ନୀଳ ମେକ୍ଅପ୍ରେ ଦୁଇବର୍ଷ
୨୦୧୩ରେ ୟୁକେ ବ୍ରାଡଫୋର୍ଡର ଲୌରାଇ ଲି ନାମ୍ନୀ ମେକ୍ଅପ୍ ଆର୍ଟିଷ୍ଟ ତାଙ୍କର ଡଲ୍ ପରି ଚେହେରା ପାଇଁ ସାରା ଦୁନିଆରେ ପରିଚିତା ହୋଇଥିଲେ। ଆଉ ଡେଲିମେଲ୍ ଓ ମିରର୍ ପରି ପତ୍ରିକା ତାଙ୍କୁ ରିୟଲ ଲାଇଫ୍ ବାର୍ବି ଆଖ୍ୟା ଦେଇଥିଲା।...
ବିହାରରେ ହେଲା କୁକୁଡ଼ା ବର୍ଷା: କରୋନାକୁ ଭୟ ନ କରି ଲୋକେ ଘରକୁ ନେଲେ ବୋହି
ପାଟନା,୧୫।୩: ପୃଥିବୀସାରା ଏବେ କରୋନା ସଂକ୍ରମଣକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। କରୋନା ଯେତିକି ଆତଙ୍କ ନ ସୃଷ୍ଟି କରୁଛି, ତାହାଠାରୁ ଲୋକଙ୍କୁ ବେଶି ଭୟଭୀତ କରୁଛି ସଂକ୍ରମଣ ନେଇ ଗୁଜବ। କେତେକ ଚିକେନ ଖାଇବାକୁ ମନା କରୁଛନ୍ତି। ତେଣୁ...
ଯାତ୍ରୀ ଟ୍ରେନରେ ଯିବାକୁ ଟିକେଟ କାଟନ୍ତି ମହାରାଷ୍ଟ୍ରରେ, ଚଢ଼ନ୍ତି ଗୁଜରାଟରେ
ମୁମ୍ବାଇ,୧୫।୩: ସାଧାରଣତଃ ଷ୍ଟେଶନରେ ଟିକେଟ କାଟିବା ପରେ ଯାତ୍ରୀ ସେହିଠାରୁ ହିଁ ଟ୍ରେନରେ ଚଢ଼ିଥାନ୍ତି। ତେବେ ଭାରତରେ ଏଭଳି ଏକ ଷ୍ଟେଶନ ରହିଛି ଯେଉଁଠି ଯାତ୍ରୀ ଟ୍ରେନରେ ଯିବାକୁ ଟିକେଟ କାଟନ୍ତି ମହାରାଷ୍ଟ୍ରରେ କିନ୍ତୁ ଚଢ଼ନ୍ତି ଗୁଜରାଟରେ। ଏହା ଶୁଣିବାକୁ...
ପର୍ଯ୍ୟଟନରେ ଭାରତର ପ୍ରସିଦ୍ଧ ଶିବ ମନ୍ଦିର
ଦେବଦେବ ମହାଦେବଙ୍କର ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ସମ୍ପର୍କରେ ପ୍ରାୟତଃ ସମସ୍ତେ ଜାଣିଥିବେ। ତେବେ ଏହି ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ବ୍ୟତୀତ ଭାରତରେ ଭଗବାନ ଶିବଙ୍କୁ ସମର୍ପିତ ଏମିତି ଅନେକ ପ୍ରାଚୀନ ତଥା ପ୍ରସିଦ୍ଧ ମନ୍ଦିର ବି ରହିଛି, ଯେଉଁଠାରେ ପ୍ରଭୁଙ୍କ ଦର୍ଶନ କରି...
ପ୍ରଥମ ଟଙ୍କା ବାପା,ମା’ଙ୍କୁ ଦେଇଥିଲି: ସାମାଜିକ କର୍ମୀ ଅରବିନ୍ଦ ମିଶ୍ର
ଭୁବନେଶ୍ୱରର ଲକ୍ଷ୍ମୀସାଗରଠାରେ ମୋର ଜନ୍ମ। ଲକ୍ଷ୍ମୀସାଗର ଉଚ୍ଚ ବିଦ୍ୟାଳୟରୁ ୧୯୮୫ ମସିହାରେ ଦଶମ ପାସ୍ କରିବା ପରେ ରାଜଧାନୀ କଲେଜରେ ବି.ଏ. ଯାଏଁ ପଢ଼ିଥିଲି। ତା’ପରେ କ୍ୟାପିଟାଲ୍ ଲ’ କଲେଜରେ ଏଲ୍ଏଲ୍ବି କଲି। ପଢ଼ା ସରିବା ପରେ ସେଣ୍ଟ୍ରାଲ୍ ଇନ୍ଷ୍ଟିଚ୍ୟୁଟ୍...
କଭି କଭି ମେରେ ଦିଲ୍ ମେଁ…
୧୯୭୬ରେ ୟସ୍ ଚୋପ୍ରା ନିର୍ମାଣ କରିଥିଲେ ଫିଲ୍ମ ‘କଭି କଭି’। ‘କଭି କଭି’ ରିଲିଜ୍ ହେବା ପରେ ଭାରତୀୟ ସଙ୍ଗୀତ ଜଗତରେ ଚହଳ ପକେଇ ଦେଇଥିଲା ଏକ ଗୀତ: ‘କଭି କଭି ମେରେ ଦିଲ୍ ମେଁ ଖୟାଲ ଆତା ହୈ!’...
ଦାମୀ ପିଜା: ଦାମ୍ ଏତେ ଯେ ତାକୁ କିଣି ଖାଇବା ଅସମ୍ଭବ ମନେ ହେବ
ଆଜିକାର ଫାଷ୍ଟ ଫୁଡ୍ ଭିତରେ ପିଜାର ଚାହିଦା ବହୁତ। ଯୁବପିଢିଙ୍କ ମଧ୍ୟରେ ଏହା ପାଇଁ କ୍ରେଜ୍ ଦେଖିବାକୁ ମିଳେ। ତେବେ ଅନେକେ ହୁଏତ ଜାଣି ନ ଥିବେ ଏମିତି ବି ପିଜା ଅଛି, ଯାହାର ଦାମ୍ ଏତେ ଯେ ତାକୁ...
ଗୋ’ ସେବା: ପରମ୍ପରା ନୁହେଁ, ଗ୍ରାମ୍ୟ ଅର୍ଥନୀତିର ଏକ ମୁଖ୍ୟ ଅଂଶ
ଗୋସମ୍ପଦ ଗ୍ରାମ୍ୟ ସଂସ୍କୃତିର ସ୍ବତନ୍ତ୍ର ଅଙ୍ଗ। ଏହା ଗାଁର ଆର୍ଥତ୍କ ସ୍ଥିତିକୁ ସୁଦୃଢ଼ କରିଥାଏ। ଦିନ ଥିଲା, ଯେତେବେଳେ କି ସକାଳୁ ସକାଳୁ ଗାଁ ଦାଣ୍ଡରେ ଗାଈଗୋଠ ଯିବାବେଳେ ଗାଈଆଳଙ୍କ କୁହାଟ ହେଉ କିମ୍ବା ସୂଯର୍ୟାସ୍ତ ପୂର୍ବରୁ ସାହିକୁ ଗାଈ...
କରୋନାକୁ ଡରିଲେଣି ପ୍ରେମୀଯୁଗଳ
କଥାରେ ଅଛି ‘ପ୍ୟାର୍ କିୟା ତୋ ଡର୍ନା କ୍ୟା’। ମାତ୍ର କରୋନା ଭାଇରସ୍ ଏପରି ଏକ ମହାମାରୀ ଯାହାକୁ ପ୍ରେମୀଯୁଗଳ ବି ଡରିଲେଣି। ଏହି ଭାଇରସ୍ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଚାଲିଥିବା ବେଳେ ଏହା ସାଧାରଣ ଲୋକଙ୍କ ଜୀବନଯାତ୍ରାକୁ...
ବାଘଙ୍କୁ ଦିଆଯାଉଛି ଗଛ ଚଢ଼ା ଟ୍ରେନିଂ
ଲଣ୍ଡନ, ୧୫।୩: ଇଂଲଣ୍ଡର ଜେଡ୍ଏସ୍ଏଲ୍ ହ୍ବିପ୍ସ୍ନାଡେ ଚିଡ଼ିଆଘରରେ ଥିବା ସାଇବେରିଆ ବାଘଙ୍କୁ ଗଛ ଚଢ଼ା ଟ୍ରେନିଂ ଦିଆଯାଉଛି। ଏହା ସହିତ ଶିକାର କିପରି କରିବାକୁ ହୋଇଥାଏ ସେନେଇ ଆବଶ୍ୟକ ଟ୍ରେନିଂ ବି ଦିଆଯାଉଛି। ଚିଡ଼ିଆଘରେ ରହି ରହି ବାଘ ବୋଟସ୍ମେନ୍...
ସିଂହ ଧରିବା ଲାଗି ନାକେଦମ ହେଲା ପୋଲିସ, ହେଲେ ଧରାପଡ଼ିଲା କୁକୁର
ଚାରିଆଡେ ଚର୍ଚ୍ଚା ହୋଇଗଲା ସହରରେ ସିଂହ ବୁଲୁଛି। ପୋଲିସ ବି ଧରିବା ଲାଗି ସଜାଗ ହୋଇଗଲା। ହେଲେ ଯାଞ୍ଚ ପରେ ଜଣାପଡ଼ିଲା ପଶୁଟି ସିଂହ ନୁହେଁ ବରଂ ଏକ କୁକୁର। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସ୍ପେନର ମୋଲିନା...
ପ୍ରତିଶୋଧ ନେବାକୁ ସ୍ବାମୀଙ୍କୁ ଦ୍ୱିତୀୟଥର ବିବାହ କଲେ ମହିଳା ଜଜ୍: ୧୦ ବର୍ଷ ଜେଲ୍ ସହ ୧.୨୫ କୋଟି ଜରିମାନା
ପ୍ୟାରିସ୍: ସାଧାରଣତଃ ଗୃହସ୍ଥ ଜୀବନ ବିତାଇବା ସହ ପରିବାର ବୃଦ୍ଧି ଲାଗି ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତି ମହିଳା ପୁରୁଷ। କିନ୍ତୁ ଜଣେ ମହିଳା ପୂର୍ବ ସ୍ବାମୀଙ୍କ ପ୍ରତିଶୋଧ ନେବାକୁ ତାଙ୍କୁ ପୁନର୍ବାର ବିବାହ କରିଛନ୍ତି। ଏପରି ଅଜବ ଘଟଣା...
Archives


