ଫୁରସତ

ଦର୍ଶନୀୟସ୍ଥଳୀ: ପବିତ୍ର ତୀର୍ଥଭୂମି ପର୍‌ଭଣୀ

ମହାରାଷ୍ଟ୍ରସ୍ଥିତ ପର୍‌ଭଣୀ ହେଉଛି ଏମିତି ଏକ ସ୍ଥାନ, ଯେଉଁଠାରେ ଅନେକ ଦେବଦେବୀ ମନ୍ଦିର ଦେଖିବାକୁ ମିଳିଥାଏ। ଖାସ୍‌ ସେଥିପାଇଁ ଏଠାରେ ବର୍ଷସାରା ଭକ୍ତଗଣଙ୍କର ଭିଡ଼ ପରିଲକ୍ଷିତ ହୋଇଥାଏ… ମହାରାଷ୍ଟ୍ରର ପର୍‌ଭଣୀ ଜିଲା ଅନ୍ତର୍ଗତ ଏକ ସହର ହେଉଛି ପର୍‌ଭଣୀ। ଏହା...

ରେଡିଓ ମେଳା

ବିଭିନ୍ନ ପ୍ରକାର ନୂଆ ଓ ପୁରୁଣା ରେଡିଓକୁ ଗୋଟିଏ ମଞ୍ଚରେ ଦେଖିଲେ ଦର୍ଶକଙ୍କ ମନରେ ଅତୀତର ସ୍ମୃତି ମନେପଡ଼ିଯାଏ। ତେବେ ପୁରୁଣାଦିନର ରେଡିଓ ହଜିବାକୁ ବସିଥିବାବେଳେ ଓଡ଼ିଶାରେ ନିଆରାଭାବେ ଆୟୋଜିତ ହୋଇଥାଏ ଅନ୍ତର୍ଜାତୀୟ ରେଡିଓ ମେଳା… ରେଡିଓ ମେଳାର ଆୟୋଜକ-...

ପ୍ରଥମ ଦରମା ଟଙ୍କା ମା’ଙ୍କୁ ଦେଇଥିଲି: ଶିକ୍ଷାବିତ୍‌ ଡ.ଅଭିମନ୍ୟୁ ଜେନା

ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ବଡ଼ଝାଡ଼ ଗାଁରେ ମୋର ଜନ୍ମ। ନାରାୟଣ ବିଦ୍ୟାପୀଠରୁ ଏକାଦଶ ଶ୍ରେଣୀ ପାସ୍‌ କରି ଗୋଦାବରୀଶ ମହାବିଦ୍ୟାଳୟରେ ଆଇ.ଏ. ଓ ଓଡ଼ିଆ ଅନର୍ସ ରଖି ବି.ଏ. ପଢିଥିଲି। ତା’ପରେ ବ୍ରହ୍ମପୁର ୟୁନିଭର୍ସିଟିରେ ପି.ଜି. କଲି।...

ବ୍ୟକ୍ତିତ୍ୱ: ଲେଖିକା ନାଓମି କ୍ଲେନ୍‌

ନାଓମି କ୍ଲେନ୍‌। ଏକାଧାରରେ ସେ ଜଣେ ଲେଖିକା, ସମାଜସେବୀ, ଚଳଚ୍ଚିତ୍ର ପ୍ରଯୋଜିକା। ଏତଦ୍‌ବ୍ୟତୀତ, ସାମ୍ବାଦିକତା ତଥା ସମୀକ୍ଷା ଜଗତରେ ମଧ୍ୟ ତାଙ୍କର ରହିଛି ଅମ୍ଳାନ ସ୍ବାକ୍ଷର। ବିଶେଷକରି, ରାଜନୀତି ତଥା ଅର୍ଥନୀତିର ସମୀକ୍ଷା କରିବାରେ ସେ ନିଜ ପାଇଁ ଏକ...

କାଦୁଅ ଖାଲରେ ପଡ଼ିଥିବା ବ୍ୟକ୍ତିଙ୍କ ସହାୟତା ପାଇଁ ଓରାଙ୍ଗଉଣ୍ଟାନ୍‌ ବଢ଼ାଇଲା ହାତ

ବୋର୍ଣ୍ଣିଓ,୯।୨: ଅସୁବିଧା ପଡ଼ିଥିବାବେଳେ ସହାୟତା କରିବା ଗୁଣ ମଣିଷଙ୍କଠାରେ ଦେଖାଯାଇଥାଏ। ତେବେ ପ୍ରାଣୀଙ୍କ ମଧ୍ୟରେ ବି ଏଭଳି ଗୁଣ ଦୃଷ୍ଟି ଗୋଚର ହୋଇଥାଏ। ତେବେ ଜଣେ ମଣିଷ ଅସୁବିଧାରେ ପଡ଼ିଥିବାବେଳେ ଜଙ୍ଗଲୀ ପ୍ରାଣୀ ସହାୟତାର ହାତ ବଢ଼ାଇବା ଶୁଣିଲେ ଆଶ୍ଚର୍ଯ୍ୟ...

୯୨ ବର୍ଷ ବୟସ୍କ ବୃଦ୍ଧ ୧୫ ବର୍ଷ ଧରି ହଜାରେ ଗରିବଙ୍କୁ ପ୍ରତିଦିନ ରାନ୍ଧି ଖୁଆଉଛନ୍ତି

ରୋମ୍‌,୯।୨: ଇଟାଲୀର ଜଣେ ୯୨ ବର୍ଷ ବୟସ୍କ ବୃଦ୍ଧ ଗତ ୧୫ ବର୍ଷ ଧରି ପ୍ରତିଦିନ ହଜାରେରୁ ଅଧିକ ଗରିବ ଲୋକଙ୍କୁ ହାତରେ ରାନ୍ଧି ଖୁଆଉଛନ୍ତି। ତାଙ୍କୁ ଏଥିରେ ସହାୟତା କରିବା ପାଇଁ ୩୦୦ ଜଣିଆ ଏକ ଟିମ୍‌ ରହିଛି।...

୨ବର୍ଷରେ ନିମକାଠରେ ନିର୍ମାଣ କଲେ ତିରୁପତି ବାଲାଜୀଙ୍କ ୩ ମୂର୍ତ୍ତି: ଦାମ ୩ଲକ୍ଷ ୫୦ ହଜାର

ଫରିଦାବାଦ୍‌,୯।୨: ସୁରଜକୁଣ୍ଡ ମେଳାରେ ନିମକାଠରେ ନିର୍ମିତ ହୋଇଥିବା ୭ ଫୁଟ ଉଚ୍ଚର ତିରୁପତି ବାଲାଜୀଙ୍କ ମୂର୍ତ୍ତି ଦର୍ଶକଙ୍କ ଆକର୍ଷିତ କରୁଛି। ଏହାକୁ ଆନ୍ଧ୍ରପ୍ରଦେଶର ଚିତୌଡ଼ ଜିଲାର ମାଧବମ୍‌ମାଲା ଗାଁର ହସ୍ତଶିଳ୍ପୀ ପି. ସାମବିୟାହ ନିର୍ମାଣ କରିଛନ୍ତି। ୨ ବର୍ଷ ପରିଶ୍ରମ...

ଭ୍ୟାଲେଣ୍ଟାଇନ୍‌ ସ୍ପେଶାଲ: ଯେଉଁଠି ପ୍ରେମ ପାଇଁ ପ୍ରତିବନ୍ଧକ ସାଜିନି ଶାରୀରିକ ଅକ୍ଷମତା

ପ୍ରେମ ଶାଶ୍ୱତ ଓ ସୁନ୍ଦର। ଏହା ଦେଖେନା ଜାତି, ଅଜାତି କି ସୁନ୍ଦର ରୂପରଙ୍ଗ। ଖାଲି ଜଣଙ୍କର ମନ ସହ ଆଉ ଜଣଙ୍କର ମନ ମିଶିଗଲେ ପ୍ରେମର ମଳୟ ପବନ ବହିବା ଆରମ୍ଭ କରେ। ଏଇ ଯେମିତି ଏଠାରେ ଉଲ୍ଲେଖ...

କନ୍ୟାଙ୍କ ଶାଢ଼ି ପସନ୍ଦ ନ ଆସିବାରୁ ବେଦୀରୁ ଉଠି ଚାଲିଗଲେ ବର

ବେଙ୍ଗାଲୁରୁ : ବିବାହ ସମୟରେ କନ୍ୟାପକ୍ଷ ଯାନିଯୌତୁକ ଦେଇ ନ ପାରିଲେ ବେଦୀରୁ ବର ଉଠି ଚାଲିଯିବା ଖବର ଶୁଣିଥିବେ। ମାତ୍ର କନ୍ୟାଙ୍କ ଶାଢ଼ି ପସନ୍ଦ ହେଲା ନାହିଁ ବୋଲି ବର ଉଠି ଚାଲିଯିବା ଖବର ଶୁଣିଲେ ଯେତିକି ହାସ୍ୟାସ୍ପଦ...

ଦେଶର ସବୁଠୁ ଧନୀ ଗାଁ

ସିମ୍‌ଲା: ସୋସିଆଲ ମିଡିଆରେ ହିମାଚଳପ୍ରଦେଶର ଏକ ଗାଁ ବେଶ୍‌ ସୁଖ୍ୟାତି ଅର୍ଜନ କରିଛି। ସିମ୍‌ଲାଠାରୁ ପ୍ରାୟ ୯୨ କିମି ଦୂରରେ ଅବସ୍ଥିତ ଏହି ଗାଁ ଦେଶର ସବୁଠୁ ଧନୀ ଗାଁ ଭାବେ ପରିଚିତ। ଏହାର ନାଁ ହେଉଛି ମଡାଓ୍ବଗ୍‌। ଯେଉଁଠି...

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଅଲଗା ହୋଇଯାଇଥିବା ୨ ଭଉଣୀ ୭୮ ବର୍ଷ ପରେ ହେଲେ ଏକାଠି

ମସ୍କୋ, ୮।୨: ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ପରସ୍ପରଠାରୁ ଅଲଗା ହୋଇଯାଇଥିବା ୨ ଭଉଣୀ ଦୀର୍ଘ ୭୮ ବର୍ଷ ପରେ ପୁଣି ଏକାଠି ହୋଇଛନ୍ତି। ଏନେଇ ସେମାନେ ଟିଭି ଏବଂ ପୋଲିସକୁ କୃତଜ୍ଞତା ଜଣାଇଛନ୍ତି। ଏବେ ବଡ଼ଭଉଣୀ ରୋଜଲିନା ସ୍ବାରିତୋନୋଭାଙ୍କୁ ୯୪...

ଖାପ୍‌ ପଞ୍ଚାୟତରେ ତାଲିବାନୀ ଶାସନ: ପ୍ରେମୀଯୁଗଳଙ୍କୁ ମୂତ୍ର, ଗୋବର ଖାଇବାକୁ ନିର୍ଦ୍ଦେଶ

ଝାନ୍ସି,୮ା୨: ଉତ୍ତରତପ୍ରଦେଶରେ ଖାପ୍‌ ପଞ୍ଚାୟତର ତାଲିବାନୀ ଶାସନ ଥମିବାର ନାଁ ଧରୁନି। ଦୈନିକ ଅଜବ ଅଜବ ଘଟଣା ସାମ୍ନାକୁ ଆସୁଛି। ଖାପ୍‌ ପଞ୍ଚାୟତ ନେଉଥିବା ନିଷ୍ପତ୍ତିକୁ ଦେଖିଲେ ଲାଗୁଛି ଯେଭଳି ଆମ ଦେଶର ଆଇନ ବ୍ୟବସ୍ଥା ଦୁର୍ବଳ ହୋଇପଡ଼ିଛି। କିଛି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri