ହିନ୍ଦୁ-ମୁସଲମାନ୍ କଲେ କିଡ୍ନୀ ଅଦଳବଦଳ
ନୂଆଦିଲ୍ଲୀ,୫।୩: ଦେଶରେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବାଦବିବାଦ ଜାରି ରହିଥିବା ବେଳେ କଶ୍ମୀରର ଜଣେ ମୁସଲମାନ୍ ଝିଅ ଏବଂ ହରିୟାଣାର ଜଣେ ହିନ୍ଦୁ ଝିଅ ପରସ୍ପର ପରିବାର ସଦସ୍ୟଙ୍କୁ କିଡ୍ନୀ ଅଦଳବଦଳ କରି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। କଶ୍ମୀରର…
ଆଖିରେ ଟାଟୁ କରି ଦୃଷ୍ଟିଶକ୍ତି ହରାଇଲେ ମଡେଲ
ଓ୍ବାର୍ସା,୪।୩: ଶରୀରରେ ଟାଟୁ କରିବା ବର୍ତ୍ତମାନ ଟ୍ରେଣ୍ଡ ପାଲଟିଥିବା ବେଳେ ଏବେ ଏହାକୁ ନେଇ ଯୁବପିଢ଼ିଙ୍କ ମଧ୍ୟରେ କ୍ରେଜ୍ କାହିଁରେ କେତେ। ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ କରାଯାଉଥିବା ଟାଟୁ ବେଳେବେଳେ କ୍ଷତିକାରକ ମଧ୍ୟ ସାବ୍ୟସ୍ତ ହୋଇଥାଏ। କିଏ ହାତରେ ଟାଟୁ କରିଥାଏ…
ଅନର୍ଗଳ ଇଂଲିଶ କହି ଚର୍ଚ୍ଚାରେ ହରିୟାଣାର ବୃଦ୍ଧା
ଆଜିକାଲିର ସମୟରେ ଯେତେ ଭାଷାଜ୍ଞାନ ଥାଉନା କାହିଁକି ଯଦି ଇଂଲିଶରେ ଦୁଇଧାଡ଼ି ନ ଜାଣିଛ ତେବେ ଜ୍ଞାନୀରେ ଗଣା ନୁହେଁ ବୋଲି କୁହାଯାଏ। ଗାଁ ଗହଳିରେ ଏସବୁ ସ୍ବପ୍ନ ପ୍ରାୟ। କଦବା କ୍ୱଚିତ୍ କେତେଜଣ ଭଲ ଇଂଲିଶ କହିପାରନ୍ତି। ଏ ସବୁ…
କରୋନା ଭୟରେ ହାତ ନୁହେଁ ଗୋଡ଼ ମିଳାଉଛନ୍ତି ଲୋକେ, ଭିଡିଓ ଭାଇରାଲ
କରୋନାକୁ ନେଇ ଚାରିଆଡ଼େ ଭୟର ବାତାବରଣ। ସାମାନ୍ୟ ଥଣ୍ଡା ଜ୍ୱରରୁ ବ୍ୟାପୁଥିବା ଏହି ରୋଗଠାରୁ ଦୂରେଇ ରହିବା ଲାଗି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଉଛି। ଭାରତରେ ମଧ୍ୟ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏ ସବୁ ମଧ୍ୟରେ ସୋସିଆଲ…
୫ ଲକ୍ଷ ୭୦ ହଜାର ବର୍ଷ ପୁରୁଣା ହ୍ରଦର ରହସ୍ୟ ଏବେ ବି ଅଜଣା !
ମୁମ୍ବାଇ,୪।୩: ଭାରତର କେତେକ ସ୍ଥାନରେ ଏଭଳି ରହସ୍ୟ ରହିଛି ଯାହା ଏବେ ବି ବୈଜ୍ଞାନିକଙ୍କୁ ଅଜଣା। ଏପରି ଏକ ହ୍ରଦ ମହାରାଷ୍ଟ୍ରରେ ରହିଛି। ଏହାର ଉତ୍ପତ୍ତି ୫ ଲକ୍ଷ ୭୦ ହଜାର ବର୍ଷ ତଳେ ଉଲ୍କା ପିଣ୍ଡ ଯୋଗୁ ସୃଷ୍ଟି ହୋଇଥିବାର…
ଚିନ୍ତା ବଢ଼ାଉଛି ଏହି ବିଲେଇ, କାରଣ ଜାଣିଲେ ଡରିଯିବେ
ଚେନ୍ନାଇ,୪ା୩: ଏକ ବିଲେଇ ଚେନ୍ନାଇରେ ଲୋକଙ୍କ ଚିନ୍ତା ବଢ଼ାଇଦେଇଛି। ଚେନ୍ନାଇ ବନ୍ଦର ଅଧିକାରୀମାନେ ଏହି ବିଲେଇକୁ ଦେଖି ଭୟଭୀତ ହୋଇପଡ଼ିଛନ୍ତି। କାରଣ ବିଲେଇଟି ଚାଇନାରୁ ୨୦ ଦିନ ତଳେ ଏକ କଣ୍ଟେନରରେ ଚେନ୍ନାଇ ଚାଲି ଆସିଥିଲା। ବିଲେଇଟି କରୋନା ଭାଇରସ୍ରେ ଆକ୍ରାନ୍ତ…
୨୩ ବର୍ଷରେ ହରାଇ ବସିଥିଲେ ଦୃଷ୍ଟିଶକ୍ତି, କୁକୁର ଲାଗି ଫେରିପାଇଲେ ଫିଟ୍ନେସ
ଲଣ୍ଡନ: ବ୍ରିଟେନ୍ର ପୋର୍ଟସ୍ମାଉଥ୍ରେ ରହୁଥିବା ଇୟାନ ମୋରିସ୍ ଯେତେବେଳେ ୨୩ ବର୍ଷର ହୋଇଥିଲେ, ସେତେବେଳେ ସେ ଦୃଷ୍ଟିଶକ୍ତି ହରାଇଥିଲେ। ତଥାପି ହାରି ନ ଥିଲେ। ଫିଟ୍ନେସ ପ୍ରତି ତାଙ୍କର ବହୁ ଦୁର୍ବଳତା ଥିଲା। ଏଥିରେ ତାଙ୍କୁ ପଥ ପ୍ରଦର୍ଶକ ଭାବେ ସାଥ୍…
ନିଆରା ବିବାହ: ମାତ୍ର ୧୭ ମିନିଟ୍ରେ ଜନ୍ମ ଜନ୍ମାନ୍ତରକୁ ପାଲଟିଲେ ଜୀବନସାଥୀ
ଚଣ୍ଡୀଗଡ଼: ହରିୟାଣାରେ ଏକ ନିଆରା ବିବାହ ଅନୁଷ୍ଠିତ ହୋଇଯାଇଛି। ନା ଏଥିରେ ଥିଲା ବରଯାତ୍ରୀ, ନା ବାଜା ବାଣ ରୋଷଣି। ଘୋଡ଼ା ଗାଡ଼ି ନ ଥିଲା କି ବିବାହ ପାଇଁ ନିମନ୍ତ୍ରଣ କାର୍ଡ ମଧ୍ୟ ଛପା ଯାଇ ନ ଥିଲା। କେବଳ…
କୁମାୟୁନ୍ ସଂସ୍କୃତି ଉପରେ ୩୦୦ରୁ ଅଧିକ ଟିକ୍ଟକ୍ ଭିଡ଼ିଓ କରିଛନ୍ତି ଛାତ୍ରୀ: ୧୦ ଭିଡ଼ିଓକୁ ଦେଖା ସରିଲାଣି ୧ ନିୟୁତରୁ ଅଧିକ ଥର
ନୂଆଦିଲ୍ଲୀ,୪।୩: ଉତ୍ତରାଖଣ୍ଡ ପିଥୋରାଗଡ଼ର ନାପଡ଼ ଗାଁର ଜଣେ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରୀ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛନ୍ତି। ତାଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା କୁମାୟୁନ୍ ସଂସ୍କୃତିର ୩୦୦ରୁ ଅଧିକ ଟିକ୍ଟକ୍ ଭିଡ଼ିଓ ଦେଖିବାକୁ ପ୍ରଶଂସକ ପସନ୍ଦ କରୁଛନ୍ତି।…
ଅନାଥ ଶିଶୁଙ୍କୁ କୋଳେଇ ନେଲେ ବୃଦ୍ଧାଶ୍ରମର ଅନ୍ତେବାସୀ
ବର୍ତ୍ତମାନ ସମୟରେ ଅନେକ ପିଲା ମାତାପିତାଙ୍କୁ ବୋଝ ବୋଲି ଭାବୁଛନ୍ତି। ହେଲେ ମାତାପିତା କେବେବି ସେମାନଙ୍କ ସନ୍ତାନଙ୍କୁ ବୋଝ ବୋଲି ଭାବି ନ ଥାଆନ୍ତି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଗୁଜରାଟର ଅହମଦାବାଦରେ ଥିବା ଏକ ବୃଦ୍ଧାଶ୍ରମରେ। ‘ଜୀବନ ସନ୍ଧ୍ୟା’…
କରୋନା ଗୁଜବ ଦୂର କରିବାକୁ ୩୦ଟଙ୍କାରେ ମିଳିଲା ଫୁଲ୍ ପ୍ଲେଟ ଚିକେନ
ଗୋରଖପୁର,୩।୩: କରୋନା ଭାଇରସ ଏବେ ଦିଲ୍ଲୀରେ ପହଞ୍ଚିଥିବା ବେଳେ ଏହାକୁ ନେଇ ବିଭିନ୍ନ ପ୍ରକାର ଗୁଜବ ପ୍ରଚାରିତ ହେଉଛି। କେତେକ ସ୍ଥାନରେ ଏହା ଚିକେନ ଖାଇବା ଦ୍ୱାରା ବ୍ୟାପୁଛି ବୋଲି ପ୍ରଚାର ହେବା ପରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି।…
୪୨ ବର୍ଷ ଧରି ଖବର କାଗଜକୁ ଲେଖୁଛନ୍ତି ଅଭିଯୋଗ ପତ୍ର
ଲଣ୍ଡନ,୩।୩: କେତେକ ଲୋକଙ୍କର ଚିଠି ଲେଖିବା ନିଶା ପାଲଟିଥାଏ। ଏଭଳି ଜଣେ ଲୋକ ଇଂଲଣ୍ଡର ଲଣ୍ଡନରେ ରହିଛନ୍ତି। ୭୦ ବର୍ଷ ବୟସ୍କ ଏହି ବ୍ୟକ୍ତି ଜଣକ ଗତ ୪୨ ବର୍ଷ ଧରି ଖବର କାଗଜ ସମ୍ପାଦକଙ୍କ ପାଖକୁ ଅଭିଯୋଗ ପତ୍ର ଲେଖିବା…

