ଫୁରସତ

କେରଳ ପୋଲିସର ହ୍ୟାଣ୍ଡ୍‌ ଓ୍ବାଶିଂ ଡ୍ୟାନ୍ସ୍‌: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଥିରୁଭାନନ୍ତପୁରମ୍‌,୧୮।୩: କରୋନା ଭୂତାଣୁ ସଂକ୍ରମଣ ଯୋଗୁ ପୃଥିବୀର ୧୬୫ ଦେଶରେ ସଙ୍କଟ ଦେଖାଦେଇଛି। ଭାରତରେ କରୋନା ସଂକ୍ରମିତଙ୍କ ମଧ୍ୟ ବଢ଼ିଚାଲିଛି। ଏହି ମର୍ମରେ କେରଳ ପୋଲିସ ପକ୍ଷରୁ ଲୋକଙ୍କୁ ସଚେତନ କରିବା ପାଇଁ ଏକ ହ୍ୟାଣ୍ଡ୍‌ ଓ୍ବାଶିଂ ଡ୍ୟାନ୍ସ୍‌ ଏବେ...

ଭେନିସ୍‌ କେନାଲରେ ଡଲଫିନ୍‌: ୫୫ ସେକେଣ୍ଡର ଭିଡ଼ିଓ ଭାଇରାଲ

ଭେନିସ୍‌,୧୮।୩: ଚାଇନା ପରେ କରୋନାର ନୂଆ ଠିକଣା ପାଲଟିଛି ଇଟାଲୀ। ସୁରକ୍ଷା ଦୃଷ୍ଟିରୁ ସାଢ଼େ ୬ କୋଟି ଲୋକଙ୍କୁ ଘରୁ ନ ବାହାରିବାକୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହାର ପ୍ରଭାବ ଯୋଗୁ ଏବେ ଭେନିସ୍‌ କେନାଲରେ ଆଉ ପୂର୍ବପରି...

ତାଳି, ବାସନ ବଜାଇ ଏକଜୁଟ ହୋଇ କରୋନାର ମୁକାବିଲା ଲାଗି ସଚେତନତା ସୃଷ୍ଟି କରୁଛନ୍ତି ଲୋକେ

ମାଦ୍ରିଦ୍‌,୧୮।୩: କରୋନା ସଂକ୍ରମଣ ଯୋଗୁ ସ୍ପେନ୍‌ରେ ସ୍ଥିତି ସଙ୍କଟ ଜନକ ହୋଇଛି। ସରକାରଙ୍କ ପକ୍ଷରୁ ଲୋକଙ୍କ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି। ଏପରିସ୍ଥଳେ ଲୋକେ ଘରେ ରହି ତାଳି, ବାସନକୁସନ ତଥା ବିଭିନ୍ନ ବାଦ୍ୟ ଯନ୍ତ୍ର ବଜାଇ ଏକ...

ଏହି ଅଫିସରେ ଆପଣାଛାଏଁ ଚାଲୁଛି ଚେୟାର, ଫଟୋ ଭାଇରାଲ

ଲଣ୍ଡନ: ଯଦି କୁହାଯାଏ, ଅଫିସ୍‌ରେ ଚେୟାରଗୁଡ଼ିକ ସ୍ବୟଂଚାଳିତ ଅର୍ଥାତ୍‌ ଆପଣାଛାଏଁ ଚାଲୁଛି ତେବେ ନିଶ୍ଚିତ ଅବିଶ୍ୱସନୀୟ ଲାଗିବ। ମାତ୍ର ଏହା ସତ। ଏହା କୌଣସି ଯାଦୁଗର ଶୋ’ କିମ୍ବା ଟେକ୍ନିକାଲ ପଦ୍ଧତି ନୁହେଁ। ଇଂଲଣ୍ଡର ମଞ୍ଚେଷ୍ଟରର ଏକ ଅଫିସ୍‌ରେ ଏପରି...

ଏହି ଜେଲ୍‌ରେ ନୂଆ କଏଦୀଙ୍କ ସହ ରହିବାକୁ ମନାକଲେ ପୁରୁଣା କଏଦୀ, ଜାଣନ୍ତୁ କାରଣ

କାନପୁର,୧୮ା୩: କରୋନା ଭାଇରସ୍‌କୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବା ବେଳେ ଏଥିରୁ ବାଦ୍‌ ପଡ଼ିନାହାନ୍ତି ଜେଲ୍‌ର ଚାରିକାନ୍ଥ ମଧ୍ୟରେ ରହୁଥିବା କଏଦୀମାନେ। ସେମାନେ ବି ଏହି ଭାଇରସ୍‌କୁ ନେଇ ବେଶ୍‌ ସଚେତନ। ଏପରି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର...

ଦୋକାନର ନାମ କରୋନା ଟେକ୍ସଟାଇଲ

କୋଚି,୧୮।୩: ଦେଶରେ କରୋନା ସଂକ୍ରମଣକୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ତେବେ କେରଳର ଜଣେ କପଡ଼ା ଦୋକାନୀ ତାଙ୍କ ଦୋକାନ ନାମ କରୋନା ଟେକ୍ସଟାଇଲ ରଖିଛନ୍ତି। ସ୍ଥାନୀୟ ତୁବତୁପୁଝା ଗାଁରେ ଏହି ଦୋକାନ ରହିଛି। ଦୋକାନ ମାଲିକ ପାରିଦ ଇଂଲିଶ୍‌...

ଭୁଟାନ ରାଜାଙ୍କ ପରାମର୍ଶ ନେଇ ପୃଥିବୀ ସାରା ଚର୍ଚ୍ଚା

ଥିମ୍ପୁ,୧୮।୩: ଭୁଟାନର ରାଜା ଜିଗ୍‌ମେ ଖେସାର ନାମଗେୟଲ ଓ୍ବାଙ୍ଗଚୁକ୍‌ ଗତ ଫେବୃୟାରୀ ୨୧ରେ ନିଜ ୪୦ ତମ ଜନ୍ମଦିନ ପାଳନ ଅବସରରେ ଦେଶବାସୀଙ୍କୁ ବୃକ୍ଷଚାରା ରୋପଣ ପାଇଁ ପରାମର୍ଶ ଦେଇଥିଲେ। ରାଜାଙ୍କ ଆହ୍ବାନରେ ଅନୁପ୍ରାଣିତ ହୋଇ ଲୋକେ ଏବେ ଗଛ...

ମୋଟର ସାଇକେଲର ଦାମ ୭ କୋଟି ୪୦ ଲକ୍ଷ

ଲଣ୍ଡନ, ୧୮।୩: ମୋଟର ସାଇକେଲର ଦାମ ୭ କୋଟି ୪୦ ଲକ୍ଷ ଟଙ୍କା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ। କମ୍ପାନୀ ଗେମ୍‌ ଓଭର ପକ୍ଷରୁ ଏହି ମୋଟରସାଇକେଲ ନିର୍ମାଣ କରାଯାଇଛି। ଏଥିରେ ଟାଟୁ ହୋଇଛି।...

ରହସ୍ୟମୟ ଯମ ଦ୍ୱାର: ଯେଉଁଠି ରାତିରେ ରହିଲେ ଲୋକେ ଫେରି ନ ଥାନ୍ତି

ହିନ୍ଦୁ ଧର୍ମରେ ଯମରାଜଙ୍କୁ ମୃତ୍ୟୁର ଦେବତା କୁହାଯାଏ। ପୃଥିବୀରେ ଏପରି ଏକ ରହସ୍ୟମୟ ଦ୍ୱାର ରହିଛି ଯାହାକୁ ‘ଯମଦ୍ୱାର’ ଅର୍ଥାତ୍‌ ଯମ ରାଜାଙ୍କ ଘରର ପ୍ରବେଶ ଦ୍ୱାର ବୋଲି କୁହାଯାଏ। ଏହି ପ୍ରବେଶ ଦ୍ୱାର ପବିତ୍ର କୈଳାଶ ପର୍ବତ ଯିବା...

ଯେଉଁ ଦେଶରେ ସର୍ବସମ୍ମୁଖରେ ହାତୀକୁ ଦିଆଯାଇଥିଲା ଫାଶୀ

କୌଣସି ଗୁରୁତର ଅପରାଧ ପାଇଁ ମଣିଷକୁ ଫାଶୀ ଦିଆଯିବା କଥା ସମସ୍ତେ ଶୁଣିଥିବେ। ହେଲେ ହାତୀକୁ ଫାଶୀ ଦିଆଯିବା କଥା ଶୁଣିଲେ ଟିକେ ଅଡୁଆ ଲାଗେ। ଅବଶ୍ୟ ଏହା ଆଜିକାଲିର ଘଟଣା ନୁହେଁ। ୧୯୧୬, ସେପ୍ଟେମ୍ବର ୧୩ରେ ଆମେରିକାର ଟେନେସି...

କରୋନା ଭୟ: ଏହି ଦେଶରୁ ମୁକୁଳିଲେ ୮୫ହଜାର କଏଦୀ

ତେହେରାନ,୧୭।୩: କରୋନା ଭାଇରସ୍‌ ଯୋଗୁ ଇରାନରେ ଏପର୍ଯ୍ୟନ୍ତ ୧୪,୯୯୧ ବ୍ୟକ୍ତି ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୮୫୩କୁ ଛୁଇଁଛି। କରୋନା ପ୍ରଭାବକୁ ଦେଖି ଇରାନ ଜେଲରେ ବନ୍ଦୀ ଥିବା ହଜାର ହଜାର କଏଦୀଙ୍କୁ ମୁକ୍ତ କରିବା ପାଇଁ ସରକାର...

ଗର୍ଭବତୀ ମା’ଠାରୁ ନବଜାତକକୁ ହେବନାହିଁ କରୋନା!

ବେଜିଂ,୧୭।୩: କରୋନା ଭାଇରସ ଏବେ ବିଶ୍ୱକୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଏହି ଭୂତାଣୁ ଗର୍ଭବତୀ ମା’ଠାରୁ ନବଜାତ ଶିଶୁକୁ ସଂକ୍ରମଣ କରିବ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଚାଇନାର ହୁଆଝୋଙ୍ଗ ୟୁନିଭର୍ସିଟି ଅଫ୍‌ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ବିଶେଷଜ୍ଞମାନେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri