Home Left

ପୋଷ୍ଟର ମୁକ୍ତ ହେବ ରାଜଧାନୀ ଭୁବନେଶ୍ୱର

ଭୁବନେଶ୍ୱର,୨୦।୭(ବ୍ୟୁରୋ): ଏଣିକି ରାଜଧାନୀ ରାସ୍ତାପାର୍ଶ୍ୱ କାନ୍ଥରେ ପୋଷ୍ଟର ଲଗାଇବା ମନା। ଯଦି କେହି ଏପରି କରେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ଟୁଇଟ୍‌ ଯୋଗେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ…

ତୃତୀୟଥର ମା’ ହେବା ନେଇ ମୁହଁ ଖୋଲିଲେ କରିନା

ବଲିଉଡ ଅଭିନେତ୍ରୀ କରିନା କପୁର ଖାନ୍‌ ତୃତୀୟଥର ମା’ ହେବାକୁ ଯାଉଥିବା ଆଜିକାଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ଏଭଳି ଗର୍ଭଧାରଣ ଖବରକୁ ମଜାଳିଆ ଢଙ୍ଗରେ ଖଣ୍ଡନ କରିଛନ୍ତି ବେବୋ। ଇନ୍‌ଷ୍ଟା ଷ୍ଟାଟସରେ କରିନା ଲେଖିଛନ୍ତି, ବନ୍ଧୁଗଣ, ବ୍ୟସ୍ତ ହୁଅନ୍ତୁ ନାହିଁ…

ସ୍ବାମୀ ଡ୍ରାଇଭର, ସ୍ତ୍ରୀ କଣ୍ଡକ୍ଟର

ପ୍ରତ୍ୟେକ ବ୍ୟକ୍ତି ତାଙ୍କ ଜୀବନରେ କିଛି କରିବାକୁ ଚାହାନ୍ତି । ଏଥିପାଇଁ ମଧ୍ୟ କଠିନ ପରିଶ୍ରମ କରନ୍ତି। ଯଦି ଦୁଇ ଜଣଙ୍କର ସମାନ ଚିନ୍ତାଧାରା ଥାଏ, ତେବେ ଏକାଠି କାମ କରିବା ସହଜ ହୋଇଥାଏ। କେରଳର ବାସିନ୍ଦା ସ୍ବାମୀ ଗିରି ଏବଂ…

ଶେଷ ମ୍ୟାଚ୍‌ରେ ଷ୍ଟୋକ୍ସଙ୍କ ଆଖିରୁ ଝରିଲା ଲୁହ

ଲଣ୍ଡନ,୨୦।୭: ଇଂଲଣ୍ଡର ଅଲରାଉଣ୍ଡର ବେନ ଷ୍ଟୋକ୍ସ ମଙ୍ଗଳବାର ତାଙ୍କ କ୍ୟାରିୟରର ଶେଷ ଦିନିକିଆ ଖେଳିବାକୁ ପଡିଆକୁ ଓହ୍ଲାଇଥିଲେ। ଷ୍ଟାଡିୟମରେ ତାଙ୍କର ବହୁ ସଂଖ୍ୟକ ପ୍ରଶଂସକ ଉପସ୍ଥିତ ଥିଲେ। ଡରହମ ଚେଷ୍ଟର ଲି ଷ୍ଟ୍ରିଟରେ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ସିରିଜର…

ସମସ୍ତ ମାମଲାରେ ମହମ୍ମଦ ଜୁବେରଙ୍କୁ ମିଳିଲା ମଧ୍ୟବର୍ତ୍ତି କାଳୀନ ଜାମିନ

ନୂଆଦିଲ୍ଲୀ,୨୦ ।୭: ଅଲ୍ଟ ନ୍ୟୁଜର ସହ ପ୍ରତିଷ୍ଠାତା ମହମ୍ମଦ ଜୁବେରଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଆଶ୍ୱସ୍ତି ମିଳିଛି । ବୁଧବାର ସୁପ୍ରିମକୋର୍ଟ ସମସ୍ତ ମାମଲାରେ ଜୁବେରଙ୍କୁ ମଧ୍ୟବର୍ତ୍ତିକାଳୀନ ଜାମିନ ପ୍ରଦାନ କରିଛନ୍ତି । କୋର୍ଟ କହିଛନ୍ତି ତାଙ୍କୁ ଅଧିକ ସମୟ ପର୍ଯ୍ୟନ୍ତ ଜେଲରେ…

ମାଲିକଙ୍କ ସହ ଯୋଗ କରୁଛି କୁକୁର, ଭିଡିଓ ଦେଖିଲେ…

ପଶୁମାନେ ଦୁନିଆରେ ଅଜବ ଅଟନ୍ତି। କେତେବେଳେ କ’ଣ କେମିତି କରନ୍ତି ତାହା ଜଣାପଡ଼େ ନାହିଁ। ଏବେ ଏକ କୁକରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ କୁକୁରଟି ତା’ର ମାଲିକଙ୍କ ସହ ଯୋଗ କରୁଥିବାର ନଜର ଆସିଛି। Puppy yoga..…

‘ମାତ୍ର ୨୦ ମିନିଟ୍‌ରେ କୋହଲିଙ୍କ ସଙ୍କଟ ଦୂର କରିଦେବି’

ନୂଆଦିଲ୍ଲୀ,୨୦।୭: ଭାରତୀୟ କ୍ରିକେଟର୍‌ ବିରାଟ କୋହଲି ଏବେ ଖରାପ ଫର୍ମରେ ଅଛନ୍ତି। ତାଙ୍କୁ ଦଳରୁ ବାଦ୍‌ ଦେବା ପାଇଁ ବହୁ ପୂର୍ବତନ କ୍ରିକେଟର୍‌ ଦାବି କରିଛନ୍ତି। କିନ୍ତୁ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର କୋହଲିଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି।…

କ୍ୟାରିୟରକୁ ନେଇ ଏମିତି କହିଲେ ବାଣୀ କପୁର

ବଲିଉଡ୍‌ ଅଭିନେତ୍ରୀ ବାଣୀ କପୁର ୨୦୧୩ ମସିହାରେ ଫିଲ୍ମ ‘ଶୁଦ୍ଧ ଦେଶୀ ରୋମାନ୍ସ’ ଜରିଆରେ କ୍ୟାରିଅର୍‌ ଆରମ୍ଭ କରିଥିଲେ । ପରେ ବେଫିକ୍‌ରେ, ବ୍ଲକବଷ୍ଟର୍‌, ୱାର୍‌ ଭଳି ଫିଲ୍ମରେ ନଜର ଆସିଥିଲେ । ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ଚଣ୍ଡିଗଡ଼ କରେ…

୧୩ ଲକ୍ଷ ଟଙ୍କାର ଅଫିମ ଜବତ, ୫ ଗିରଫ

କେନ୍ଦୁଝର,୨୦।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ପୋଲିସ ଚଢ଼ାଉ କରି ବୁଧବାର କଳିଆଦୁମା ନିକଟରୁ ଚୋରା ଅଫିମ ବୋଝେଇ ଏକ କାରକୁ ଜବତ କରିଛି। ଏହା ସହ ୫ ଜଣଙ୍କୁ ଗିରଫ କରିଛି । ୯ କିଲୋ ୯୪୦ ଗ୍ରାମ ଜବତ ଅଫିମର…

‘କାଶୀପୁରରେ ସୁଧୁରୁଛି ସ୍ଥିତି’

ଭୁବନେଶ୍ୱର,୨୦।୭(ବ୍ୟୁରୋ): ରାୟଗଡ଼ାଜିଲା କାଶୀପୁରରେ ପାଣି ଉତ୍ସରୁ ସଂକ୍ରମଣ ହୋଇଛି । ସେଠାରେ ଭିବ୍ରିଓ କଲେରା ବ୍ୟାକ୍ଟେରିଆର ସଂକ୍ରମଣ ଥିବା ଜଣାପଡିଛି । ଯେହେତୁ ସାଧାରଣ ପାଣି ସୋର୍ସ ଥିଲା, ପାଖପାଖି ସ୍ଥାନକୁ ଏହା ଆକ୍ରାନ୍ତ କରିଛି । ପ୍ରଥମେ ଅବସ୍ଥା ଖରାପ…

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଡାକ୍ତର,ଆଜି ହେଲେ ଗିରଫ

ଢେଙ୍କାନାଳ ଅଫିସ,୨୦।୭: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟ ମେଡ଼ିସିନ ବିଭାଗ ଡାକ୍ତର ଉମାକାନ୍ତ ଖେଜୁରିଆ ବୁଧବାର ଗିରଫ ହୋଇଛନ୍ତି। ମଙ୍ଗଳବାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ସୂଚନାନୁସାରେ, ଜୀବନବୀମା କାଗଜପତ୍ରରେ ଦସ୍ତଗତ କରିବା ଲାଗି ଜଣେ ବୀମା ଏଜେଣ୍ଟଙ୍କଠାରୁ ୧୧ହଜାର…

ମନମୁଣ୍ଡାରେ ପୁଣି ମାଓବାଦୀ ପୋଷ୍ଟର

ବୌଦ୍ଧ,୨୦।୭(ଡି.ଏନ୍‌.ଏ.): ବୌଦ୍ଧ ଜିଲା ମନମୁଣ୍ଡା ଥାନା ପାଣ୍ଡିରିପଡ଼ା ଛକ ନିକଟରେ ଥିବା ଚପଲ ଦୋକାନ କାନ୍ଥରେ ପୁଣି ମାଓବାଦୀ ପୋଷ୍ଟର ଦେଖିବାକୁ ମିଳିଛି। କେକେବିଏନ ଡିଭିଜନାଲ କମିଟି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାଓବାଦୀ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି। ନିଜ ଜାଗାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?