ଫୁରସତ

୧୩ ମିଲିମିଟର ଷ୍ଟାଚ୍ୟୁ ଅଫ୍‌ ୟୁନିଟ୍‌ ନିର୍ମାଣ କଲେ ୮ ବନ୍ଧୁ

ସୁରଟ,୧୦।୨: ସୁରଟରେ ୮ଜଣ ବନ୍ଧୁ ମିଳିତ ଭାବେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଷ୍ଟାଚ୍ୟ ଅଫ୍‌ ୟୁନିଟ୍‌ର ୧୩ ମିଲିମିଟର ଉଚ୍ଚତା ବିଶିଷ୍ଟ ଷ୍ଟାଚ୍ୟୁ ଅଫ୍‌ ୟୁନିଟ୍‌ ନିର୍ମାଣ କରିଛନ୍ତି। ଏହା ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।...

୪ର୍ଥ ଶ୍ରେଣୀ ଛାତ୍ରୀ ତିଆରି କଲେ ଆଣ୍ଟି ବୁଲିଙ୍ଗ୍‌ ଆପ୍‌

ଶିଲଂ,୧୦।୨: ଅସୁବିଧା ନୂଆନୂଆ ଉଦ୍‌ଭାବନ ପାଇଁ ବାଟ କଢ଼ାଇଥାଏ। ମେଘାଳୟର ଜଣେ ଛାତ୍ରୀ କ୍ଷେତ୍ରରେ ଏହା ସତ୍ୟରେ ପରିଣତ ହୋଇଛି। ୯ବର୍ଷ ବୟସ୍କା ୪ର୍ଥ ଶ୍ରେଣୀ ଛାତ୍ରୀ ମୌଦାଇବାହୁନ ମୋଞ୍ଜାଙ୍କୁ ତାଙ୍କ ସହପାଠୀ ଧମକ ଚମକ ଦେବା ସହିତ ନାନା...

କରୋନା ରୋଗୀଙ୍କୁ ଖାଦ୍ୟ, ଔଷଧ ଦେଉଛି ରୋବୋଟ

ନୂଆଦିଲ୍ଲୀ,୧୦।୨: ଚାଇନାରେ କରୋନା ଭାଇରସ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ମୃତ୍ୟୁସଂଖ୍ୟା ୯୦୦ ଟପିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୩୪,୮୦୦କୁ ବୃଦ୍ଧି ପାଇଛି। କରୋନା ଭାଇରସ୍‌ ଏତେ ମାରାତ୍ମକ ଯେ, ରୋଗୀଠାରୁ ୬ ଫୁଟ୍‌ ଦୂରରେ ଥିଲେ...

ବିଲ୍ଡିଂ ରଙ୍ଗ କରିବା ପରେ ପାରିଶ୍ରମିକ ନପାଇ ଶ୍ରମିକ ନେଲେ ପ୍ରତିଶୋଧ

ଲଣ୍ଡନ,୧୦।୨: ବ୍ରିଟିଶ୍‌ କାଉଣ୍ଟି ଡର୍ବିଶେୟାରର ବୋଲସୋଓ୍ବରରେ ଜଣେ ଶ୍ରମିକ ବିଲ୍ଡିଂ ରଙ୍ଗ ଦେବା ପରେ ପାରିଶ୍ରମିକ ନପାଇ ଏକ ଅଜବ ଉପାୟରେ ମାଲିକ ଉପରେ ପ୍ରତିଶୋଧ ନେଇଛନ୍ତି। ଶ୍ରମିକ ଡିନ୍‌ ରିବ୍ସ୍‌ଙ୍କୁ ରଙ୍ଗ ଦେବାକାମରେ ବିଲ୍ଡିଂ ମାଲିକ ଟେରିି ନିୟୋଜିତ...

ବିଲ୍‌ ଗେଟସ୍‌ କିଣିଲେ ସୁପର ୟାଚ୍‌: ଦାମ ୪୬୧୨ କୋଟି

ନ୍ୟୁୟର୍କ,୧୦।୨: ପୃଥିବୀର ଦ୍ୱିତୀୟ ଧନୀକ ବିଲ୍‌ ଗେଟସ୍‌ ଏକ ସୁପର ୟାଚ୍‌ କିଣିଛନ୍ତି। ଏହାର ଦାମ ୪୬୧୨କୋଟି ଟଙ୍କା ରହିଛି। ଏହା ତରଳ ହାଇଡ୍ରୋଜେନ୍‌ ଇନ୍ଧନରେ ଚାଲିବ। ଥରେ ଟାଙ୍କି ଫୁଲ୍‌ କଲେ ୟାଚ୍‌ ୬ ହଜାର ୫୦୦ କିମି...

ସମୁଦ୍ରରେ ପଡ଼ିଗଲା ଆଇଫୋନ: ଫେରାଇଲା ତିମି

ସମୁଦ୍ରରେ ପଡିଯାଇଥିବା ଏକ ଆଇଫୋନକୁ ଫେରାଇଛି ତିମି ମାଛ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ବଲିଉଡ୍‌ ଅଭିନେତ୍ରୀ ରିଚା ଚଢା ଏହାର ଏକ ଭିଡିଓ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓଟି ପ୍ରଥମେ ସାଇନ୍ସ ଗର୍ଲ ନାମକ ଜଣେ...

ଏହା କୌଣସି ରନ୍ନ ନୁହେଁ ବରଂ ମକା

ବିଶାଖାପାଟନମ,୯।୨: ହାଇଦ୍ରାବାଦର ଅଭିନବ ଗଙ୍ଗୁଲମଲ୍ଲା ଓ ରେଣୁ ରାଓଙ୍କ ମୁହଁରେ ହସ ଫୁଟାଇଛି ଦୀର୍ଘ ୭ ବର୍ଷର ପରିଶ୍ରମ। ଦୀର୍ଘ ଦିନର ପରିଶ୍ରମ ପରେ ତାଙ୍କ ମକା କିଆରିରେ ଫଳିଛି ରତ୍ନ ଭଳି ଚମକୁଥିବା ମକା। ଏହା ରତ୍ନର ଭ୍ରମ...

ଶେଷରେ ବରେଲିରେ ହଜିଥିବା ଝୁମକା ମିଳିଲା!

ବରେଲି,୯।୨: ଉତ୍ତର ପ୍ରଦେଶର ବରେଲି ସହର ବେଶ୍‌ ଜଣାଶୁଣା। ୧୯୬୬ରେ ବଲିଉଡ୍‌ ଫିଲ୍ମ ‘ମେରା ଶାୟା’ ରେ ଥିବା ଗୀତ ‘ଝୁମ୍‌କା ଗିରାରେ ବରେଲି କି ବାଜାର ମେ’ ଆଜିବି ଅଭୁଲା ହୋଇ ରହିଛି। ଏବେବି ଏହାକୁ ଶୁଣିଲେ ଲୋକେ...

ପ୍ରଥମଥର ପାଇଁ ହେଲା କୁକୁରର ହାର୍ଟ ଅପରେଶନ

ନୂଆଦିଲ୍ଲୀ,୯।୨: ଦେଶରେ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ଏକ ବଡ ସଫଳତା ମିଳିଛି। ପ୍ରଥମ କରି ସାଢେ ୭ ବର୍ଷର ଏକ କୁକୁରର ପେସ୍‌ମେକର ଇନପ୍ଲାଣ୍ଟ ସର୍ଜରୀ କରାଯାଇଛି। ପ୍ରାଣୀ ଚିକିତ୍ସକମାନେ ଦାବି କରିଛନ୍ତି କି ଏଭଳି ଅପରେଶନ ଦେଶର ପ୍ରଥମ।...

ମହିଳାଙ୍କ ଆକାଉଣ୍ଟ୍‌ରେ ଥିଲା ମାତ୍ର ୬୦ ଟଙ୍କା, ଅଚାନକ ଆସିଗଲା ୩୦ କୋଟି

ବେଙ୍ଗାଲୁରୁ: କିଏ ବା ନ ଚାହେଁ ଧନୀ ହେବାକୁ। ଅନେକ ଲୋକେ ଭାବିଥାନ୍ତି ରାତାରାତି କେଉଁଠୁ ଟଙ୍କା ଆସିଯାନ୍ତା କି ସେ କୋଟିପତି ହୋଇଯାଆନ୍ତେ। ଅନେକଙ୍କ ଏହି ଅବାସ୍ତବ ସ୍ବପ୍ନ ସ୍ବପ୍ନରେ ରହିଯାଉଥିବା ବେଳେ ଆଉ କିଛି ଲୋକଙ୍କ କ୍ଷେତ୍ରରେ...

ଗୋଟିଏ ମଣ୍ଡପରେ ମା’-ଝିଅ କଲେ ବିବାହ

ରାଞ୍ଚି,୯।୨: ଝାଡ଼ଖଣ୍ଡରେ ଗୋଟିଏ ବିବାହ ମଣ୍ଡପରେ ମା’ ଏବଂ ଝିଅଙ୍କର ବିବାହ ସମ୍ପନ୍ନ ହୋଇଛି। ଏହି ବିବାହକୁ ଦେଖିବା ପାଇଁ ବହୁ ଲୋକଙ୍କ ସମାଗମ ହୋଇଥିଲା। ରାଞ୍ଚିରେ ରବିବାର ୧୫୦ ଯୋଡ଼ାଙ୍କର ସାମୁହିକ ବିବାହ ଉତ୍ସବର ଆୟୋଜନ କରାଯାଇଥିଲା। ଏଠାରେ...

ଖୋଲିଲା ଦେଶର ପ୍ରଥମ ମହିଳା ଥାନା ‘ଦିଶା’

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ସରକାର ମହିଳାଙ୍କ ସୁରକ୍ଷା ପାଇଁ ରାଜମୁନ୍ଦରୀରେ ଦେଶର ପ୍ରଥମ ମହିଳା ଥାନା ‘ଦିଶା’ ଖୋଲିଛନ୍ତି। ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଶନିବାର ଏହାର ଉଦ୍‌ଘାଟନ କରିଛନ୍ତି। ରାଜ୍ୟରେ ଏପରି ୧୮ଟି ଥାନା ଖୋଲିବାକୁ ସରକାର ଲକ୍ଷ୍ୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri