ନର୍କ ଗୁମ୍ଫା
ଭିଏତ୍ନାମର ଦା ନାଙ୍ଗରେ ମାର୍ବଲ ପର୍ବତରେ ଏକ ବଡ଼ ଗୁମ୍ଫା ଅଛି, ଯାହା ପରିଚିତ ଅମ୍ ଫୁ ତଥା ହେଲ୍ କେଭ୍ ଭାବେ। ଏହା ମଧ୍ୟରେ ଅନେକ ଗୁମ୍ଫା ରହିଛି, ଯାହା ଭିତରେ ଅନେକ ଭୟଙ୍କର ରାକ୍ଷସ, ସଇତାନ, ମୃତ୍ୟୁର...
କଦଳୀରେ କାରିଗରି
କଦଳୀ କେବଳ ଖାଇବା ପାଇଁ ନୁହେଁ ଏଥିରେ ସୁନ୍ଦର କଳାକୃତି ବି କରାଯାଇପାରେ। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଫିଲିପାଇନ୍ସର ଗ୍ରାଫିକ ଡିଜାଇନର୍ ହନି। ସେ ନିଜର ଅବସର ସମୟରେ କଦଳୀ ଉପରେ କରନ୍ତି ବିଭିନ୍ନ ଅର୍ଗାନିକ୍ ଓ୍ବାର୍କ ବା...
ପର୍ଯ୍ୟଟନରେ କୌଣ୍ଡିନ୍ୟ ବନ୍ୟପ୍ରାଣୀ ଅଭୟାରଣ୍ୟ: କେବେ ଯିବେ,କେମିତି ଯିବେ, କ’ଣ ଦେଖିବେ
ଆନ୍ଧ୍ରପ୍ରଦେଶସ୍ଥିତ କୌଣ୍ଡିନ୍ୟ ବନ୍ୟପ୍ରାଣୀ ଅଭୟାରଣ୍ୟରେ ବହୁ ବିରଳ ପଶୁପକ୍ଷୀଙ୍କୁ ଦେଖିବାକୁ ମିଳିଥାଏ। ଖାସ୍ କରି ଏଠାରେ ହାତୀମାନଙ୍କୁ ସୁରକ୍ଷା ଦେବା ପାଇଁ ବିଶେଷ ଧ୍ୟାନ ଦିଆଯାଇଥାଏ। ତେଣୁ ଏହାକୁ ଏକ ହାତୀ ସଂରକ୍ଷଣ କେନ୍ଦ୍ର କହିଲେ ମଧ୍ୟ ଭୁଲ୍ ହେବନାହିଁ।...
ଭାରତୀୟ ସେନାର ପ୍ରଥମ ଲେଫ୍ଟନାଣ୍ଟ ଜେନେରାଲ ଦମ୍ପତି
ନୂଆଦିଲ୍ଲୀ,୧।୩: ସେନାରେ ମହିଳାଙ୍କୁ କମାଣ୍ଡ୍ ନିଯୁକ୍ତି ଦେବା ଲାଗି ସୁପ୍ରିମ୍କୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ, ଶନିବାର ମେଜର ଜେନେରାଲ ମାଧୁରୀ କାନିତକରଙ୍କୁ ଲେଫ୍ଟନାଣ୍ଟ ଜେନେରାଲ ର଼୍ୟାଙ୍କ ପାଇଁ ପ୍ରମୋଶନ ମିଳିଛି। ଏହା ସହିତ ସେନାରେ ଏହି ପଦବୀ ପାଇବାରେ କାନିତକର ପ୍ରଥମ...
ଜନବସତିରେ ରହିବା ପାଇଁ କରିବାକୁ ପଡ଼େ ଆପେଣ୍ଡିକ୍ସ୍ ଅପରେଶନ୍
ଓ୍ବାଶିଂଟନ,୧।୩: ଭାରତରେ ରହିବା ପାଇଁ ଭାରତୀୟ ନାଗରିକତ୍ୱ ପ୍ରମାଣ ଜରୁରୀ। ସେହିପରି ପୃଥିବୀର ବିଭିନ୍ନ ସ୍ଥାନରେ ରହିବା ଲାଗି ଭିନ୍ନ ଭିନ୍ନ ପ୍ରାମାଣିକ ତଥ୍ୟର ଆବଶ୍ୟକତା ରହିଥାଏ। ତେବେ ଅଣ୍ଟାର୍କଟିକାରେ ଏକ ଛୋଟ ଜନବସତି ବିଲାସ ଲାସ୍ ଏଷ୍ଟ୍ରେଲାସ୍ରେ ରହିବା...
ମନ୍ଦିର ପାଇଁ ଧନବର୍ଷା: ୧୧୦ ମିନିଟରେ ୧୩୬ କୋଟି ସଂଗ୍ରହ
ଅହମଦାବାଦ,୧।୩: ମନ୍ଦିର ନିର୍ମାଣ ପାଇଁ ଗୁଜରାଟରେ ଏକ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକେ ଧନବର୍ଷା କରିଛନ୍ତି। ମାତ୍ର ୧୧୦ ମିନିଟରେ ୧୩୬ କୋଟି ଟଙ୍କାର ଚାନ୍ଦା ସଂଗ୍ରହ ହୋଇଛି। ତେବେ ୪୦ କୋଟି ଟଙ୍କା କମ ପଡ଼ିବାରୁ ଆବଶ୍ୟକ ଟଙ୍କା...
ହାତ ଖର୍ଚ୍ଚରେ ପ୍ରଥମ ଦରମା ଟଙ୍କା ସରିଥିଲା: ନାଟ୍ୟ ନିର୍ଦ୍ଦେଶକ ପୁଲିନ ବିହାରୀ ମାନସିଂହ
ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ କୁହୁଡି ଗାଁର ଏକ ସମ୍ଭ୍ରାନ୍ତ ପରିବାରରେ ମୋର ଜନ୍ମ। ବାପା ରାଜକିଶୋର ମାନସିଂହ ଥିଲେ ଜଣେ ଆଶୁକବି। ଗାଁ ରାସ ଦଳରେ ସେ ଗୀତ ରଚନା କରିବା ସହ ସ୍ବର ସଂଯୋଜନା ଓ...
ବିଦ୍ୟୁତ୍ ବିଭାଗ ସ୍କୁଲରୁ କାଟିଦେଲା ବିଜୁଳି ସଂଯୋଗ: ୭ମ ଶ୍ରେଣୀ ଛାତ୍ର ତିଆରି କଲେ ପବନଚକ୍ର
ମୁମ୍ବାଇ: ମହାରାଷ୍ଟ୍ରର ବିଡ୍ ଜିଲାର ଏକ ସରକାରୀ ସ୍କୁଲରେ ବିଦ୍ୟୁତ୍ର ଆବଶ୍ୟକତା ପୂରଣ କରିଛନ୍ତି ୪ ଛାତ୍ର। କୁର୍ଲା ଗାଁସ୍ଥିତ ଜିଲା ପରିଷଦ ସ୍କୁଲରେ ୨୫ ହଜାର ଟଙ୍କାର ବିଜୁଳି ବିଲ୍ ବକେୟା ଥିଲା। ତେଣୁ ବିଦ୍ୟୁତ୍ ବିଭାଗ ପକ୍ଷରୁ...
ଇତିହାସ ରଚିବ ଭାଜପା ନେତାଙ୍କ ଝିଅ ବିବାହ ଖର୍ଚ୍ଚ
ବେଙ୍ଗାଲୁରୁ,୧।୩: କର୍ନାଟକ ଭାରତୀୟ ଜନତାପାର୍ଟି(ଭାଜପା)ର ସଙ୍କଟମୋଚକ ଭାବେ ପରିଚିତ ଦଳିତ ନେତା ତଥା କର୍ନାଟକ ସରକାରରେ ସ୍ବାସ୍ଥ୍ୟମନ୍ତ୍ରୀ ଥିବା ବି.ଶ୍ରୀରାମୁଲୁ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ମାର୍ଚ୍ଚ ୫ରେ ବି.ଶ୍ରୀରାମୁଲୁଙ୍କ ଝିଅ ରକ୍ଷିତାଙ୍କର ବିବାହ ହେବାକୁ ଯାଉଛି। ହାଇଦ୍ରାବାଦର ଉଦ୍ୟୋଗପତି...
ବ୍ୟକ୍ତିତ୍ୱ: ଅନୁରାଧା ଭଟ୍ଟାଚାର୍ଯ୍ୟ
ପ୍ରଥମେ ମନରେ ଜନ୍ମନିଏ ଫାଣ୍ଟାସୀ। ଏହାକୁ ନେଇ ଜଣେ ମନ ଭିତରେ ଚିତ୍ର ଆଙ୍କେ। ତା’ପରେ ତାହା କଳା ବା ସାହିତ୍ୟର ରୂପ ନିଏ। ତେବେ ମନରେ ସୃଷ୍ଟି ହେଉଥିବା ଫାଣ୍ଟାସୀ ଉପରେ ଲଗାମ ଦେବା ନିହାତି ଦରକାର। କାରଣ...
୨.୪୦ ଲକ୍ଷ ପୁରୁଣା ଯନ୍ତ୍ରାଂଶରେ ତିଆରି ଭାସମାନ ଘର
କାନାଡାର ଭାନ୍କୋଭର ଦ୍ୱୀପରେ ଏକ ଭାସମାନ ଘର ତିଆରି ହୋଇଛି। ଯେଉଁଥିରେ କ୍ୟାଥରିନ କିଙ୍ଗ୍ ଏବଂ ତାଙ୍କ ସ୍ବାମୀ ୱେନ୍ ଆଡାମସ୍ ବାସ କରନ୍ତି। ୭୧ବର୍ଷୀୟ ଆଡାମସ୍ ୧୯୯୧ରେ ଏହି ଘର ନିର୍ମାଣ ଆରମ୍ଭ କରିଥିଲେ। ଉକ୍ତ ଘରଟି ସୌର...
ଜାହାଜରୁ ଖସିପଡ଼ିଲେ ମହିଳା: ବଞ୍ଚାଇବା ପାଇଁ ୪୦ ଫୁଟରୁ ଡେଇଁଲେ କ୍ୟାପ୍ଟେନ
ମିଆଁମାର: ଡାଲା ପୋର୍ଟରେ ଜଣେ ମହିଳା ଜାହାଜରୁ ଖସି ୟଙ୍ଗୁନ ନଦୀରେ ପଡ଼ିଗଲେ। ତାଙ୍କୁ ବଞ୍ଚାଇବା ପାଇଁ ୬୦ ବର୍ଷୀୟ କ୍ୟାପ୍ଟେନ୍ ୪୦ ଫୁଟ ଉଚ୍ଚରୁ ଡେଇଁ ତାଙ୍କ ଜୀବନ ରକ୍ଷା କରିଲେ। କ୍ୟାପ୍ଟେନ୍ ୟୁ ମାଏଣ୍ଟ କୁହନ୍ତି, ଆମ...
Archives


