୯ା୩(ଡି.ଏନ୍.ଏ.): ପୁରୀ ଜିଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଅଠେଇଶ ଗ୍ରାମ ମନ୍ଦିରରୁ ପୋଲିସ ବୁଧବାର ଦୁଇଟି ଅଷ୍ଟଧାତୁ ମୂର୍ତ୍ତି ଜବତ କରିଛି। ତନ୍ମଧ୍ୟରୁ ଗୋଟିଏ କୃଷ୍ଣଙ୍କ ମୂର୍ତ୍ତି ହୋଇଥିବା ବେଳେ ଅନ୍ୟଟି ଲକ୍ଷ୍ମୀ ମୂର୍ତ୍ତି ବୋଲି ଜଣାପଡିଛି। ତେେ ନିକଟରେ ଏ…
ଏଯାଏ ରୁଷିଆର ୧୨ ହଜାର ସୈନ୍ୟ ନିହତ; ୩୧୭ ଟ୍ୟାଙ୍କ-୪୯ ବିମାନ ଧ୍ୱଂସ
କ୍ୱିଭ୍,୯।୩: ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣର ଆଜି ହେଉଛି ୧୪ତମ ଦିନ। ଏବେ ଏହି ଯୁଦ୍ଧକୁ ନେଇ ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରୀ ବଡ଼ ବିବୃତ୍ତି ଦେଇଛନ୍ତି। ଏପର୍ଯ୍ୟନ୍ତ ରୁଷିଆର ୧୨ ଲକ୍ଷ ସୈନିକ ନିହତ ହୋଇଛନ୍ତି। ଏହାଛଡ଼ା ୩୧୭ ଟ୍ୟାଙ୍କର୍, ୪୯…
ବ୍ୟାଟରଙ୍କ ପାଇଁ ବଦଳିଲା ନିୟମ
ଲଣ୍ଡନ,୯।୩: ମାରିଲେବୋନ କ୍ରିକେଟ କ୍ଲବ (ଏମ୍ସିସି) ବୁଧବାର କ୍ରିକେଟର ଅନେକ ନିୟମରେ ପରିବର୍ତ୍ତନ କରିଛି। ଏଥି ମଧ୍ୟରେ ବ୍ୟାଟରଙ୍କ ଲାଗି ଦୁଇଟି ନିୟମରେ ସଂଶୋଧନ କରାଯାଇଛି। ନୂଆ ନିୟମ ଚଳିତ ବର୍ଷ ଅକ୍ଟୋବରରୁ କାର୍ଯ୍ୟକରୀ ହେବ। ବ୍ୟାଟରଙ୍କ ଲାଗି ଉଦ୍ଦିଷ୍ଟ ୧୮.୧୧…
କ୍ରିକେଟରଙ୍କୁ ବିବାହ କରିବା ପରେ କିଭଳି ହୋଇଯାଏ ଜୀବନ; ସାକ୍ଷୀ ଧୋନୀ କହିଲେ…
ନୂଆଦିଲ୍ଲୀ,୯।୩: ବିବାହ ପରେ ସାଧାରଣ ମହିଳାଙ୍କ ଭଳି କ୍ରିଡାବିତ୍ଙ୍କ ପତ୍ନୀଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ। ଏହି ପ୍ରସଙ୍ଗ ଉପରେ ଏବେ ମନ୍ତବ୍ୟ ରଖିଛନ୍ତି ଭାରତର ପୂର୍ବ କ୍ରିକେଟର ତଥା ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ପତ୍ନୀ…
ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ: ସ୍ପଷ୍ଟୀକରଣ ଦାଖଲ କଲେ ରାଜ୍ୟ ସରକାର
ଭୁବନେଶ୍ୱର,୯ା୩(ବ୍ୟୁରୋ): ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ୨୦୨୦କୁ କାର୍ଯ୍ୟକାରୀ କରିବାରେ କେନ୍ଦ୍ର ସରକାର ମାଗିଥିବା ସ୍ପଷ୍ଟୀକରଣକୁ ରାଜ୍ୟ ସରକାର ଦାଖଲ କରିଛନ୍ତି। ଏନେଇ କେନ୍ଦ୍ର ଗୃହ ସଚିବଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ଅଧ୍ୟାଦେଶ କାର୍ଯ୍ୟକାରୀ କରିବାକୁ ରାଷ୍ଟ୍ରପତିଙ୍କ…
ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୭୦ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୯ା୩(ବ୍ୟୁରୋ): ବୁଧବାର ରାଜ୍ୟରୁ ଆଉ ୧୭୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୧୨,୭୬,୧୫୦ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
ପଶ୍ଚିମ ଦେଶକୁ ଚେତାବନୀ ଦେଲେ ପୁଟିନ
ମସ୍କୋ,୯।୩: ୟୁକ୍ରେନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ବୁଧବାର ପାଶ୍ଚାତ୍ୟ ଦେଶକୁ ଚେତାବନୀ ଦେଇଛି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି, ଆମେ ପାଲଟା କଟକଣା ଲାଗଇଲେ ପରିସ୍ଥିତି ଅସମ୍ଭାଳ ହେବ। ୟୁକ୍ରେନ ବିରୋଧରେ ଯୁଦ୍ଧକୁ ବିରୋଧ କରି ରୁଷ ବିପକ୍ଷରେ…
ପ୍ରଶ୍ନ ବୁଝି ନ ପାରି ସଠିକ୍ ଉତ୍ତର ଦେଇଥିଲେ ସୁସ୍ମିତା, ଜିତିଥିଲେ ମିସ୍ ୟୁନିଭର୍ସ ଟାଇଟଲ
ମୁମ୍ବାଇ: ୧୯୯୪ରେ ମିସ୍ ୟୁନିଭର୍ସ ଟାଇଟଲ ଜିତିଥିବା ସୁସ୍ମିତା ସେନ୍ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା। ପରେ ଯୁକ୍ତା ମୁଖୀ, ଲାରା ଦତ୍ତା ଏବଂ ନିକଟରେ ହର୍ନାଜ ସାନ୍ଧୁ ଏହି ଟାଇଟଲ ଜିତି ସମଗ୍ର ଦେଶର ନାଁ ରଖିଛନ୍ତି। ଏହି ଟାଇଟଲ…
କାଏମ ରହିଲା ସମସ୍ତ ମେୟର ପ୍ରାର୍ଥିନୀଙ୍କ ପ୍ରାର୍ଥିତ୍ୱ
ଭୁବନେଶ୍ୱର,୯।୩(ବ୍ୟୁରୋ): ଆସନ୍ତା ପୌର ନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା ବୁଧବାର ଶେଷ ହୋଇଛି। ଏଥିରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)ର ସମସ୍ତ ୧୨ଜଣ ମେୟର ପ୍ରାର୍ଥିନୀଙ୍କ ପ୍ରାର୍ଥିତ୍ୱ କାଏମ ରହିଛି। ଏହାପରେ ୬୭ ଓ୍ବାର୍ଡ ଲାଗି ୩୬୦ କର୍ପୋରେଟର ପ୍ରାର୍ଥୀଙ୍କ ନାମାଙ୍କନ…
ଟ୍ରେନ୍ରେ ମିଳିଲା ଡବଲ୍ ଖୁସି
ଲକ୍ଷ୍ନୌ,୯।୩: ଜଣେ ମହିଳାଙ୍କୁ ଟ୍ରେନରେ ଡବଲ୍ ଖୁସି ମିଳିଛି। ଲକ୍ଷ୍ନୌରୁ ମୁମ୍ବାଇ ଯାଉଥିବା ପୁଷ୍ପକ ଏକ୍ସପ୍ରେସରେ ମହିଳା ଜଣଙ୍କ ଯମଜ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଉଭୟ ଶିଶୁ ଏବଂ ମା’ ସୁସ୍ଥ ଅଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ହରଦା ହସ୍ପିଟାଲରେ…
Archives


