Posted inଜାତୀୟ

ଅଭିଯୁକ୍ତଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ: ଡିଏସ୍‌ପିଙ୍କ ପରିବାରରୁ ଜଣେ ସଦସ୍ୟଙ୍କୁ ମିଳିବ ଚାକିରି

ଚଣ୍ଡିଗଡ଼,୧୯।୭: ହରିୟାଣାର ନୁହାଁ ଜିଲାର ମେ ଓ୍ବାତରେ ଡେପୁଟି ଏସ୍‌ପି ସୁରେନ୍ଦ୍ର ସିଂ ବିଶ୍ନୋଇଙ୍କ ହତ୍ୟା ମାମଲାରେ ଗୃହମନ୍ତ୍ରୀ ଅନୀଲ ବିଜ ଖଣି ମାଫିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ଉକ୍ତ ମାଫିଆମାନଙ୍କୁ ଧରିବା ପାଇଁ ଯେତିକି ଫୋର୍ସ ଆବଶ୍ୟକ ତା’ଠାରୁ ଅଧିକ ଆମେ ଲଗାଇଦେବୁ। ଯଥାଶୀଘ୍ର ଅପରାଧୀଙ୍କୁ ଧରିବା ପାଇଁ ଆଖପାଖ ଜିଲାରେ ଫୋର୍ସ ମୁତୟନ କରିଯିବ ବୋଲି ଅନୀଲ ବିଜ କହିଛନ୍ତି। ଅନ୍ୟପଟେ ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଡିଏସ୍‌ପିଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଏଥିସହ ଶହୀଦ ପୋଲିସ ଅଧିକାରୀଙ୍କ ପରିବାରଲୋକଙ୍କୁ ୧କୋଟି ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ସହ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଚସ୍ପତିଙ୍କୁ ଚିଠି ଲେଖିଲେ ନବନୀତ: ଆଣିଲେ ସାଂଘାତିକ ଅଭିଯୋଗ

ମୁମ୍ବାଇ,୨୫।୪: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ସମ୍ମୁଖରେ ହନୁମାନ ଚାଳିଶା ପାଠ ପାଇଁ ଖୋଲା ଚାଲେଞ୍ଜ ଦେବା ପରେ ପୋଲିସ ଅମରାବତୀର ଏମ୍‌ପି ନବନୀତ୍‌...

ଆସାମ ପୋଲିସକୁ ସଫଳତା, ଅଲକାଇଦା-ଏବିଟିର ୨ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ…

ଗୁଆହାଟୀ, ୨୧।୮ : ଆସାମ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଶନିବାର ବିଳମ୍ବିତ ରାତିରେ ଦୁଇଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ...

ଉପରାଜ୍ୟପାଳ-ମୁଖ୍ୟମନ୍ତ୍ରୀ ପୁଣି ମୁହାଁମୁହିଁ, ଫେରାଇଲେ ୪୭ ଫାଇଲ…

ନୂଆଦିଲ୍ଲୀ, ୨୭।୮ : ଦିଲ୍ଲୀର ଊପରାଜ୍ୟପାଳ ବିନୟ କୁମାର ସାକ୍ସେନା ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ଉପରାଜ୍ୟପାଳ ସରକାରଙ୍କର ୪୭...

ଦିଲ୍ଲୀର ଡିଜିଏଚ୍‌ଏସ୍‌ କୋଠାରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୫।୭: ଦିଲ୍ଲୀର କାରକାରଦୁମା ଅଞ୍ଚଳରେ ଡାଇରେକ୍ଟୋରେଟ ଜେନେରାଲ ଅଫ୍‌ ହେଲ୍‌ଥ ସର୍ଭିସ (ଡିଜିଏଚ୍‌ଏସ୍‌) କାର୍ଯ୍ୟାଳୟ ଥିବା ସୁଉଚ୍ଚ ଅଟାଳିକାରେ ଶୁକ୍ରବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ନିଆଁକୁ...

ଟ୍ରେନ୍‌ ଦୁର୍ଘଟଣାରେ ୧୨ ହଜାରଙ୍କ ଜୀବନ ଯାଇଛି, ଏନ୍‌ସିଆର୍‌ବି ରିପୋର୍ଟ..

ନୂଆଦିଲ୍ଲୀ,୩୧।୧୦: ଦେଶରେ ଗତ ୨୦୨୦ ବର୍ଷରେ ଟ୍ରେନ୍‌ ଦୁର୍ଘଟଣାରେ ୧୨ ହଜାର ଲୋକଙ୍କ ଜୀବନ ଯାଇଛି। ସାରା ଦେଶରେ ଗତ ବର୍ଷ ୧୩ ହଜାରରୁ ଅଧିକ...

ଜାତି ଜନଗଣନା ବିରୋଧରେ ସୁପ୍ରିମକୋର୍ଟରେ ସାନି ପିଟିଶନ

ନୂଆଦିଲ୍ଲୀ,୧୮।୧: ବିହାର ସରକାରଙ୍କ ଜାତି ଜନଗଣନା ନିଷ୍ପତ୍ତି ବିରୋଧରେ ମଙ୍ଗଳବାର ସୁପ୍ରିମକୋର୍ଟରେ ସାନି ପିଟିଶନ ଦାଏର ହୋଇଛି। ରାଜ୍ୟ ସରକାରଙ୍କ କାର୍ଯ୍ୟ ସମ୍ବିଧାନର ମୌଳିକ ଢାଞ୍ଚାର...

‘ଚାଇନାର ମୁକାବିଲା ପାଇଁ ଭାରତୀୟ ସେନା ସମର୍ଥ’

ନୂଆଦିଲ୍ଲୀ,୪ା୯(ପି.ଟି.): ଚାଇନାର ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନର ଉପଯୁକ୍ତ ମୁକାବିଲା ଲାଗି ଭାରତୀୟ ସେନା ସମର୍ଥ ବୋଲି ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଜେନେରାଲ ବିପିନ ରାଓ୍ବତ...

ତାଜମହଲକୁ ୨ କୋଟିର ପାଣି ଟିକସ ନୋଟିସ

ଆଗ୍ରା,୨୧।୧୨: ବିଶ୍ୱପ୍ରସିଦ୍ଧ କୀର୍ତ୍ତିରାଜି ତାଜମହଲକୁ ପାଖାପାଖି ୨ କୋଟି ଟଙ୍କାର ପାଣି ବିଲ୍‌ ସହ ୧.୫ ଲକ୍ଷ ଟଙ୍କା ଖଜଣା ଏବଂ ୫ କୋଟି ଟଙ୍କା...

Advertisement
Archives

Model This Week