ଫୁରସତ

ଗାଁରେ ପ୍ରବେଶ ପାଇଁ ବାରଣ କରାଯିବାରୁ ନୌକାରେ କ୍ୱାରାଣ୍ଟାଇନ୍‌ରେ ରହିଲେ ବୃଦ୍ଧ

ମାଲଦା,୩।୪: ସାରା ଦେଶରେ ମହାମାରୀ କରୋନା ଭାଇରସ୍‌ର ପ୍ରକୋପ ଜାରି ରହିଛି। ଭାରତରେ ଦିନକୁ ଦିନ କରୋନା ଜନିତ ମୃତ୍ୟୁ ସଂଖ୍ୟା ଓ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି।…

ଦମ୍ପତି ଯାଆଁଳା ପିଲାଙ୍କ ନାଁ ରଖିଲେ କରୋନା, କୋଭିଡ୍‌

ରାୟପୁର,୩ା୪: ଏକ ଦମ୍ପତି ସେମାନଙ୍କ ଯାଆଁଳା ପିଲାଙ୍କ ନାମ ରଖିଛନ୍ତି କରୋନା ଏବଂ କୋଭିଡ୍‌। କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଚାଲିଥିବା ବେଳେ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଯଦି କେହି ଏପରି ନାମକରଣ କରନ୍ତି ତେବେ ନିଶ୍ଚିତ ଭାବରେ…

ଜମିରେ ଜୀବନ

ଜାଲନା: କରୋନା ଭାଇରସ୍‌ ବିରୋଧୀ ଲଢ଼େଇରେ ସାମିଲ ହୋଇଛି ଭାରତ। ମହାମାରୀ ପାଲଟିଥିବା ଏହି ଭାଇରସ୍‌ ସଂକ୍ରମଣ ଦ୍ରୁତଗତିରେ ମାଡ଼ି ଚାଲିଥିବାବେଳେ ଏହାକୁ ଅଟକାଇବା ଲାଗି କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଦେଶକୁ ଲକ୍‌ଡାଉନ୍‌ କରିଦେଇଛନ୍ତି। ତଥାପି କେଉଁଠି, କେତେବେଳେ ଆଉ କାହା…

୯ ଦେଶରେ ନାହାନ୍ତି କରୋନା ସଂକ୍ରମିତ

ନୂଆଦିଲ୍ଲୀ,୨ା୪: କରୋନାକୁ ନେଇ ବିଶ୍ୱବାସୀ ଏବେ ଚିନ୍ତାରେ। ୧୯୯ରୁ ଊର୍ଦ୍ଧ୍ୱ ରାଷ୍ଟ୍ର ଏହି କରୋନା କବଳରେ ରୁନ୍ଧି ହୋଇ ଲଢ଼େଇ ଜାରି ରଖିଛନ୍ତି। ତେବେ ୯ଟି ଦେଶ ଆଶ୍ଚର୍ଯ୍ୟଜନକ ଭାବେ ଏଥିରୁ ବାଦ୍‌ ପଡିଛନ୍ତି। ଜନ୍‌ ହପ୍‌କିନ୍ସ ବିଶ୍ୱବିଦ୍ୟାଳୟ କରୋନା ସମ୍ପର୍କରେ…

ବିଭିନ୍ନ ଦେଶରେ ଭିନ୍ନ ନିୟମ

କରୋନା ସମଗ୍ର ବିଶ୍ୱରେ କାୟା ମେଲାଇଛି। ଏହାକୁ ରୋକିବାର ଏକମାତ୍ର ଉପାୟ ହେଲା ସାମାଜିକ ଦୂରତା। ତେଣୁ ଅଧିକାଂଶ ଦେଶରେ ଏବେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ହେଲେ ସବୁ ଦେଶରେ ଲକ୍‌ଡାଉନ୍‌ ନିୟମ ସମାନ ନୁହେଁ। ଏହାକୁ ସଫଳ କରିବା ପାଇଁ…

କରୋନା ଆକ୍ରାନ୍ତଙ୍କ ଫୋନ୍‌ ଛୁଇଁବା ନର୍ସଙ୍କୁ ପଡ଼ିଲା ମହଙ୍ଗା, ଆଇସୋଲେଶନ୍‌ରେ ଭର୍ତ୍ତି

ନୂଆଦିଲ୍ଲୀ: କରୋନା ଭାଇରସ୍‌ କେତେ ପ୍ରଭାବଶାଳୀ ତାହା ରୋଗୀଙ୍କ ବର୍ଦ୍ଧିତ ସଂଖ୍ୟା ଦେଖି ସହଜରେ ଅନୁମାନ କରିହେଉଛି। କିନ୍ତୁ ଏହି ଭାଇରସ୍‌ ଖାଲି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଲେ ହୁଏ ନାହିଁ, ରୋଗୀଙ୍କ ବ୍ୟବହାର ଜିନିଷ ଛୁଇଁଲେ ମଧ୍ୟ କରୋନା ସଂକ୍ରମିତ ହୋଇଥାଏ।…

ଏମିତି ସହର, ଯେଉଁଠି ପଡ଼େ ନାହିଁ ସୂର୍ଯ୍ୟକିରଣ

ବିଶ୍ୱର ଅଧିକାଂଶ ସ୍ଥାନରେ ସୂର୍ଯ୍ୟକିରଣ ପଡ଼ିଥାଏ। ସୂର୍ଯ୍ୟ ହେଉଛନ୍ତି ଶକ୍ତିର ଉତ୍ସ। ଏଥିରୁ ଆଲୋକ ମିଳିଥାଏ। ମାତ୍ର ଏମିତି ଏକ ସହର ଅଛି, ଯେଉଁଠି ଆଦୌ ସୂର୍ଯ୍ୟ କିରଣ ପଡ଼ି ନ ଥାଏ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏପରି ଏକ…

ଯୁବ ରୋଗୀଙ୍କୁ ଭେଣ୍ଟିଲେଟର ଦେଇ ଆଖି ବୁଜିଲେ ୯୦ ବର୍ଷୀୟା କରୋନା ସଂକ୍ରମିତ

ବ୍ରସେଲ୍ସ,୨।୪: କରୋନା ଭାଇରସ। ଏବେ ବିଶ୍ୱରେ ବେଶ୍‌ ପରିଚିତ। ଏହାର ସଂକ୍ରମଣ ଏବେ ଧନୀଠାରୁ ଗରିବ ସମସ୍ତଙ୍କୁ ଭୟଭିତ କରି ରଖିଛି। ଆମେରିକା ଭଳି ଶକ୍ତିଶାଳୀ ଦେଶବି ଆଜି କରୋନା ଭାଇରସ ନିକଟରେ ଯେମିତି ଅସହାୟ ପାଲଟି ଯାଇଛି। ନିକଟରେ ବେଲଜିୟମରେ…

ଲକ୍‌ଡାଉନ୍‌ରେ ଘରେ ରହିବାକୁ ଲୋକଙ୍କୁ ବୁଝାଉଛନ୍ତି ଯମରାଜ: ବାହାରେ ବୁଲିଲେ ବାନ୍ଧିନେବ ମୃତ୍ୟୁଦୂତ !

ହାଇଦ୍ରାବାଦ୍‌ ,୨।୪: ଦେଶରେ କରୋନା ସଂକ୍ରମଣକୁ ରୋକିବା ଲାଗି ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍‌ଡାଉନ୍‌ ଜାରି ହୋଇଛି। ସଚେତନତା ଅଭାବରୁ ବହୁ ଲୋକ ଏହାକୁ ଅଣଦେଖା କରି ବାହାରକୁ ବାହାରୁଛନ୍ତି। ଏଭଳି ଲୋକଙ୍କୁ ସଚେତନ କରାଇବା ଲାଗି ଆନ୍ଧ୍ରପ୍ରଦେଶ ପୋଲିସ…

୯୦ ଦିନର ଫୁଡ୍‌ ଚ୍ୟାଲେଞ୍ଜ

କୋଲକାତା: ସାରା ଦେଶରେ ଏବେ ଲକ୍‌ଡାଉନ୍‌ ପାଇଁ ଦେଶର ଆର୍ଥିକ ଅବସ୍ଥା ପ୍ରଭାବିତ ହୋଇଛି। ଆଗକୁ ହୁଏତ ଖାଦ୍ୟ ସଙ୍କଟ ଦେଖା ଦେଇପାରେ। ତେଣୁ ଏବେଠାରୁ ସମସ୍ତେ ସତର୍କ ରହିବା ଏବଂ କେହି ହେଲେ ଖାଦ୍ୟ ନଷ୍ଟ କରିବା ନାହିଁ। ଯେତିକି…

ଜ୍ୱର ରୋଗୀଙ୍କୁୁ ଛୁଇଁବାକୁ ଡର

ରାଞ୍ଚି: କରୋନା ଏବେ ଲୋକଙ୍କ ମନରେ ଏଭଳି ଭୟ ପୂରାଇ ଦେଇଛି ଯେ, ସାଧାରଣ ଜ୍ୱର ରୋଗୀଙ୍କୁ ବି ଦେଖିଲେ ଭୟରେ ଛୁଇଁବାକୁ ଇଚ୍ଛା କରୁନାହାନ୍ତି ଲୋକେ। ଏମିତି ଏକ ଦୁଃଖଦାୟକ ଘଟଣା ଦେଖିବାକୁ ମିଳିଛି ଝାଡ଼ଖଣ୍ଡର ରାଞ୍ଚିରେ। ଏହି ଅଞ୍ଚଳର…

ପୁଅର ନାମ ଲକ୍‌ଡାଉନ୍‌

ଲକ୍ଷ୍ନୌ: ସମଗ୍ର ବିଶ୍ୱରେ କରୋନା ଭୟାବହ ପରିସ୍ଥିତି ସୃଷ୍ଟି କରିଛି। ସାରା ଦେଶରୁ କରୋନା କବଳରୁ ଲୋକଙ୍କୁ ରକ୍ଷା କରିବାକୁ ସରକାର ସବୁଆଡେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏଥିରେ ସମସ୍ତଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏହି କରୋନା ଯୁଦ୍ଧବେଳେ ଏମିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?